Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ଆତଙ୍କ: ଜାହାଜରେ ଫସି ରହିଲେ ୩୭୦୦ ଯାତ୍ରୀ

ୟୋକୋହାମା : ଜାପାନରେ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଏକ ଜାହାଜରେ ଥିବା ୩ହଜାର ୭୧୧ ଯାତ୍ରୀଙ୍କୁ ଅଲଗ।। ରଖିବାର ବ୍ୟବସ୍ଥା କରାଯାଇଛି । ସୂଚନା ମୁତାବକ, ୟୋକୋହାମାରେ ସୋମବାର ଦିନ ପହଂଚିଥିବା ଏକ ଜାହାଜରେ ୮ଜଣଙ୍କ ଠାରେ ଜ୍ୱରର ଲକ୍ଷଣ ଦେଖାଯାଇଥିଲା । ଏହାପରେ ୟୋକୋହାମା କୂଳରେ…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ର‌୍ୟାପର୍ ବାଦଶାହ

ମୁମ୍ବାଇ:ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବଲିଉଡ ସିଙ୍ଗର ତଥା ର‌୍ୟାପର ବାଦଶାହ । ପଂଜାବ ଲୁଧିଆନାଠାରେ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏଥିରୁ ବାଦ୍‌ଶାହ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେ ପୁରାପୁରି ସୁରକ୍ଷିତ ଥିବା ଜଣାପଡିଛି । ତେବେ ଦୁର୍ଘଟଣାରେ ତାଙ୍କ ଗାଡି…

୩୭୦ ହଟିବା ପରେ ଆତଙ୍କବାଦୀ ସଂଗଠନଠାରୁ ଦୂରେଇ ରହୁଛନ୍ତି ଯୁବପିଢ଼ୀ

ନୂଆଦିଲ୍ଲୀ: ଭାରତ ସରକାର ୩୭୦ ଧାରା ହଟାଇବା ପରେ ଏହାର ପ୍ରଭାବ ଜମ୍ମୁ-କଶ୍ମୀରରେ ଏବେ ଦେଖିବାକୁ ମିଳୁଛି । ସୁରକ୍ଷା ଏଜେନ୍ସିର ଏକ ଆଭ୍ୟନ୍ତରୀଣ ତଥ୍ୟ ଅନୁସାରେ ୨୬ ଜାନୁୟାରୀ ୨୦୧୯ରୁ ଜାନୁୟାରୀ ୨୦୨୦ ମଧ୍ୟରେ କେବଳ ୨୮ ଜଣ ଯୁବକ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି । ସେହିପରି ୧…

ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲଂଘନ, ଜଣେ ନାଗରିକ ମୃତ

ଜମ୍ମୁ-କାଶ୍ମୀର: ସୁଧୁରୁନି ପାକିସ୍ତାନ । ସୀମାରେ ବାରମ୍ବାର କରୁଛି ଅସ୍ତ୍ର ବିରତି ଉଲଂଘନ । ଜମ୍ମୁ-କଶ୍ମୀର କୁପୱାଡାରେ ଥିବା ତଙ୍ଗଧାର ସେକ୍ଟରରେ ସୋମବାର ରାତିରେ ପାକିସ୍ଥାନ ଗୁଳିମାଡ କରିଛି । ଏଥିରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି । ସେପଟେ…

ସିଏଏ ଓ ଏନ୍‌ଆର୍‌ସି ପ୍ରସଙ୍ଗ: ପୁଣି ଗର୍ଜିଲେ ଦିଦି

ପଶ୍ଚିମବଙ୍ଗ: ସିଏଏ ଓ ଏନ୍‌ଆର୍‌ସିକୁ ନେଇ ପୁଣି ଗର୍ଜିଲେ ଦିଦି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପୁଣି କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି । ପଶ୍ଚିମବଙ୍ଗର ନାଦିଆରେ ଅନୁଷ୍ଠିତ ଏକ ଜନସଭାକୁ ସମ୍ବୋଧନ କରି ସେ ପୁଣି ଥରେ କେନ୍ଦ୍ର ସରକାରଙ୍କ ଉପରେ ସିଏଏ ଓ…

ଡିଫେନ୍ସ ଏକ୍ସପୋ ୨୦୨୦: ଆସନ୍ତାକାଲିଠୁ ଆରମ୍ଭ ହେବ ଏସିଆର ସବୁଠାରୁ ବଡ ପ୍ରତିରକ୍ଷା ପ୍ରଦର୍ଶନୀ

ନୂଆଦିଲ୍ଲୀ : ଫେବୃଆରୀ ୫ ଅର୍ଥାତ୍ ଆସନ୍ତାକାଲି ଠାରୁ ଲକ୍ଷ୍ନୌରେ ଆରମ୍ଭ ହେବାକୁ ଯାଉଛି ଡିଫେନ୍ସ ଏକ୍ସପୋ । ଫେବୃଆରୀ ୫ରୁ ୯ ତାରିଖ ପର୍ଯ୍ୟନ୍ତ ଏହି ଏକ୍ସପୋ ଚାଲିବ । ଏଥିରେ ଆଣ୍ଟି-ସାଟେଲାଇଟ୍‌, ଆସେନ୍ ମିସାଇଲ, ସ୍ୱଦେଶୀ ଫାଇଟର ଜେଟ୍ ଏଲସିଏ ତେଜସ୍ ଓ ଏଲସିଏଚ ହେଲିକପ୍ଟର ମୁଖ୍ୟ…

ବିଜେପିକୁ ରାବଣର ସନ୍ତାନ ସହ ତୁଳନା କଲା କଂଗ୍ରେସ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପି ସଦସ୍ୟଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ ଏହାକୁ ନେଇ ଲୋକସଭାରେ ହୋହଲ୍ଲା କରିଛନ୍ତି । ସେ ଶାସକ ଦଳ ବିଜେପିକୁ ରାବଣର ସନ୍ତାନ ସହ ତୁଳନା କରିଛନ୍ତି । ସଂସଦର ଶୂନ୍ୟକାଳରେ…

ସାରା ଦେଶରେ ଏବେ ଲାଗୁ ହେବନି ଏନ୍‌ଆର୍‌ସି: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଏବେ ସାରା ଦେଶରେ ଲାଗୁ ହେବନି ରାଷ୍ଟ୍ରୀୟ ନାଗରିକ ପଂଜିକା(ଏନ୍‌ଆର୍‌ସି) । ଏନେଇ ଲୋକସଭାରେ ସ୍ୱରଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଲିଖିତ ବୟାନ ଦିଆଯାଇଛି । ଲୋକସଭା ସାଂସଦ ଚନ୍ଦନ ସିଂ ଏବଂ ନାଗେଶ୍ୱର ରାଓଙ୍କ ପକ୍ଷରୁ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସ୍ୱରାଷ୍ଟ୍ର…

ନିର୍ବାଚନ ଇସ୍ତାହାର ଘୋଷଣା କଲା ଆପ୍‌; ଉନ୍ନତ ଶିକ୍ଷା, ବିଶୁଦ୍ଧ ଜଳ, ୨୪ ଘଣ୍ଟା ମାର୍କେଟର ପ୍ରତିଶ୍ରୁତି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ଲାଗି ଭୋଟଗ୍ରହଣ ଆଉ ୪ଟି ଦିନ ବାକି ଥିବା ବେଳେ ଶାସକ ଆମ୍ ଆଦମୀ ପାର୍ଟି ପକ୍ଷରୁ ନିର୍ବାଚନ ଇସ୍ତାହାର ଘୋଷଣା କରାଯାଇଛି । ଆପ୍ ପୁନର୍ବାର କ୍ଷମତାକୁ ଆସିଲେ ଦିଲ୍ଲୀବାସୀଙ୍କୁ ୨୪ ଘଣ୍ଟିଆ ମାର୍କେଟ, ବିଶୁଦ୍ଧ ଜଳ ଏବଂ ଉନ୍ନତ ଶିକ୍ଷା ଯୋଗାଇ ଦିଆଯିବାକୁ ଏହି…

ହ୍ରାସ ପାଇଲା ତୈଳ ଦର; କେଉଁ ସ୍ଥାନରେ କେତେ ରହିଛି ମୂଲ୍ୟ ଜାଣନ୍ତୁ…

ଭୁବନେଶ୍ୱର: ବିଗତ କିଛି ଦିନ ହେବ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କ୍ରମାଗତ ହ୍ରାସ ଘଟୁଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୬ ପଇସା ହ୍ରାସ ପାଇ ଲିଟର ପିଛା ୭୩.୦୪ ଟଙ୍କା ରହିଥିବା ବେଳେ ମାୟାନଗରୀ ମୁମ୍ବାଇରେ ପେଟ୍ରୋଲ ୭୮.୬୯ ଟଙ୍କା ରହିଛି । ସେହିପରି ଦିଲ୍ଲୀରେ ଡିଜେଲ ୬୬.୦୯…