Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତୁର୍କୀରେ ୬.୮ ତୀବ୍ରତାର ଶକ୍ତଶାଳୀ ଭୁମିକମ୍ପ; ୧୪ ମୃତ

ଇସ୍ତାନବୁଲ୍‌: ପୂର୍ବ ତୁର୍କୀରେ ଶୁକ୍ରବାର ଦିନ ଅନୁଭୂତ ହୋଇଥିବା ଭୁମିକମ୍ପରେ ୧୪ରୁ ଅଧିକ ବ୍ୟକ୍ତିଙ୍କୁ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୫୦୦ବ୍ୟକ୍ତି ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

କେ-୪ ବାଲିଷ୍ଟିକ ମିସାଇଲ୍‌ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ବିଶାଖାପଟନମ୍ ଉପକୂଳରୁ କେ-୪ ବାଲାଷ୍ଟିକ୍ ମିସାଇଲର ସଫଳ ପରୀକ୍ଷଣ ହୋଇଛି । ଏହା ନୌସେନା ଶକ୍ତି ବୃଦ୍ଧିରେ ଭାରତ ପାଇଁ ବଡ ସଫଳତା ଆଣିବ ବୋଲି କୁହାଯାଉଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କେ-୪ ମିସାଇଲ ଚୀନର ରାଜଧାନୀ ବେଜିଂଠାରୁ ନେଇ ପାକିସ୍ତାନର ସମସ୍ତ ସହରକୁ ନିଜର…

ନାଗରିକଙ୍କଠୁ ମହୁମାଛି ପରି ଟ୍ୟାକ୍ସ ଆଦାୟ ହେବା ଦରକାର: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧ ତାରିଖରେ ଉପସ୍ଥାପନ ହେବ ସାଧାରଣ ବଜେଟ ୨୦୨୦-୨୧ । ଏହି ବଜେଟ ଉପରେ ପ୍ରତ୍ୟେକ ବର୍ଗର ଲୋକଙ୍କ ଆଶା ରହିଛିି । ତେବେ ବଜେଟ ପୂର୍ବରୁ ପ୍ରଧାନ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ଟିକସ ବିବାଦ ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ତୁଟାଇବାକୁ ପରାମର୍ଶ…

ଆଇକନିକ୍‌ ତାଲିକାରେ ସ୍ଥାନ ପାଇବ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର !

କୋଣାର୍କ: ଓଡ଼ିଶା ଲାଗି ଖୁସିର ଖବର । ଓଡ଼ିଶା ପର୍ଯ୍ୟଟନର ବହୁଦିନର ଆଶା ଏବେ ପୂରଣ ହେବାକୁ ଯାଉଛି । କୋଣାର୍କରେ ଚାଲିଥିବା ଜାତୀୟ ପର୍ଯ୍ୟଟନ ସମ୍ମିଳନୀର ଆଜି ଥିଲା ଉଦଯାପନୀ ଉତ୍ସବ । ଏହି ଅବସରରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଆଶ୍ୱାସନା ଦେଇ କହିଛନ୍ତି ଯେ, ଖୁବ୍ ଶିଘ୍ର…

ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବବିନିମୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାମାନଙ୍କ ସହିତ ଭାବ ବିନିମୟ କରିଛନ୍ତି । ୨୨ ଜାନୁଆରୀ, ୨୦୨୦ରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ବିଜେତାମାନେ ଗଣତନ୍ତ୍ର ଦିବସ ପରେଡରେ ମଧ୍ୟ ଅଂଶଗ୍ରହଣ କରିବେ । ଭାରତର ବିଭିନ୍ନ…

‘ସିଏଏ’ ସମର୍ଥନ ରାଲି: ସୁମିତ୍ରା ମହାଜନଙ୍କ ସହ ବହୁ ବିଜେପି ତୁଙ୍ଗ ନେତା ଗିରଫ

ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋରରେ ନାଗରିକତା ସଂଶୋଧନ ଆଇନ ସମର୍ଥନରେ ଆଜି ଏକ ରାଲି ଆୟୋଜିତ ହୋଇଥିଲା । ଏହି ଅବସରରେ ବଜେପିର ବହୁ ତୁଙ୍ଗ ନେତାଙ୍କୁ ଗିରଫ କରାଯାଇଛି । ଏଥିରେ ବିଜେପି ସଂସଦ, ବିଧାୟକଙ୍କ ସମେତ ଲୋକସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନ ମଧ୍ୟ ସାମିଲ ହୋଇଛନ୍ତି ।ଗିରଫ…

ଚୀନରେ କରୋନା ଆତଙ୍କ; ୧୦ ସହର ଲକଡ଼ାଉନ୍‌, ମୁମ୍ବାଇରେ ୧୮୦୦ ଲୋକଙ୍କ ଥର୍ମାଲ୍ ସ୍କ୍ରିନିଂ

ବେଜିଂ: କରୋନା ଭାଇରସ ତାର କାୟା ବିସ୍ତାର କରିବାରେ ଲାଗିଛି । ସମସ୍ତ ପ୍ରକାର ଉଦ୍ୟମ କରାଯିବା ସତ୍ୱେ ଏହି ଭାଇରସ ବ୍ୟାପିବାରେ ଲାଗିଛି । ଏହାକୁ ନଜରରେ ରଖି ଚୀନର ୧୦ଟି ସହରକୁ ଲକ୍‌ଡାଉନ କରାଯାଇଛି । ୬ କୋଟି ଲୋକଙ୍କୁ ଯାତ୍ରା ଉପରେ କଟକଣା କରାଯାଇଛି । ସହର ନ ଛାଡି ଯିବା ପାଇଁ…

ତିହାର ଜେଲରେ ପ୍ରତିଦିନ ନଷ୍ଟ ହେଉଛି ୨୫ ହଜାର ରୋଟି !

ଭୁବନେଶ୍ୱର: ତିହାର ଜେଲରେ ପ୍ରତିଦିନ ୨୦ରୁ ୨୫ ହଜାର ରୋଟି ନଷ୍ଟ ହେଉଥିବା ରିପୋର୍ଟ ପ୍ରକାଶ ପାଇଛି । ଏହି ନଷ୍ଟକୁ ଠିକ୍ ଭାବେ ରୋକାଗଲେ ଅନ୍ୟ ଜେଲରେ ୪ ରୁ ୫ ହଜାର କୈଦୀ ଖାଦ୍ୟ ପାଇପାରିବେ । କୈଦୀଙ୍କ ଗଣତି ଅନୁସାରେ ରୋଟି ପ୍ରସ୍ତୁତ କରାଯାଇଥାଏ । ମାତ୍ର ଏହା ମଧ୍ୟରୁ କେତେକ କୈଦୀ…

ଚୀନ୍‌ରୁ ଭାରତକୁ ଡେଇଁଲା କୋରୋନା ଭାଇରାସ: ମୁମ୍ବାଇରେ ୨ ଆକ୍ରାନ୍ତ

ମୁମ୍ବାଇ: ସାରା ବିଶ୍ୱରେ କୋରୋନା ଭାଇରସର କୋକୁଆ ଭୟ ଜାରି ରହିଛି । ଏହି ଭୁତାଣୁ ଏବେ ଚୀନରୁ ଭାରତକୁ ବ୍ୟାପିଛି । ମୁମ୍ବାଇରେ ୨ ଜଣ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । ସେପଟେ ସାଉଦି ଆରବରେ କାମ…

ଭାରତ ଗସ୍ତରେ ବ୍ରାଜିଲ ରାଷ୍ଟ୍ରପତି: ସାଧାରଣତନ୍ତ୍ର ଦିବସରେ ସାଜିବେ ମୁଖ୍ୟ ଅତିଥି

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବ୍ରାଜିଲର ରାଷ୍ଟ୍ରପତି ଜାଇର୍ ବୋଲଜୋନାରୋ । ଏଥପାଇଁ ସେ ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ସେ ୨୪ରୁ ୨୭ ତାରିଖ ଯାଏ ଭାରତରେ ରହିବେ । ଏଥିସହ ତାଙ୍କ ୮ ଜଣ ମନ୍ତ୍ରୀ, ବ୍ରାଜିଲ ପାର୍ଲାମେବଂଟର ୪ ଜଣ ସଦସ୍ୟ,…