Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା କବଳରେ ନବଜାତକ !

ନୂଆଦିଲ୍ଲୀ: ଚୀନରେ କରୋନା ଭାଇରସର ଆତଙ୍କ ବଢ଼ି ବଢ଼ି ଚାଲିଛି । ବିଶେଷ କରି ଉହାନ ସହରରେ ଏହାର ପ୍ରକୋପ ଅଧିକ । ବୁଧବାର ଜନ୍ମ ନେଇଥିବା ଜଣେ ଶିଶୁ ୩୦ ଘଣ୍ଟା ପରେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । କରୋନାରେ ସଂକ୍ରମିତ ହୋଇଥିବା ଏହା ସବୁଠାରୁ କମ୍ ବୟସର ରୋଗୀ ।…

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଓଡ଼ିଶାରେ ଏଚ୍‌ଏନ୍‌ଆଇଙ୍କ ପାଇଁ “ସଂପତି ପରିଚାଳନା ଶାଖା” ଉଦ୍‌ଘାଟିତ

ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆଜି ଭୁବନେଶ୍ୱରର ସହିଦ ନଗର ଠାରେ ନୂଆ “ସଂପତି ପରିଚାଳନା ଶାଖା’ ଉଦଘାଟିତ ହୋଇଯାଇଛି । ଏକ ଘରୋଇ କ୍ଷେତ୍ରର ବ୍ୟାଙ୍କ ତରଫରୁ ରାଜ୍ୟରେ ଏହା ହେଉଛି ପ୍ରଥମ ସଂପତି ପରିଚାଳନା ଶାଖା ଯାହା ସ୍ୱତନ୍ତ୍ର ଭାବେ ଧନୀକ ଶ୍ରେଣୀ (ଏନଏଚଆଇ) ଗ୍ରାହକଙ୍କ…

ଶସ୍ତା ହେଲା ସୁନା: ୩ ଦିନରେ କମିଲା ୭୦୦ ଟଙ୍କା !

ନୂଆଦିଲ୍ଲୀ: ଚାହିଦା କମିବା ଯୋଗୁଁ ଲଗାଦାର ଭାବରେ ସୁନାଦର ମଧ୍ୟ ହ୍ରାସ ହେବାରେ ଲାଗିଛି । ଦିଲ୍ଲୀ ବଜାରରେ ସୁନା ୩୯୬ ଟଙ୍କା ଶସ୍ତା ହୋଇଛି । ସେହିପରି ରୁପା ଦର କିଲୋ ପିଛା ୧୭୯ ଟଙ୍କା ହ୍ରାସ ଘଟିଛି। ବିଶେଷଜ୍ଞଙ୍କ କହିବା ମୁତାବକ ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ଖସିବା ଯୋଗୁଁ…

ସୂର୍ଯ୍ୟ ନମସ୍କାର କରି ପିଠି ଟାଣ କରିଦେବି: ମୋଦୀ

ନୂଆଦିଲ୍ଲୀ: ବହୁ ଦିନର ନିରବତା ପରେ ପୁଣି ମୁହାଁମୁହିଁ ହୋଇଛନ୍ତି ମୋଦୀ-ରାହୁଲ । ଆଜି ବଜଟେ ଅଧିବେଶନ ଚାଲିଥିବା ବେଳେ ସଂସଦରେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ଚାଲିଥିଲା । ଏହି ସମୟରେ ସେ କଂଗ୍ରେସ ନେତା ରାହୁଲ…

ଶ୍ରୀନଗରରେ ଗ୍ରେନେଡ଼ ବିସ୍ଫୋରଣ: ଜଣେ ଯବାନ ଗୁରୁତର ଆହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଲାଲ ବଜାର ପୋଲିସ ଷ୍ଟେସନ ଅଞ୍ଚଳରେ ଗୁରୁବାର ଦିନ ଗ୍ରେନେଡ଼୍ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହା ପୂର୍ବରୁ ଗତ ବୁଧବାର ଲାୱେପୋରାରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ…

ଅବତରଣ ବେଳେ ରନୱେରୁ ଖସି ୩ଖଣ୍ଡ ହେଲା ଇସ୍ତାନବୁଲ ବିମାନ; ୩ ମୃତ

ଇସ୍ତାନବୁଲ: ଇସ୍ତାନବୁଲ ବିମାନବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ।।ଗ ଖରାପ ଥିବା ଯୋଗୁଁ ଅବତରଣ କଲାବେଳେ ରନୱେରେ ଖସିଯାଇଥିଲା । ଏହାପରେ ବିମାନରେ ନିଆଁ ଲାଗି ତିନି ଖଣ୍ଡ ହୋଇଯାଇଥିଲା । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୭୯ ଜଣ ଆହତ ହୋଇଛନ୍ତି । ତୁର୍କୀର…

ଫ୍ୟାକ୍ଟରୀରେ ଗ୍ୟାସ୍ ଲିକ୍‌, ୭ ଶ୍ରମିକ ମୃତ

ୟୁପି: ଉତ୍ତରପ୍ରଦେଶର ସୀତାପୁର୍‌ର ଏକ ଫ୍ୟାକ୍ଟରୀରେ ଗ୍ୟାସ୍ ଲିକ୍ ଯୋଗୁଁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସୀତାପୁରର କୋତବାଲି ଅଚଂଳର ଜଲାଲପୁରରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ଓ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସୂଚନା ମୁତାବକ, ଆଜି…

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରକୁ ପ୍ରଥମ ଦାନ, ଜାଣନ୍ତୁ ମିଳିଲା କେତେ ଟଙ୍କା…

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଏକ ସ୍ୱତନ୍ତ୍ର ଟ୍ରଷ୍ଟ ଗଠନ କରିଛନ୍ତି କେନ୍ଦ୍ର ସରକାର । ରାମ ମନ୍ଦିର ନିର୍ମାଣ ନିମନ୍ତେ ଟ୍ରଷ୍ଟ ଗଠନ କଥା ବୁଧବାର ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ଏହି ଟ୍ରଷ୍ଟର ନାମ…

ମାଙ୍କଡ ଉପଦ୍ରବ ରୋକିବା ପାଇଁ ଭାଲୁ ବେଶରେ ନିୟୋଜିତ ହେଲେ ବିମାନବନ୍ଦର କର୍ମଚାରୀ

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନବନ୍ଦରରେ ମାଙ୍କଡ ଉପଦ୍ରବ ରୋକିବା ପାଇଁ କର୍ମଚାରୀମାନେ ନିଆରା ଉପାୟ ଆପଣାଇଛନ୍ତି । କେତେକ କର୍ମଚାରୀଙ୍କୁ ଭାଲୁ ବେଶରେ ବିମାନବନ୍ଦରରେ ଡ୍ୟୁଟି କରିବାକୁ କୁହାଯାଇଛି । ମାଙ୍କଡ ଭାଲୁକୁ ଭୟ କରୁଥିବାରୁ ଏହି ଉପାୟ କରାଯାଇଛି । ଯାତ୍ରୀମାନେ ଭୟ ନ କରିବା…

ଦିଲ୍ଲୀ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର; ସରଗରମ ରାଜନୀତି

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଗୁରୁବାର ଦିନ ନିର୍ବାଚନ ପ୍ରଚାର ଶେଷ ହେଉଛି । ନିର୍ବାଚନ କମିଶନଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ଆଜି ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ରାଜନୈତିକ ଦଳଗୁଡିକର ନିର୍ବାଚନୀ ପ୍ରଚାର ସମାପ୍ତ…