Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାକିସ୍ତାନର ଅସ୍ତ୍ର ବିରତି ଉଲଂଘନ; ଜଣେ ଭାରତୀୟ ଯବାନ ସହିଦ

ପୁଞ୍ଚ: ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲା କେଜି ସେକ୍ଟରଠାରେ ଶୁକ୍ରବାର ସକାଳୁ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ର ବିରତି ଉଲଂଘନ କରାଯାଇ ଗୁଳି ଚଳାଇବା ସହ ସେଲିଙ୍ଗ ନିକ୍ଷେପ କରାଯାଇଛି । ଏଥିରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ଭାରତୀୟ ସେନା ମଧ୍ୟ ଏହାର କଡା ଜବାବ…

ଅଯୋଧ୍ୟା ବିବାଦ ମାମଲାର ରାୟ ପ୍ରକାଶକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ହାଇ ଆଲର୍ଟ !

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଦ୍ୱାରା ବହୁ ଚର୍ଚ୍ଚିତ ତଥା ସମ୍ବେଦନଶୀଳ ଅଯୋଧ୍ୟା ବିବାଦ ମାମଲାର ରାୟ ପ୍ରକାଶକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଭାରତର ସମସ୍ତ ରାଜ୍ୟ ଗୁଡ଼ିକୁ ହାଇ ଆଲର୍ଟ ଜାରି କରିଛନ୍ତି ବୋଲି ଏନଡ଼ିଟିଭିରେ ରିପୋର୍ଟ ପ୍ରକାଶ ପାଇଛି । ବିଶେଷକରି ସୋସିଆଲ୍ ମିଡ଼ିଆ…

ଉଚ୍ଚସ୍ତରୀୟ ବୈଠକରେ ‘ବୁଲବୁଲ’ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ‘ବୁଲବୁଲ’କୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ବ୍ୟକ୍ତ କରିବା ପରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ ମିଶ୍ର ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ ଓ ନିକୋବାର ଦ୍ୱୀପସମୂହର ସରକାରଙ୍କ ସହିତ ଏହାର…

ତାଜମହଲକୁ ପଛରେ ପକାଇଲା ଷ୍ଟାଚ୍ୟୁ ଅଫ ୟୁନିଟି; ବର୍ଷକୁ ରୋଜଗାର କଲା ଏତିକି ଟଙ୍କା , ଜାଣନ୍ତୁ

ନୂଆଦିଲ୍ଲୀ: ଶହଶହ ବର୍ଷ ଧରି ଭାରତର ରାଜଧାନୀରେ ଦେଶର ଗରିମା ସାରା ବିଶ୍ୱରେ ବଜାଇ ରଖିଥିବା ତାଜମହଲକୁ ପଛରେ ପକାଇ ଦେଇଛି ଗୁଜରାଟର କେବାଡିଆର ସର୍ଦ୍ଦାର ସରୋବର ବନ୍ଧ ନିକଟରେ ନିର୍ମିତ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୮୨ ମିଟରର ପ୍ରତିମୂର୍ତ୍ତି 'ଷ୍ଟାଚ୍ୟୁ ଅଫ୍‌ ୟୁନିଟି' ।…

ଭାରତୀୟ ପ୍ରାଚୀନ ଜନଜାତି ଗଣ୍ଡ୍ ସମ୍ପ୍ରଦାୟର କଳା ପ୍ରଦର୍ଶନୀ

ଅହମ୍ମଦାବାଦ: ଭାରତର ପ୍ରାଚୀନ ଜନଜାତି ଗଣ୍ଡ୍ ସମ୍ପ୍ରଦାୟର କଳା ଓ ପରମ୍ପରାକୁ ଏକ ସୃଜନାତ୍ମକ ପରିଚୟ ଦେବା ନିମନ୍ତେ ଆଦାନୀ ଗ୍ରୂପ ପକ୍ଷରୁ ଆରମ୍ଭ କରାଯାଇଛି ଏକ ଅଭିନବ ତଥା ନୂତନ ପ୍ରୟାସ । ପ୍ରାୟ ୫୫୦ ନିୟୁତ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠର ଏକ ବିଶାଳ ଭୂଖଣ୍ଡ ଗଣ୍ଡୱାନା ଲାଣ୍ଡ କୌଣସି…

ପୋଲିସଙ୍କୁ ଓକିଲଙ୍କ ଆକ୍ରମଣ ଘଟଣା: ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ନଭେମ୍ବର ୨ ତାରିଖରେ ଦିଲ୍ଲୀର ତୀସ ହଜାରୀ କୋର୍ଟ ବାହାରେ ପୁଲିସ ଏବଂ ଆଇନଜୀବୀଙ୍କ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧ ଘଟଣା ମଙ୍ଗଳବାର ଦିନ ଏକ ନୂଆମୋଡ଼ ନେଇଛି । ଏହାକୁ ପ୍ରତିବାଦ କରି ଗତ ତିନି ଧରି ଆଇନଜୀବୀମାନେ ଏଠାରେ ଧାରଣକୁ ଓହ୍ଲାଇ ଥିବାବେଳେ ଆଜି ପୁଲିସ କର୍ମୀମାନେ…

ପ୍ରଦୂଷଣ ରୋକିବାକୁ ବିଶ୍ୱପ୍ରସିଦ୍ଧ ‘ତାଜମହଲ’ରେ ଲାଗିଲା ଏୟାର୍ ପ୍ୟୁରିଫାୟର୍

ନୂଆଦିଲ୍ଲୀ: ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ଏବେ ପ୍ରଦୂଷିତ ବାୟୁରେ କବଳିତ । ଦେଶର ରାଜଧାନୀ ଦିଲ୍ଲୀ ସମେତ ଉତ୍ତରପ୍ରଦେଶରେ ବାୟୁ ପ୍ରଦୂଷଣ ଯୋଗୁଁ ଏବେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ୱପ୍ରସିଦ୍ଧ ତାଜମହଲ ପରିସରରେ ଦୁଇଟି ଏୟାର୍ ପ୍ୟୁରିଫାୟର ସଂଯୋଗ…

ଭାରତରେ ୬ ବର୍ଷରେ ୯୦ ଲକ୍ଷ ବେକାରୀ !

ଭୁବନେଶ୍ୱର: ଦେଶରେ ଚାକିରିର ମାତ୍ରା ଦୃତଗତିରେ ହ୍ରାସ ପାଇବାରେ ଲାଗିଛି । ଏପରିକି ୨୦୧୧ରୁ ୨୦୧୮ ମଧ୍ୟରେ ଦେଶରେ ୯୦ଲକ୍ଷ ଲୋକ ଚାକିରି ହରାଇଲେଣି । ଏଭଳି ତଥ୍ୟ ରଖିଛନ୍ତି, ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ସନ୍ତୋଷ ମହେରୋତ୍ରା ଓ ଜଜାତି କେ ପରିଡ଼ା । ଅଜିମ୍ ପ୍ରେମ୍ ଜି…

ଜମ୍ମୁ-କାଶ୍ମୀରରେ ଗ୍ରେନେଡ଼ ଆକ୍ରମଣ; ଜଣେ ମୃତ ୧୫ ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ସୋମବାର ଦିନ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀମାନେ ଶ୍ରୀନଗରରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗ୍ରେନେଡ୍‌ ଆକ୍ରମଣ କରିଥିଲେ। ତେବେ ଏଥିରେ କୌଣସି ସୁରକ୍ଷାକର୍ମୀଙ୍କର…

ଆଜି ଶିବସେନା-ବିଜେପି ବୈଠକ; ବିଜେପି ଉପରେ ଚାପ ପ୍ରୟୋଗ କରିବେ ଉଦ୍ଧବ ଠାକରେ !

ମୁମ୍ବାଇ: ମହାରାଷ୍ଟ୍ରରେ ଶାସନ କ୍ଷମତାକୁ ନେଇ ବିଜେପି-ଶିବସେନା ମହାମେଣ୍ଟରେ ଯେଉଁ ଫାଟ ସୃଷ୍ଟି ହୋଇ ସମସ୍ୟା ସୃଷ୍ଟି ହୋଇଛି ତାହାର ସ୍ଥାୟୀ ସମାଧାନ ଲାଗି ଆଜି ନୂଆଦିଲ୍ଲୀଠାରେ ଏହି ଦୁଇ ଦଳର ୨ଟି ଲଗାତର ବୈଠକ ଅନୁଷ୍ଠିତ ହେଉଛି ବୋଲି ଏନଡ଼ିଟିଭି ସୂତ୍ରରୁ ପ୍ରକାଶ । ମହାରାଷ୍ଟ୍ର…