Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମିନିମମ୍ ବାଲାନ୍ସ ରଖିନଥିବା ଗ୍ରାହକଙ୍କ ଠାରୁ ବ୍ୟାଙ୍କ କାଟିଛି ୧୯୯୬ କୋଟି !

ଭୁବନେଶ୍ୱର:  ୨୦୧୮-୨୦୧୯ ଆର୍ଥିକ ବର୍ଷରେ ସଞ୍ଚୟ ଖାତାରେ ମିନିମମ୍ ବାଲାନ୍ସ ରଖିନଥିବା ଗ୍ରାହକଙ୍କ ଠାରୁ ସରକାରୀ ବ୍ୟାଙ୍କ ଜୋରିମାନା ଆକାରରେ ୧୯୯୬.୪୬ କୋଟି ଟଙ୍କା ପାଇଛି | ଅର୍ଥ ରାଜ୍ୟମନ୍ତ୍ରୀ ଅନୁରାଗ ସିଂହ ଠାକୁର ସୋମବାର ଦିନ ଲୋକସଭାରେ ଏହି ତଥ୍ୟ ଦେଇଛନ୍ତି | ସୂଚନାଯୋଗ୍ୟ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡ଼ନାଭିସ୍; ପ୍ରେସମିଟରେ କ’ଣ କହିଲେ ଜାଣନ୍ତୁ

ମୁମ୍ବାଇ: ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଆଜି ଦିନ ୩ଟା ୩୦ ସମୟରେ ଏକ ପ୍ରେସମିଟ୍ ଡ଼କାଇ ରାଜ୍ୟପାଳଙ୍କୁ ତାଙ୍କର ଇସ୍ତଫା ପ୍ରଦାନ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଥିଲେ । ସେ ଗଣମାଧ୍ୟମକୁ ସମ୍ବୋଧିତ କରି…

ଦିନ ୩ଟା ୩୦ରେ ଦେବେନ୍ଦ୍ର ଫଡ଼ନାଭିସଙ୍କ ପ୍ରେସମିଟ୍; ପଦରୁ ଇସ୍ତଫା ଦେଇପାରନ୍ତି !

ମୁମ୍ବାଇ: ଆସନ୍ତାକାଲି ସନ୍ଧ୍ୟା ୫ଟାରେ ହେବ ମହାରାଷ୍ଟ୍ର ବିଧାନସଭାରେ ଶକ୍ତିପରୀକ୍ଷା । ଏହି ଶକ୍ତିପରୀକ୍ଷା ପୂର୍ବରୁ ବିଜେପିର ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଆଜି ଦିନ ୩ଟା ୩୦ରେ ଏକ ପ୍ରେସ୍ ମିଟ୍ ଡ଼ାକିଛନ୍ତି । ଯେହେତୁ ଆସନ୍ତାକାଲି ମହାରାଷ୍ଟ୍ର…

ଉପ-ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଜିତ ପାୱାର !

ମୁମ୍ବାଇ: ମହାରାଷ୍ଟ୍ରର ଏନସିପି ନେତା ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା କାଲି ମହାରାଷ୍ଟ୍ର ବିଧାନସଭାରେ ହେବ ଶକ୍ତି ପରୀକ୍ଷା । ଅଜିତଙ୍କ ସହିତ ମୁଖ୍ୟମନ୍ତ୍ରୀ ଭାବେ ଶନିବାର ଦିନ ଶପଥ ଗ୍ରହଣ କରିଥିବା…

ଡାଟା ବୈଜ୍ଞାନିକ ହେଲେ ୭ମ ଶ୍ରେଣୀର ଛାତ୍ର, ମିଳିଲା ସଫ୍ଟୱେୟାର୍ କମ୍ପାନୀରେ ନିଯୁକ୍ତି

ହାଇଦ୍ରାବାଦ: ହାଇଦ୍ରାବାଦର ଏକ ସଫ୍ଟୱେୟାର କମ୍ପାନୀ ‘ମୋଣ୍ଟେଜିନ୍ ସ୍ମାର୍ଟ ବିଜିନେସ୍ ସଲ୍ୟୁଶନ୍ସ’ରେ ଡାଟା ବୈଜ୍ଞାନିକ ଭାବେ ନିଯୁକ୍ତି ପାଇଛନ୍ତି ଜଣେ ୧୨ ବର୍ଷୀୟ ବାଳକ ସିଦ୍ଧାର୍ଥ ଶ୍ରୀବାସ୍ତବ ପିଲ୍ଲାଇ । ଖୁବକମ୍ ବୟସରେ ଏଭଳି ସଫଳତା ପାଇଥିବାରୁ ଏହାକୁ ନେଇ ଏବେ ସବୁଠୁ ଚର୍ଚ୍ଚା…

ସମ୍ବିଧାନ ଦିବସ ଅବସରରେ ଡିଜିଟାଲ ପ୍ରଦର୍ଶନୀ ଉଦଘାଟନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ମଙ୍ଗଳବାର ୭୦ତମ ସମ୍ବିଧାନ ଦିବସ ଅବସରରେ କେନ୍ଦ୍ରୀୟ କକ୍ଷରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଡିଜିଟାଲ ପ୍ରଦର୍ଶନୀ ଉଦଘାଟନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ସମାରୋହରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଲୋକସଭା ବାଚସ୍ପତି ଓମ…

ବୁଧବାର ମହାରାଷ୍ଟ୍ରରେ ବହୁମତ ପରୀକ୍ଷା; ସୁପ୍ରିମକୋର୍ଟ ଦେଲେ ରାୟ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୨୭ ତାରିଖ ସନ୍ଧ୍ୟା ୫ଟା ସମୟରେ ମହାରାଷ୍ଟ୍ର ବିଧାନସଭାର ଫ୍ଲୋର ଟେଷ୍ଟ କରାଯିବା ନେଇ ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି। ମହାରାଷ୍ଟ୍ରର ରାଜନୈତିକ ସମ୍ବନ୍ଧୀୟ ରାୟ ପ୍ରକାଶ କରିବା ସହ ଉକ୍ତ ଫ୍ଲୋର୍ ଟେଷ୍ଟର ସିଧା…

ମୁମ୍ବାଇ ‘୨୬/୧୧ ‘ ଆକ୍ରମଣକୁ ୧୧ ବର୍ଷ

ମୁମ୍ବାଇ : ୨୦୦୮ ମସିହା ନଭେମ୍ବର ୨୬ ତାରିଖ(୨୬/୧୧) ରେ ମୁମ୍ବାଇ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପୁରିଛି ୧୧ ବର୍ଷ । ଦୀର୍ଘ ୧୧ ବର୍ଷ ପରେ ମଧ୍ୟ ଭାରତୀୟଙ୍କ ମନରେ ଆଜିବି ଉଜ୍ଜୀବିତ ହୋଇ ରହିଛି ସେହି ଲୋମ ଟାଙ୍କୁରା ଦୃଶ୍ୟ । ନଭେମ୍ବର ୨୬ ତାରିଖ ୨୦୦୮ ମସିହା । ସବୁଦିନ ଭଳି…

ପୁଲୱାମାରେ ଏନକାଉଣ୍ଟର, ହିଜବୁଲ୍ ମୁଜାହିଦ୍ଦିନର ୨ ଆତଙ୍କବାଦୀ ମୃତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାରେ ସୋମବାର ଦିନ ହୋଇଥିବା ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । https://twitter.com/ANI/status/1199186047210381313?s=08…

୭୦ ବର୍ଷରେ ଭାରତୀୟ ସମ୍ବିଧାନ…

ଭୁବନେଶ୍ୱର: ଆଜି ସମ୍ବିଧାନ ଦିବସ । ପ୍ରତିବର୍ଷ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଏ । ଚଳିତବର୍ଷ ଭାରତର ସମ୍ବିଧାନ ପୂରଣ କରିବାକୁ ଯାଉଛି ୭୦ ବର୍ଷ । ଏହି ଅବସରରେ ସଂସଦ ଓ ରାଷ୍ଟ୍ରପତି ଭବନକୁ ସୁଦୃଶ୍ୟ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ନଭେମ୍ବର ୨୬…