Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ ଛୁଇଁଲା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୧୦୭ରେ ପହଞ୍ଚିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅଫିସିଆଲ୍ ୱେବସାଇଟ୍ ପକ୍ଷରୁ ସୂଚନା ମିଳିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମରେ ମଧ୍ୟ…

ଜମ୍ମୁକାଶ୍ମୀର: ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ଭାରତୀୟ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟରରେ ୪ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏବେ ବି ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଏନକାଉଣ୍ଟରରେ କୌଣସି ଭାରତୀୟ ଯବାନ ଆହତ ହୋଇଥିବା ସୂଚନା…

କରୋନା ମୁକାବିଲା: ସାର୍କ ଦେଶ ସହିତ ଚର୍ଚ୍ଚା କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ବିଶ୍ୱରେ କରୋନା ଭାଇରସର ପ୍ରକୋପକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟା ୫ଟାରେ ଭିଡିଓ କଂଫ୍ରେନ୍ସିଂ ଜରିଆରେ ଦକ୍ଷିଣ ଏସିଆ ଦେଶର ସଙ୍ଗଠନ(ସାର୍କ) ସହିତ ଚର୍ଚ୍ଚା କରିବେ । ଏହି ଚର୍ଚ୍ଚାରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ…

କରୋନା ଭାଇରସ: ୨୪ ଘଣ୍ଟାରେ ୪୧୭ ମୃତ, ଦେଢ଼ ଲକ୍ଷ ଟପିଲା ଆକ୍ରାନ୍ତ ସଂଖ୍ୟା

ପ୍ୟାରିସ: ସାରା ଦୁନିଆରେ କରୋନା ଭାଇରସର ମାମଲା ବଢ଼ି ୧,୫୧,୭୬୦ରେ ପହଞ୍ଚିସାରିଛି । ଯେଉଁଥିରେ ୧୩୭ଟି ଦେଶରେ ୫୭୬୪ଜଣଙ୍କ ମୃତ୍ୟୁ ହୋଇଛି । ସାରା ଦୁନିଆରେ ଶୁକ୍ରବାର ସନ୍ଧ୍ୟା ୫ଟାରୁ ଶନିବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କରୋନା ଭାଇରସର ୧୧,୦୩୭ ନୂଆ ମାମଲା ସାମନାକୁ ଆସିଛି । ଯେବେକି ୨୪…

କରୋନାଭାଇରସ ଭୟ; ଇରାନରୁ ଫେରିଲେ ୨୩୪ ଭାରତୀୟ

ନୂଆଦିଲ୍ଲୀ: କରୋନାଭାଇରସରେ ପ୍ରଭାବିତ ଇରାନ ରାଷ୍ଟ୍ରରେ ଫସିରହିଥିବା ଛାତ୍ରଛାତ୍ରୀ ଓ ପର୍ଯ୍ୟଟକଙ୍କ ସମେତ ୨୩୪ ଜଣ ଭାରତୀୟ ରବିବାର ସକାଳେ ଭାରତରେ ଆସି ପହଞ୍ଚିଛନ୍ତି । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସୂଚନା ଦେଇଚନ୍ତି । ଏକ ସ୍ୱତନ୍ତ୍ର ବିମାନ ଯୋଗେ ୨୩୪ ଜଣ…

କରୋନାଭାଇରସରେ ଆକ୍ରାନ୍ତ ହେଲେ ସ୍ପେନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ମାଦ୍ରିଦ: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ପତ୍ନୀ ବେଗୋନା (କୋଭିଡ-୧୯)ରେ ଆକ୍ରାନ୍ତ ହୋଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ପ୍ରାପ୍ତ ସୂଚନାନୁଯାୟୀ, ଏହି ଭାଇରସ ସଂକ୍ରମଣରେ ସ୍ପେନରେ ପ୍ରାୟ ୧୮୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।…

କରୋନା ମୁକାବିଲା ପାଇଁ ଏପର୍ଯ୍ୟନ୍ତ ସରକାର ନେଇଥିବା ପଦକ୍ଷେପ ଗୁଡିକ ସମ୍ପର୍କରେ, ଜାଣନ୍ତୁ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଓ ନିରାକରଣ ଲାଗି ଭାରତ ସରକାର ସଂଖ୍ୟାଧିକ ତତ୍ପର ଓ ସମୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାତ୍ରା କଟକଣା, ବିମାନ ଓ ସାମୁଦ୍ରିକ ବନ୍ଦରରେ ଯାତ୍ରୀଙ୍କ ସାମୂହିକ ଯାଂଚ, ଭିସା ରଦ୍ଦ ଏବଂ କ୍ୱାରେଂଟିନ (ପୃଥକୀକରଣ) ପାଇଁ ପଦକ୍ଷେପ ଗ୍ରହଣ…

ମହଙ୍ଗା ହେଲା ମୋବାଇଲ ଫୋନ; ୧୮ ପ୍ରତିଶତକୁ ବୃଦ୍ଧି ପାଇଲା ଜିଏସ୍‌ଟି !

ନୂଆଦିଲ୍ଲୀ: ମୋବାଇଲ ଫୋନ୍ ଓ ଏହାର ନିର୍ଦ୍ଦିଷ୍ଟ ଉପକରଣଗୁଡିକ ଉପରେ ଜିଏସ୍‌ଟି ଦର ୧୨ ପ୍ରତିଶତରୁ ବଢି ୧୮ ପ୍ରତିଶତ ହୋଇଛି । ଶନିବାର ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ଦ୍ୱାରା ବଜାରରେ ମୋବାଇଲ ଫୋନଗୁଡିକ ମହଙ୍ଗା ହେବାକୁ ଯାଉଛି । ତେବେ ଏଥି ନେଇ…

ପ୍ରଶାନ୍ତ କୁମାର ‘ୟେସ୍ ବ୍ୟାଙ୍କ’ର ନୂଆ ସିଇଓ ଭାବେ ନିଯୁକ୍ତ ହେଲେ

ମୁମ୍ବାଇ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ପୂର୍ବତନ କର୍ମଚାରୀ ପ୍ରଶାନ୍ତ କୁମାର କେନ୍ଦ୍ର ସରକାରଙ୍କ ଦ୍ୱାରା ୟେସ୍ ବ୍ୟାଙ୍କର ନୂତନ ଚିଫ୍ ଏକଜିକ୍ୟୁଟିଭ୍ ଅଫିସର (ସିଇଓ) ଭାବେ ନିଯୁକ୍ତ ହୋଇଛନ୍ତି । ଆସନ୍ତା ବୁଧବାର ଦିନ ୟେସ ବ୍ୟାଙ୍କ ଉପରୁ ସମସ୍ତ କଟକଣା ଉଠିଗଲା ପରେ ଏସବିଆଇର…

ୟାସିନ ମଲ୍ଲିକ, ୬ ଜଣଙ୍କ ବିରୁଦ୍ଧରେ ଅଭିଯୋଗପତ୍ର ଦାଖଲ ପାଇଁ ଏନଆଇଏକୁ କୋର୍ଟର ଅନୁମତି

ନୂଆଦିଲ୍ଲୀ : ଚାରିଜଣ ବାୟସେନା ଅଧିକାରୀଙ୍କ ହତ୍ୟାମାମଲାରେ କୁଖ୍ୟାତ ବିଚ୍ଛିନ୍ନତାବାଦୀ ନେତା ତଥା ଜମ୍ମୁ ଓ କଶ୍ମୀର ମୁକ୍ତି ସାମୁଖ୍ୟ (ଜେକେଏଲଏଫ)ର ମୁଖ୍ୟ ୟାସିନ ମଲ୍ଲିକ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ରହିଛି ବୋଲି ଜମ୍ମୁର ସ୍ୱତନ୍ତ୍ର ଏନଆଇଏ କୋର୍ଟ କହିଛନ୍ତି । ଏହି ଘଟଣାରେ ମଲ୍ଲିକ ଓ…