Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କର୍ଣ୍ଣାଟକ ସଙ୍କଟ : ଇସ୍ତଫା ଦେଇପାରନ୍ତି କୁମାରସ୍ୱାମୀ, ସୁପ୍ରିମକୋର୍ଟରେ ଆଜି ହେବ ଶୁଣାଣି

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ଗତସପ୍ତାହ ୧୦ ଜଣ ବିଧାୟକ ଇସ୍ତଫା ପ୍ରଦାନ କରିବା ପରେ ସେଠାରେ ରାଜନୈତିକ ସଙ୍କଟ ପ୍ରତିଦିନ ଜଟିଳ ହେବାରେ ଲାଗିଛି । ବିଧାନସଭାର ୧୦ ଜଣ ଅସନ୍ତୁଷ୍ଟ ବିଧାୟକଙ୍କ ଇସ୍ତଫା ବାଚସ୍ପତି ଗ୍ରହଣ କରିବାରେ ଅଯଥା ବିଳମ୍ବ କରିବାନେଇ ତାଙ୍କ ବିରୋଧରେ…

ସଙ୍କଟରେ କର୍ଣ୍ଣାଟକ ରାଜନୀତି: ସୁପ୍ରିମକୋର୍ଟରେ ବାଚସ୍ପତିଙ୍କ ବିରୋଧରେ ବିଧାୟକଙ୍କ ଅଭିଯୋଗ

ବେଙ୍ଗାଲୁରୁ: ଏବେ ନୂଆ ମୋଡ଼ରେ ପହଞ୍ଚିଛି କର୍ଣ୍ଣାଟକର ରାଜନୈତିକ ସଙ୍କଟ । କର୍ଣ୍ଣାଟକ ବିଧାନସଭାର ବାଚସ୍ପତି କେ ଆର ରମେଶ କୁମାର ସମସ୍ତ ଅସନ୍ତୁଷ୍ଟ ବିଧାୟକମାନଙ୍କ ଇସ୍ତଫାପତ୍ର ଗ୍ରହଣ କରିବାରେ ବିଳମ୍ବ କରୁଥିବାରୁ ଏହାକୁ ନେଇ ବିଧାୟକମାନେ ସୁପ୍ରିମକୋର୍ଟଙ୍କ ନିକଟରେ ଫେରାଦ କରିଛନ୍ତି ।…

ଉତ୍ତରପ୍ରଦେଶ: ‘ଯମୁନା ଏକ୍ସପ୍ରେସ ୱେ’ ବ୍ରିଜ୍ ତଳକୁ ଖସିଲା ବସ୍, ୨୯ ଜଣଙ୍କ ଶୋଚନୀୟ ମୃତ୍ୟୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ନିକଟବର୍ତ୍ତୀ ନୋଇଡ଼ା-ଆଗ୍ରାକୁ ଯୋଗାଯୋଗ କରୁଥିବା ‘ଯମୁନା ଏକ୍ସପ୍ରେସ ୱେ’ରେ ବ୍ରିଜ୍ ତଳକୁ ଏକ ଯାତ୍ରୀବାହୀ ବସ୍ ଖସି ପଡ଼ିବା ଫଳରେ ୨୯ ଜଣ ଯାତ୍ରୀଙ୍କ ମର୍ମନ୍ତୁଦ ମୃତ୍ୟୁ ଘଟିଛି । ଏହି ଏକ୍ସପ୍ରେସ ୱେରେ ଥିବା ଏକ ପୋଲର ୫୦ ଫୁଟ ତଳକୁ ଦୁର୍ଘଟଣାଗ୍ରସ୍ତ ହୋଇ…

ସଙ୍କଟରେ କର୍ଣ୍ଣାଟକ ରାଜନୀତି, ୟେଦିୟୁରାପ୍ପା ଗଢିବେ ସରକାର !

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଶାସକ ଜେଡ଼ିଏସ-କଂଗ୍ରେସ ମେଣ୍ଟ ସରକାର ଏବେ ସଙ୍କଟରେ । ବର୍ତ୍ତମାନ କର୍ଣ୍ଣାଟକର ରାଜନୈତିକ ପରିସ୍ଥ୍ିତି କ’ଣ ହେବ ତାହା ବିଧାନସଭାର ବାଚସ୍ପତିଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛି । ଏପର୍ଯ୍ୟନ୍ତ ୧୩ ଜଣ ବିଧାୟକ ଇସ୍ତଫା ପ୍ରଦାନ କରିଛନ୍ତି, ବାଚସ୍ପତି…

କଂଗ୍ରେସ ସାଧାରଣ ସମ୍ପାଦକ ପଦ ଛାଡିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ : କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ରହିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ରବିବାର ଦିନ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଚଳିତ ଲୋକସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ଯୋଗୁଁ ସେ ନିଜ ପଦରୁ ଇସ୍ତଫା ଦେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।…

ଗୀତା ଓ ଶ୍ରୀରାମଚରିତ ମାନସ ପଢୁଥିବାରୁ ମୁସଲମାନ ବ୍ୟକ୍ତିଙ୍କୁ ଆକ୍ରମଣ !

ଆଗ୍ରା: ଗୀତା ଓ ରାମଚାରିତ ମାନସ ପଢ଼ୁବାରୁ ଆଗ୍ରାରେ ଜଣେ ୫୫ ବର୍ଷୀୟ ମୁସଲିମ ବ୍ୟକ୍ତିଙ୍କୁ ଘରେ ପଶି ନିର୍ଘାତ ମାଡ଼ ମରିଛନ୍ତି ଦୁଇ ମୁସଲିମ ଯୁବକ । ଟାଇମସ ଅଫ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ମାଡ ଖାଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଆଗ୍ରାର ଦିଲସେର । ଆଗ୍ରାସ୍ଥିତ ଏକ…

ମୂଲ୍ୟାଙ୍କନ ଓ ସେୟାର ପ୍ରିମିୟମ ବାବଦରେ ଷ୍ଟାର୍ଟ-ଅପ୍ ନିବେଶକାରୀଙ୍କୁ ଯାଞ୍ଚ କରାଯିବ ନାହିଁ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ସରକାର ଆବଶ୍ୟକୀୟ ଘୋଷଣା ପତ୍ର ଫାଇଲ କରୁଥିବା ଏବଂ ସେମାନଙ୍କ ରିଟର୍ଣ୍ଣରେ ସୂଚନା ପ୍ରଦାନ କରୁଥିବା ଷ୍ଟାର୍ଟ-ଅପ ଏବଂ ସେମାନଙ୍କ ନିବେଶକାରୀମାନଙ୍କୁ ମୂଲ୍ୟାଙ୍କନ ଓ ସେୟାର ପ୍ରିମିୟମ କ୍ଷେତ୍ରରେ କୌଣସି ପ୍ରକାର ଯାଂଚର ସମ୍ମୁଖୀନ ହେବାକୁ ପଡିବ ନାହିଁ । “ଆଞ୍ଜେଲ କର” ବିଷୟକ…

ଭରତର ବିକାଶଧାରାକୁ ତ୍ୱରାନ୍ୱିତ କରିବ ଏହି ବଜେଟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଜି ୨୦୧୯-୨୦ ବାର୍ଷିକ ଆର୍ଥିକ ବଜେଟ ଉପସ୍ଥାପନ ହୋଇଛି, ଏହା ଭରତର ବିକାଶଧାରାକୁ ତ୍ୱରାନ୍ୱିତ କରପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ନୂତନ ଭାରତ ଗଠନରେ ଏହି ବଜେଟ ଏକ ପ୍ରମୁଖ ଭୂମିକା ନେବ ବୋଲି କହି…

କେନ୍ଦ୍ରୀୟ ବଜେଟ୍: କ’ଣ ହେଲା ଶସ୍ତା ଓ କ’ଣ ମହଙ୍ଗା, ଜାଣନ୍ତୁ

ନୂଆଦିଲ୍ଲୀ : ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିଛନ୍ତି । ଚଳିତ ୨୦୧୯-୨୦ ବର୍ଷର ବଜେଟ୍ ଉପସ୍ଥାପନା ପରେ ପେଟ୍ରୋଲ୍, ଡିଜେଲ ଓ ସୁନା ଭଳି ଏକାଧିକ ସାମଗ୍ରୀର ଦର ବୃଦ୍ଧି ପାଇଥିବାବେଳେ ଆଉ କିଛି ଜିନିଷ ଶସ୍ତା ହୋଇଛି ।…

ଗ୍ରାମାଞ୍ଚଳର ପ୍ରତି ଘରେ ୨୦୨୪ ସୁଦ୍ଧା ପହଞ୍ଚିବ ପାଣି ସୁବିଧା: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଥମଥର ଲାଗି କେନ୍ଦ୍ର ବଜେଟ୍ ଉପସ୍ଥାପନ କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଆସନ୍ତା ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ସମସ୍ତ ଘରେ ପାଣି ସୁବିଧା ଯୋଗାଇଦେବାକୁ ଦୃଷ୍ଟିରେ ରଖି ସରକାର ‘ହର୍ ଘର୍ ଜଲ୍’ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏସମ୍ପର୍କରେ ସଂସଦରେ…