Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀ ନିର୍ବାଚନ: ବିଜେପିର ମେଗା ପ୍ଲାନ୍‌, ଭୋଟ ମାଗିବେ ୨୪୦ ସାଂସଦ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ବାଜିମାତ କରିବାକୁ ବିଜେପି କରିଛି ମେଗା ପ୍ଲାନ୍ । ଏଥର ନିର୍ବାଚନ ପ୍ରଚାରରେ ସାମିଲ ହେବେ ବିଜେପିର ୨୪୦ ସାଂସଦ । ସେମାନେ ଘର ଘର ବୁଲି ମାଗିବେ ଭୋଟ । ବସ୍ତି ଅଂଚଳକୁ ଯାଇ ଲୋକଙ୍କ ସହ ମିଶିବେ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ନିର୍ବାଚନ ପ୍ରଚାର ପାଇଁ…

ଦିଲ୍ଲୀ ନିର୍ବାଚନ ଓପିନିୟନ ପୋଲ୍‌: କେଜ୍ରିୱାଲଙ୍କ ସପକ୍ଷରେ ଜନମତ !

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ଇତିମଧ୍ୟରେ ଟାଇମ୍ସନାଓ ଟେଲିଭିଜନ୍ ଚ୍ୟାନେଲ୍ ପକ୍ଷରୁ ଓପିନିୟନ୍ ପୋଲ୍ ପ୍ରକାଶିତ ହୋଇଛି । ଟାଇମ୍ସନାଓ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦିଲ୍ଲୀ ନିର୍ବାଚନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ…

କରୋନା ଆତଙ୍କ: ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଉଚ୍ଚସ୍ତରୀୟ ମନ୍ତ୍ରୀ ବୈଠକ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ ମିଶ୍ର ଦେଶରେ କରୋନା ଭୂତାଣୁ ମୁକାବିଲାର ସ୍ଥିତି ସମୀକ୍ଷା କରିଛନ୍ତି । ଏଥିସହିତ ଚୀନରୁ ଉଦ୍ଧାର ହୋଇଥିବା ୬୦୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ପାଇଁ ହୋଇଥିବା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ…

ବିଶ୍ୱ କର୍କଟ ଦିବସ: ପ୍ରତିବର୍ଷ କ୍ୟାନସରରେ ଆକ୍ରାନ୍ତ ହେଉଛନ୍ତି ବହୁଲୋକ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ସାରା ଦେଶରେ ବିଶ୍ୱ କ୍ୟାନସର ଦିବସ ଭାବେ ପାଳନ କରାଯାଇଥାଏ । କର୍କଟ ରୋଗ ସଂପର୍କରେ ଲୋକଙ୍କୁ ସଚେତନ କରିବା ଲାଗି ଏହାକୁ ପାଳନ କରାଯାଉଥିବା ବେଳେ ଚଳିତଥର ଏହାର ଥିମ୍ ରହିଛି ‘ଆଇ ଆମ୍ ଆଣ୍ଡ ଆଇ ୱିଲ୍‌’ । ଏହାବ୍ୟତିତ ଅନେକ…

‘କରୋନା ଭାଇରସ୍‌’: ଚୀନରେ ୪୨୫ ମୃତ, ରାଜ୍ୟ ବିପତ୍ତି ଘୋଷଣା କଲା କେରଳ

ବେଜିଂ/ଥିରୁବନ୍ତପୁରମ୍‌: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୪୨୫କୁ ବୃଦ୍ଧି ପାଇଁଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1224484919625187328?s=08…

ମୃତ୍ୟୁ ପୂର୍ବରୁ ମାଆଙ୍କୁ ଫୋନ କରି ବିରିୟାନୀ ଖାଇବ ବୋଲି କହିଥିଲା ଷ୍ଟ୍ରିଥାମ୍ ଆତଙ୍କବାଦୀ

ବେଲମାର୍ଶ: ଇଂଲଣ୍ଡନର ଷ୍ଟ୍ରିଥାମରେ ଛୁରା କାଣ୍ଡ ଘଟାଇଥିବା ଆତଙ୍କବାଦୀର ନାମ ଜଣାପଡିଛି । ପୋଲିସ ଗୁଳିରେ ମୃତ୍ୟୁବରଣ କରିଥିବା ଏହି ଆତଙ୍କବାଦୀର ନାମ ହେଲା ସୁଦେଶ ଆମାନ । ୨୦ ବର୍ଷୀୟ ଏହି ଯୁବକ ବିଷୟରେ ତା’ର ମାଆ ଟିଭିରେ ଜାଣିବା ପରେ ପୋଲିସ ନିକଟରେ ହାଜର ହୋଇଛନ୍ତି । ୪୧ ବର୍ଷୀୟ…

ସିଆଚିନରେ ସୈନିକଙ୍କୁ ଆବଶ୍ୟକତା ମୁତାବକ ଖାଦ୍ୟ, ପୋଷାକ ମିଳୁନାହିଁ

ନୂଆଦିଲ୍ଲୀ : ସିଆଚିନ୍‌, ଲଦ୍ଦାଖ ଓ ଡୋକଲାମ ପରି ଶିଖର ଅଂଚଳରେ ଭାରତୀୟ ସୈନିକଙ୍କୁ ଉପଯୁକ୍ତ ଖାଦ୍ୟ ଓ ପୋଷାକ ମିଳୁ ନାହିଁ ବୋଲି ସିଏଜି ରିପୋର୍ଟ ଦର୍ଶାଯାଇଛି । ୨୦୧୭-୧୮ର ଏହି ରିପୋର୍ଟ ସଂସଦରେ ଉପସ୍ଥାପନ କରାଯିବା ପରେ ରାଜନୀତି ଓ ଆଲୋଚନା ଆରମ୍ଭ ହୋଇଛି । ଉଚ୍ଚତମ ଅଂଚଳରେ ସୁସ୍ଥ…

ମଜାଳିଆ ଅନ୍ଦାଜରେ କରୋନା ସହ ଲଢ଼ିବାକୁ ଟିପ୍ସ ଦେଲେ ଡାକ୍ତର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର ଭୟାବହତା ଜାରି ରହିଛି । କାୟା ମେଲାଇ ଚାଲିଥିବା କରୋନା ଭୂତାଣୁ ପାଇଁ ଏଯାଏଁ କୌଣସି ଔଷଧ ଆସିନି । ଚୀନରେ ଏପର୍ଯ୍ୟନ୍ତ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବାବେଳେ ୧୭ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଚୀନ ବ୍ୟତୀତ ବିଶ୍ୱର ଅନେକ…

ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଜମ୍ମୁ: ଜମ୍ମୁ-କାଶ୍ମୀରର ରିୟାସି ଠାରେ ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଉଭୟ ପାଇଲଟ ସୁରକ୍ଷିତ ଥିବା ଜଣାପଡିଛି । ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଦୁର୍ଘଟଣା ସକାଳ ୧୧ଟା ୩୦ରେ ଘଟିଥିଲା । ଦୁଇ ଜଣ ପାଇଲଟ ସୁରକ୍ଷିତ ଅଛନ୍ତି ।…

ସାହିନବାଗ ଘଟଣା ସଂଯୋଗ ନୁହେଁ ଷଡ଼ଯନ୍ତ୍ର: ମୋଦି

ନୂଆଦିଲ୍ଲୀ: ଦିଲ୍ଳୀ ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି- । ଦିଲ୍ଳୀ ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ରହିଥିବା ବେଳେ ସୋମବାର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ । ଦିଲ୍ଲୀର କରକରଡୁମାଠାରେ ସେ ପ୍ରଚାର କରିଛନ୍ତି । ଏହି ଅବସରରେ…