Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଣାୟତ ହେଉଛି ‘କରୋନା ଭାଇରସ୍‌’; ଚୀନରେ ମୃତ୍ୟୁସଂଖ୍ୟା ୫୬୦ ଛୁଇଁଲା

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୫୬୩କୁ ଛୁଇଁଛି । ଏଥିସହିତ ୨୮,୦୦୦ ହଜାରରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ରିପୋର୍ଟ ଅନୁଯାୟୀ କରୋନା…

ଚାଲୁ ବିତ୍ତବର୍ଷର ତୃତୀୟ ତ୍ରୟମାସିକରେ ଏହି ଟେଲିକମ୍ କମ୍ପାନୀକୁ ୧୦୩୫ କୋଟି କ୍ଷତି !

ନୂଆଦିଲ୍ଲୀ: ଦୁରସଂଚାର କମ୍ପାନୀ ଭାରତୀ ଏଆରଟେଲ କୁ ଚଳିତ ବିତ୍ତ ବର୍ଷର ତୃତୀୟ ତ୍ରୟମାସିକ ( ଅକ୍ଟୋବର ରୁ ଡ଼ିସେମ୍ବର) ରେ ଏହି ଟେଲିକମ୍ କମ୍ପାନୀକୁ ୧୦୩୫ କୋଟି କ୍ଷତି | ସୂଚନାଯୋଗ୍ୟ ଯେ, ପୂର୍ଵ ବିତ୍ତ ବର୍ଷ ୨୦୧୮-୧୯ ଏହି ତ୍ରୟମସିକ ରେ ଏହି କମ୍ପାନୀ କୁ ୮୬ କୋଟି ଲାଭ ହୋଇଥିଲା |…

ଦିଲ୍ଲୀ ବିଧାନସଭାରୁ ଚୋରି : ଧରାପଡିଲେ ଚୋର

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରୁ ଚୋରି ଖବର ଶୁଣିବା ମାତ୍ରେ ଆମକୁ ଆଶ୍ଚର୍ଯ୍ୟ ଲାଗୁଛି । ମାତ୍ର ପ୍ରକୃତରେ ଏହା ସତ୍ୟ, ଏଥିରୁ ଦିଲ୍ଲୀର ସୁରକ୍ଷାବ୍ୟବସ୍ଥା କିପରି ତାହା ସ୍ପଷ୍ଟ ହୋଇଯାଇଛି । ସବୁଠାରୁ ବଡ କଥା ଏହି ଚୋରମାନେ କୌଣସି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି କରି ନ ଥିଲେ ।…

ଦିନକୁ ରୋଜଗାର ୨.୫ ଲକ୍ଷ ଟଙ୍କା : କ୍ୟାଟିଂନରୁ ସ୍ୟାଣ୍ଡୱିଚ ଚୋରି କରି ଚାକରିରୁ ନିଲମ୍ବିତ

ଲଣ୍ଡନ: ଲଣ୍ଡନର ସିଟି ବ୍ୟାଙ୍କରେ କାର୍ଯ୍ୟରତ ଜଣେ ଯୁବକ ସାମାନ୍ୟ ଲୋଭ ଯୋଗୁ ବଦନାମ ହେବା ସହ ଚାକିରୀରୁ ନିଲମ୍ବିତ ହୋଇଛନ୍ତି । ଭାରତୀୟ ବଂଶୋଦ୍ଭବ ପାରସ ଶାହ ନାମକ ଏହି ବ୍ୟକ୍ତି ଜଣେ ଯୋଗ୍ୟତାସମ୍ପନ୍ନ କର୍ମଚାରୀ ଅଟନ୍ତି । ମାତ୍ର ଷ୍ଟାଫ କ୍ୟାଟିଂନରୁ ସ୍ୟାଣ୍ଡୱିଚ ଚୋରି କରିବା ତାଙ୍କ…

ହୀରା ବ୍ୟବସାୟୀଙ୍କ ଚିନ୍ତା ବଢ଼ାଇଲା କରୋନା !

ନୂଆଦିଲ୍ଲୀ : ସୁରତର ହୀରା ବ୍ୟବସାୟୀଙ୍କୁ ଆସନ୍ତା ୨ ମାସରେ ପାଖାପାଖି ୮ହଜାର କୋଟି ଟଙ୍କାର କ୍ଷତି ହୋଇପାରେ । ଏହାର କାରଣ ହେଉଛି ଚୀନରେ ବ୍ୟାପିଥିବା ଘାତକ ଭାଇରସ । କରୋନା ଭାଇରସ କାରଣରୁ ହଙ୍ଗକଙ୍ଗ ଏମାରଜେନ୍ସି ଘୋଷଣା କରିଛି । ହଙ୍ଗକଙ୍ଗ ସୁରତର ପ୍ରମୁଖ ହୀରା ରପ୍ତାନୀ ମାର୍କେଟ ।…

ଡିଫେନ୍ସ ଏକ୍ସପୋରେ ଭାରତର ଶକ୍ତି ପ୍ରଦର୍ଶନ

ଲକ୍ଷ୍ନୌ: ଆଜି ପୁରା ଦୁନିଆର ନଜର ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଉପରେ ରହିଛି । ଯେଉଁଠି ଡିଫେନ୍ସ ଏକ୍ସପୋ ୨୦୨୦ର ଆୟୋଜନ ହେଉଛି । ଏହି ଏକ୍ସପୋ ଜରିଆରେ ସାରା ଦୁନିଆ ଭାରତର ବଢ଼ୁଥିବା ସୈନ୍ୟ ସାମରିକ ଶକ୍ତି ଦେଖିବ । ଏହି ଏକ୍ସପୋରେ ଶତ୍ରୁଙ୍କ ନାକେଦମ୍ କଲା ଭଳି ଅସ୍ତ୍ର ପ୍ରଦର୍ଶନ…

ମୁସଲମାନଙ୍କ ପାଇଁ ବିପଦ ନୁହେଁ ସିଏଏ: ରଜନୀକାନ୍ତ

ଚେନ୍ନାଇ: ନାଗରିକତା ସଂଶୋଧନ ଆଇନ ବା ସିଏଏକୁ ବିରୋଧ କରୁଥିବା ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ସାଉଥ ସୁପରଷ୍ଟାର ରଜନୀକାନ୍ତି । ଏହି ଆଇନ ମୁସଲମାନଙ୍କ ପାଇଁ ବିପଦ ନୁହେଁ । ଯଦି କେବେ ବି ଏହି ଆଇନ ମୁସଲମାନଙ୍କୁ କ୍ଷତି ପହଂଚାଇବ ତେବେ ପ୍ରଥମେ ମୁଁ ଆଗକୁ ଆସିବି ବୋଲି ରଜନୀକାନ୍ତ…

କରୋନା ଆତଙ୍କ; କାର ଉତ୍ପାଦନ ବନ୍ଦ କଲେ ଟୋୟୋଟା ଓ ହୁଣ୍ଡାଇ ମୋଟର୍ସ

ନୂଆଦିଲ୍ଲୀ: ମହାମାରୀ ରୂପ ନେଉଛି କରୋନା । ଚୀନରେ କରୋନା ଭାଇରସରେ ହେଉଥିବା ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଘାତକ କରୋନା ଭାଇରସ ଯୋଗୁଁ ଚୀନରେ ଏପର୍ଯ୍ୟନ୍ତ ୪୯୦ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ଓ ୨୪, ୩୨୪ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ଏନେଇ ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନ…

କରୋନା ଭାଇରସ: ଚୀନରେ ୪୯୧ ଛୁଇଁଲା ମୃତ୍ୟୁ ସଂଖ୍ୟା

ବେଜିଂ: କାୟା ବିସ୍ତାର କରି ଚାଲିଛି ଚୀନରୁ ସୃଷ୍ଟ ମାରାତ୍ମକ ‘କରୋନା’ ଭାଇରସ । ଏହାର ପ୍ରଭାବରେ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୪୯୧ ରେ ପହଞ୍ଚିଥିବା ବେଳେ ଚୀନ ବାହାରେ ଏହାର ପ୍ରଭାବରେ ଜଣେ ପ୍ରାଣ ହରାଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ। ଚୀନର ଜାତୀୟ ସ୍ୱାସ୍ଥ୍ୟ…

ରାମ ଜନ୍ମଭୂମି ରାୟ ପରେ ଶାନ୍ତି ଓ ସୌହାର୍ଦ୍ଦ ପ୍ରତିଷ୍ଠା ଲାଗି ଦେଶବାସୀଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅଯୋଧ୍ୟାରେ ଏକ ରାମ ମନ୍ଦିର ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ଲାଗି ଆଜି ସଂସଦରେ ଏକ ଟ୍ରଷ୍ଟର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି, “ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ…