Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲ୍ୟାଣ୍ଡର ବିକ୍ରମ ସହ ହୋଇପାରୁନି ସମ୍ପର୍କ, ଏବେ ଲକ୍ଷ୍ୟ ଗଗନଯାନ: ଶିବନ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ର ଅର୍ବିଟର ସଠିକ୍ ଭାବେ କାମ କରୁଥିବା ବେଳେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବା ଆଶା ଧିରେଧିରେ ମଉଳିବାକୁ ଲାଗିଛି । ଏନେଇ ଶନିବାର ଦିନ ଇସ୍ରୋ ମୁଖ୍ୟ କେ. ଶିବନ ଏକ ମନ୍ତବ୍ୟ ଦେଇଛନ୍ତି । ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ଯୋଡିବା ଆଶା ଶେଷ ହେଉଥିବାବେଳେ…

‘ହାଓଡ଼ି ମୋଦୀ’: ଆମେରିକା ଯିବା ପୂର୍ବରୁ କ’ଣ କହିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ…

ନୂଆଦିଲ୍ଲୀ: ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି: ୨୧ରୁ ୨୭ ସେପ୍ଟେମ୍ବର, ୨୦୧୯ ପର୍ଯ୍ୟନ୍ତ ମୁଁ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ କରୁଛି । ମୁଁ ପ୍ରଥମେ ହଷ୍ଟନ ଗସ୍ତ କରିବି ଏବଂ ତା’ପରେ ମିଳିତ ଜାତିସଂଘ ସାଧାରଣ ପରିଷଦର ୭୪ତମ ଅଧିବେଶନର ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେବା…

ଭାରତକୁ ପ୍ରଥମ ରାଫେଲ୍ ଯୁଦ୍ଧ ବିମାନ ପ୍ରଦାନ କଲା ଫ୍ରାନ୍ସ

ନୂଆଦିଲ୍ଲୀ: ଭାରତକୁ ପ୍ରଥମ ରାଫେଲ୍ ଜେଟ୍ ଯୁଦ୍ଧ ବିମାନ ହସ୍ତଗତ ହୋଇଛି । ବାୟୁସେନା ସୂଚନାନୁଯାୟୀ ଏହି ଯୁଦ୍ଧ ବିମାନ ଫ୍ରାନ୍ସଠାରୁ ପ୍ରଥମକରି ମିଳିଥିବା ଏଏନଆଇ ସୂତ୍ରରୁ ଖବର ମିଳିଛି । ଗୁରୁବାର ଦିନ ଫ୍ରାନ୍ସ ନିକଟରୁ ଏହି ବିମାନ ଭାରତ ଗ୍ରହଣ କରିଛି । ଏହି ଅବସରରେ ଡ଼େପୁଟୀ ଏୟାର୍…

ଭାରତ-ମଙ୍ଗୋଲିଆ ବ୍ୟବସାୟିକ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଙ୍ଗୋଲିଆ ଗସ୍ତ ପରେ ପରେ ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜବୁତ୍ ହୋଇଛି । ଦୁଇ ଦେଶର ଋଣନୈତିକ ସହଯୋଗ ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ଶକ୍ତି ଦେଇଥିବା ବେଳେ ଭାରତ-ମଙ୍ଗୋଲିଆ ଦ୍ୱିପାକ୍ଷିକ ସହଯୋଗ ଦୁଇ…

୮୮ ପୃଷ୍ଠାର ଏଫଆଇଆର୍ ଲେଖିଲେଖି ନୟାନ୍ତ ପୋଲିସ ବାବୁ, ଲାଗିବ ଆହୁରି ୩ ଦିନ !

ଡେରାଡୁନ୍: ଉତ୍ତରାଖଣ୍ଡର କାଶୀପୁର ଜିଲ୍ଲା କୋତୱାଲି ଥାନାରେ ପୋଲିସ ବାବୁ ପାଖାପାଖି ୮୮ ପୃଷ୍ଠାର ଏଫଆଇଆର୍ ଲେଖିଲେଖି ନୟାନ୍ତ ହୋଇଗଲେଣି । ପ୍ରାପ୍ତ ସୂଚନାନୁଯାୟୀ ଆୟୁଷ୍ମାନ ଯୋଜନାରେ ମହା ଦୁର୍ନିତୀ ଏବଂ ଏହି ସ୍କାମରେ ସ୍ଥାନୀୟ ଏମପି ହସ୍ପିଟାଲ ଓ ଦେବକୀନନ୍ଦନ ହସ୍ପିଟାଲ ଫସିଛନ୍ତି…

କର୍ପୋରେଟ ଟ୍ୟାକ୍ସ ହ୍ରାସ ପରେ ଶିଳ୍ପଜଗତରେ ପ୍ରବଳ ଉତ୍ସାହ

ନୂଆଦିଲ୍ଲୀ: ‘ଭାରତୀୟ ଶିଳ୍ପ ଜଗତ ଲାଗି ଏହାଠାରୁ ବଳି ପୂଜା ଉପହାର ଆଉ କିଛି ନାହିଁ,’ବୋଲି କହିଛି ଭାରତୀୟ ଶିଳ୍ପ ମହାସଂଘ । ଶୁକ୍ରବାର ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ ଟ୍ୟାକ୍ସକୁ ୩୦ ପ୍ରତିଶତରୁ ୨୨ ପ୍ରତିଶତକୁ ହ୍ରାସ ହେବା ନେଇ ଏକ ବିରାଟ ଘୋଷଣା କରିବା ପରେ…

ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର୍ ବିକ୍ରମକୁ ଯୋଗାଯୋଗ କରିବାକୁ ଆଉ ମାତ୍ର ୨୪ ଘଣ୍ଟା ବାକି…

ନୂଆଦିଲ୍ଲୀ: ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ଶନିବାର ପୂର୍ବରୁ ବିକ୍ରମ ଲ୍ୟାଣ୍ଡର ସହିତ ଯୋଗାଯୋଗ କରିବାକୁ ଚାହୁଁଛି, ନଚେତ ଆଉ ଯୋଗାଯୋଗର ସୁବିଧା ଆସିପାରିବ ନାହିଁ । ଚନ୍ଦ୍ର ଡ଼ାହାଣ ପଟକୁ ପ୍ରଦକ୍ଷୀଣ କରିବା ଫଳରେ ସୂର୍ଯ୍ୟ ରଶ୍ମୀ ପାଇପାରିବ ନାହିଁ, ତେଣୁ ବିକ୍ରମକୁ…

କର୍ପୋରେଟ୍ ଟିକସ ହ୍ରାସ ନେଇ ଏଭଳି ମନ୍ତବ୍ୟ ଦେଲେ ମୋଦୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା କର୍ପୋରେଟ୍ ଟିକସକୁ ୩୦ ପ୍ରତିଶତରୁ ୨୨ ପ୍ରତିଶତକୁ ହ୍ରାସ କରାଯିବା ଓ ନୂଆ ମାନୁଫ୍ୟାକ୍ଟଚରିଂ କମ୍ପାନୀମାନଙ୍କ ପାଇଁ ଟିକସ ହାର ୧୫ ପ୍ରତିଶତ କରାଯାଇଛି । କେହିକେହି ଏହାକୁ ବିଗତ ୩ ଦଶନ୍ଧୀ ମଧ୍ୟରେ ଏକ ବଡ ଆର୍ଥୀକ ସଂସ୍କାର ବୋଲି…

ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପୂଜା ଭେଟି !

ନୂଆଦିଲ୍ଲୀ: କାର୍ଯ୍ୟରତ ୧୨ ଲକ୍ଷ ରେଳ କର୍ମଚାରୀ ହେବାକୁ ଯାଉଛନ୍ତି ଉପକୃତ । ରେଳ ବିଭାଗରେ କାମ କରୁଥିବା ୧୨ ଲକ୍ଷ କର୍ମଚାରୀଙ୍କୁ ୭୮ ଦିନର ବୋନସ ଦେବାଲାଗି କେନ୍ଦ୍ରୀୟ କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି। ଏହାସହ ଖୁବ ଶୀଘ୍ର 'ଡିଏ' ବୃଦ୍ଧି ହୋଇପାରେ ବୋଲି ମଧ୍ୟ ସୂଚନା ମିଳିଛି ।…

ଆଇନ୍ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଗିରଫ ହୋଇ ଜେଲ୍ ଗଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିନ୍ମୟାନନ୍ଦ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ ଜଣେ ଆଇନ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଚିନ୍ମୟାନନ୍ଦ ଗତ ପ୍ରାୟ ଏକ ବର୍ଷ ଧରି ଦୁଷ୍କର୍ମ କରିଆସୁଥିବା ବେଳେ ତାଙ୍କର…