Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହାରାଷ୍ଟ୍ରରେ ସରକାର ଗଢିବେ ଉଦ୍ଧବ; ଶପଥ ଗ୍ରହଣ ଉତ୍ସବରେ ଏହି ନେତାଙ୍କୁ କଲେ ଆମନ୍ତ୍ରଣ

ମୁମ୍ବାଇ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିବା ସହିତ ମହାରାଷ୍ଟ ରାଜନୀତିର ମହାସଙ୍କଟର ପରିସମାପ୍ତି ଘଟିଛି । ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଗୁରୁବାର ଦିନ ମୁମ୍ବାଇର ଶିବାଜୀ ପାର୍କଠାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ…

ଭାରତରେ ଲଞ୍ଚ୍ କରୁଛି ‘ମି ନୋଟ୍ ଟେନ୍’; ୧୦୮ ମେଗାପିକ୍ସେଲ କ୍ୟାମେରା ସହ ୫୨୬୦ ଏମଏଏଚ ବ୍ୟାଟେରୀ !

ଭୁବନେଶ୍ୱର : ସାଓମି ଭାରତକରେ ଫୁଣି ଏକ ଦମଦାର ଫୋନ ଲଞ୍ଚ କରିବ | ଜାତୀୟ ଗଣମାଧ୍ୟମ ସୂଚନାନୁସାରେ ୨୦୧୯ ଶେଷ ହେବା ପୂର୍ବରୁ ଏହି ଫୋନ ଭାରତରେ ଲଞ୍ଚ କରିବ | ସାଓମି ର ଏହି ଫୋନ ମି ନୋଟ ୧୦ ହୋଇପାରେ କାରଣ ମି ନିଜ ଟିଜର ରେ ୧୦୮ ମେଗା ପିକ୍ସସେଲ କଥା କହିଛି ଯାହା କେବଳ ଏହି ଫୋନରେ ଉପଲବ୍ଧ…

ଲ୍ୟାପଟପ୍‌ ବିସ୍ଫୋରଣରୁ ଅଗ୍ନିକାଣ୍ଡ; ଅଳ୍ପକେ ବର୍ତ୍ତିଲେ ଯୁବକ

ଗାଜିଆବାଦ: ଉତ୍ତର ପ୍ରଦେଶ ଗାଜିଆବାଦ ଠାରେ ଏକ ଲ୍ୟାପଟପ୍‌ ବିସ୍ଫୋରଣ ଘଟିଛି । ଲାପଟପର ମାଲିକ ରାହୁଲ କୁମାର ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ନୋଏଡ଼ା ସେକ୍ଟର ୬୨ରେ ରହୁଥିବା ରାହୁଲ ଏକ ନେଟୱର୍କିଂ କମ୍ପାନିରେ କାମ କରନ୍ତି । ରାହୁଲ…

ପୂର୍ବତନ ନୌସେନା ମୁଖ୍ୟ ସୁଶୀଲ କୁମାରଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ ସୁଶୀଲ କୁମାରଙ୍କର ବୁଧବାର ସକାଳେ ନୂଆଦିଲ୍ଲୀସ୍ଥିତ ଏକ ସାମରିକ ହସ୍‌ପିଟାଲ୍‌ରେ ଦେହାନ୍ତ ଘଟିଛି । ସ୍ୱଳ୍ପକାଳୀନ ଅସୁସ୍ଥତା ପରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ପ୍ରକାଶ । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ…

ଝାଡ଼ଖଣ୍ଡରେ ବିଜେପି ଗାଦି ସୁରକ୍ଷିତ ରଖିପାରିବତ?

ଋାଞ୍ଚି: ଆଉ ଦୁଇଦିନ ପରେ ପଡ଼ୋଶୀ ଝାଡ଼ଖଣ୍ଡରେ ଅନୁଷ୍ଠିତ ହେଉଛିି ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ଯେଉଁ ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ ପ୍ରଦିଦ୍ୱନ୍ଦିତା ହେଉଛି ସେହି ଦଳଗୁଡ଼ିକ ହେଲେ ଶାସକ ବିଜେପି ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଏବଂ କଂଗ୍ରେସର ମେଣ୍ଟଦଳଗୁଡ଼ିକ ମଧ୍ୟରେ ।…

ଇତିହାସ ରଚିଲା ଇସ୍ରୋ; କାରଟୋସ୍ୟାଟ-୩ ସହ ଲଞ୍ଚ୍ ହେଲା ୧୩ ନାନୋ ସାଟେଲାଇଟ୍ !

ଭୁବନେଶ୍ୱର: ଆଜି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ( ଇସ୍ରୋ ) ସକାଳ ୯ ବାଜି ୨୮ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରି କୋଟା ରକେଟ ଲଚିଂ ପ୍ୟାଡ଼ରୁ ଭାରତର କାରଟୋସ୍ୟାଟ-୩ ସ୍ୟାଟେଲାଇଟ ସହ ଆମେରିକା ସମେତ ୧୩ ନାନୋ ସ୍ୟାଟେଲାଇଟ ସଫଳତା ପୂର୍ବକ ଲଞ୍ଚ କରିଛି । Views of #PSLVC47 lift…

ରାଜ୍ୟପାଳଙ୍କୁ ଭେଟିଲେ ଉଦ୍ଧବ ଠାକରେ; ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ମୁମ୍ବାଇ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିବା ସହିତ ମହାରାଷ୍ଟ ରାଜନୀତିର ମହାସଙ୍କଟର ପରିସମାପ୍ତି ଘଟିଛି । ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଆସନ୍ତା କାଲି ମୁମ୍ବାଇର ଶିବାଜୀ ପାର୍କଠାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଆଜି ସକାଳେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ…

ମହାରାଷ୍ଟ୍ର ବିଧାନସଭାରେ ଶପଥ ନେଲେ ନୂଆ ବିଧାୟକ

ମୁମ୍ବାଇ: ନିର୍ବାଚନ ଫଳାଫଳ ଘୋଷିତ ହେବାର ଦୀର୍ଘ ଏକମାସ ପରେ ଆଜି ମହାରାଷ୍ଟ୍ର ବିଧାନସଭାରେ ଶପଥପାଠ କରିଛନ୍ତି ନୂତନ ଭାବେ ନିର୍ବାଚିତ ସମସ୍ତ ବିଧାୟକ । ବୁଧବାର ସକାଳ ୮ଟା ସମୟରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଏକ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶ ଡ଼କାଇଥିଲେ । ଆଜି ସକାଳେ…

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ୨୦୧୯: ନଭେମ୍ବର ୩୦ରେ ପ୍ରଥମ ପର୍ଯ୍ୟାୟ ଭୋଟ୍

ଋାଞ୍ଚି: ଆସନ୍ତା ନଭେମ୍ବର ୩୦ ତାରିଖରେ ଅନୁÂିତ ହେଉଛି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ । ଏହି ନିର୍ବାଚନ ୫ଟି ପର୍ଯ୍ୟାୟରେ ଅନୁÂିତ ହେଉଥିବା ବେଳେ ଡ଼ିସେମ୍ବର ୨୩ ତାରିଖରେ ନିର୍ବାଚନ ଫଳାଫଳ ଘୋଷିତ ହେବ । ଭାରତୀୟ ନିର୍ବାଚନ କମିଶନ ନଭେମ୍ବର ୧ ତାରିଖରେ ନିର୍ବାଚନ ତାରିଖ ଘୋଷଣା କରିବା…

ମହାରାଷ୍ଟ୍ର ମହାଭାରତ: ବୁଧବାର ସକାଳ ୮ଟାରେ ନୂଆ ବିଧାୟକ ନେବେ ଶପଥ

ମୁମ୍ବାଇ: ବିଧାନସଭା ନିର୍ବାଚନ ପରେ ସରକାର ଗଠନକୁ ନେଇ ଦୀର୍ଘଦିନ ଧରି ମହାରାଷ୍ଟ୍ର ରାଜନୀତିରେ ଯେଉଁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ତାହା ଆସନ୍ତାକାଲି ଅନ୍ତ ଘଟିବାକୁ ଯାଉଛି । ମହାରାଷ୍ଟ୍ର ବିଧାନସଭାର ସମସ୍ତ ନିର୍ବାଚିତ ବିଧାୟକମାନେ ଗୃହରେ ଶପଥଗ୍ରହଣ କରିବେ । ରାଜ୍ୟପାଳ ଭଗତ ସିଂହ…