Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ଭାଇରସ : ପ୍ରତିଷେଧକ ବାହାର କରିବା ପାଇଁ ଦିନ ରାତି ଶୋଉ ନାହାନ୍ତି କେଟ ବ୍ରଡରିକ୍‌

ବେଜିଂ : କରୋନା ଭାଇରସର ପ୍ରତିଷେଧକ ଟୀକା ବାହାର କରିବା ପାଇଁ ସ୍କଟଲାଣ୍ଡର କେଟ ବ୍ରେଡରିକ୍ ଦିନ ରାତି ଗବେଷଣାରେ ଲାଗିଛନ୍ତି । ସେ ଦିନକୁ ମାତ୍ର ୨ ଘଂଟା ଶୋଇ ବାକିତକ ସମୟ ଏଥିନେଇ ପରିଶ୍ରମ କରୁଛନ୍ତି । ସେ ଏହା ପୂର୍ବରୁ ଇବୋଲା ଓ ଜୀକା ପରି ରୋଗପାଇଁ ପ୍ରତିଷେଧକ ବାହାର କରିବାରେ…

ଦିଲ୍ଲୀ ନିର୍ବାଚନ: ବିଜେପିର ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ଆମ ଆଦମୀ ପାର୍ଟିର ନୂଆ ରଣନୀତି

ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ପ୍ରତିଦିନ ବଦଳୁଛି ଦିଲ୍ଲୀର ନିର୍ବାଚନ ସମୀକରଣ । ଏହା ମଧ୍ୟରେ ଦିଲ୍ଲୀର ଆମ ଆଦମୀ ପାର୍ଟି (ଆପ୍‌) ବିଜେପିର ଭୋଟ ବ୍ୟାଙ୍କକୁ ଟାର୍ଗେଟ କରିଛି । ସୂଚନା ମୁତାବକ, ଆପ୍ ଦଳ ଦିଲ୍ଲୀର ସମସ୍ତ ୭୦ଟି ବିଧାନସଭା ସିଟ୍ ର ନିଜ କାର୍ଯ୍ୟକର୍ତ୍ତା ଓ…

ଫେବୃୟାରୀରେ ଜନ୍ମ ହେଉଥିବା ଶିଶୁ ବୁଦ୍ଧିଆ ହୋଇଥାନ୍ତି

ୱେଲିଂଟନ: ଫେବୃୟାରୀରେ ଜନ୍ମ ହେଉଥିବା ଶିଶୁ ବୁଦ୍ଧିମାନ ଓ ସର୍ବଗୁଣସମ୍ପନ୍ନ ହୋଇଥାନ୍ତି ବୋଲି ନ୍ୟୁଜିଲାଣ୍ଡର ଏକ ପ୍ରତିଷ୍ଠିତ ଗ୍ରୁପ ରିପୋର୍ଟ ପ୍ରକାଶ କରିଛି । ୪ରୁ ୫ ବର୍ଷ ବୟସର ୨୧,୦୦୦ ଶିଶୁଙ୍କୁ ନେଇ ସେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ଏଥିପାଇଁ ସେମାନେ ୭ ବର୍ଷ କାଳ…

ଗାନ୍ଧିଜୀଙ୍କୁ ନେଇ ବିଜେପି ନେତାଙ୍କ ବିବାଦୀୟ ବୟାନ, କଂଗ୍ରେସର କଡା ସମାଲୋଚନା

ନୂଆଦିଲ୍ଲୀ: ପୁଣି ବିବାଦରେ ବିଜେପି ସାଂସଦ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ବିବାଦୀୟ ବୟାନ ଦେଇ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ବିଜେପି ସାଂସଦ ଅନନ୍ତ ହେଗ୍‌ଡେ । ବେଙ୍ଗାଳୁରୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗାନ୍ଧିଜୀ ସ୍ୱାଧୀନ ଭାରତ ପାଇଁ କରିଥିବା ଲଢ଼େଇ ଏକ ଡ୍ରାମା…

କେରଳରେ ତୃତୀୟ କରୋନା ଭାଇରସ ଆକ୍ରାନ୍ତ ରୋଗୀ ଚିହ୍ନଟ

ଥିରୁବନନ୍ତପୁରମ : ଡରାଉଛି କରୋନା । କେରଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଂଚିଲା । ଭାରତର ତୃତୀୟ କରୋନା ଭାଇରସ ଆକ୍ରାନ୍ତ ରୋଗୀ କେରଳର କସରଗୋଡରେ ଚିହ୍ନଟ ହୋଇଛି । କେରଳର ଦୁଇ ଜଣ କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୂନା ପଜିଟିଭ ଆସିବା ପରେ ଆଉ ଜଣେ ରୋଗୀଙ୍କୁ କରୋନା ଆକ୍ରାନ୍ତ ଥିବା…

ମୁଁ ଆତଙ୍କବାଦୀ କି ଦିଲ୍ଲୀର ପୁଅ ଭୋଟର୍ ନିଷ୍ପତ୍ତି ନେବେ; କେଜ୍ରିୱାଲ୍‌

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ ଏବେ ଜୋରସାର୍ ନିର୍ବାଚନ ପ୍ରଚାରରେ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆପ ପକ୍ଷରୁ ଜୋରଦାର୍ ନିର୍ବାଚନ ପ୍ରଚାର ଚଳାଇଥିବା ବେଳେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ…

ବଜେଟ୍ ଅଧିବେଶନ: ‘ଗୁଳି ମାରିବା ବନ୍ଦ କର’ ନାରାରେ କମ୍ପିଲା ଗୃହ

ନୂଆଦିଲ୍ଲୀ: ଗୁଳି ମାରିବା ବନ୍ଦ କର, ଦେଶକୁ ଭାଙ୍ଗିବା ବନ୍ଦ କର । ସୋମବାର କିଛି ଏଭଳି ନାରାରେ କମ୍ପିଥିଲା ସଂସଦ ଗୃହ । ବଜେଟ ଅଧିବେଶନ ଆରମ୍ଭ ହେବା କ୍ଷଣି ଲୋକସଭାରେ ବିରୋଧୀ ନେତାମାନେ ନିଜ ଆସନରେ ଠିଆ ହୋଇ ଗୁଳି ମାରିବା ବନ୍ଦ କର, ଦେଶକୁ ଭାଙ୍ଗିବା ବନ୍ଦ କର ବୋଲି ନାରା ଦେଇଥିଲେ ।…

ଦେଖନ୍ତୁ ଭିଡ଼ିଓ; ବିଶ୍ୱର ସବୁଠାରୁ ଲମ୍ବା କାର୍‌, ଯାହା ଉପରେ ଅବତରଣ କରୁଛି ହେଲିକ୍ୟାପ୍ଟର !

ଭୁବନେଶ୍ୱର: ଯୁଗ ଯେତିକି ଆଗକୁ ଯାଉଛି ଟେକ୍ନୋଲୋଜି ମଧ୍ୟ ସେତିକି ସୁଦୃଢ଼ ହୋଇ ହୋଇ ଯାଉଛି। କାର ଚଲାଇବା କାହାର ବା ପସନ୍ଦ ନୁହେଁ । ଯାହା ପାଖରେ ଯେତେ ଟଙ୍କା ଅଛି ସେମାନେ ସେତେ ଅଧିକ ସୁଖସୁବିଧା ଯୁକ୍ତ ଗାଡି ଚଳାଇବାକୁ ପସନ୍ଦ କରୁଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏପରି ଏକ…

ତିନି ଦିନ ହେଲା ଜଳୁଛି ନଦୀ, ଜାଣନ୍ତୁ କେଉଁଠି

ଆସାମ: ହୁତୁ ହୁତୁ ହୋଇ ଜଳୁଛି ନଦୀ । ନଦୀର ମଝି ଭାଗରେ ଭୟଙ୍କର ଭାବେ ନିଆଁ ଜଳୁଛି । ଯିଏ ଦେଖୁଛି ସିଏ ଛାନିଆ ହୋଇ ଯାଉଛି । ଆସାମର ଦିବ୍ରୁଗଡ ନିକଟ ସାସୋନି ଗାଁରୁ ଆସିଛି ଏଭଳି ଚିତ୍ର । ଏଠାରେ ଥିବା ଦିହିଙ୍ଗ ନଦୀରେ ନିଆଁ ଲାଗିଛି । ଏହି ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।…

ଦିଲ୍ଲୀ ନିର୍ବାଚନ: ଆଜି କେଜ୍ରିୱାଲ-ମୋଦୀଙ୍କ ମୁହାଁମୁହିଁ ପ୍ରଚାର

ନୂଆଦିଲ୍ଲୀ: ଆସନ୍ତା ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ଅନୁଷ୍ଠିତ ହେବାକୁ ଯାଉଛି । ଦିଲ୍ଲୀରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍‌) ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ କଡ୍ଡା ଟକ୍କର୍ ହେଉଥିବା ବେଳେ ଏବେ ଆରମ୍ଭ ହୋଇଛି ଜୋରସୋର୍ ପ୍ରଚାର । Delhi Chief…