Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ପ୍ରଭାବ: ଫିକା ପଡିବକି ହୋଲି ରଙ୍ଗ ?

ଭୁବନେଶ୍ୱର: ସାରା ବିଶ୍ୱକୁ ଆତଙ୍କିତ କରି ରଖିଛି ମାରାତ୍ମକ କରୋନା ଭାଇରସ । ଚୀନରେ ସୃଷ୍ଟ ଏହି ଭାଇରସ ଏବେ ୩୯ ଟି ଦେଶକୁ ବ୍ୟାପି ସାରିଛି । ସାରାବିଶ୍ୱରେ ଏହାର ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପି ସାରିଥିବା ବେଳେ ଭାରତରେ ୪୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏଭଳି…

ଦିଲ୍ଲୀରେ ଆତ୍ମଘାତୀ ଆକ୍ରମଣ ଯୋଜନା କରୁଥିବା ସ୍ବାମୀ-ସ୍ତ୍ରୀ ଅଟକ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍(ଆଇଏସ୍ଆଇଏସର ଖୁରାସାନ୍ ମଡ୍ୟୁଲ)  ଆଇଏସ ସହିତ ଜଡିତ ଦୁଇ ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖିଛି । ଦୁହିଁଙ୍କୁ ଓଖାଲା ଅଞ୍ଚରେ ଗିରଫ କରାଯାଇଛି।  ପୋଲିସର ସୂଚନା ଅନୁସାରେ ଗିରଫ ବ୍ୟକ୍ତିର ନାମ ଜାହାନଜେବ୍ ସାମି ଓ ତା’ ସ୍ତ୍ରୀର ନାଁ ହିନ୍ଦା ବସିର…

କେରଳ ପରେ ଚେନ୍ନାଇରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ବଢ଼ି ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ପୁଣି ଏକ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଂଚିଛି । ରବିବାର ଦିନ କେରଳରେ ୫ କରୋନା ରୋଗୀଙ୍କ ନମୂନା ପଜିଟିଭ ଆସିଛି । ଏହା ବ୍ୟତୀତ ଚେନ୍ନାଇର ଜଣେ…

କରୋନାଭାଇରସ୍‌ରେ ସଂକ୍ରମିତ ରହୁଥିବା ହୋଟେଲ୍‌ ଭୁଶୁଡ଼ି ୪ଜଣଙ୍କର ମୃତ୍ୟୁ

ସଙ୍ଘାଇ: କରୋନା ଭାଇରସ ସଂକ୍ରମିତ ରହୁଥିବା ଚୀନର ଏକ ହୋଟେଲ ଭୁଷୁଡି ପଡିବା ଫଳରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । କ୍ୱାନ୍‌ଝୌ ସହରରେ ଶନିବାର ସନ୍ଧ୍ୟାରେ ଭୁଶୁଡ଼ି ପଡ଼ିଥିବା ହୋଟେଲ୍‌ରେ ୪ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ରବିବାର ଦିନ ଜରୁରୀ ପରିସ୍ଥିତି ପରିଚାଳନା…

ଗଜିଆବାଦରେ ଆକାଶରୁ ଖସିଲା ଅଗ୍ନି ପିଣ୍ଡୁଳା, ତାପରେ କ’ଣ ହେଲା ଜାଣନ୍ତୁ…

ଗଜିଆବାଦ: ଗାଜିଆବାଦ୍ ରେଳ ଷ୍ଟେସନ ନିକଟରେ ଦେଖିବାକୁ ମିଳିଛି ଏକ ଅସ୍ୱାଭାବିକ ଘଟଣା । ବର୍ଷା ହେଉଥିବା ସମୟରେ ଶୂନ୍ୟରୁ ହଠାତ ଏକ ଅଗ୍ନି ପିଣ୍ଡୁଳା ଭଳି ଜିନିଷ ତଳକୁ ଖସିଛି । ଯାହାକି ଲୋକଙ୍କ ମନରେ ଆତଙ୍କ ଖେଳାଇ ଦେଇଛି । ପ୍ରାଥମିକ ପରୀକ୍ଷାରୁ ଜଣାପଡିଛି ଯେ, ଜଣାପଡ଼ିଛି ଯେ ଏହି…

ଥମୁନି କରୋନା ଭାଇରସ; କେରଳରେ ୫ ପଜିଟିଭ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢୁଥିବା ବେଳେ ରବିବାର ଦିନ କେରଳରେ ଆଉ ୫ ଜଣଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୩ ଜଣ ନିକଟ ଅତୀତରେ ଇଟାଲିରୁ ଫେରିଥିଲେ । ଏହି ବ୍ୟକ୍ତିମାନଙ୍କୁ ବର୍ତ୍ତମାନ ସମୟରେ କେରଳର…

କରୋନା ଭାଇରସ: ଭାରତରେ ମହଜୁଦ ଅଛି ଯଥେଷ୍ଟ ପରିମାଣରେ ଔଷଧ ଓ ଅନ୍ୟ ଉପଯୋଗୀ ସାମଗ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ସହିତ ନୋଭେଲ କୋରୋନା ଭୂତାଣୁ (କୋଭିଡ ୧୯) ସଂକ୍ରମଣ ମୁକାବିଲା କ୍ଷେତ୍ରରେ ବର୍ତମାନ ସୁଦ୍ଧା ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିଛନ୍ତି । ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର ଗିରଫ; ଆଜି କୋର୍ଟରେ ହେବେ ହାଜର

ମୁମ୍ବାଇ: ୟେସ ବ୍ୟାଙ୍କ ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ରାଣା କପୁରଙ୍କୁ ଭୋର ୩ଟାରେ ଗିରଫ କରିଛି ପ୍ରବତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ମାମଲାରେ ଇଡି ୧୫ ଘଣ୍ଟା ପର୍ଯ୍ୟନ୍ତ ଜେରା କରିବା ପରେ ଗିରଫ କରିଛି । ଏହା ପୂର୍ବରୁ କେନ୍ଦ୍ରୀୟ ଯାଂଚ ସଂସ୍ଥା ଶୁକ୍ରବାର ଦିନ ତାଙ୍କ ଘରେ ଚଢ଼ଉ…

ଭାରତରେ ବଢୁଛି କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ଆଉ ତିନି ଜଣଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ଇରାନ ଯାତ୍ରାରୁ ଫେରିଥିବା ଦୁଇ ଜଣ ଲଦାଖବାସୀ ଏବଂ ଓମାନରୁ ଫେରିଥିବା ଜଣେ ତାମିଲନାଡ଼ୁ ନାଗରିକ । ଏମାନଙ୍କୁ ମିଶାଇ ଦେଶରେ ମୋଟ…

୨୦୨୨ ସୁଦ୍ଧା ସମସ୍ତ ୩୬ଟି ରାଫେଲ ବିମାନ ଭାରତରେ ପହଞ୍ଚିବ

ନୂଆଦିଲ୍ଲୀ : ଆସନ୍ତା ମେ ମାସ ଶେଷ ସପ୍ତାହ ସୁଦ୍ଧା ଭାରତରେ ୪ଟି ରାଫେଲ ବିମାନ ପହଞ୍ଚିବ । ତାପରେ ପ୍ରତି ୪୫ ଦିନରେ ଗୋଟିଏ ଲେଖାଏଁ ରାଫେଲ ବିମାନ ପହଞ୍ଚିବ ଓ ଆସନ୍ତା ୨୦୨୨ ସୁଦ୍ଧା ସମସ୍ତ ୩୬ଟି ରାଫେଲ ବିମାନ ଭାରତୀୟ ବାୟୁସେନା ହାତକୁ ଆସିଯାଇଥିବ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ…