Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜି ‘ଜାତୀୟ କନ୍ୟାରତ୍ନ ଦିବସ’: ଜାଣନ୍ତୁ ଏହାର ବିଶେଷତ୍ୱ

ଭୁବନେଶ୍ୱର: ଜାନୁଆରୀ ୨୪ । ପ୍ରତିବର୍ଷ ଏହିଦିନ ପାଳନ କରାଯାଏ 'ଜାତୀୟ କନ୍ୟାରତ୍ନ ଦିବସ' । ସ୍ୱାଧୀନତାର ଏତେ ବର୍ଷ ପରେ ଆଜି ବି ଥମିନି କନ୍ୟାଭୃଣ ହତ୍ୟା ପରି ଜଘନ୍ୟ ଅପରାଧ । ଲୋକ ଆଧୁନିକତା ଆଡ଼କୁ ଗତି କରୁଥିଲେ ମଧ୍ୟ ଆଜି ବି ସମାଜରେ ଝିଅ ଓ ପୁଅ ମାନଙ୍କ ଭିତରେ ପ୍ରଭେଦ ପରି ଘଟଣା…

ଇଟାଲୀର ଭୟାନକ ଅଶୁଭ ଦ୍ୱୀପ; ଯେଉଁଠିକୁ ଯିବା ବିପଦପୂର୍ଣ୍ଣ !

ଭୁବନେଶ୍ୱର: ଇଟାଲୀର ମନଲୋଭା ପର୍ଯ୍ୟଟନ ସ୍ଥଳୀ ସର୍ବଦା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ତେବେ ଇଟାଲୀର ଏହିପରି ଏକ ଦ୍ୱୀପ ଅଛି ଯାହାକୁ ଅଶୁଭ ଭାବେ ବିବେଚନା କରାଯାଏ । ଗୋୟଲା ନାମକ ଏହି ଦ୍ୱୀପରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ଅସୁବିଧାର ସମ୍ମୁଖୀନ ହୋଇଥାଏ । ଏହା ଲୋକଙ୍କ…

ଭାରତୀୟ ମୁକ୍ତି ସଂଗ୍ରାମରେ ଓଡ଼ିଆ ସଂଗ୍ରାମୀ…

ଭୁବନେଶ୍ୱର: ଭାରତର ସ୍ୱାଧୀନତା ସଂଗ୍ରାମ ଏକ ବିରାଟ କାହାଣୀ ବା ଇତିହାସ । ଦିନେ ନୁହେଁ ମାସେ ନୁହଁ ଏ ସ୍ୱାଧୀନତା ଆନ୍ଦୋଳନ ୧୮୫୭ ରୁ ଆରମ୍ଭ ହୋଇ ୧୯୪୭ ରେ ଏହାର ଅନ୍ତ ହୋଇଥିଲା। ଏହି ସ୍ୱାଧୀନତା ହେଉଛି ସମଗ୍ର ଭାରତ ବାସୀଙ୍କର ତ୍ୟାଗ, ବିରତ୍ୱ, ଶୋର୍ଯ୍ୟ ଓ ବିକ୍ରମର କାହାଣୀ। ଏଥିରେ…

ସାଧାରଣତନ୍ତ୍ର ଦିବସ: ଜାଣନ୍ତୁ, ୧୦ଟି ରୋଚକ କଥା

ଭୁବନେଶ୍ୱର: ସାରା ଦେଶରେ ଆସନ୍ତା ଜାନୁଆରୀ ୨୬ ତାରିଖ ଦିନ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି । ୧୯୫୦ ମସିହା ଏହି ଦିନରେ ଦେଶରେ ସମ୍ବିଧାନ ଲାଗୁ କରାଯାଇଥିଲା । ସାଧାରଣତନ୍ତ୍ର ଦିବସ ସମ୍ପର୍କରେ ଜାଣନ୍ତୁ କିଛି ରୋଚକ କଥା... ଆମ ଦେଶ ସ୍ୱାଧୀନତା ପାଇବାର ପ୍ରାୟ ୩ ବର୍ଷ…

ସାଧାରଣତନ୍ତ୍ର ଦିବସରେ କାହିଁକି କରାଯାଏ ପ୍ୟାରେଡ୍‌; ଜାଣନ୍ତୁ କିଛି ଅଜଣା କଥା

ଭୁବନେଶ୍ୱର: ସାରା ଦେଶରେ ଆସନ୍ତା ଜାନୁଆରୀ ୨୬ ତାରିଖ ଦିନ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି । ୧୯୫୦ ମସିହା ଏହି ଦିନରେ ଦେଶରେ ସମ୍ବିଧାନ ଲାଗୁ କରାଯାଇଥିଲା । ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଦିନ ରାଜପଥରେ ପ୍ୟାରେଡ୍ କରାଯାଉଥିବା ବେଳେ ଏହାର ଯଥେଷ୍ଟ ପୂର୍ବରୁ ରିହର୍ସଲ…

ଆସାମରେ ୮ ବେଆଇନ୍ ସଂଗଠନର ସମୂହ ଆତ୍ମସମର୍ପଣ

ଗୌହାଟୀ: ଆସାମରେ ଗୁରୁବାର ୮ ପ୍ରତିବନ୍ଧିତ ଉଗ୍ରବାଦୀ ସଂଗଠନ ସମୂହ ଆତ୍ମସମର୍ପଣ କରିଛନ୍ତି । ଏହାକୁ ଆସାର ସରକାରଙ୍କ ବହୁତ ବଡ ସଫଳତା ଭାବେ ବିବେଚନା କରାଯାଉଛି । ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ନେଇ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି କୁହାଯାଇଛି ।…

ଆଉ ୮ ଦିନ ପରେ ଫାଶୀ ପାଇବେ ନିର୍ଭୟା ଗଣ ଦୁଷ୍କର୍ମ ଅଭିଯୁକ୍ତ: କିପରି କଟୁଛି ସେମାନଙ୍କ ଦିନ, ଜାଣନ୍ତୁ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଦିଲ୍ଲୀର ନିର୍ଭୟା ଗଣ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କୁ ଆସନ୍ତା ଫେବୃଆରୀ ମାସ ୧ ତାରିଖରେ ଫାଶୀ ମିଳିବ ନେଇ ଡେଥ ୱାରେଣ୍ଟ ଜାରୀ ହୋଇଛି । ତେବେ ଜୀବନ ଓ ମୃତ୍ୟୁର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କଣ କରୁଛନ୍ତି ଏହି ୪ ଅଭିଯୁକ୍ତ…

ସମଗ୍ର ଦେଶ ନେତାଜୀଙ୍କ ପ୍ରତି ଚୀର କୃତଜ୍ଞ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୩ତମ ଜୟନ୍ତୀ ଅବସରରେ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । India will always remain grateful to Netaji Subhas Chandra Bose for his bravery and…

କାର୍ତ୍ତିକ-ସାରାଙ୍କ ‘ସାୟଦ’: ଆସିଲା ‘ଲବ ଆଜକଲ’ର ରୋମାଣ୍ଟିକ ଗୀତ

ମୁମ୍ବାଇ: ପରଦାକୁ ଆସିଲା କାର୍ତ୍ତିକ-ସାରାଙ୍କ ‘ସାୟଦ’ ଗୀତ । ଏହା ଅପକମିଂ ଫିଲ୍ମ ‘ଲବ ଆଜକଲ’ର ପ୍ରଥମ ରୋମାଂଟିକ ଗୀତ । ଏହି ଗୀତରେ କାର୍ତିକ, ସାରାଙ୍କୁ ପ୍ରପୋଜ କରିବାକୁ ଚାହୁଁଛନ୍ତି କିନ୍ତୁ କରିପାରୁନଥିବା ଦେଖିବାକୁ ମିଳିଛି । https://youtu.be/MJyKN-8UncM ଗୀତକୁ…

ଆସିଲା ‘ଓଲେ ଓଲେ ୨.୦: ପାର୍ଟିି ମୁଡ୍‌ରେ ସୈଫ୍‌

ମୁମ୍ବାଇ: ରିଲିଜ ହୋଇଛି ଆଗାମୀ ଫିଲ୍ମ ଜୱାନୀ ଜାନେମନର ପାର୍ଟି ଗୀତ । ଗୀତରେ ସୈଫ୍ ଅଲ୍ଲି ଖାନ୍ ତାଙ୍କ ସିଗ୍ନେଚର ସଙ୍ଗ ଓଲେ ଓଲେର ନ୍ୟୁ ଭର୍ସନ ଓଲେ ଓଲେ ୨.୦ରେ ଧମାଲ କରିଛନ୍ତି । ଏହି ଗୀତରେ ସୈଫ୍‌ଙ୍କୁ ପୁରାପୁରି ମସ୍ତି ମୁଡ୍‌ରେ ଦେଖିବାକୁ ମିଳିଛି ।…