Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚନ୍ଦ୍ରଗ୍ରହଣ: କ’ଣ କରିବେ, କ’ଣ କରିବେ ନାହିଁ !

ଭୁବନେଶ୍ୱର: ଚଳିତ ବର୍ଷର ଅନ୍ତିମ ଚନ୍ଦ୍ରଗହଣ ପଡୁଛି ଗୁରୁ ପୂର୍ଣ୍ଣିମା ଦିନ । ପାଖାପାଖି ୧୪୯ ବର୍ଷ ପରେ ଗୁରୁ ପୂର୍ଣ୍ଣିମା ଓ ଆଉ କିଛି ବିଶେଷ ଗ୍ରହର ସଂଯୋଗରେ ପଡୁଛି ଏହି ଦୁଲର୍ଭ ଚନ୍ଦ୍ରଗ୍ରହଣ । ଏହି ଚନ୍ଦ୍ରଗ୍ରହଣ ଭାରତ ସମେତ ଏସିଆ, ୟୁରୋପ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆମେରିକାର…

କର୍ଣ୍ଣାଟକ ସଙ୍କଟ: ଗୁରୁବାର ଦିନ ହେବ କୁମାରସ୍ୱାମୀ ସରକାରଙ୍କ ଶକ୍ତି ପରୀକ୍ଷା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଜାରି ରହିଥିବାବେଳେ ଆସନ୍ତା ଗୁରୁବାର ଦିନ କଂଗ୍ରେସ-ଜେଡିଏସ୍ ମେଣ୍ଟ୍ ଆସ୍ଥା ଭୋଟର ସମ୍ମୁଖୀନ ହେବେ । ବିଧାନସଭାରେ ସୋମବାର ଦିନ ବିଜେପି ବିଧାୟକମାନେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ…

ଓଡ଼ିଶାର ଏହି ଅନୁଷ୍ଠାନରେ ନିର୍ମିତ ହୁଏ ‘ଚନ୍ଦ୍ର ଅଭିଯାନ’ରେ ବ୍ୟବହୃତ ଯନ୍ତ୍ରାଂଶ

ଭୁବନେଶ୍ୱର: ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ - ଚାନ୍ଦ୍ରାୟଣ-୨ ଏହିମାସର ଶେଷଭାଗରେ ଯାତ୍ରାରମ୍ଭ କରୁଥିବା ବେଳେ ଏହାର କେତେକ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରପାତି ଓଡ଼ିଶାରେ ତିଆରି ହୋଇଛି । ଭାରତର ଏହି ଶକ୍ତିଶାଳୀ ଜିଏସଏଲଭି ଏମକେ ୩ ରକେଟର ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରପାତି…

ସ୍ଥଗିତ ରହିଲା ‘ଚନ୍ଦ୍ରଯାନ-୨’ ମିଶନ୍, ଜାଣନ୍ତୁ, କାହିଁକି

ଶ୍ରୀହରିକୋଟା : ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ)ର ମହତ୍ତ୍ୱାକାଂକ୍ଷୀ ମିଶନ କୁହାଯାଉଥିବା ଚନ୍ଦ୍ରଯାନ-୨କୁ ଉତକ୍ଷେପଣ ପୂର୍ବରୁ ସ୍ଥଗିତ କରାଯାଇଛି । ମହାକାଶ ଇତିହାସରେ ଭାରତକୁ ଆଉ ଏକ ସଫଳତା ମିଳିବାକୁ ଯାଉଥିବାବେଳେ ଏହା ସମସ୍ତଙ୍କୁ ଏକପ୍ରକାର ନିରାଶ କରିଛି ।…

ଚନ୍ଦ୍ର ଅଭିଯାନ ଲାଗି ଆରମ୍ଭ ହେଲା କାଉଣ୍ଟଡାଉନ୍

ଶ୍ରୀହରିକୋଟା : ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଚନ୍ଦ୍ରାୟନ-୨ର ଉତକ୍ଷେପଣ ଲାଗି କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ଏହା ଫଳରେ ମହାକାଶ ଇତିହାସରେ ଭାରତ ଆଉ ଏକ ସଫଳ ଅଧ୍ୟାୟ ଯୋଡିବାକୁ ଯାଉଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ…

ଲଦାଖରେ ଚୀନ ଅନୁପ୍ରବେଶକାରୀ ନ’ଥିବା ସ୍ପଷ୍ଟିକରଣ ଦେଲେ ସେନାମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ସୀମା ଲଦାଖରେ କୌଣସି ଚୀନ ଅନୁପ୍ରବେଶକାରୀ ପ୍ରବେଶ କରି ନଥିବା କଥା ସ୍ପଷ୍ଟ କରିଛନ୍ତି ଭାରତୀୟ ସେନାଧ୍ୟକ୍ଷ ଜେନେରାଲ୍ ବିପିନ୍ ରାୱତ । “କୌଣସି ଅନୁପ୍ରବେଶ ହୋଇନାହିଁ,” କାରିଗିଲ୍ ଯୁଦ୍ଧର ୨୦ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଏକ ଉତ୍ସବରେ ଏହା କହିଛନ୍ତି ଭାରତୀୟ ସେନାର…

‘ଦେବଘର କୋଷାଗାର ମାମଲା’ରେ ଲାଲୁଙ୍କୁ ମିଳିଲା ଜାମିନ

ପାଟନା: ଗୋଖାଦ୍ୟ ଦୁର୍ନୀତିର ଦେବଘର କୋଷାଗାର ମାମଲାରେ ଶୁକ୍ରବାର ଦିନ ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବହୁ ଚର୍ଚ୍ଚିତ ଗୋଖାଦ୍ୟ…

ଘର କିଣାରେ ଭୁବନେଶ୍ୱର ସବୁଠୁ ଶସ୍ତା ସହର: ଆର.ବି.ଆଇ.

ଭୁବନେଶ୍ୱର: ଗୃହ କିଣିବା ଲାଗି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଭାରତର ସବୁଠୁ ଶସ୍ତା ତଥା ନିର୍ଭରଯୋଗ୍ୟ ସହର । ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ସର୍ଭେ ଅନୁଯାୟୀ ଗୃହକ୍ରେତାଙ୍କ ଲାଗି ମୁମ୍ବାଇ ଭାରତର ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବାସପୋଯୋଗୀ ଗୃହର…

କର୍ଣ୍ଣାଟକ ସଙ୍କଟ: ସୁପ୍ରିମକୋର୍ଟ ଜାରି କଲେ ସ୍ଥିତାବସ୍ଥା, ୧୬ରେ ଶୁଣାଣି

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭାର ଅଚଳାବସ୍ଥାକୁ ନେଇ ସୁପ୍ରିମକୋର୍ଟ ଆଜି ତାଙ୍କ ଶୁଣାଣିରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ଏବେ ଅଦାଲତ ସ୍ଥିତାବସ୍ଥା ଜାରି କରିବା ସହିତ ଆଗାମୀ ଜୁଲାଇ ୧୬ ତାରିଖରେ ଏସମ୍ପର୍କିତ ଚୂଡ଼ାନ୍ତ ଶୁଣାଣି କରିବାକୁ ନିଷ୍ପତ୍ତି…

କର୍ଣ୍ଣାଟକ ସଙ୍କଟ: ଆଜି ସନ୍ଧ୍ୟାରେ ବାଚସ୍ପତିଙ୍କୁ ଭେଟିବେ ଅସନ୍ତୁଷ୍ଟ ବିଧାୟକ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିବା ପରେ ଏବେ କର୍ଣ୍ଣାଟକ ରାଜନୀତି ସରଗରମ ହୋଇପଡ଼ିଛି । ଗୁରୁବାର ଦିନ ସନ୍ଧ୍ୟା ୬ଟା ବେଳେ ଇସ୍ତଫା ପ୍ରଦାନ କରିଥିବା ଜେଡ଼ିଏସ ଓ କଂଗ୍ରେସ ବିଧାୟକମାନେ କର୍ଣ୍ଣାଟକ ବିଧାନସଭା ବାଚସ୍ପତିଙ୍କୁ ଭେଟିବା ଲାଗି…