Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଇନ୍ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଗିରଫ ହୋଇ ଜେଲ୍ ଗଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିନ୍ମୟାନନ୍ଦ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ ଜଣେ ଆଇନ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଚିନ୍ମୟାନନ୍ଦ ଗତ ପ୍ରାୟ ଏକ ବର୍ଷ ଧରି ଦୁଷ୍କର୍ମ କରିଆସୁଥିବା ବେଳେ ତାଙ୍କର…

‘ଅସ୍ତ୍ର’ କ୍ଷେପଣାସ୍ତ୍ରର ୫ମ ସଫଳ ପରୀକ୍ଷଣ: ଦୃଶ୍ୟମାନ ହେଉନଥିବା ଲକ୍ଷ୍ୟକୁ ଆକାଶରେ କରିପାରିବ ବିଧ୍ୱଂସ

ନୂଆଦିଲ୍ଲୀ: ଦୃଶ୍ୟମାନ ହେଉନଥିବା ଲକ୍ଷ୍ୟକୁ ଆକାଶରୁ ଆକାଶ ମାର୍ଗରେ ଭେଦ କରିପାରୁଥିବା କ୍ଷେପଣାସ୍ତ୍ର (ବିଭିଆରଏଏଏମ) ‘ଅସ୍ତ୍ର’ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ଓଡ଼ିଶା ଉପକୂଳ ଚାନ୍ଦିପୁରରୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଏସୟୁ-୩୦ ଏମକେଆଇ ପ୍ଲାଟଫର୍ମରୁ…

ଆଫଗାନିସ୍ତାନର ଡାକ୍ତରଖାନାରେ ବିସ୍ଫୋରଣ, ୨୦ ମୃତ

କାବୁଲ: ଆଫଗାନିସ୍ତାନର କ୍ୱାଲତଠାରେ ଥିବା ଏକ ଡାକ୍ତରଖାନା ବାହାରେ ଗୁରୁବାର ଦିନ ଏକ ଶକ୍ତିଶାଳୀ ସୁଇସାଇଡ ବମ ଟ୍ରକ ବିସ୍ଫୋରଣ ହୋଇଛି । ଏଥିରେ ୨୦ ଜଣ ପ୍ରାଣ ହରାଇଥିବା ବେଳେ ୯୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ…

ଆସନ୍ତାକାଲିଠୁ ସିଭିଲ୍ ସର୍ଭିସ ମେନ୍ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ସେପ୍ଟେମ୍ବର ୨୦ରୁ ସେପ୍ଟେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ସିଭିଲ୍ ସର୍ଭିସ (ମେନ୍)ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରୀକ୍ଷା ସିଭିଲ୍ ସର୍ଭିସ ପରୀକ୍ଷାର ୨ୟ ପର୍ଯ୍ୟାୟ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ହୋଇଥିବା ବେଳେ ପ୍ରାର୍ଥୀମାନଙ୍କ ଲାଗି ବିଭିନ୍ନ ବିଷୟବସ୍ତୁ ଉପରେ ପଶ୍ନ…

ଲଢୁଆ ବିମାନ ‘ତେଜସ’ରେ ଉଡିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ବେଙ୍ଗାଲୁରୁ ସ୍ଥିତ ‘ହାଲ୍’ ବିମାନ ବନ୍ଦରରୁ ଲଢୁଆ ବିମାନ ତେଜସରେ ଗୁରୁବାର ଦିନ ଉଡିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ନ୍ୟାସନାଲ୍ ଫ୍ଲାଇଟ୍ ଟେଷ୍ଟ ସେଣ୍ଟରର ପ୍ରୋଜେକ୍ଟ ଡାଇରେକ୍ଟର୍ (ଫ୍ଲାଇଟ୍ ଟେଷ୍ଟ) ଏୟାର ଭାଇସ୍ ମାର୍ସାଲ୍ ଏନ୍ ତିୱାରି ଏହି ବିମାନକୁ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ବ୍ୟାନ୍ ହେଲା ଇ-ସିଗାରେଟ, ରେଲୱେ କର୍ମଚାରୀଙ୍କୁ ୭୮ ଦିନର ବୋନସ୍

ନୂଆଦିଲ୍ଲୀ: ଦେଶରେ ଦୁର୍ଗାପୂଜାର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ଦୁଇଟି ବଡ଼ ଘୋଷଣା ବୁଧବାର ଦିନ କରିଛନ୍ତି । ଇ-ସିଗାରେଟକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ଘୋଷଣା କରାଯାଇଥିବା ବେଳେ ରେଳକର୍ମଚାରୀଙ୍କୁ ୭୮ ଦିନ ବୋନସ ଦେବାକୁ ଅନ୍ୟ ଏକ ବଡ଼ ଘୋଷଣା ହୋଇଛି । Union Minister Nirmala…

ବିଦେଶରେ ବସବାସ କରୁଥିବା ଭାରତୀୟ ହିଁ ବିଶ୍ୱର ସର୍ବାଧିକ ପ୍ରବାସୀ ସମୁଦାୟ: ମିଳିତ ଜାତିସଂଘ

ନୂଆଦିଲ୍ଲୀ: ନିକଟରେ ମିଳିତ ଜାତିସଂଘ ଦ୍ୱାରା ଏକ ସର୍ବେକ୍ଷଣ କରାଯାଇଛି । ଏହି ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିଦେଶରେ ବସବାସ ଭାରତୀୟମାନେ ହିଁ ବିଶ୍ୱର ସର୍ବାଧିକ ପ୍ରବାସୀ ସମୁଦାୟ । ୨୦୧୯ରେ ୧୭.୫ ମିଲିୟନ ଭାରତୀୟ ସମୁଦାୟ ପ୍ରବାସୀ ଭାବେ ବିଭିନ୍ନ ଦେଶରେ ବସବାସ କରୁଛନ୍ତି ।…

ଅଯୋଧ୍ୟା ମାମଲା: ଅକ୍ଟୋବର ୧୮ ସୁଦ୍ଧା ସରିବ ଚୂଡାନ୍ତ ଶୁଣାଣି

ନୂଆଦିଲ୍ଲୀ: ଦେଶର ସମ୍ବେଦନଶୀଳ ତଥା ବହୁ ଚର୍ଚ୍ଚିତ ଅଯୋଧ୍ୟାରେ ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦକୁ ନେଇ ବିବାଦୀୟ ଜମି ମାମଲାର ଶୁଣାଣି ମାସେ ମଧ୍ୟରେ ଶେଷ କରିବାକୁ ସୁପ୍ରିମକୋର୍ଟ ବୁଧବାର ଦିନ ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ ଏହି ସମୟ ସୀମା ଭିତରେ ଯଦି ସବୁ ପକ୍ଷ ଚାହାଁନ୍ତି,…

ଦେଶରେ ୫ରୁ ୬ ଟଙ୍କା ବଢ଼ିପାରେ ପେଟ୍ରୋଲ ଦର

ନୂଆଦିଲ୍ଲୀ: ସାଉଦି ଆରବର ସର୍ବବୃହତ୍ତ ତୈଳ ବିଶୋଧନାଗାର ଉପରେ ହୋଇଥିବା ଡ୍ରୋନ ଆକ୍ରମଣ ଯୋଗୁଁ ଭାରତରେ ତୈଳଦର ବୃଦ୍ଧି ପାଇବା ନେଇ ଆଶଙ୍କା ଦେଖା ଦେଇଛି । ଲିଟର ପିଛା ପେଟ୍ରୋଲ ଦର ୫ ରୁ ୬ ଟଙ୍କା ବୃଦ୍ଧି ପାଇବ ନେଇ ଦୁଇଟି ଜାତୀୟ ବିଜନେସ ନ୍ୟୁଜ ସାଇଟ ଆକଳନ କରିଛନ୍ତି । ଅନ୍ତର୍ଜାତୀୟ…

ଡିଆରଡିଓର ରୁସ୍ତମ-୨ ଡ୍ରୋନ୍ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: କର୍ଣ୍ଣାଟକର ଚିତ୍ରଦୂର୍ଗ ଜୋଡି ଚିକିନହେଲି ଠାରେ ମଙ୍ଗଳବାର ଦିନ ଡିଆରଡିଓର ଏକ ଅନମେନଡ୍ ଏରିୟଲ୍ ଭେହିକିଲ୍ (ୟୁଏଭି)ର ଡ୍ରୋନ୍ ରୁସ୍ତମ-୨ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ଡିଆରଡିଓ ଏହି ଡ୍ରୋନର ଟ୍ରେଷ୍ଟିଂ କରୁଥିବା ବେଳେ ଆଜି ସକାଳ ୭ଟା ୩୦ମି.…