Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨ ଆତଙ୍କବାଦୀଙ୍କ ସହ ଗିରଫ ହେଲେ ଜଣେ ପୋଲିସ କର୍ମୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀର କୁଲଗାମ୍ ଜିଲ୍ଲାରୁ ଶନିବାର ୨ ଜଣ ହିଜବୁଲ୍ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ସମେତ ଜଣେ ଡିଏସପିଙ୍କୁ ଗିରଫ କରାଯାଇଛି । ଗିରଫ ଡିଏସପି ଜଣକ ଦବିନ୍ଦର ସିଂହ ହୋଇଥିବା ବେଳେ ଆତଙ୍କବାଦୀମାନେ ହେଲେ ନବୀନ ବାବୁ ଓ ଅସିଫ୍ ରାଥର । ଏନେଇ ଜାତୀୟ ଗଣମାଧ୍ୟମ…

ଅଶାନ୍ତ ବିଶ୍ୱକୁ ଶାନ୍ତିର ମାର୍ଗ ଦେଖାଇ ପାରିବ ସ୍ୱାମୀ ବିବେକାନନ୍ଦଙ୍କ ଏହି ୧୦ଟି ବିଚାର…

ଭୁବନେଶ୍ୱର: ସ୍ୱାମୀ ବିବେକାନନ୍ଦ ହେଉଛନ୍ତିି ଆଧୁନିକ ମାନବ ତଥା ଯୁବ ସମାଜର ଆଦର୍ଶ ପ୍ରତିନିଧି। ଯୁବ ସମାଜକୁ ନେଇ ସେ ଅନେକ ସ୍ୱପ୍ନ ଦେଖିଥିଲେ। ସେମାନଙ୍କୁ ନିଜ କର୍ତ୍ତବ୍ୟବୋଧ ପ୍ରତି ସଚେତନ ତଥା ଜାଗ୍ରତ କରିବାକୁ ସର୍ବଦା ଚେଷ୍ଟିତ ରହୁଥିଲେ। ତେଣୁ ପ୍ରତ୍ୟେକ ବର୍ଷ ତାଙ୍କ ଜନ୍ମଦିନକୁ…

ସୁଟିଂ ସେଟରେ ଗୁରୁତର ଆହତ ହେଲେ ଅଭିନେତା ଶାହିଦ କପୁର..

ମୁମ୍ବାଇ:ସୁଟିଂ ସମୟରେ ଗୁରୁତରଭାବେ ଆହତ ହୋଇଛନ୍ତି ବଲିଉଡ ଅଭେନେତା ଶାହିଦ କପୁର । ମିଳିଥିବା ସୂଚନା ଅନୁସାରେ, ଚଣ୍ଡୀଗଡରେ ଜର୍ସି ଫିଲ୍ମ ସୁଟିଂ ସମୟରେ ଏକ ବଲ୍ ତାଙ୍କ ମୁହଁରେ ବାଜିଥିଲା । ଏଥିରେ ତାଙ୍କ ଓଠ ଫାଟିଯିବା ସହ ମୁହଁ ମଧ୍ୟ ଫୁଲି ଯାଇଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ…

ପାଞ୍ଚ ଟ୍ରିଲିୟନ ଅର୍ଥନୀତି ଆଡକୁ ଭାରତକୁ ଅଗ୍ରସର କରାଇବ ‘ପୂର୍ବୋଦୟ’: ଧର୍ମେନ୍ଦ୍ର ପ୍ରଧାନ

କୋଲକାତା/ଭୁବନେଶ୍ୱର: କୋଲକାତା ଠାରେ ସମନ୍ୱିତ ଇସ୍ପାତ ହବ ଜରିଆରେ ପୂର୍ବ ଭାରତର ରାଜ୍ୟ ଗୁଡିକର ବିକାଶ ପାଇଁ ‘ପୂର୍ବୋଦୟ’ ଯୋଜନାର ଶୁଭାରମ୍ଭକରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋଲକାତା ଠାରେ ସେ ଏହାର ଶୁଭାରମ୍ଭ କରିଛନ୍ତି…

ଜନ୍ମଦିନରେ ଜାଣନ୍ତୁ ରାହୁଲ ଦ୍ରାବିଡ଼ଙ୍କ ସମ୍ପର୍କରେ ୧୦ଟି ଅଜଣା କଥା…

ଭୁବନେଶ୍ୱର: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବରିଷ୍ଠ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାବିଡ଼ଙ୍କର ଆଜି ହେଉଛି ଜନ୍ମଦିନ । କୌଣସି କ୍ଷେତ୍ରରେ ଯଦି କେହି ଭଲ ପ୍ରଦର୍ଶନ କରିଥାନ୍ତି ତେବେ ତାଙ୍କର ଆଗାମୀ ପିଢ଼ି ଙ୍କୁ ମଧ୍ୟ ତାଙ୍କ ର ଉଦାହରଣ ଦିଆ ଯାଇଥାଏ I ତେବେ ଆଜି ଆମେ ଭାରତୀୟ…

ଗୋଟିଏ ଛାତ ତଳେ ଗଢି ଉଠିଛି ଏହି ସହର…

ସହର ମାନଙ୍କରେ ବଡ଼ ବଡ଼ କୋଠା ଥିବା କଥା ଆପଣ ଜାଣିଥିବେ । କିନ୍ତୁ କୋଠା ଉପରେ ଏକ ସହର ଗଢିହୋଇଥିବା କଥା କାନକୁ ଟିକିଏ ଅଲଗା ଶୁଭୁଥିବ ନିଶ୍ଚୟ । ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ସତ । ଉତ୍ତର ଆମେରିକାରେ ଥିବା ଆଲାସ୍କାର ହ୍ବିଟିୟରରେ ଏକ ୧୪ ମହଲା ବିଶିଷ୍ଟ କୋଠା ରହିଛି। ଏହି…

ରାସ୍ତାକଡ଼ରେ ମାଗୁଥିଲେ ଭିକ; ପରେ ଜଣାପଡିଲା ଭିକାରୀ ଜଣଙ୍କ କୋଟିପତି

ମନ୍ଦିର ପାଖରେ ବସି ଭିକ ମାଗୁଥିବା ଲୋକ ଯେ ଜଣେ କୋଟିପତି ହୋଇଥିବେ ତାହା ବିଶ୍ୱାସ କରିବା ଅନ୍ତତଃ ପକ୍ଷେ କଷ୍ଟକର । ଏହିଭଳି ଏକ ଅବିଶ୍ବନିୟ ଘଟଣା ଘଟିଛି ହରିୟାଣାରେ । ହରିୟାଣାର ଏକ ମନ୍ଦିର ନିକଟରେ ଭିକ ମାଗୁଥିବା ଜଣେ ଭିକାରୀ ଯେ, କୋଟିପତି ହୋଇଥିବେ ତାହା କେହି କେବେ ଚିନ୍ତା କରି…

ନରେନ୍ଦ୍ରରୁ ବିବେକାନନ୍ଦ: ତେଜସ୍ୱୀ ସାଧକଙ୍କ ଅଜଣା କାହାଣୀ…

ଭୁବନେଶ୍ୱର: ସାରା ବିଶ୍ୱରେ ଯେଉଁ କେତେଜଣ ପ୍ରସିଦ୍ଧ ସନ୍ୟାସୀଙ୍କ କଥା ସଦା ସର୍ବଦା ଆଲୋଚିତ ହୋଇଥାଏ ସେହି ମନୀଷୀମାନଙ୍କ ମଧ୍ୟରେ ଭାରତୀୟ ସନ୍ୟାସୀ ସ୍ୱାମୀ ବିବେକାନନ୍ଦ ଅନ୍ୟତମ । ସ୍ୱାମୀ ବିବେକାନନ୍ଦ ସନ୍ୟାସୀ ହେବା ପୂର୍ବରୁ ତାଙ୍କ ନାମ ଥିଲା ନରେନ୍ଦ୍ର ନାଥ ଦତ୍ତ । ଅତି ପିଲାଟି…

ଜାଣନ୍ତୁ, ସ୍ୱାମୀ ବିବେକାନନ୍ଦଙ୍କ ଅନ୍ତିମ କିଛି ଦିନର ସ୍ମରଣୀୟ କଥା…

ଭୁବନେଶ୍ୱର: ସ୍ୱାମୀ ବିବେକାନନ୍ଦ ସର୍ବତ୍ୟାଗୀ ସନ୍ନ୍ୟାସୀ ଥିଲେ ମଧ୍ୟ ତାଙ୍କ ଅନ୍ତରରେ ଯେଉଁ ସ୍ୱଦେଶପ୍ରେମ ଓ ବିଶ୍ୱମାନବତାର ବିକାଶ ହୋଇଥିଲା, ତାହା ଆମକୁ ଅଭିଭୂତ କରେ । ତାଙ୍କର ଭଗବାନ କୌଣସି ମନ୍ଦିର-ବିଶେଷରେ ପ୍ରତିଷ୍ଠିତ ନ ଥିଲେ। ପରନ୍ତୁ ବାସ କରୁଥିଲେ ପ୍ରତି ମାନବର ହୃଦୟ…

ଜାଣନ୍ତୁ, ସ୍ଵାମୀ ବିବେକାନନ୍ଦଙ୍କ ସମ୍ପର୍କରେ କିଛି ଅଜଣା କଥା…

ଭୁବନେଶ୍ୱର: ବିବେକାନନ୍ଦଙ୍କ ପିଲା ଦିନର ନାମ ଥିଲା ନରେନ୍ଦ୍ରନାଥ । ପିଲାଟି ଦିନରୁ ସେ ସତ୍ୟ ସନ୍ଧାନ ପାଇଁ ବ୍ୟାକୁଳ ଥିଲେ । ଜୀବନ ଯେଉଁ ସତ୍ୟ ଦ୍ୱାରା ପରିଚାଳିତ, ସେହି ସତ୍ୟକୁ ଜାଣିବା ପାଇଁ ସେ ବ୍ୟସ୍ତ ରହୁଥିଲେ । ଯେଉଁ ସତ୍ୟ ଭିତରେ ପୃଥିବୀ ଆବଦ୍ଧ ସେହି ସତ୍ୟାଲୋକର ମହିମା ଜାଣିବା…