Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିର୍ଭୟା ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ; କେନ୍ଦ୍ର ସରକାରଙ୍କ ତତ୍କାଳ ଫାଶି ଆବେଦନ ଖାରଜ

ନୂଆଦିଲ୍ଲୀ : ନିର୍ଭୟା ଦୋଷୀଙ୍କୁ ତତ୍କାଳ ଫାଶି ଦେବା ମାମଲାରେ କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସର ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛି । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ସମସ୍ତ ଦୋଷୀଙ୍କୁ ପୃଥକ ଭାବେ ଫାଶି ଦିଆଯାଇପାରିବନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛି । ସମସ୍ତ…

ଓଡ଼ିଆ ସାଉଣ୍ଡ ଡିଜାଇନର ନିହାର ରଂଜନଙ୍କୁ ଫିଲ୍ମ ଫେୟାର

ଭୁବନେଶ୍ୱର: ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଗୌରବ ଆଣି ଦେଇଛନ୍ତି ଆଉ ଜଣେ ଓଡ଼ିଆ । ଜଣାଶୁଣା ସାଉଣ୍ଡ ଡିଜାଇନର ନିହାର ରଂଜନ ସାମଲଙ୍କୁ ମିଳିଛି ଫିଲ୍ମ ଫେୟାର ଆୱାର୍ଡ । ବହୁ ଚର୍ଚ୍ଚିତ ଫିଲ୍ମ ‘ଉରି- ଦ ସର୍ଜିକାଲ ଷ୍ଟ୍ରାଇକ’ ପାଇଁ ସାଉଣ୍ଡ ଡିଜାଇନ କରିଥିବା ଓଡିଆସାଉଣ୍ଡ ଡିଜାଇନରଙ୍କୁ…

ରିଲାଏନ୍ସ ଇନଫ୍ରା ବୋର୍ଡ଼ରୁ ଇସ୍ତଫା ଦେଲେ ଅନୀଲ ଅମ୍ବାନୀଙ୍କ ଦୁଇ ପୁଅ

ନୂଆଦିଲ୍ଲୀ: ଅନିଲ ଅମ୍ବାନିଙ୍କ ଦୁଇ ପୁଅ ଜୟ ଅନମୋଲ ଅମ୍ବାନି ଏବଂ ଜୟ ଅଂଶୁଲ ଅମ୍ବାନି ରିଲାଏନ୍ସ ଇନଫ୍ରାରୁ ଇସ୍ତଫା ଦେଇଛନ୍ତି। ଗତ ବର୍ଷ ଅକ୍ଟୋବରରେ ଅନିଲଙ୍କ ଏହି ଦୁଇ ପୁଅଙ୍କୁ କମ୍ପାନୀର ନିର୍ଦେଶକ ମଣ୍ଡଳୀରେ ସାମିଲ କରାଯାଇଥିଲା। ପ୍ରାୟ ୪ ମାସ ମଧ୍ୟରେ ଉଭୟେ ନିଜ ପଦରୁ ଇସ୍ତଫା…

ଦିଲ୍ଲୀ ନିର୍ବାଚନ: ପ୍ରଚାର ମୈଦାନରେ ଆପ୍ ପ୍ରାର୍ଥୀଙ୍କୁ ବିବାହ ପ୍ରସ୍ତାବ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳଙ୍କ ଘମାଘୋଟ ଲଢ଼େଇ ସହିତ କିଛି ମଜାଦାର ଘଟଣା ସାମନାକୁ ଆସିଛି । ଆମ ଆଦମି ପାର୍ଟି (ଆପ୍‌) ଦିଲ୍ଲୀ ବିଧାନସଭା ସିଟରୁ ନିଜର ଯୁବ ନେତା ରାଘବ ଚଢ଼ାଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ରାଘବ ଚଢ଼ାଙ୍କୁ ନିର୍ବାଚନ ପ୍ରଚାର ସମୟରେ ବିବାହ ପ୍ରସ୍ତାବ…

ଶ୍ରୀନଗର ଚେକ୍ ପୋଷ୍ଟରେ ଆତଙ୍କବାଦୀ ଆକ୍ରମଣ; ୧ ଯବାନ ସହିଦ

ଜାମ୍ମୁ-କଶ୍ମୀର: ଜାମ୍ମୁ-କାଶ୍ମୀର ପରିମପୋରା ଅଂଚଳରେ ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ଏହି ଲଢ଼େଇରେ ସିଆରପିଏଫର ଜଣେ ଯବାନ ସହିଦ ହୋଇଛନ୍ତି । ସେପଟେ ଭାରତୀୟ ସେନାଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ସୂଚନା ମୁତାବକ, ଶ୍ରୀନଗରର ଲାଭେପୋରା…

ରାମ ମନ୍ଦିର ଟ୍ରଷ୍ଟରେ ରହିବେ ୧୫ ସଦସ୍ୟ: ଅମିତ ଶାହା

ନୂଆଦିଲ୍ଳୀ: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପାଇଁ ଗଠନ ହୋଇଥିବା ଟ୍ରଷ୍ଟରେ ରହିବେ ୧୫ ଜଣ ସଦସ୍ୟ । ଏହି କମିଟିରେ ସର୍ବଦା ଜଣେ ଦଳିତ ସମାଜର ସଦସ୍ୟ ମଧ୍ୟ ରହିବେ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି । ବୁଧବାର ଅମିତ ଶାହା ଟ୍ୱିଟ୍ କରି ରାମ ମନ୍ଦିରକୁ ନେଇ…

ଦିଲ୍ଲୀ ନିର୍ବାଚନ: ଜୋର ଧରିଲା ନିର୍ବାଚନ ପ୍ରଚାର, ମୈଦାନକୁ ଓହ୍ଲାଇଲେ ବିହାରର ବଡ ନେତା

ନୂଆଦିଲ୍ଲୀ: ଦିଲ୍ଲୀରେ ଡେରା ପକାଇଲେ ବିହାର ମନ୍ତ୍ରୀ । ଦିଲ୍ଲୀ ବିଧାନସଭା ଆସନ ହାତେଇବାକୁ ନେତା କରୁୂଛନ୍ତି କସରତ । ତେବେ ଫେବୃଆରୀ ୮ରେ ହେବାକୁ ଥିବା ନିର୍ବାଚନରେ ଜେଡିୟୁ ଦିଲ୍ଲୀର ୭୦ଟି ବିଧାନସଭା ସିଟରୁ ୨ଟିରେ ଲଢୁଛି । ସେମିତି ଆରଜେଡି ୪ଟି ସିଟରେ ନିଜର ଭାଗ୍ୟ ପରୀକ୍ଷା କରୁଛି ।…

ରାମ ମନ୍ଦିର ଟ୍ରଷ୍ଟକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ

ମୋଦି କ୍ୟାବିନେଟରେ ଆଜି ରାମ ମନ୍ଦିର ଟ୍ରଷ୍ଟକୁ ମଂଜୁରୀ ମିଳିଯାଇଛି । ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କି, ଟ୍ରଷ୍ଟର ନାଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ହେବ । କ୍ୟାବିନେଟ ବୈଠକରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ସଂସଦରେ କହିଛନ୍ତି,…

ପକ୍ଷୀ ପରି ଆକାଶରେ ଉଡିବାକୁ ଚାହୁଁଥିଲେ ଯାଆନ୍ତୁ ଏହି ସ୍ଥାନକୁ…

ଭୁବନେଶ୍ୱର: ପକ୍ଷୀ ଭଳି ମୁକ୍ତ ଆକାଶରେ ଉଡ଼ିବାକୁ କିଏ ବା ନଚାହେଁ । ତେବେ ଆପଣଙ୍କ ଆକାଶରେ ଉଡ଼ିବାର ଇଚ୍ଛାକୁ ପୁରଣ କରିବାକୁ ଚାହୁଁଥଲେ କରନ୍ତୁ ପାରାଗ୍ଲାଇଡ଼ିଙ୍ଗ । ଭାରତରେ ଏଭଳି କିଛି ସ୍ଥାନ ରହିଛି ଯେଉଁଠାରେ ଆପଣ ଅଳ୍ପ ଟଙ୍କା ଖର୍ଚ୍ଚ କରି ମଧ୍ୟ ଆପଣଙ୍କ ସ୍ୱପ୍ନ ପୂରଣ କରି ପାରିବେ।…

ତାଜମହଲକୁ ମଧ୍ୟ ବିକ୍ରି କରିଦେବ ବିଜେପି: ରାହୁଲ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର । ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ବିଜୟ ମୁକୁଟ ପିନ୍ଧାଇବାକୁ ଲାଗିପଡ଼ିଛନ୍ତି ଷ୍ଟାର ପ୍ରଚାରକ । ଦିଲ୍ଳୀ ଶାସନ ଗଦିରେ ବସିବା ପାଇଁ ପ୍ରତ୍ୟେକ ଦଳ ବିରୋଧୀଙ୍କୁ ଟାର୍ଗେଟ କରିବାରେ ଲାଗିପଡ଼ିଛନ୍ତି । ଏହାରି ଭିତରେ ଆଜି କଂଗ୍ରେସ…