Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜୋକୋଭିଚ ଜିତିଲେ ଅଷ୍ଟ୍ରେଲିଆନ୍ ଓପନ ଟେନିସ

ମେଲବୋର୍ନ: ସର୍ବିୟାର ଷ୍ଟାର ଖେଳାଳି ନୋଭାକ ଜୋକୋଭିଚ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ନାମେଂଟର ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ଅଷ୍ଟ୍ରିଆର ଡୋମିନିକ୍ ଥିଏମଙ୍କୁ ୬-୪,୪-୬,୨-୬,୬-୩ ଓ ୬-୪ ସେଟରେ ପରାସ୍ତ କରିଥିଲେ । ମ୍ୟାଚରେ ବିଜୟ ହାସଲ କରିବା ପାଇଁ ତାଙ୍କୁ…

କରୋନା ଆତଙ୍କ; ଚୀନରେ ଫସିରହିଥିବା ପାକିସ୍ତାନୀ ଛାତ୍ରଙ୍କ ଭିଡିଓ ହେଲା ଭାଇରାଲ

ଉହାନ : ଚୀନର ଉହାନରେ ଦ୍ରୁତ ଗତିରେ କରୋନା ଭାଇରସ ବ୍ୟାପୁଛି । ଏହାକୁ ଆଖି ଆଗରେ ରଖି ଭାରତ ସରକାର ଦୁଇଟି ପର୍ଯ୍ୟାୟରେ ଭାରତୀୟ ଛାତ୍ରଙ୍କୁ ଚୀନରୁ ଫେରାଇ ଆଣିଛନ୍ତି । କିନ୍ତୁ ଚୀନରେ ଥିବା ପାକିସ୍ତାନୀ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ପାକିସ୍ତାନ ସରକାର ତାଙ୍କ…

କରୋନା ଭାଇରସ୍ ଆତଙ୍କ; ଚୀନ୍ ଯାତ୍ରୀଙ୍କ ଲାଗି ଇ-ଭିସା ବନ୍ଦ କଲା ଭାରତ

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରୁଥିବା ମାରାତ୍ମକ ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ୩୦୦ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏହାର ପ୍ରଭାବରେ ଚୀନରୁ ଆସୁଥିବା ଯାତ୍ରୀଙ୍କ ଲାଗି ଅସ୍ଥାୟୀ ଭାବେ ଇ-ଭିସା ସେବା ବନ୍ଦ କରିଛନ୍ତି ଭାରତ ସରକାର । ଏହାବ୍ୟତିତ କରୋନା ଭାଇରସ୍…

ବିଶ୍ୱ ହିନ୍ଦୁ ମହାସଭା ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଚାଂଚଲ୍ୟ । ବିଚ୍ ରାସ୍ତାରେ ବିଶ୍ୱ ହିନ୍ଦୁ ମହାସଭା ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା କରାଯାଇଛି । ରବିବାର ସକାଳେ ମର୍ଣ୍ଣିଂୱାକରେ ଯାଇଥିବା ବେଳେ ବାଇକ୍‌ରେ ଆସି ଦୁଇ ଦୁର୍ବୃତ ବିଶ୍ୱ ହିନ୍ଦୁ ମହାସଭା ଅଧ୍ୟକ୍ଷ ରଣଜୀତ ବଚ୍ଚନଙ୍କୁ ଗୁଳି କରି…

NIT ଅଗରତାଲାରେ ୫୮ଟି ଆସିଷ୍ଟାଂଟ ପ୍ରଫେସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଳୀ: ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲଜି (ଏନ୍‌ଆଇଟି) ଅଗରତାଲାରେ ଖାଲି ପଡିଥିବା ୫୮ଟି ଆସିଷ୍ଟାଂଟ ପ୍ରଫେସର (ଗ୍ରୋଡ୍‌-୧ ଏବଂ ଗ୍ରୋଡ-୨) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଆବେଦନକାରୀ ଅଫିସିଆଲ ୱେବ୍‌ସାଇଟ୍ www.nita.ac.in ରେ ଆବେଦନ କରିପାରିବେ ।…

କଂଗ୍ରେସର ଘୋଷଣାପତ୍ର ଜାରୀ: ମାଗଣା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଆଗାମୀ ଦିଲ୍ଳୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଘୋଷଣାପତ୍ର ଜାରି କରିଛି । ପୂର୍ବରୁ ବିଜେପି ଏବଂ ଆପ୍ ସେମାନଙ୍କ ଘୋଷଣାପତ୍ର ଜାରୀ କରି ସାରିଛନ୍ତି । ଏଥିରେ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଓ ୨୦ ହଜାର ଲିଟର ପର୍ଯ୍ୟନ୍ତ ପାଣି ମାଗଣା ରହିଛି । ସେହିପରି ସରକାରୀ…

ଚୀନ୍‌ରେ କରୋନା ପାଇଁ ବିବାହ ବନ୍ଦ

ବେଜିଂ: ଚୀନ୍‌ରେ ଦିନକୁ ଦିନ ମାରାତ୍ମାକ ଭୂତାଣୁ କରୋନା କାୟା ବିସ୍ତାର କରୁଛି । ଫଳରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ଭାଇରସ ଏବେ ଚୀନ୍ ସମେତ ଅନ୍ୟ ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିଛି । ତେବେ ଚୀନ୍‌ରେ ଏହାକୁ ନେଇ ଏକ ରୋଚକ ସ୍ଥିତି ସାମ୍ନାକୁ ଆସିଛି । ମାରାତ୍ମକ ଭୂତାଣୁ…

କେରଳରେ ଦ୍ୱିତୀୟ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ : ଭାରତରେ ଜାରି ରହିଛି କରୋନା ଆତଙ୍କ । କେରଳରେ ଆଉ ଜଣେ ଘାତକ କରୋନା ଭାଇରସରେ ଆକ୍ରାନ୍ତ ରୋଗୀ ଚିହ୍ନଟ କରାଯାଇଛି । ଏନେଇ ରବିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛନ୍ତି । କେରଳରେ କିଛି ଦିନ ପୂର୍ବରୁ ଭାରତର ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ…

କରୋନା ଭାଇରସ ଆତଙ୍କ; ୨ ପର୍ଯ୍ୟାୟରେ ଏୟାରଇଣ୍ଡିଆ ବିମାନରେ ଚୀନରୁ ଫେରିଲେ ୩୨୩ ଭାରତୀୟ

ନୂଆଦିଲ୍ଲୀ: କରୋନା ଭାଇରସର ଆତଙ୍କକୁ ଦେଖି ଚୀନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଇ ସ୍ୱଦେଶ ଅଣାଯାଉଛି । ରବିବାର ଦିନ ଦ୍ୱିତୀୟ ପର୍ଯ୍ୟାୟରେ ପୁଣିଥରେ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ପ୍ରାୟ ୩୨୩ ଭାରତୀୟଙ୍କୁ ଦିଲ୍ଲୀ ଅଣାଯାଇଛି । ସେଥିମଧ୍ୟରେ ୭ ମାଳଦ୍ୱୀପ ନାଗରିକ…

ସହକର୍ମୀ ଯବାନଙ୍କ ଗୁଳିମାଡରେ ଜଣେ ମୃତ

ବିଜାପୁର: ଛତିଶଗଡର ବିଜାପୁରରେ ଥିବା ସିଏଏଫ୍ କ୍ୟାମ୍ପରେ ଜଣେ ସହକର୍ମୀ ଯବାନଙ୍କ ଗୁଳିମାଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଯବାନ ଗୁରୁତର ଆହତ ହୋଇଛନ୍ତି । ଏହି ଗୁଳିକାଣ୍ଡ ପରେ ସମ୍ପୃକ୍ତ ଯବାନ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ବିଭାଗୀୟ ଆଇଜିଙ୍କ ପକ୍ଷରୁ ସୂଚନା…