Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କନୌଜ ବସ୍ ଦୁର୍ଘଟଣା: ଡିଏନଏ ଟେଷ୍ଟ ଦ୍ୱାରା ମୃତକଙ୍କୁ କରାଯିବ ଚିହ୍ନଟ

କନୌଜ: ଉତ୍ତର ପ୍ରଦେଶର କନୌଜ ଜିଲ୍ଲାରେ ଏକ ଟ୍ରକ ଓ ଯାତ୍ରୀବାହୀ ବସ ମଧ୍ୟରେ ଧକ୍କା ଘଟିବାରୁ ଚଳନ୍ତା ବସଟି ସମ୍ପୂର୍ଣ୍ଣ ଜଳିଯାଇଛି । ଉକ୍ତ ଘଟଣାରେ ପାଖାପାଖି ୨୦ରୁ ଅଧିକ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ନେଇ ଜଣାପଡିଛି । ଆଇଜି (କାନପୁର ରେଞ୍ଜ) ମୋହିତ ଅଗ୍ରୱାଲ୍ ଗଣମାଧ୍ୟମକୁ…

କନୌଜରେ ମର୍ମନ୍ତୁଦ ଦୁର୍ଘଟଣା; ଜଳିଗଲା ୫୦ ଯାତ୍ରୀ ବିଶିଷ୍ଟ ଚଳନ୍ତା ବସ୍, ଅନେକ ଯାତ୍ରୀ ମୃତାହତ

କନୌଜ: ଉତ୍ତର ପ୍ରଦେଶର କନୌଜ ଜିଲ୍ଲାରେ ଏକ ଟ୍ରକ ଓ ଯାତ୍ରୀବାହୀ ବସ ମଧ୍ୟରେ ଧକ୍କା ଘଟିବାରୁ ଚଳନ୍ତା ବସଟି ସମ୍ପୂର୍ଣ୍ଣ ଜଳିଯାଇଛି । ଏହି ଯାତ୍ରୀବାହୀ ବସରେ ୫୦ ଜଣ ଯାତ୍ରୀ ରହିଥିବା ବେଳେ ୨୦ ଜଣ ଯାତ୍ରୀ ନିଖୋଜ ରହିଛନ୍ତି । ବସଟି ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି । ଏହି…

ମଇଁଷି ଜୀବନ ବଞ୍ଚାଇବା ଲାଗି ୩ ଲକ୍ଷ ଟଙ୍କା ଯୋଗାଡ କଲେ ପଶୁପ୍ରେମୀ !

ବେଜିଂ: ଚାଇନାରେ ଏ ଭଳି ଏକ ଘଟଣା ଘଟିଛି ଯାହା କି ମଣିଷର ଦୁଇଟି ରୂପକୁ ପଦାରେ ପକାଇଛି । ଗୋଟିଏ ପଟେ କିଭଳି ଟଙ୍କା ଲୋଭରେ ଗର୍ଭବତୀ ନୀରିହ ମଇଁଷିକୁ ମାରିବା ପାଇଁ କେତେଜଣ ପ୍ରସ୍ତୁତି ଚଳାଉଥିବା ବେଳେ ଅନ୍ୟ ପଟେ ପଶୁପ୍ରେମୀମାନେ ୩ଲକ୍ଷ ଟଙ୍କା ଯୋଗାଡ କରି ଏହାକୁ ବଂଚାଇଛନ୍ତି ।…

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀ ଠାରେ ଅତ୍ୟାଧୁନିକ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରର ଉଦଘାଟନ କରିଛନ୍ତି । ଏଥିସହିତ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲକୁ ମଧ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଭାରତୀୟ ସାଇବର ଅପରାଧ ସମନ୍ୱୟ…

ଗିରଫ ହେଲେ ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ: ଚହଳ ସୃଷ୍ଟି କରିଥିବା ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ । ପୋଲିସ ହାତରେ ଧରାପଡିଥିବା ମୁଖ୍ୟର ନାମ ଋଷିକେଶ ଦେୱଡିକର ହୋଇଥିବା ବେଳେ ତାକୁ ୪୪ ବର୍ଷ ବୋଲି ଜଣାପଡିଛି । ଏହି ହତ୍ୟାକାଣ୍ଡ ଘଟାଇ ଫେରାର…

ଭାରତକୁ ୫,୦୦୦ ଆରବର ଅର୍ଥ ବ୍ୟବସ୍ଥାରେ ପରିଣତ କରିବାକୁ ଲକ୍ଷ୍ୟ; ବଜେଟ ପୂର୍ବରୁ ଦେଶବାସୀଙ୍କ ମତାମତ ଲୋଡ଼ିଲେ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ସାଧାରଣ ବଜେଟ ଆଗତ ପୂର୍ବରୁ ଗୁରୁବାର ଦିନ ଅର୍ଥଶାସ୍ତ୍ରୀ, ବିଭିନ କ୍ଷେତ୍ରର ବିଶେଷଜ୍ଞ ଓ ସଫଳ ଯୁବ ଉଦ୍ୟମୀ ଙ୍କ ସହ ବୈଠକ କରିଛନ୍ତି | ବୈଠକରେ ସେ ଭାରତକୁ ୫,୦୦୦ ଆରବ ଡଲାର ର ଅର୍ଥବ୍ୟବସ୍ଥା ତିଆରି ଦିଗରେ ମିଳିମିଶି କମକରିବା କୁ…

ଫେବ୍ରୁଆରୀ ୧ରେ ଅର୍ଥମନ୍ତ୍ରୀ ଆଗତ କରିବେ କେନ୍ଦ୍ରୀୟ ବଜେଟ; ଜାନୁଆରୀ ୩୧ରେ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ ତାରିଖରେ ୨୦୨୦-୨୧ ଆର୍ଥୀକ ବର୍ଷ ଲାଗି କେନ୍ଦ୍ରୀୟ ବଜେଟ୍ ଆଗତ କରିବେ । ସଂସଦରେ ଜାନୁଆରୀ ୩୧ରୁ ଫେବ୍ରୁଆରୀ ୧୧ରେ ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆସନ୍ତା ମାର୍ଚ୍ଚ ୨ ତାରିଖରୁ…

ଏଚଡ଼ିଏଫସି ଲଞ୍ଚ୍ କଲା ‘ମାଇଁ ଆପ୍ସ’; ଜାଣନ୍ତୁ କେଉଁ ଗ୍ରାହକ ପାଇପାରିବେ ଏହି ସୁବିଧା !

ଭୁବନେଶ୍ୱର: ଦେଶରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବାପାଇଁ ଏଚଡିଏଫସି ବ୍ୟାଙ୍କ ଗୁରୁବାରକୁ ' ମାଇଁ ଆପ୍ସ' (My Apps) ନାମକ ଏକ ଆପ୍ସ ଲଞ୍ଚ କରିଛି | ଏହି ଆପ୍ସ ରେ ବହୁତ କିଛି ବ୍ୟାଙ୍କିଙ୍ଗ ପ୍ରଡକ୍ଟ ସାମିଲ କରାଯାଇଛି | ଯେଉଁଥିରେ ସହରୀ ଲୋକାଲ କ୍ଲବ , ବ୍ୟାୟାମଶାଳା ବ ଧାର୍ମିକ…

୫୦୦ ବର୍ଷର ଶ୍ରେଷ୍ଠ ଶାସକ ରାଜା ରଣଜିତ ସିଂହ; ଆମେରିକାନ୍ ସର୍ଭେ ରିପୋର୍ଟ

ଭୁବନେଶ୍ୱର: ୫୦୦ ବର୍ଷ ଭାରତୀୟ ଇତିହାସର ସର୍ବଶ୍ରେଷ୍ଠ ଶାସକ ଭାବେ ଶିଖ୍ ରାଜା ରଣଜିତ ସିଂଙ୍କୁ ବଛାଯାଇଛି । ଆମେରିକା ୟୁନିଭରସିଟି ଅଫ ଆଲବାମା ପକ୍ଷରୁ ଏହି ସର୍ଭେ କରାଯାଇଥିଲା । ପଞ୍ଜାବକୁ ଏକସୂତ୍ରରେ ବାନ୍ଧିବା ଏବଂ ଏହି ରାଜ୍ୟର ସୀମା ପେଶାୱରରୁ କଶ୍ମୀର ପର୍ଯ୍ୟନ୍ତ ବୃଦ୍ଧି କରାଇବାରେ…

ଘରଭଡା ବଞ୍ଚାଇବା ପାଇଁ ଭ୍ୟାନକୁ କରିଦେଲେ ଘର !

ଏଡ଼ିନବର୍ଗ: ସ୍କଟଲ୍ୟାଣ୍ଡର ୨୫ ବର୍ଷୀୟା କ୍ୟାଟଲିନ୍ ମାନ ଘରଭଡା ଦେଇ ଦେଇ ଏତେ ବିରକ୍ତ ହୋଇଗଲେ ଯେ, ଏଥିରୁ ମୁକୁଳିବା ପାଇଁ ଶେଷରେ ଗୋଟିଏ ଭ୍ୟାନକୁ ଘରରେ ପରିଣତ କରିଦେଲେ । ସେ ଭଡା ବାବଦକୁ ପ୍ରତି ମାସରେ ୨୫ ହଜାର ଟଙ୍କା ଦେଉଥିଲେ । ଏହା ସେଠାକାର ଦର ଅନୁସାରେ କମ୍ ଥିଲେ ମଧ୍ୟ…