Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୬ ଦିନ ଅନ୍ତରାଳରେ ଅନ୍ତରୀକ୍ଷରୁ ଆସୁଛି ରହସ୍ୟମୟ ରେଡିଓ ତରଙ୍ଗ

ଫ୍ଲୋରିଡା: ବୈଜ୍ଞାନିକମାନେ ଗୁରୁବାର ଏକ ରହସ୍ୟମୟ ତଥ୍ୟର ଉଜାଗର କରିଛନ୍ତି । ସେମାନଙ୍କ ମତରେ ପ୍ରତ୍ୟେକ ୧୬ ଦିନ ବ୍ୟବଧାନରେ ଅନ୍ତରୀକ୍ଷରୁ ରହସ୍ୟମୟ ଶବ୍ଦ ଓ ଆଲୋକ ତରଙ୍ଗ ପୃଥିବୀପୃଷ୍ଠର ନିକଟତର ହେଉଛି । ଏହାର ନାମ ଏଫଆରବି ରଖାଯାଇଛି । ପୂର୍ବରୁ ଏଭଳି ରେଡିଓ ସିଗ୍ନଲ ଘଟଣା ସମ୍ମୁଖକୁ…

ଆସନ୍ତୁ ଜାଣିବା ଇମ୍ରାନ ହାସିମଙ୍କ ସ୍ମରଣୀୟ ଚୁମ୍ବନ ବିଷୟରେ

ମୁମ୍ବାଇ : ଇମ୍ରାନ ହାସିମ ବଲିଉଡର ସିରିୟଲ କିସର ଭାବେ ପରିଚିତ । ତେବେ କେଉଁ ଚୁମ୍ବନ ତାଙ୍କ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ ତାହା ସେ ପ୍ରକାଶ କରିଛନ୍ତି । କର୍କଟ ରୋଗରୁ ତାଙ୍କ ପୁତ୍ର ସୁସ୍ଥ ଭାବେ ମୁକୁଳିବା ପରେ ତାକୁ ଦେଖି ଭାବପ୍ରବଣ ହୋଇ ପଡିଥିଲେ । ସ୍ନେହରେ ତା’ର କପାଳରେ ଗୋଟିଏ…

ପ୍ରେମ ସପ୍ତାହରେ ଅଲଗା ହେଲେ : ମାଇକେଲ କ୍ଲାର୍କ-କାଇଲ

ବ୍ରିସବେନ୍‌:ଅଷ୍ଟ୍ରେଲିଆର କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ଓ ତାଙ୍କ ପତ୍ନୀ କାୟଲିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି । ଉଭୟ ୨୦୧୨ରେ ବିବାହ କରିଥିଲେ । ସେମାନଙ୍କ ୪ ବର୍ଷର ଶିଶୁ କନ୍ୟା ରହିଛି । ତେବେ ପ୍ରେମ ସପ୍ତାହରେ ଏହି ବିଚ୍ଛେଦ ପ୍ରଶଂସକଙ୍କୁ ନିରାଶ କରିଛି ।…

ଦେବାଶୀଷଙ୍କ ଆକର୍ଷଣୀୟ ଶତକ: ଓଡିଶା ୪୩୬ରେ ଅଲଆଉଟ

କଟକ: ଗ୍ରୁପ ସି’ ରଣଜୀ ମ୍ୟାଚରେ ଦେବାଶୀଷ ସାମନ୍ତରାୟଙ୍କ ଆକର୍ଷଣୀୟ ଶତକ (୧୫୬) ସହାୟତାରେ ଓଡିଶା ଝାଡଖଣ୍ଡ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୪୩୬ ରନ କରି ଅଲଆଉଟ ହୋଇଯାଇଛି । ବିଳ୍ପବ ସାମନ୍ତରାୟ ୭୪ ଓ ଅନୁରାଙ୍ଗ ଷଡଙ୍ଗୀ ୬୫ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ।…

କରୋନା ଆତଙ୍କ: କୋଲକାତା ବିମାନ ବନ୍ଦରରେ ୨ କରୋନା ଆକ୍ରାନ୍ତ ଚିହ୍ନଟ

କୋଲକାତା: କୋଲକାତା ବିମାନ ବନ୍ଦରରେ ୨ ଯାତ୍ରୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ବେଳେ ଭୂତାଣୁ ଚିହ୍ନଟ ହୋଇଛି । ବ୍ୟାଙ୍କକରୁ କୋଲକାତା ଫେରିଥିବା ୨ ବ୍ୟକ୍ତିଙ୍କୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଉଭୟଙ୍କ ରକ୍ତ…

ଲକ୍ଷ୍ନୌ କୋର୍ଟରେ ଫୁଟିଲା ବୋମା, ଅନେକ ଓକିଲ ଆହତ

ଲକ୍ଷ୍ନୌ: ଲକ୍ଷ୍ନୌରେ ଚାଂଚଲ୍ୟ । କୋର୍ଟରେ ଫୁଟିଲା ବୋମା । ଲକ୍ଷ୍ନୌ ୱଜିରଗଂଜ କୋର୍ଟ ପରିସରରେ ଆଜି ଅପରାହ୍ନରେ ବୋମା ବିସ୍ଫୋରଣ ହୋଇଛି । ଏଥିରେ ଅନେକ ଓକିଲ ତଥା ଆଇନଜୀବୀ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଂଚି ୩ଟି ଜୀବନ୍ତ ମୋବା ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।…

ଆପ୍ ବିଧାୟକଙ୍କ ପରିବାର ଲୋକଙ୍କୁ ପୋଲିସର ମାରପିଟ ଅଭିଯୋଗ

ୟୁପି: ୟୁପି ପୋଲିସ ଉପରେ ଆରୋପ ଲଗାଇଲେ ଆପ ବିଧାୟକ । ଉତ୍ତରପ୍ରଦେଶ ମେରଠର ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କ ପରିବାର ଓ ପରିଜନ ସଦସ୍ୟଙ୍କୁ ପୋଲିସ ମାରପିଟ୍ କରିଥିବା ସେ ଅଭିଯୋଗ କରିଛନ୍ତି । ଦିଲ୍ଲୀରେ ଆପ୍‌ର ସଫଳତାକୁ ନେଇ ପରିକ୍ଷିତଗଡ ଅଚଂଳ ଆଗବାନପୁର ଗାରଁରେ ନିଜ ବନ୍ଧୁ ଏବଂ ପରିବାର…

୧୩ ଫୁଟ ଲମ୍ବା କଇଁଛର ଜୀବାଶ୍ମ ମିଳିଲା

କଲମ୍ବିଆ: ଦକ୍ଷିଣ ଆମେରିକାର କଲମ୍ବିଆରେ ଏକ ବୃୟତକାୟ କଇଁଛର ଜୀବାଶ୍ମ ମିଳିଛି । ଏହା ଏକ କାରର ଲମ୍ବା ଓ ଓସାର ସଦୃଶ । ବୈଜ୍ଞାନିକଙ୍କ ଅନୁସାରେ ଏହି ବିଶାଳକାୟ କଇଁଛର ଲମ୍ବ ୧୩ ଫୁଟ ଏବଂ ଓଜନ ୨.୫ ଟନ ହେବ । ଏହା ପ୍ରାୟ ୧.୩ କୋଟି ବର୍ଷ ପୂର୍ବେ ଆମେରିକାରେ ଦେଖାଯାଉଥିଲେ । ଏହି…

ହସ୍ପିଟାଲରେ କରୋନା ସଂକ୍ରମିତଙ୍କୁ ଭେଟିଲେ ଜିନପିଙ୍ଗ

ବେଜିଂ: ଚୀନରେ ମହାମାରୀରେ ରୂପ ନେଲାଣି କରୋନା ଭୂତାଣୁ । ଗତକାଲି ଗୋଟିଏ ଦିନରେ ୨୪୨ ମୃତ୍ୟୁ ଓ ୧୪ ହଜାର ୮୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚୀନ ସରକାରଙ୍କ ବଢିଚି ଚିନ୍ତା । କାରଣ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଚୀନରେ ଗୋଟିଏ ଦିନରେ ଏତେ ସଂଖ୍ୟାର ମୃତ୍ୟୁ ହେବା ଦେଖିବାକୁ…

ଯୁବ ପିଢ଼ୀଙ୍କ ଚାକିରୀ ଖାଉଛି ରୋବୋଟ

ନୂଆଦିଲ୍ଲୀ:ଟେକ୍ନୋଲୋଜିର ଅଗ୍ରଗତି ଯୋଗୁ ଏବେ ଯୁବ ପିଢ଼ୀଙ୍କ ଚାକିରୀ ଅତ୍ୟାଧୁନିକ ରୋବୋଟ ଖାଉଛି । କରୋନା ଭାଇରସକୁ ରୋକିବା ପାଇଁ ଚୀନ ସରକାର ରୋଗୀଙ୍କ ପାଖକୁ ରୋବୋଟ ପଠାଇ ଚିକିତ୍ସା ସୁବିଧା ଯୋଗାଉଛି । ରିପୋର୍ଟ ମୁତାବକ ଏଥିଯୋଗୁ ୨୦୦୦୦ ବ୍ୟକ୍ତି ସେମାନଙ୍କ ଚାକିରୀ ହରାଇ ସାରିଲେଣି…