Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାଶ୍ମୀରରେ ପୁଲୱାମା ଭଳି ଆକ୍ରମଣ ଷଡଯନ୍ତ୍ର କରୁଛି ଆଇଏସ୍‌ଆଇ

ଜମ୍ମୁକାଶ୍ମୀର: ଜମ୍ମୁ ଏବଂ କାଶ୍ମୀରରେ ଆକ୍ରମଣ ପାଇଁ ଷଡଯନ୍ତ୍ର ରଚୁଛି ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇ । ପୁଲୱାମା ଭଳି ଆକ୍ରମଣ କରିବା ପାଇଁ ଆଇଏସ୍‌ଆଇ ଯୋଜନା ଚଳାଇଛି । ଏଥିପାଇଁ ସେ ସମସ୍ତ ଆତଙ୍କବାଦୀ ସଙ୍ଗଠନ ସହ ମିଶି ଏକ ଫୋର୍ସ ତିଆରି କରିଛି, ଯାହା ନାଁ ରହିଛି ଗଜନୱି ଫୋର୍ସ । ଏହି…

ଭୁଶୁଡିଲା ଫୁଟ୍ ଓଭରବ୍ରିଜ୍‌, ୬ ଆହତ

ଭୋପାଲ: ମଧ୍ୟପ୍ରଦେଶ ଭୋପାଲ ରେଲୱେ ଷ୍ଟେସନ୍‌ରେ ବଢ ଧରଣର ଅଘଟଣ । ଫୁଟ୍ ଓଭରବ୍ରିଜ୍ ଭୁଶୁଡି ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ଲାର୍ଟ ଫର୍ମ ନମ୍ବର-୩ରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ରେଳ କର୍ମଚାରୀ ଓ…

ବିଶ୍ୱ ରେଡ଼ିଓ ଦିବସ: ଜାଣନ୍ତୁ, ରେଡ଼ିଓ ଟ୍ରାନ୍ସମିସନ ସମ୍ପର୍କରେ କିଛି ଜଣା ଅଜଣା କଥା…

ଭୁବନେଶ୍ୱର: ଜାତି ସଂଘ ଆନୁକୂଲ୍ୟରେ ୨୦୧୨ରୁ ପ୍ରତିବର୍ଷ ଫେବ୍ରୃଆରି ମାସ ୧୩ ତାରିଖରେ ପାଳନ କରାଯାଉଛି 'ବିଶ୍ୱ ରେଡ଼ିଓ ଦିବସ' । ଏହି ଅବସରରେ ରେଡ଼ିଓ ଟ୍ରାନ୍ସମିସନ ସମ୍ପର୍କରେ କେତେକ ଜଣା ଅଜଣା କଥା । ୧୮୬୦ ରେ ରେଡ଼ିଓ ତରଙ୍ଗର ଉପସ୍ଥିତି ଓ ଏହାର ଟ୍ରାନ୍ ସିମିସନ୍ ବାବଦରେ ପ୍ରଥମେ…

ଉତ୍ତରପ୍ରଦେଶରେ ବସ୍ ଦୁର୍ଘଟଣା: ୧୩ ମୃତ, ୩୧ ଆହତ

ଫିରୋଜାବାଦ: ଉତ୍ତରପ୍ରଦେଶର ଫିରୋଜାବାଦରେ ବୁଧବାର ବିଳମ୍ବିତ ରାତ୍ରୀରେ ଆଗ୍ରା-ଲକ୍ଷ୍ନୌ ଏକ୍ସ୍‍ପ୍ରେସ୍‌ୱେରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବସ ଟ୍ରକକୁ ଧକ୍କା ଦେବା ଫଳରେ ୧୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ରୁ ଅଧିକ ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା…

ବିଶ୍ୱ ରେଡ଼ିଓ ଦିବସ: ଆଜିବି କମି ନାହିଁ ରେଡ଼ିଓର ଚାହିଦା

ଭୁବନେଶ୍ବର: ଆଜିର ସମୟରେ ଟେଲିଭିଜନର ଲୋକପ୍ରିୟତା ବୃଦ୍ଧି ସାଙ୍ଗକୁ ମୋବାଇଲର ବହୁଳ ବ୍ୟବହାର ସତ୍ତ୍ୱେ ମଧ୍ୟ ରେଡ଼ିଓ କମି ନାହିଁ ରେଡ଼ିଓର ଚାହିଦା । ଅନ୍ୟ ଗଣମାଧ୍ୟମ ତୁଳନାରେ ରେଡ଼ିଓର ଏକ ନିଆରା ଆଦର ରହିଛି । ପାହାଡ଼ ଉପରେ ଥିବା ଜନବସତି ହେଉ ବା ସମୁଦ୍ର କୂଳରେ ଏହା ମୁକ୍ତ ଭାବେ…

ଆହୁରି ଶସ୍ତା ହେଲା ସୁନା: କେତେ ରହିଛି ଆଜିର ଦର, ଜାଣନ୍ତୁ…

ନୂଆଦିଲ୍ଲୀ: ବିଦେଶୀ ବଜାରରେ ଗତ କିଛିଦିନ ହେବ ସୁନାଦରରେ କ୍ରମାଗତ ହ୍ରାସ ପରିଲିଖିତ ହେଉଛି । ବିଦେଶୀ ବଜାରରେ ଦର ହ୍ରାସ ଯୋଗୁଁ ଭାରତର ଘରୋଇ ବଜାରରେ ମଧ୍ୟ ସୁନା ଦାମ୍ ଉପରେ ପ୍ରଭାବ ପଡୁଛି । ୧୨ ତାରିଖ ଦିଲ୍ଲୀ ବଜାରରେ ସୁନା ଓ ରୂପା ଦର ହ୍ରାସ ଘଟିଥିବା ଦେଖିବାକୁ ମିଳିଛି ।…

‘ଓଆଇସିଏଲ’, ‘ଏନଆଇସିଏଲ’ ଏବଂ ‘ୟୁଆଇଆଇସିଏଲ’ ଲାଗି ପୁଞ୍ଜି ଉପଲବ୍ଧ କରାଇବା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ରାଷ୍ଟ୍ରାୟତ କ୍ଷେତ୍ରର ତିନୋଟି ସାଧାରଣ ବୀମା କମ୍ପାନୀ ଯଥା : ଓରିଏଂଟାଲ ଇନ୍ସ୍ୟୋରାନ୍ସ କମ୍ପାନୀ ଲିଃ (ଓଆଇସିଏଲ), ନ୍ୟାସନାଲ ଇନ୍ସ୍ୟୋରାନ୍ସ କମ୍ପାନୀ ଲିଃ (ଏନଆଇସିଏଲ) ଓ ୟୁନାଇଟେଡ ଇଣ୍ଡିଆ…

ଅଣାୟତ୍ତ କରୋନା: ଚୀନରେ ନେଲାଣି ୧୩୦୦ ମୁଣ୍ଡ

ବେଜିଂ: ବୋଲ ମାନୁନି ମାରାତ୍ମକ କରୋନା ଭାଇରସ । ଦିନକୁ ଦିନ ଏହା ଅଣାୟତ୍ତ ହେବାରେ ଲାଗିଛି । ଏହାର ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଏହି ମାରାତ୍ମକ ଭାଇରସ ଚୀନରେ ନେଲାଣି ୧୩୦୦ ମୁଣ୍ଡ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କରୋନା ଭାଇରସ୍…

ଲଞ୍ଚ ହେଲା ସାମସଙ୍ଗ ଏସ୨୦ ସିରିଜର ତିନି ସ୍ମାର୍ଟଫୋନ; ଜାଣନ୍ତୁ କ’ଣ ରହିବ ଦାମ…

ନୂଆଦିଲ୍ଲୀ: ବହୁତ ସମୟ ଚର୍ଚ୍ଚାରେ ଥିବା ସାମସଙ୍ଗ ଶେଷରେ ଅଫିସିଆଲି ଭାବେ ଲଞ୍ଚ କରିଛି ନିଜର ଏସ୨୦ ଫ୍ଲାଗସିପ ସ୍ମାର୍ଟଫୋନ | ଦକ୍ଷିଣ କୋରିଆର ଏହି କମ୍ପାନୀ ତାର ଏହି ସ୍ମାର୍ଟଫୋନ ଗାଲାକ୍ସି ଏସ୨୦, ଗାଲାକ୍ସି ଏସ୨୦+ ଓ ଗାଲାକ୍ସି ଏସ୨୦ ଅଲ୍ଟ୍ରା | ଏହାର ଲଂଚିଙ୍ଗ…

ଆସନ୍ତା ୧୯ରୁ ମହାରାଷ୍ଟ୍ରର ସମସ୍ତ କଲେଜରେ ବାଧ୍ୟତାମୂଳକ ହେବ ଜାତୀୟ ସଙ୍ଗୀତ

ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାର ସମସ୍ତ କଲେଜ ଗୁଡିକରେ ଜାତୀୟ ସଙ୍ଗୀତ ଗାଇବା ବାଧ୍ୟତାମୂଳକ କରିଛନ୍ତି । ଏହା ଆସନ୍ତା ୧୯ ତାରିଖରୁ ଲାଗୁ କରିଦିଆଯିବ । କଲେଜ ଗୁଡିକରେ ଜାତୀୟ ସଙ୍ଗୀତ ଗାଇବା ବାଧ୍ୟତାମୂଳକ ବୋଲି ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ କହିଛନ୍ତି । Maharashtra…