Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଶ୍ୱର ୨୬ତମ ସବୁଠୁ ବଡ଼ ବ୍ୟାଙ୍କ ହେଲା ଏଚଡିଏଫସି; ଏମ-କ୍ୟାପ ୧୦୦ ଆରବ ଡଲାର ଟପିଲା !

ନୂଆଦିଲ୍ଲୀ: ଘରୋଇ ବ୍ୟାଙ୍କ କ୍ଷେତ୍ରରେ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏଚଡିଏଫସି ବିଶ୍ୱର ୨୬ତମ ସବୁଠୁ ବଡ଼ ବ୍ୟାଙ୍କ ହୋଇଗଲା | ଗୁରୁବାରକୁ ବ୍ୟାଙ୍କର ମାର୍କେଟ କ୍ୟାପ (ବଜାର ପୁଞ୍ଜିକରଣ) ୧୦୦ ଆରବ ଡଲାର ରୁ ଉର୍ଦ୍ଧ୍ବ ରେ ପହଂଚି ଯାଇଛି | ବ୍ୟାଙ୍କ ଏଥିସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ…

ଅଦାଲତରେ ଖାରଜ ହେଲା ନିର୍ଭୟା ଦୋଷୀ ପବନଙ୍କ ଯାଚିକା; ଖୁବଶିଘ୍ର ପାଇବେ ଫାଶୀ !

ନୂଆଦିଲ୍ଲୀ: ସମସ୍ତ ନୃଶଂସତାକୁ ଟପିଯାଇଥିବା ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପାଶୀଦଣ୍ଡରେ ଦଣ୍ଡିତ ହୋଇଥିବା ଅନ୍ୟତମ ଅଭିଯୁକ୍ତ ପବନ କୁମାର ଗୁପ୍ତାଙ୍କ ଏକ ଯାଚିକାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଘଟଣା ୨୦୧୨…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପାସହେଲା ମହାଭିଯୋଗ ପ୍ରସ୍ତାବ

ୱାସିଂଟନ୍: ଅନେକ ବାକବିତର୍କ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ହାଉସ୍ ଅଫ୍ ରିପ୍ରେଜେଣ୍ଟିଭରେ ମହାଭିଯୋଗ ପ୍ରସ୍ତାବ ପାସ୍ ହୋଇଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1207480278697926657?s=19…

ନବୋଦୟ ଓ କେନ୍ଦ୍ରୀୟ ବିଦ୍ୟାଳୟରେ ଓବିସିଙ୍କୁ ମିଳିବ ସଂରକ୍ଷଣ !

ଭୁବନେଶ୍ୱର/ନୂଆଦିଲ୍ଲୀ: କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହାର ନବୋଦୟ ବିଦ୍ୟାଳୟରେ ପ୍ରବେଶ ଲାଗି ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଗଣମାଧ୍ୟମ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ ଏନେଇ ଏକ ପ୍ରସ୍ତାବକୁ କେନ୍ଦ୍ରର…

ଫାଶୀଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ; ଦୁଷ୍କର୍ମକାରୀ ଅକ୍ଷୟର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ୍

ନୂଆଦିଲ୍ଲୀ: ଲୋମହର୍ଷଣକାରୀ ନିର୍ଭୟା ଗଣଦୁଷ୍କର୍ମ ଘଟଣାର ଦୋଷୀ ସାବ୍ୟସ୍ତ ହୋଇ ଫାଶୀଦଣ୍ଡ ପାଇଥିବା ଅକ୍ଷୟ କୁମାର ସିଂହର ପୁନର୍ବିଚାର ଆବେଦନକୁ ବୁଧବାର ଦିନ ସୁପ୍ରିକକୋର୍ଟ ଖାରଜ କରିଦେଇଛନ୍ତି । ଏହି ବହୁଚର୍ଚ୍ଚିତ ମାମଲାର ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି…

‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମରେ ଭାଗ ନେଉଥିବା ଯୁବକଙ୍କୁ ଯାତ୍ରୀ ଭଡ଼ାରେ ୫୦ ପ୍ରତିଶତ ରିହାତି ଦେବ ଭାରତୀୟ…

ନୂଆଦିଲ୍ଲୀ: ଭାରତୀୟ ରେଳ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ଯୁବକଯୁବତୀଙ୍କୁ ଯାତ୍ରୀ ଭଡ଼ାରେ ୫୦ ପ୍ରତିଶତ ରିହାତି ଦେବ । ଏହି ରିହାତି କେବଳ ଦ୍ୱିତୀୟ ଶ୍ରେଣୀ ଏବଂ ସ୍ଲିପର ଶ୍ରେଣୀର ସିଟ ପାଇଁ ମୂଳ ଭଡ଼ା ଉପରେ ମିଳିବ । ‘ଏକ ଭାରତ ଶ୍ରେଷ୍ଠ ଭାରତ’…

ଶୁଭାରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା

ନୂଆଦିଲ୍ଲୀ: କେନ୍ଦ୍ର ଗ୍ରାମୀଣ ବିକାଶ, କୃଷି ଓ କୃଷକ ସଶକ୍ତିକରଣ ଏବଂ ପଂଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସୱାଇ)ର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି । ନୂଆଦିଲ୍ଲୀଠାରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଚାଲିଥିବା…

ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ଅର୍ଥମନ୍ତ୍ରୀମାନଙ୍କ ସହିତ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ରାକ ବଜେଟ ଆଲୋଚନା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ ରାଜ୍ୟ ଏବଂ ବିଧାନସଭା ଥିବା କେନ୍ଦ୍ର ଶାସିତ ପ୍ରଦେଶର ଅର୍ଥମନ୍ତ୍ରୀମାନଙ୍କ ସହିତ ପ୍ରାକ ବଜେଟ ଆଲୋଚନା କରିଛନ୍ତି । ଏହି ବୈଠକରେ ଗୋଆ, ହରିୟାଣା ଓ ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ସମେତ…

୧୦ ମିନିଟ ଚାର୍ଜରେ ୪୮୦ କିମି ଚାଲିବ ଏହି ବ୍ୟାଟେରୀ !

ଭୁବନେଶ୍ୱର: ମାର୍କେଟ ରେ ଇଲେକ୍ଟ୍ରିକ ଗାଡିର ଚାହିଦା ବଢିବାକୁ ଲାଗିଲାଣି | ଏହାକୁ ଦୃଷ୍ଟିରେ ରଖି ଗାଡି କମ୍ପାନୀ ମନେ ନୂଆ ନୂଆ ପରୀକ୍ଷଣ କରିବାକୁ ଲାଗିଲେଣି | ଆଗାମୀ ଦିନରେ ବଜାର କୁ ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ ଗାଡି କବ୍ଜା କରିନେବ ଏଥିରେ ସନ୍ଦେହ ନାହିଁ | ହେଲେ ଭାରତରେ ଇଲେକ୍ଟ୍ରିକ…

ଇସ୍ରୋର ଚନ୍ଦ୍ରଯାନ-୩ ମିଶନ ପାଇଁ ନୂଆ ପ୍ରୋଜେକ୍ଟ ଡାଇରେକ୍ଟର ରିତୁ କରିଧାଲ

ନୂୂଆଦିିିିିଲ୍ଲୀ: ଆଚନ୍ଦ୍ରଯାନ ମିଶନ -୨ ପ୍ରୋଜେକ୍ଟ ଡାଇରେକକ୍ଟର ଥିବା ଏମ ବନିତା ଏବେ ଆଉ ଚନ୍ଦ୍ରଯାନ ମିଶନ -୩ ପ୍ରୋଜେକ୍ଟ ର ଟିମ ରେ ନାହାଁନ୍ତି | ଚନ୍ଦ୍ରଯାନ ମିଶନ -୨ ର ଟିମ ଲିଡ଼ କରୁଥିବା ରିତୁ କରିଧାଲ ଙ୍କୁ ନୂଆ ପ୍ରୋଜେକ୍ଟ ଡାଇରେକକ୍ଟର ଭାବେ ଆଗାମୀ ଚନ୍ଦ୍ରଯାନ ମିଶନ -୩…