Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ଆତଙ୍କ; ୧୦ ଦିନରେ ନିର୍ମିତ ହେଲା ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

ଉହାନ : ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିଥିବା କରୋନା ଭାଇରସ କାୟା ବିସ୍ତାର କରୁଛି । ଏହାର ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । କରୋନା ମୃତ୍ୟୁ ସଂଖ୍ୟା ୩୬୧କୁ ଛୁଇଁବା ସହିତ ୧୭,୨୦୫ରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ତେବେ କରୋନାର…

ପୁଣି ଜାମିଆ ବିଶ୍ୱବିଦ୍ୟାଳୟରେ ଫୁଟିଲା ଗୁଳି; ପୋଲିସର ତଦନ୍ତ ଜାରି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ପୁଣିଥରେ ଗୁଳି ଫୁଟିବା ଘଟଣା ନଜରକୁ ଆସିଛି । ଜାମିଆ ମିଲିଆ ଇସ୍ଲାମିୟା ବିଶ୍ୱବିଦ୍ୟାଳୟର ଗେଟ୍ ନଂ-୫ରେ ଗତକାଲି ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ଗୁଳିମାଡ କରିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ…

ବିମାନ ବନ୍ଦରରେ ଯୁବକଙ୍କ ଉନ୍ମତକାଣ୍ଡ; ହେଲିକପ୍ଟର ଉପରକୁ ଫିଙ୍ଗିଲେ ପଥର

ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଅବସ୍ଥିତ ରାଜା ଭୋଜ ବିମାନ ବନ୍ଦରରେ ରବିବାର ଦିନ ଜଣେ ଯୁବକ ହେଲିକପ୍ଟର ଉପରକୁ ପଥର ଫିଙ୍ଗିବା ଭଳି ଚାଞ୍ଚଲ୍ୟକର ଘଟଣା ନଜରକୁ ଆସିଛି । ଯାହାଫଳରେ ଏୟାରପୋର୍ଟର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜାତୀୟ ଗଣମାଧ୍ୟମରେ…

ଭୟଙ୍କର ହେଉଛି ‘କରୋନା ଭାଇରସ୍‌’; ଚୀନରେ ମୃତ୍ୟୁ ସଂଖ୍ୟା ୩୬୧ ଛୁଇଁଲା

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୩୬୧କୁ ଛୁଇଁଛି । ଏଥିସହିତ ୧୭,୨୦୫ ହଜାରରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ରିପୋର୍ଟ ଅନୁଯାୟୀ କରୋନା…

ବିଏସଏନଏଲର ନୂଆ ପ୍ଲାନରେ ପ୍ରତିଦିନ ମିଳିବ ୫ ଜିବି ଡାଟା; ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ ଗ୍ରାହକମାନଙ୍କ ଲାଗି ଆଣିବାକୁ ଯାଉଛି ଆକର୍ଷଣୀୟ ଅଫର । ଯେଉଁଥିରେ ପ୍ରତିଦିନ ୟୁଜର୍ସଙ୍କୁ ମିଳିପାରିବ ୫ ଜିବି ଯାଏଁ ଡାଟା। ଜାଣନ୍ତୁ, ଏହି ନୂତନ ପ୍ଲାନ୍ ସମ୍ପର୍କରେ... ନୂଆ ପ୍ଲାନ୍ ଅନୁଯାୟୀ ବିଏସଏନଏଲ ପକ୍ଷରୁ ୫୯୮ ଟଙ୍କାରେ…

ୟେଦୁରପ୍ପା କ୍ୟାବିନେଟ ସମ୍ପ୍ରସାରଣ ଫେବୃୟାରୀ ୬ରେ ହୋଇପାରେ

ବାଙ୍ଗାଲୋର : କର୍ଣ୍ଣାଟକରେ ବିଏସ ୟେଦୁରପ୍ପାଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ଫେବୃୟାରୀ ୬ରେ ହେବ ବୋଲି ଜଣାଯାଇଛି । ଏଥିରେ ୧୩ଜଣ ନୂଆ ମନ୍ତ୍ରୀ ସାମିଲ ହେବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଏ ନେଇ ସିଧାସଳଖ କିଛି କହି ନ ଥିଲେ ମଧ୍ୟ ଉପନିର୍ବାଚନ…

ଲଣ୍ଡନର ଜନଗହଳି ସ୍ଥାନରେ ଆତଙ୍କବାଦୀର ଉନ୍ମକ୍ତ କାଣ୍ଡ: ପୋଲିସ ଗୁଳିରେ ମୃତ

ଲଣ୍ଡନ : ଲଣ୍ଡନର ଏକ ଜନଗହଳି ରାସ୍ତାରେ ଜଣେ ଆତଙ୍କବାଦୀ ଉନ୍ମକ୍ତ କାଣ୍ଡ ଘଟାଇଛି । ଦକ୍ଷିଣ ଲଣ୍ଡନ ଅଂଚଳରେ ଛୁରୀରେ ସେ କେତେ ଜଣ ବ୍ୟକ୍ତିଙ୍କୁ ରକ୍ତାକ୍ତ କରିବା ପରେ ପୋଲିସ ଗୁଳିରେ ମୃତ୍ୟୁବରଣ କରିଛି । ଏହି ଆକ୍ରମଣରେ ଜଣେ ବ୍ୟକ୍ତିର ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ପ୍ରାରମ୍ଭିକ…

ନିର୍ଭୟା ଦୋଷୀଙ୍କୁ ଶୀଘ୍ର ଫାଶୀ ମାମଲା: ହାଇକୋର୍ଟରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ନିର୍ଭୟାକୁ ନ୍ୟାୟ ମିଳିବାରେ ଗଡୁଛି ତାରିଖ ପରେ ତାରିଖ । ଦୋଷୀଙ୍କ ଘୁଂଚି ଘୁଂଚି ଯାଉଛି ଫାଶୀ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶକୁ ଚ୍ୟାଲେଂଜ କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ରୁଜୁ…

ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଅସୁସ୍ଥତା ଯୋଗୁଁ ତାଙ୍କୁ ରାଜଧାନୀ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ରବିବାର ସଂଧ୍ୟାରେ ନିୟମିତ ଚେକ୍‌ଅପ୍ ପାଇଁ ସେ ହସ୍ପିଟାଲ ପହଂଚିଛନ୍ତି ।…

କରୋନା ଭାଇରସ ଜାଲରେ ପୋଷା ଜୀବଜନ୍ତୁ

ନୂଆଦିଲ୍ଲୀ: କରୋନା ଭାଇରସ ନେଇ ସାରା ବିଶ୍ୱରେ ହଇଚଇ ପଡିଥିବା ବେଳେ ଏବେ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି । ରିପୋର୍ଟ ମୁତାବକ କରୋନା ଭାଇରସରେ ଏବେ କେତେକ ଜୀବଜନ୍ତୁ ଆକ୍ରାନ୍ତ ହେବାରେ ଲାଗିଲେଣି । ଚୀନରେ ୧୨/୧୪ଟି ବିଲେଇ ମରିବା ପରେ ଏହି ଚିନ୍ତା ଏବେ ସମସ୍ତଙ୍କୁ ଘାରିଛି । ସବୁଠାରୁ…