Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଣାୟତ୍ତ କରୋନା ଭାଇରସ: ୬୩୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ବେଜିଂ: ଦିନକୁ ଦିନ ଅଣାୟତ୍ତ ହେଉଛି ମାରାତ୍ମକ ‘କରୋନା’ ଭାଇରସ । ଏହାର ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୬୩୦ ଛୁଇଁଲାଣି । ଏଥିରେ ୨ ଜଣ ଡାକ୍ତର ଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ । ଗୁରୁବାର ଜଣେ ଡାକ୍ତର ସ୍ନାଗ ୟିଙ୍ଗଜୀ (୨୭ବର୍ଷ)ଙ୍କ ମୃତ୍ୟୁ ହୋଇଥିଲା । ପ୍ରଥମେ ସେ…

ମହାଭିଯୋଗ ପ୍ରସ୍ତାବ ଖାରଜ, ଟ୍ରମ୍ପଙ୍କୁ ଆଶ୍ୱସ୍ତି

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରାମ୍ପଙ୍କୁ ମହାଭିଯୋଗରୁ ମିଳିଛି ଆଶ୍ୱସ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ସିନେଟରେ ତାଙ୍କୁ ଦୋଷମୁକ୍ତ ଘୋଷଣା କରାଯାଇଛି । ଟ୍ରମ୍ପଙ୍କ ନାଁରେ କ୍ଷମତାର ଦୁରୁପୋଯୋଗ ମହାଭିଯୋଗ ହୋଇଥିଲା । ତେବେ ସିନେଟ୍‌ରେ ଶୁଣାଣି ବେଳେ ତାଙ୍କ ଦଳୀୟ ସାଂସଦମାନେ…

ପାଣି ପାଇପରୁ ବାହାରୁଛି ମଦ !

ତ୍ରିସୁର : କେରଳର ତ୍ରିସୁର ଜିଲାରେ ଏକ ମଜାଦାର ଘଟଣା ଘଟିଛି । ଏଠାକାର ଚଲାକୁଡି ଅଂଚଳର ଏକ ଆପାର୍ଟମେଂଟରେ ଦିନେ ସକାଳୁ ପାଣି ପାଇପରୁ ମଦ ବାହାରିଥିଲା । ସୋସାଇଟରେ ଏ ନେଇ ହୋ ହଲ୍ଲା ପରିସ୍ଥିତି ସୃଷ୍ଟି ହେଇଗଲା । ସ୍ଥାନୀୟ ନଗର ନିଗମକୁ ଏ ନେଇ ଯୋଗାଯୋଗ କରାଗଲା । ପରେ ଅବକାରୀ…

ଚୀନର ଉହାନରୁ ଆସିଥିବା ସମସ୍ତ ଭାରତୀୟଙ୍କ କରୋନା ଭୂତାଣୁ ପରୀକ୍ଷା ରିପୋର୍ଟ ନେଗେଟିଭ

ନୂଆଦିଲ୍ଲୀ: ୬ ଫେବୃଆରୀ ସୁଦ୍ଧା ୧୨୬୫ଟି ବିମାନରେ ଆସିଥିବା ୧,୩୮,୭୫୦ ଜଣ ଯାତ୍ରୀଙ୍କର ନୋଭେଲ କରୋନା ଭୂତାଣୁ ପରୀକ୍ଷା କରାଯାଇଛି । ବର୍ତମାନ ସୁଦ୍ଧା ଅନ୍ୟ କେହି ନୋଭେଲ କରୋନା ଭୂତାଣୁ ସଂକ୍ରମିତ ହେବାର ସୂଚନା ନାହିଁ । ଚୀନର ଉହାନରୁ ଉଦ୍ଧାର ହୋଇଥିବା ସମସ୍ତ ୬୪୫ ଜଣ ଭାରତୀୟଙ୍କ…

ନିର୍ଭୟା ମାମଲା: ଦେଶରେ ପୂର୍ବରୁ ବି ହୋଇସାରିଛି ଏକକାଳୀନ ୪ ଫାଶୀ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଏକକାଳୀନ ଫାଶୀ ଦିଆଯିବ । ଦିଲ୍ଲୀ ହାଇକୋର୍ଟ ବୁଧବାର ଦିନ ଦୋଷୀଙ୍କୁ ତତ୍କାଳ ଫାଶୀ ଦେବା ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି । ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯାଇପାରିବ ନାହିଁ…

ସ୍ୱପ୍ନା ଚୌଧୁରୀଙ୍କ ପ୍ରଶ୍ନର ଉତ୍ତର ଶୁଣି ଖୁସି ହେଇଗଲା ଆପ୍‌!

ନୂଆଦିଲ୍ଲୀ: ଆଜି ସରିଲା ଦିଲ୍ଳୀ ନିର୍ବାଚନ ପ୍ରଚାର । ଅନ୍ତିମ ଦିନରେ ସମସ୍ତ ଦଳ ଜୋରଦାର ପ୍ରଚାର କରିଛନ୍ତି । ଆଜି ଏହି ପ୍ରଚାରରେ ସାମିଲ ହୋଇଥିଲେ ଭୋଜପୁରୀ ଡ୍ୟାନ୍ସର ସ୍ୱପ୍ନା ଚୌଧୁରୀ । ପ୍ରଚାର ମଇଦାନରେ ଅନ୍ତିମ ଦିନର ପ୍ରଚାର ହୋଇଥିବାରୁ ସ୍ୱପ୍ନା ମଧ୍ୟ ନିଜ ଶେଷ ସ୍ପର୍ଶ ଦେଉଥିଲେ ।…

୭ ବର୍ଷ ଝିଅର ଶରୀର ଗଛର ଛାଲ ପରି ହେଉଯାଉଛି !

ଦାନ୍ତେୱାଡା: ଦାନ୍ତେୱାଡାର ଏକ ୭ ବର୍ଷର ଝିଅ ରାଜେଶ୍ୱରୀ ଅସାଧ୍ୟ ରୋଗରେ ପୀଡିତ । ଜିନ ମ୍ୟୁଟେଶନର ଖରାପ ଯୋଗୁ ଏହି ଝିଅର ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଗଛର ଛାଲ ପରି ହୋଇଯାଉଛି । ଧିରେ ଧିରେ ଏହାର ଶରୀରକୁ ଅକାମୀ କରିବାରେ ଲାଗିଛି । ସ୍ୱାଭାବିକ ଭାବେ ରାଜେଶ୍ୱରୀ ଆଉ ଚଳପ୍ରଚଳ କରିପାରୁ…

ନିର୍ଭୟା ଦୋଷୀଙ୍କୁ ଫାଶୀ ନେଇ କୋର୍ଟ ଗଲେ ତିହାର ଜେଲ କର୍ତ୍ତୁପକ୍ଷ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ତିହାର ଜେଲ କର୍ତ୍ତୁପକ୍ଷ । ୪ ଜଣ ଦୋଷୀଙ୍କ ନାଁରେ ସାନୀ ଡେଥ ୱାରେଂଟ ଜାରି କରିବାକୁ ସେ ଟ୍ରାଏଲ କୋର୍ଟରେ ଆବେଦନ କରିଛନ୍ତି । ଫାଶୀର ତାରିଖ ଧାର୍ଯ୍ୟ କରିବା ପାଇଁ ପଟିଆଲା ହାଉସ କୋର୍ଟରେ ତିହାର ଜେଲ୍…

କାହିଁକି ମହାନ ଆମ ଦେଶ ଭାରତ: ପଢିଲେ ଗର୍ବରେ ଛାତି ଫୁଲି ଉଠିବ..

ଭୁବନେଶ୍ୱର: ଭାରତ, କାହିଁକି ମହାନ ଏହି ଦେଶ? ୨୦୨୫ ମଧ୍ୟରେ ଏହା ଚାଇନାର ୧.୪ ବିଲିଅନ ଜନସଂଖ୍ୟାକୁ କାଟି ବିଶ୍ୱର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଯିବ କଣ ସେଇଥିପାଇଁ ଏହା ମହାନ ଅଟେ? ନା, ଯାହା ପାଇଁ ପୁରା ସଂସାରଟା ଏକ ପରିବାର ସଦୃଶ । 'ବସୁଧୈବ କୁଟୁମ୍ବକମ୍' । ଏପରି…

କରୋନା କବଳରେ ନବଜାତକ !

ନୂଆଦିଲ୍ଲୀ: ଚୀନରେ କରୋନା ଭାଇରସର ଆତଙ୍କ ବଢ଼ି ବଢ଼ି ଚାଲିଛି । ବିଶେଷ କରି ଉହାନ ସହରରେ ଏହାର ପ୍ରକୋପ ଅଧିକ । ବୁଧବାର ଜନ୍ମ ନେଇଥିବା ଜଣେ ଶିଶୁ ୩୦ ଘଣ୍ଟା ପରେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । କରୋନାରେ ସଂକ୍ରମିତ ହୋଇଥିବା ଏହା ସବୁଠାରୁ କମ୍ ବୟସର ରୋଗୀ ।…