Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାଣନ୍ତୁ, ଟ୍ୱିଟରରେ କ’ଣ ବଡ଼ ଭୁଲ୍ ଲେଖି କଡ୍ଡା ସମାଲୋଚନାର ଶିକାର ହେଲେ ଶଶୀ ଥରୁର୍…

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର୍ ତାଙ୍କର ଭିନ୍ନ ଅନ୍ଦାଜର ମନ୍ତବ୍ୟ ଏବଂ ରାଜନୈତିକ ଟିପ୍ପଣୀ ଲାଗି ସବୁବେଳେ ବିବାଦୀୟ ହୋଇ ପଡ଼ିଥାଆନ୍ତି । ସେ ସବୁବେଳେ କଂଗ୍ରେସ ଦଳର ନୀତି ଓ ଆଦର୍ଶକୁ ବେଶ୍ ଆକର୍ଷଣୀୟ ଭାବେ ଉପସ୍ଥାପନା କରି ଭାରତୀୟ ରାଜନୀତିରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ…

ସ୍ୱଚ୍ଛ ଭାରତ ଅଭିଯାନ ଲାଗି ମୋଦୀଙ୍କୁ ମିଳିଲା ‘ଗ୍ଲୋବାଲ୍ ଗୋଲକିପର୍ ଆୱାର୍ଡ଼’…

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱଚ୍ଛ ଭାରତ ଅଭିଯାନ ଲାଗି ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କଠାରେ ମିଳିଛି ‘ଗ୍ଲୋବାଲ୍ ଗୋଲକିପର୍’ ପୁରସ୍କାର । ମାଇକ୍ରୋସଫ୍ଟ ମୁଖ୍ୟ ବିଲ୍ ଗେଟସ୍ ନ୍ୟୁୟର୍କଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ଅନ୍ତର୍ଜାତୀୟ ପୁରସ୍କାର…

ପାକିସ୍ତାନ ଭୂମିକମ୍ପରେ ୨୬ ମୃତ; ପିଓକେରେ ଅଧିକ ଅନୁଭୂତ

ଇସଲାମାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର, ପଞ୍ଜାବ ଏବଂ ଖାଇବର ଫାଖତୁନଖ୍ୱା ପ୍ରୋଭିନ୍ସରେ ମଙ୍ଗଳବାର ଦିନ ହୋଇଥିବା ଭୂମିକମ୍ପ ଯୋଗୁଁ ୨୬ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଏହି ଭୂକମ୍ପରେ ପ୍ରାୟ ୩୦୦ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । Road damage at Jehlum Pakistan…

ଦିଲ୍ଲୀ ସମେତ ପୂର୍ବ ଭାରତରେ ଭୂକମ୍ପ…

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ଦିନ ଭୂକମ୍ଫ ଅନୁଭୂତ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି । ଏହି ଭୂକମ୍ଫ ଦିଲ୍ଲୀ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣାରେ ଅନୁଭୂତ ହୋଇଛି । ଭାରତ-ପାକିସ୍ତାନ ସୀମାନ୍ତ କାଶ୍ମୀରର କିଛି ଅଞ୍ଚଳରେ ମଧ୍ୟ…

ସୋସିଆଲ୍ ମିଡିଆର ଦୂରୁପଯୋଗ ରୋକିବା ଲାଗି କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିନକୁ ଦିନ ସୋସଆଲ୍ ମିଡିଆର ଦୂରୁପଯୋଗ ବଢୁଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ଏହା ଉପରେ ରୋକ ଲଗାଇବା ତଥା ସନ୍ତୁଳନ ବଜାୟ ରଖିବା ପାଇଁ ମଙ୍ଗଳବାର ଦିନ ସ୍ୱତନ୍ତ୍ର ଗାଇଡ ଲାଇନ୍ ପ୍ରସ୍ତୁତ କରିବା ଲାଗି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏପରିକି…

ପାଠ୍ୟକ୍ରମରେ ଅନ୍ତର୍ଭୃକ୍ତ ହୋଇପାରେ ଧାରା ୩୭୦: ବିଜେପି ମୁଖ୍ୟ

ପୁଣେ: ବିଦ୍ୟାଳୟ ପାଠ୍ୟକ୍ରମରେ ଜମ୍ମୁ ଓ କାଶ୍ମୀରରେ ଉଚ୍ଛେଦ ହୋଇଥିବା ବହୁ ଚର୍ଚ୍ଚିତ ଧାରା ୩୭୦ ଅନ୍ତର୍ଭୃକ୍ତ ହେବାନେଇ ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟକାରୀ ସଭାପତି ଜେ ପି ନଡ୍ଡା ଇଙ୍ଗିତ ପ୍ରଦାନ କରିଛନ୍ତି । ଏକ ସଭାକୁ ସମ୍ବୋଧିତ କରିବା ଅବସରରେ ସୋମବାର ସନ୍ଧ୍ୟାରେ…

ଆମେରିକାରେ ମୋଦୀ; ଆଜି ଟ୍ରମ୍ପଙ୍କ ସହ କରିପାରନ୍ତି ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା !

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତର ଆଜି ହେଉଛି ୪ର୍ଥ ଦିନ । ମୋଦୀ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣିଥରେ ଭେଟିବାର କାର୍ଯ୍ୟକ୍ରମ ରହିଛି । ଉଭୟ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବାର ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମ…

ଆନ୍ଧ୍ର ସୀମାରେ ଗୁଳି ବିନିମୟ, ୨ ମାଓବାଦୀ ନିହତ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସ୍ଥିତ ଜି.କେ. ବିଧି ଥାନା ଅନ୍ତର୍ଗତ ମାଡିଗାମାଲୁ ଗ୍ରାମ ନିକଟରେ ସୁରକ୍ଷାବଳ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଅଞ୍ଚଳରେ ମାଓବାଦୀମାନେ ସହିଦ ସପ୍ତାହ…

 ଆସନ୍ତା ମାସରୁ ଗଡିବ ଦେଶର ପ୍ରଥମ ବେସରକାରୀ ଟ୍ରେନ, ଜାଣନ୍ତୁ କେତେ ରହିବ ଏହାର ଭଡା

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସ ୪ ତାରିଖରେ ଗାଡିବ ଦେଶର ପ୍ରଥମ ବେସରକାରୀ ଟ୍ରେନ । ଦିଲ୍ଲୀରୁ ଲକ୍ଷ୍ନୌ ମଧ୍ୟରେ ଚାଲିବାକୁ ଥିବା ଏହି ଟ୍ରେନର ନାମ ତେଜସ୍ ଏକ୍ସପ୍ରେସ୍ ରଖାଯାଇଛି। ଗାଜିଆବାଦ ଏବଂ କାନପୁର ଏହି ଦୁଇଟି ଷ୍ଟେସନରେ ରହିବାକୁ ଥିବା ତେଜସ୍ ଏକ୍ସପ୍ରେସ୍ ର…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଅକ୍ଟୋବର ୧ ରୁ ଲାଗୁ ହେବ ନୂଆ ପେନସନ ନିୟମ

ନୂଆଦିଲ୍ଲୀ: କେନ୍ଦ୍ରିୟ ପ୍ରଶାସନିକ ସେବା (ପେନସନ) ନିୟମାବଳୀ, ୧୯୭୨ର ନିୟମ ୫୪ ଅନୁଯାୟୀ କର୍ତ୍ତବ୍ୟରତ ଥିବା ସମୟରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ପାରିବାରିକ ପେନସନ ଦିଆଯାଇଥାଏ । ମିଳିଥିବା ସୂଚନା ଅନୁଯାୟୀ, ସରକାରୀ ଚାକିରିରେ ସର୍ବନିମ୍ନ ୭…