Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୦୨୧ରେ ହେବ ଡ଼ିଜିଟାଲ୍ ଜନଗଣନା: କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶରେ ମଲଟିପରପୋଜ୍ ଆଇଡ଼ି କାର୍ଡ଼ ବ୍ୟବହାର ଲାଗି ଏକ ପ୍ରସ୍ତାବ ଦେଇଛନ୍ତି । ଯେଉଁ କାର୍ଡ଼ରେ ପାସପୋର୍ଟ, ଆଧାର, ଭୋଟର୍ ପରିଚୟପତ୍ର ତଥା ପ୍ୟାନକାର୍ଡ଼ ସମ୍ପର୍କରେ ସୂଚନା ପ୍ରଦାନ କରୁଥିବ ଏବଂ ଅନ୍ୟ ସୂଚନା ପ୍ରଦାନ କରୁଥିବ ସେହି କାର୍ଡ଼ ପ୍ରଚଳନ…

ମୋବାଇଲ୍ ଆପରେ ହେବ ୨୦୨୧ ଜନଗଣନା !

ନୂଆଦିଲ୍ଲୀ: ଭାରତରେ ଆସନ୍ତା ୨୦୨୧ ଜନଗଣନା କାଗଜ କଲମ ବଦଳରେ ମୋବାଇଲ୍ ଆପ ଦ୍ୱାରା ଅନୁଷ୍ଠିତ ହେବ । ଦିଲ୍ଲୀ ଜନଗଣନା ଭବନରେ ଏକ କାର୍ଯ୍ୟକ୍ରମ ଅବସରରେ ଯୋଗଦେଇ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଏବେ କାଗଜ କଲମକୁ ଛାଡି ଡିଜିଟାଲ ଜନଗଣନା କରିବାର ସମୟ ଆସିଯାଇଛି । ଏପରିକି ଜନଗଣନା…

ତିହାର ଜେଲରେ ଚିଦାମ୍ବରମଙ୍କୁ ଭେଟିଲେ ସୋନିଆ ଓ ମନମୋହନ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସୋମବାର ଦିନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ତିହାର ଜେଲରେ ସାକ୍ଷାତ କରିଛନ୍ତି । ଆଇଏନଏକ୍ସ ଦୁର୍ନୀତି ମାମଲାରେ ପି.ଚିଦାମ୍ବରମଙ୍କୁ ପୂର୍ବରୁ ଗିରଫ କରାଯାଇଥିବା ବେଳେ ସେ…

ଆନ୍ଧ୍ର-ଓଡିଶା ସୀମାରେ ଗୁଳି ବିନିମୟ, ୫ ନକ୍ସଲ ନିହତ

ବିଶାଖାପାଟଣା: ଓଡିଶା-ଆନ୍ଧ୍ର ସୀମା ଠାରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ରବିବାର ଦିନ ହୋଇଥିବା ଗୁଳି ବିନିମୟରେ ୫ ଜଣ ନକ୍ସଲ ନିହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ଗୁମ୍ମିରେଭୁଲା ଜଙ୍ଗଲରେ ଆଣ୍ଟି ନକ୍ସଲି ସ୍କ୍ୱାଡ ଗ୍ରେହାଉଣ୍ଡ ଓ ଯବାନଙ୍କ ମିଳିତ କମ୍ବିଂ…

ଆମେରିକାରେ ମୋଦୀଙ୍କର ନିଆରା ଅନ୍ଦାଜ ଦେଖି ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟଚକିତ !

ହଷ୍ଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ଟେକ୍ସାସ ରାଜ୍ୟର ହଷ୍ଟନ ସହରରେ ଆୟୋଜିତ ହାଉଡି ମୋଦି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ପାଇଁ ସେଠାରେ ପହଞ୍ଚିଥିଲେ । ଭାରତର ପ୍ରଧାନମନ୍ତ୍ରୀ ଆମେରିକା ଭଳି ରାଷ୍ଟ୍ରରେ ଦେଶ ଉଦ୍ଦେଶ୍ୟରେ ଗୌରବ ଅର୍ଜନ କରିବାକୁ ଯାଉଥିବା ବେଳେ ଏମିତି…

ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଯୁବତୀ ହୋଇପାରନ୍ତି ଗିରଫ !

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିବା ଯୁବତୀ ମଧ୍ୟ ଗିରଫ ହୋଇପାରନ୍ତି । ଏହି ମାମଲାର ତଦନ୍ତ କରୁଥିବା ଏସଆଇଟି (ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍) ସମ୍ପୃକ୍ତ ଯୁବତୀଙ୍କ ବିରୋଧରେ…

ହଷ୍ଟନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଆଜି ‘ହାଓଡ଼ି ମୋଦୀ’ କାର୍ଯ୍ୟକ୍ରମ

ହଷ୍ଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଯୁକ୍ତରାଷ୍ଟ୍ର ଆମେରିକାର ହଷ୍ଟନ ସହରରେ ବହୁ ଚର୍ଚ୍ଚିତ ‘ହାଓଡ଼ି ମୋଦୀ’ କାର୍ଯ୍ୟକ୍ରମରେ ଯୋଗ ଦେବାଲାଗି ହଷ୍ଟନ ସହରରେ ପହଞ୍ଚିଛନ୍ତି । Sources: Objective of the meeting was to deepen the energy cooperation of the two…

ଅକ୍ଟୋବର ୨୧ରେ ହେବ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ଅକ୍ଟୋବର ୨୧ ତାରିଖରେ ହରିଆନା ଓ ମହାରାଷ୍ଟ୍ର ବିଧାନସଭା ଆସନ ଲାଗି ଶନିବାର ଦିନ ନିର୍ବାଚନ ତାରିଖ ଘୋଷିତ ହୋଇଛି । ଭାରତ ନିର୍ବାଚନ କମିଶନର ମୁଖ୍ୟ ସୁନିଲ ଅରୋରା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ପରେ ୨୪ ତାରିଖରେ ଭୋଟ୍ ଗଣତି ହେବାକୁ…

ଲ୍ୟାଣ୍ଡର ବିକ୍ରମ ସହ ହୋଇପାରୁନି ସମ୍ପର୍କ, ଏବେ ଲକ୍ଷ୍ୟ ଗଗନଯାନ: ଶିବନ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ର ଅର୍ବିଟର ସଠିକ୍ ଭାବେ କାମ କରୁଥିବା ବେଳେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବା ଆଶା ଧିରେଧିରେ ମଉଳିବାକୁ ଲାଗିଛି । ଏନେଇ ଶନିବାର ଦିନ ଇସ୍ରୋ ମୁଖ୍ୟ କେ. ଶିବନ ଏକ ମନ୍ତବ୍ୟ ଦେଇଛନ୍ତି । ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ଯୋଡିବା ଆଶା ଶେଷ ହେଉଥିବାବେଳେ…

‘ହାଓଡ଼ି ମୋଦୀ’: ଆମେରିକା ଯିବା ପୂର୍ବରୁ କ’ଣ କହିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ…

ନୂଆଦିଲ୍ଲୀ: ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି: ୨୧ରୁ ୨୭ ସେପ୍ଟେମ୍ବର, ୨୦୧୯ ପର୍ଯ୍ୟନ୍ତ ମୁଁ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ କରୁଛି । ମୁଁ ପ୍ରଥମେ ହଷ୍ଟନ ଗସ୍ତ କରିବି ଏବଂ ତା’ପରେ ମିଳିତ ଜାତିସଂଘ ସାଧାରଣ ପରିଷଦର ୭୪ତମ ଅଧିବେଶନର ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେବା…