Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଲୱାମା ସହିଦ ଦିବସ: ସହିଦ ଯବାନଙ୍କୁ ସିଆରପିଏଫର ସଲାମ

ନୂଆଦିଲ୍ଲୀ: ପାକିସ୍ତାନର ଘୃଣ୍ୟ ଷଡଯନ୍ତ୍ର ଯୋଗୁଁ ଗତବର୍ଷ ଆଜିର ଦିନରେ ଆମେ ଆମ ୪୦ ଯବାନଙ୍କୁ ହରାଇଥିଲେ । ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣକୁ ଆଜି ବର୍ଷେ ପୂରିଛି ଏବଂ ସାରା ଦେଶ ସହିଦ ଯବାନଙ୍କୁ ସଲାମ କରୁଛି । ସିଆରପିଏଫ ମଧ୍ୟ ନିଜ ଯବାନଙ୍କୁ ମନେ ପକାଇ ଲେଖିଛି, ‘ଆମେ…

ପୁଲୱାମା ଆକ୍ରମଣକୁ ନେଇ କେଉଁ ଦେଶ ଦେଇଥିଲେ କେଉଁଭଳି ପ୍ରତିକ୍ରିୟା, ଜାଣନ୍ତୁ

ଭୁବନେଶ୍ୱର: ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଏହା ଭିତରେ ବର୍ଷେ ପୁରି ଗଲାଣି। ହେଲେ ସେଦିନର ସେହି ଛାତିଥରା ଦୃଶ୍ୟ ଆଜିବି ମନ ଭିତରେ ଜୀବିତ ରହିଛି । ଭାରତ ମାଆ ର ୪୪ ବୀର ଯବାନଙ୍କ ରକ୍ତ ରଞ୍ଜିତ ମାଟି ଆଜିବି କାନ୍ଦୁଛି । ପ୍ରତ୍ୟେକ ଭାରତୀୟ ଆଜିବି ପ୍ରତିଶୋଧର ନିଆଁରେ ଜର୍ଜରିତ ।…

ଏୟାରଟେଲ ଗ୍ରାହକଙ୍କ ପାଇଁ ଖୁସି ଖବର: ବଜାରକୁ ଆସିଲା ୪ଟି ନୂଆ ରିଚାର୍ଜ ପ୍ଲାନ

ନୂଆଦିଲ୍ଲୀ: ଏୟାରଟେଲ ଗ୍ରାହକଙ୍କ ପାଇଁ ଖୁସି ଖବର। ଏୟାରଟେଲ ଆଣିଛି ୪ଟି ନୂଆ ରିଚାର୍ଜ ପ୍ଲାନ । ଟେଲିକମ୍‌ ସେକ୍ଟରରେ କମ୍ପାନୀମାନଙ୍କ ସେବା ଓ ସୁବିଧା ପ୍ରଦାନ ଲାଗି ପ୍ରତିଯୋଗୀତା ଗ୍ରାହକଙ୍କୁ ବେଶ ଉପକୃତ କରାଉଛି। ଇତି ମଧ୍ୟରେ ଭାରତୀ ଏୟାରଟେଲ ନିଜ ଗ୍ରାହକଙ୍କୁ ଭେଟି ଦେଉଛି ପୁଣି ୪ଟି…

ପୁଲୱାମା ଆକ୍ରମଣକୁ ବର୍ଷେ: ଓଡ଼ିଶାରୁ ଶହୀଦ ହୋଇଥିଲେ ୨ ବୀର ଯବାନ…

ଭୁବନେଶ୍ୱର:୧୪ ଫେବୃୟାରୀ ୨୦୧୯ ମସିହାରେ ହୋଇଥିବା ପୁଲୱାମା ଆକ୍ରମଣରେ ଭାରତୀୟ ସୈନ୍ୟବାହିନୀଙ୍କୁ ନେଇ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବା ଏକ ପ୍ରତିରକ୍ଷା ବାହିନୀ ଗାଡ଼ିକୁ ଆତ୍ମଘାତୀ ବିସ୍ଫୋରଣକାରୀ ଦ୍ୱାରା ଅବନ୍ତିପୁରା ନିକଟସ୍ଥ ଲେଥପୋରା, ପୁଲୱାମା ଜିଲ୍ଲା, ଜମ୍ମୁ ଓ…

ଜାଣନ୍ତୁ, ପୁଲୱାମା ଆକ୍ରମଣ ଭଳି ପାକିସ୍ତାନ ଘଟାଇଥିବା ଆଉ କିଛି ବର୍ବର କାଣ୍ଡ ସମ୍ପର୍କରେ

ଭୁବନେଶ୍ୱର: ଚାହୁଁ ଚାହୁଁ ବିତିଗଲାଣି ଏକ ବର୍ଷ । ୨୦୧୯ ମସିହା ଫେବୃଆରୀ ୧୪ ତାରିଖ ଭାରତ ପାଇଁ ଥିଲା କଲା ଦିବସ। ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ ଭାରତ ମାଆର ୪୪ ବୀର ସୁପୁତ୍ର । ଆଜିବି ମନେ ପଡିଲେ ଦେହ ଶିହିରି ଉଠେ । ଏହିଦିନ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବା ଏକ…

ବୋଲ ମାନୁନି କରୋନା: ୨୪ ଘଣ୍ଟାରେ ନେଲା ୧୧୬ ଜୀବନ

ବେଜିଂ: ବୋଲ ମାନୁନି ମାରାତ୍ମକ କରୋନା ଭାଇରସ । ଦିନକୁ ଦିନ ଏହା ସୀମା ଲଙ୍ଘି ଚାଲିଛି । ଏହାର ପ୍ରଭାବରେ ଦିନକୁ ଦିନ ଚୀନରେ ମୃତ୍ୟୁ ସଂଖ୍ୟା ପବନ ବେଗରେ ବଢିବାରେ ଲାଗିଛି । ଏହି ମାରାତ୍ମକ ଭାଇରସ ଚୀନରେ ନେଲାଣି ୧୪୧୬ ମୁଣ୍ଡ । China reports 116 more deaths in coronavirus…

ପୁଲୱାମା ଆକ୍ରମଣକୁ ପୁରିଲା ବର୍ଷେ: ଜାଣନ୍ତୁ, କ’ଣ ଥିଲା ଘଟଣାକ୍ରମ..

ଭୁବନେଶ୍ୱର: ୨୦୧୯ ମସିହା ୧୪ ଫେବୃୟାରୀ ୧୪ ତାରିଖ । ଗତବର୍ଷ ଏହିଦିନ ଭାରତୀୟ 'ସିଆରପିଏଫ' ସୈନ୍ୟବାହିନୀଙ୍କୁ ନେଇ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବା ଏକ ପ୍ରତିରକ୍ଷା ବାହିନୀ ଗାଡ଼ିକୁ ଆତ୍ମଘାତୀ ବିସ୍ଫୋରଣକାରୀ ଦ୍ୱାରା ଅବନ୍ତିପୁରା ନିକଟସ୍ଥ ଲେଥପୋରା, ପୁଲୱାମା ଜିଲ୍ଲା, ଜମ୍ମୁ…

ପୁଲୱାମା ଆକ୍ରମଣକୁ ବର୍ଷେ: ବୀର ଶହୀଦଙ୍କୁ ନମନ

ଭୁବନେଶ୍ୱର: ୨୦୧୯ ଫେବୃୟାରୀ ୧୪ ତାରିଖ । ସ୍ତବ୍ଧ ହୋଇଯାଇଥିଲା ସମଗ୍ର ଦେଶ । ଭାରତକୁ ସମ୍ଭୀଭୁତ କରିଦେଇଥିଲା ପୁଲୱାମା ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ । ଏହି ହୃଦୟ ବିଦାରକ ଘଟଣାରେ ଦେଶର ୪୪ ଜଣ ଯବାନ ଶହୀଦ୍‌ ହୋଇଥିଲେ। ଆଜି ଏହି ଘଟଣାକୁ ପୁରିଛି ଏକ ବର୍ଷ । ତଥାପି ଲିଭି ନାହିଁ ମନରୁ…

ମାତ୍ର ୩୦ ସେକେଣ୍ଡରେ କରୋନା ଭାଇରସର ହେବ ମୂଳପୋଛ ! ଜାଣନ୍ତୁ ଉପାୟ

ଉହାନ: ଥମୁନି କରୋନା ମୃତ୍ୟୁ ସଂଖ୍ୟା । ଏହି ଭାଇରସ ଦ୍ୱାରା ସାରା ଦୁନିଆରେ ପାଖାପାଖି ୬୦,୧୦୮ଜଣ ଲୋକ ସଂକ୍ରମଣର ଶିକାର ହୋଇସାରିଲେଣି । ମୋଟ୍ ସଂକ୍ରମିତ ଲୋକଙ୍କ ମଧ୍ୟରୁ ୫୯,୫୩୯ ଲୋକ କେବଳ ଚୀନରେ ଅଛନ୍ତି । ଯେବେକି, ଚୀନର ୧୩୬୧ ଲୋକ ମୃତ । ଏବେ ଜର୍ମାନୀର ବୈଜ୍ଞାନିକମାନେ କେମିତି…

ରାଜନୈତିକ ଦଳଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ, ୱେବ୍‌ସାଇଟ୍‌ରେ ଅପଲୋଡ ହେବ ଅପରାଧୀ ପ୍ରାର୍ଥୀଙ୍କ ତଥ୍ୟ

ନୂଆଦିଲ୍ଲୀ: ଏଣିକି ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍ ହେବ ଅପରାଧୀ ପ୍ରାର୍ଥୀଙ୍କ ସମ୍ପୂର୍ଣ୍ଣ ତଥ୍ୟ । ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀଙ୍କ ତଥ୍ୟ ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍ କରିବେ । ଏନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ଦଳ ଏହି ଆଦେଶକୁ ଅମାନ୍ୟ କରନ୍ତି ତେବେ…