Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହେବା ପରେ କଙ୍ଗନା କ’ଣ ରଖିଲେ ପ୍ରତିକ୍ରିୟା, ଜାଣନ୍ତୁ

ନୂଆଦିଲ୍ଲୀ:ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଦେଶର ୪ର୍ଥ ସର୍ବଶ୍ରେଷ୍ଠ ସମ୍ମାନ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଅଭିନୟରେ ନିଜର ସର୍ବୋଚ୍ଚ ପ୍ରତିପାଦନ ନିମନ୍ତେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ଏହି ସମ୍ମାନରେ ବିଭୂଷିତ କରାଯିବ । ୭୧ ତମ ଗଣତନ୍ତ୍ର ଦିବସର ଗୋଟିଏ ଦିନ…

ଗଣତନ୍ତ୍ର ଦିବସରେ ନୂଆ ପରମ୍ପରା: ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକରେ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ୭୧ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଛନ୍ତି ଏକ ନୂତନ ପରମ୍ପରା । ଗଣତନ୍ତ୍ରର ଏହି ମହାପର୍ବ ଅବସରରେ ମୋଦୀ ଯୁଦ୍ଧ ସ୍ମାରକ ଯାଇ ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ଏହି ଅବସରରେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ…

୭୧ତମ ଗଣତନ୍ତ୍ର ଦିବସ: ଚିନୁକ୍‌, ଆପାଚେ ହେଲିକପ୍ଟର ପାରେଡରେ ସାମିଲ

ନୂଆଦିଲ୍ଲୀ: ୭୧ତମ ଗଣତନ୍ତ୍ର ସାରା ଦେଶରେ ଆଜି ଧୂମଧାମରେ ପାଳିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଅମର ଜବାନ ଜ୍ୟୋତି ନିକଟକୁ ନ ଯାଇ ଇଣ୍ଡିଆ ଗେଟ ନିକଟରେ ଥିବା ୱାର ମେମୋରିଆଲକୁ ଯାଇଥିଲେ । ବ୍ରାଜିଲ ରାଷ୍ଟ୍ରପତି ଜାୟର ୱାଲସନାରୋ ଏହି ସମାରୋହର ମୁଖ୍ୟ ଅତିଥି ଥିଲେ…

ବ୍ୟାପୁଛି କୋରୋନା ଭାଇରସ: ସ୍ୱଦେଶ ଫେରିବେ ଚୀନରେ ଫସିଥିବା ଭାରତୀୟ ଛାତ୍ର !

ଚୀନରୁ ବ୍ୟାପିଥିବା କୋରୋନା ଭାଇରସ ଏବେ ସମସ୍ତଙ୍କୁ ହଇରାଣରେ ପକାଇଛି । ଇତି ମଧ୍ୟରେ ୬୦ ଲୋକ ମୃତ୍ୟୁବରଣ କରିସାରିଥିବା ବେଳେ ୨୦୦୦ ପାଖାପାଖି ଆକ୍ରାନ୍ତ ହୋଇଛନ୍ତି । ଭାରତର ୭୦୦ ଛାତ୍ର ସେଠାରେ ଫସି ରହିଛନ୍ତି । ନୂତନ ବର୍ଷ ଛୁଟି ଅବସରରେ ଅଧିକାଂଶ ଛାତ୍ର ସ୍ୱଦେଶ ପ୍ରତ୍ୟାବର୍ତନ…

ପୋଷ୍ଟମ୍ୟାନଙ୍କୁ ମହଙ୍ଗା ପଡ଼ିଲା ଚିଠି ଲୁଚାଇବା; ବାଣ୍ଟିବେ ୧୬ବର୍ଷର ୨୪ ହଜାର ଚିଠି !

ଟୋକିଓ: ଜାପାନର ଏକ ଦାୟିତ୍ୱହୀନ ଓ ମଜାଦାର କଥା ସାମ୍ନାକୁ ଆସିଛି । ଜଣେ ୬୧ ବର୍ଷୀୟ ପୋଷ୍ଟମ୍ୟାନ ଦୀର୍ଘ ୧୬ ବର୍ଷ ହେବ ଚିଠି ନ ବାଂଟି ଘରେ ରଖି ଦେଉଥିଲେ । ଏହା ଜଣା ପଡିବା ପରେ ନିର୍ଦ୍ଦେଶକ୍ରମେ ତାଙ୍କୁ ୨୪୦୦୦ ବକେୟା ଚିଠି ବାଂଟିବାକୁ କୁହାଯାଇଛି । ସେ ମଧ୍ୟ ନିଜ ଭୁଲ ସ୍ୱୀକାର…

ଇଣ୍ଟରନେଟର କରିସ୍ମା; ଜାଣନ୍ତୁ, ୧ ମିନିଟରେ ସୋସିଆଲ୍ ମିଡ଼ିଆର କରାମତିି !

ଭୁବନେଶ୍ୱର: ଏବେ ଇଂଟରନେଟରେ ଯୁଗ । ସମସ୍ତେ ଏବେ ଏଥିରେ ମାତିଛନ୍ତି । ତେବେ ଆପଣମାନଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ, ଇଂଟରନେଟରେ ଗୋଟିଏ ମିନିଟରେ କ’ଣ କ’ଣ ହେଉଛି । ଫୋନ ମାଧ୍ୟମରେ ବହୂଳ ବ୍ୟବହାର ହେଉଥିବା ହ୍ୱାଟସଆପରେ ୧ମିନିଟରେ ୪.୧ କୋଟି ଟଙ୍କାର ମେସେଜ ପଠାଯାଏ । ୨୦୧୯…

ରାଜସ୍ଥାନରେ ପାସ୍ ହେଲା ସିଏଏ ବିରୋଧୀ ସଂକଳ୍ପ

ଜୟପୁର: କେରଳ, ପଂଜାବ ପରେ ଏବେ ରାଜସ୍ଥାନରେ ନାଗରିକତା ସଂଶୋଓନ ଆଇନ ବିରୋଧରେ ସଂକଳ୍ପ ପାରିତ ହୋଇଛି । ରାଜସ୍ଥାନ ବିଧାନସଭାରେ ଏହି ସଂକଳ୍ପ ପାସ୍ ହୋଇଛି । ତେବେ ଏହି ସଂକଳ୍ପ ପାରିତ ହେବା ବେଳେ ବିଜେପି ବିଧାୟକମାନେ ଗେହଲଟ ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ । ସୂଚନା ମୁତାବକ,…

କାୟା ବିସ୍ତାର କରୁଛି ‘କୋରୋନା’; ୪୧ ମୃତ ଓ ୧୨୦୦ରୁ ଅଧିକ ସଂକ୍ରମିତ

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରୁଛି ମାରାତ୍ମକ ‘କୋରୋନା’ ଭାଇରସ । ଚୀନରୁ ସୃଷ୍ଟି ହୋଇଥିବା ଏହି ଭାଇରସ ଏବେ ୟୁରୋପକୁ ଡେଇଁଛି । ଏହି ଭୂତାଣୁ ଯୋଗୁଁ ଫ୍ରାନ୍ସରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଚୀନରେ ମୃତ୍ୟୁ ସଂଖ୍ୟା ୪୧ ଛୁଇଁଥିବା ବେଳେ ୧୨ଶହରୁ ଅଧିକ ସଂକ୍ରମିତ ହୋଇଥିବା…

କାହିଁକି ପାଳିତ ହୋଇଥାଏ ‘ଜାତୀୟ ଭୋଟର ଦିବସ’; ଜାଣନ୍ତୁ

ଭୁବନେଶ୍ୱର: ପ୍ରତି ବର୍ଷ ଜାନୁଆରୀ ୨୫ ତାରିଖକୁ ଆମ ଦେଶରେ ‘ଜାତୀୟ ଭୋଟର ଦିବସ’ ଭାବେ ପାଳନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଅଭିବାଦନ ଜଣାଇଛନ୍ତି । https://twitter.com/narendramodi/status/1220928198692655104?s=08 ଜାଣନ୍ତୁ,…

ତୁର୍କୀରେ ୬.୮ ତୀବ୍ରତାର ଶକ୍ତଶାଳୀ ଭୁମିକମ୍ପ; ୧୪ ମୃତ

ଇସ୍ତାନବୁଲ୍‌: ପୂର୍ବ ତୁର୍କୀରେ ଶୁକ୍ରବାର ଦିନ ଅନୁଭୂତ ହୋଇଥିବା ଭୁମିକମ୍ପରେ ୧୪ରୁ ଅଧିକ ବ୍ୟକ୍ତିଙ୍କୁ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୫୦୦ବ୍ୟକ୍ତି ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…