Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବୋଡୋ ରାଜିନାମା ଆସାମ ପାଇଁ ନୂତନ ସୂର୍ଯ୍ୟୋଦୟ ଆଣିବ: ପ୍ରଧାନମନ୍ତ୍ରୀ

ଗୌହାଟୀ: ହିଂସା ମାର୍ଗରେ ଚାଲିଥିବା ଲୋକମାନେ ବୋଡୋ କ୍ୟାଡରଙ୍କ ଭଳି ଅସ୍ତ୍ରଶସ୍ତ୍ର ତ୍ୟାଗ କରି ମୁଖ୍ୟଧାରାଙ୍କୁ ଫେରିଆସନ୍ତୁ ବୋଲି ଆଜି ଏକ ଭାବପୂର୍ଣ୍ଣ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଆସାମର କୋକ୍ରାଝରଠାରେ ଐତିହାସିକ ବୋଡୋ ରାଜିନାମା ସ୍ୱାକ୍ଷର…

କେଜରିୱାଲଙ୍କୁ ଇସିର ନୋଟିସ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ଆଉ ଗୋଟିଏ ଦିନ ଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ନେତା ଅରବିନ୍ଦ କେଜରିୱାଲ ସୋସିଆଲ ନେଟୱର୍କିଂ ସାଇଟ ଟୁଇଟରେ ଭିଡିଓ ଶେୟାର କରି ଫସିଛନ୍ତି । ଆଚରଣ ବିଧିର ଏହା ଉଲ୍ଲଂଘନ ହୋଇଥିବାରୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାଙ୍କୁ ନୋଟିସ ଜାରି…

ଭୋଟ ପୂର୍ବରୁ ଭକ୍ତ ସାଜିଲେ ନେତା

ନୂଆଦିଲ୍ଲୀ: ୮ ଫେବୃୟାରୀରେ ଦିଲ୍ଲୀ ନିର୍ବାଚନ ପାଇଁ ଭୋଟ ପଡିବ । ସମସ୍ତ ପ୍ରକାର ରଣନୀତି ପରେ ନେତାମାନେ ଏଥର ଭଗବାନଙ୍କ ଆଶ୍ରୟ ନେଇଛନ୍ତି । ଫଳାଫଳ ସପକ୍ଷରେ ଯେପରି ହେବ ସେ ନେଇ ସମସ୍ତ ନେତା ଭକ୍ତ ସାଜିଛନ୍ତି । ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲ…

ଦିଲ୍ଲୀ ନିର୍ବାଚନ ପ୍ରଚାରରେ ୭୬ କ୍ୱିଂଟାଲ ଫୁଲର ବ୍ୟବହାର !

ନୂଆଦିଲ୍ଲୀ: ଏଠାରେ ହାଇ ଭୋଲଟେଜ ବିଧାନସଭା ନିର୍ବାଚନର ପ୍ରଚାର ଶେଷ ହୋଇଯାଇଛି । ୮ ତାରିଖରେ ମତଦାନ ହେବ । ୨୨ ଦିନ ଧରି ଚାଲିଥିବା ଏହି ନିର୍ବାଚନ ପ୍ରଚାରରେ ୭୬ କ୍ୱିଂଟାଲର ଫୁଲ ବ୍ୟବହାର ହୋଇଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି । ଗାଜିପୁର ଫୁଲ ମଣ୍ଡିର ତଥ୍ୟ ଅନୁସାରେ ବିଜେପି…

କରୋନା ଭାଇରସ ଭୟ ସତ୍ୱେ ଦକ୍ଷିଣ କୋରିଆରେ ହଜାରେ ଯୋଡା ବିବାହ କଲେ

ଗୁୟାଙ୍ଗ: କରୋନା ଭାଇରସ ଭୟ ସତ୍ୱେ ଦକ୍ଷିଣ କୋରିଆର ୟୁନିଫିକେଶନ ଚର୍ଚ୍ଚରେ ୧୦୦୦ରୁ ଊର୍ଦ୍ଧ୍ୱ ଯୋଡା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଚର୍ଚ୍ଚ ପକ୍ଷରୁ ୩୦୦୦୦ ଲୋକଙ୍କୁ ମାସ୍କ ବଂଟାଯାଇଥିଲା । କୋରିଆରେ କରୋନାର ପ୍ରଭାବ ବିଶେଷ ଭାବେ ଜଣା ପଡି ନାହିଁ । ରିପୋର୍ଟ ମୁତାବକ ଏଠାରେ ୨୪…

ବେକାବୁ କରୋନା, ଚୀନରେ ନେଲାଣି ୬୩୬ ମୁଣ୍ଡ

ବେଜିଂ: ମାରାତ୍ମକ କରୋନା ଭାଇରସ୍ ପ୍ରତିଦିନ ଚୀନରେ ପାଖାପାଖି ୫୦ ଜଣଙ୍କର ଜୀବନ ନେଉଛି । ଏହି ପ୍ରାଣଘାତୀ ଭୂତାଣୁ ବର୍ତ୍ତମାନ ସୁଦ୍ଧା ଚୀନରେ ୬୩୬ ଜଣଙ୍କର ମୁଣ୍ଡ ନେଲାଣି । ଆକ୍ରାନ୍ତ ସଂଖ୍ୟା ୩୧ ହଜାର ପାଖାପାଖି ପହଞ୍ଚିଲାଣି । ବିଶେଷ କରି ହୁଭେଇ ପ୍ରଦେଶରେ କରୋନାର ଲଗାମଛଡା ହେଉଛି ।…

ନିର୍ଭୟା ମାମଲାରେ ଆଜି ସୁପ୍ରିମକୋର୍ଟ ଓ ପଟିଆଲା ହାଉସ କୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଆଜି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଶୁଣାଣି । ନୂଆ ଡେଥ୍ ଓ୍ୱାରେଣ୍ଟ ଜାରି କରିବାକୁ ତିହାର ଜେଲ କର୍ତ୍ତୃପକ୍ଷ କରିଥିବା ପିଟିସନର ଶୁଣାଣି ହେବ । ଗତକାଲି ଶୁଣାଣି ବେଳେ ସମସ୍ତ ଚାରି ଦୋଷୀଙ୍କୁ ସେମାନଙ୍କ ପକ୍ଷ ରଖିବା ପାଇଁ କହିଥିଲେ କୋର୍ଟ । ଆଜି…

ଫେବ୍ରୁଆରୀ ୨୨ରେ ଆଇଆଇଏମ ବେଙ୍ଗାଳୁରୁର ଅନ୍ତର୍ଜାତୀୟ ସମ୍ମିଳନୀ

ବେଙ୍ଗାଳୁରୁ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ୍ ବେଙ୍ଗାଳୁରୁ ଫ୍ରାନ୍ସର ତୋଲଜ ବିଜନେସ ସ୍କୁଲ ସହ ମିଳିତ ସହଭାଗୀତାରେ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରୁଛି । ଫେବ୍ରୁଆରୀ ୨୨ ତାରିଖରେ ଆୟୋଜନ ହେଉଥିବା ଏହି ସମ୍ମିଳନୀରେ ବିମାନ ଚଳାଚଳର ଭବିଷ୍ୟତ ବାବଦରେ ଗୁରୁତ୍ୱପୂର୍ଣ୍ଣ…

କରୋନା: ଜୀବନ ହାରିଲେ ପ୍ରଥମେ ଭୂତାଣୁ ଚିହ୍ନଟ କରିଥିବା ଡାକ୍ତର

ବେଜିଂ: ମାରାତ୍ମକ କରୋନା ଭୂତାଣୁ ପୁଣି ଜଣେ ଡାକ୍ତରଙ୍କ ଜୀବନ ନେଇଛି । ତେବେ ବଡ କଥା ହେଉଛି ଏହି ଭୂତାଣୁକୁ ପ୍ରଥମେ ଚିହ୍ନଟ କରି ଲୋକଲୋଚନକୁ ଆଣିଥିବା ଡାକ୍ତର ହିଁ ଭୂତାଣୁର ଶୀକାର ହୋଇଛନ୍ତି । ଦୀର୍ଘଦିନ ହେଲା କରୋନାରେ ସଂକ୍ରମିତ ହୋଇ ଜୀବନ ସହ ସଂଘର୍ଷ କରୁଥିବା ଚୀନ୍ ଉହାନର ଡାକ୍ତର…

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶନୀ: ପ୍ରଦର୍ଶିତ ହେବ ୧୭ ଦେଶର ୪୮ ଚଳଚ୍ଚିତ୍ର

ଭୁବନେଶ୍ବର: ଇଡ୍‌କଲ ପ୍ରେକ୍ଷାଳୟରେ ଫେବୃଆରୀ ୮ ଓ ୯ ତାରିଖରେ ଜେଡି ସେଣ୍ଟର ଅଫ୍‌ ଆର୍ଟ‌୍ସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶନ ଦୁଇଦିନ ଧରି ଅନୁଷ୍ଠିତ ହେବ। ଏହି ଅବସରରେ ଚଳିତ ବର୍ଷ ୧୭ଟି ଦେଶର ୪୮ଟି ଚଳଚ୍ଚିତ୍ର ଦେଖିବାର ସୁଯୋଗ ମିଳିବ ବୋଲି ଜଣାପଡିଛି । ଆଜି ସନ୍ଧ୍ୟାରେ…