Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଆମେଥି ଓ ସୋନିଆ ରାଏବରେଲି ଆସନରୁ ଲୋକସଭା ପ୍ରାର୍ଥୀ

ନୂଆଦିଲ୍ଲୀ: କଂଗ୍ରେସ ଦଳ ଗୁରୁବାର ଦିନ ଗୁଜରାଟ ଓ ଉତ୍ତରପ୍ରଦେଶର ୧୫ଟି ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସର ଏହି ୧ମ ପର୍ଯ୍ୟାୟରେ ଯେଉଁ ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି ସେଥିମଧ୍ୟରୁ ଗୁଜରାଟର ୧୧ଟି ଓ ଉତ୍ତରପ୍ରଦେଶର ୪ଟି ଆସନ ରହିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ…

ଓଡିଶାରେ ଖୋଲିବ ୪ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ, ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ : ଦେଶର ବିଭିନ୍ନ ସ୍ଥାନରେ ୫୦ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଗୁରୁବାର ଦିନ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ସେଥିମଧ୍ୟରେ ଓଡ଼ିଶାରେ ଚାରିଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ। ମିଳିଥିବା ସୂଚନାନୁଯାୟୀ, କେନ୍ଦୁଝର ଜିଲ୍ଲାର ଚମ୍ପୁଆ…

ଜମ୍ମୁ ବସଷ୍ଟାଣ୍ଡରେ ବିସ୍ଫୋରଣ: ୧ମୃତ, ୨୮ ଜଣ ଆହତ

ଜମ୍ମୁ: ଜମ୍ମୁ ସହରର ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡରେ ଏକ ଗ୍ରେନେଡ଼ ବିସ୍ଫୋରଣ ଯୋଗୁଁ ଜଣେ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି । ଏହି ଆହତ ବ୍ୟକ୍ତିମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ବୋଲି ସୂତ୍ରରୁ ଜଣାପଡ଼ିଛି । #UPDATE: One person injured in…

‘ସ୍ପାଇସ୍ ଜେଟ’ର ଦିଲ୍ଲୀ-ଝାରସୁଗୁଡ଼ା ଉଡ଼ାଣରେ ସୂଚୀ ପରିବର୍ତ୍ତନ

ଭୁବନେଶ୍ୱର : ଘରୋଇ ବିମାନ କମ୍ପାନୀ ସ୍ପାଇସ୍ ଜେଟ୍ ଗୁରୁବାର ଦିନ ନୂଆଦିଲ୍ଲୀରୁ ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏଁ ବିମାନ ବନ୍ଦରକୁ ସିଧାସଳଖ ବିମାନ ଉଡାଣ ସୂଚୀରେ ସାମାନ୍ୟ ସଂଶୋଧନ କରିଛି । ସଂଶୋଧିତ ସୂଚୀଅନୁଯାୟୀ ଏହା ଦିନ ୧ଟା ୫୦ ମିନିଟରେ ଦିଲ୍ଲୀରୁ ବାହାରିବ ଏବଂ ଅପରାହ୍ନ…

ଏୟାର୍ ଷ୍ଟ୍ରାଇକ୍ ହୋଇଥିବାର ପ୍ରମାଣ ସହ ରିପୋର୍ଟ ଦାଖଲ କଲା ବାୟୁସେନା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ବାଲାକୋଟଠାରେ ହୋଇଥିବା ଏୟାର୍ ଷ୍ଟ୍ରାଇକ ନେଇ ପ୍ରଶ୍ନ ଉଠିଥିଲା । ଏପରିକି ବ୍ରିିଟେନର ରଏଟର ସଂସ୍ଥା ଏହି ଏୟାର୍ ଷ୍ଟ୍ରାଇକ୍ ପରର ସାଟେଲାଇଟ ଚିତ୍ରରେ କୌଣସି କ୍ଷତି ହୋଇନଥିବା ଦର୍ଶାଇଥିଲେ । ମାତ୍ର ବାଲାକୋଟରେ ଏୟାର୍ ଷ୍ଟ୍ରାଇକ ହୋଇଥିବାର ପ୍ରକୃତ…

ଚୋରି ହେଲା ରାଫେଲ୍ ସମ୍ପର୍କୀତ ଗୁରୁତ୍ୱପୂର୍ଣ୍ଣ ଫାଇଲ୍: ସୁପ୍ରିମକୋର୍ଟଙ୍କୁ ଜଣାଇଲେ ସରକାର

ନୂଆଦିଲ୍ଲୀ: ଫ୍ରାନ୍ସ ସହିତ ଚୁକ୍ତିନାମାରେ ରାଫେଲ୍ ଲଢୁଆ ଯୁଦ୍ଧ ବିମାନ ସମ୍ପର୍କୀତ କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଚୋରି ହୋଇଯାଇଥିବା ନେଇ କେନ୍ଦ୍ର ସରକାର ବୁଧବାର ଦିନ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି । ବୁଧବାର ଦିନ ଏସମ୍ପର୍କରେ ସୁପ୍ରିମକୋର୍ଟ…

ସୁଲତାନ ଆଜଲାନ ଶାହ କପ୍ ହକି: ଭାରତୀୟ ଦଳରେ ୩ ଓଡ଼ିଆ ଖେଳାଳି ସାମିଲ୍

ଭୁବନେଶ୍ୱର: ବିଶ୍ୱ ହକିର ଅନ୍ୟତମ ଚର୍ଚ୍ଚିତ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ୍ ‘ସୁଲତାନ ଆଜଲାନ ଶାହ ହକି କପ’ ଲାଗି ଭାରତୀୟ ଜାତୀୟ ଦଳରେ ୩ ଜଣ ଓଡ଼ିଆ ଖେଳାଳି ବିରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଏବଂ ଶିଳାନନ୍ଦ ଲାକ୍ରା ମନୋନୀତ ହୋଇଛନ୍ତି । ଆସନ୍ତା ମାର୍ଚ୍ଚ ୨୩ ତାରିଖଠାରୁ ମାଲେସିଆର…

ଆପୋଷ ଆଲୋଚନା ହିଁ ମହାନଦୀ ଜଳ ବିବାଦକୁ ସମାଧାନ କରିପାରିବ : ଛତିଶଗଡ଼ ମନ୍ତ୍ରୀ

ଭୁବନେଶ୍ୱର : ମହାନଦୀ ଜଳକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ଲାଗିରହିଥିବା ବିବାଦ ଖୁବଶୀଘ୍ର ସମାଧାନ ହେବ ବୋଲି ବୁଧବାର ଦିନ ରାଜ୍ୟ କଂଗ୍ରେସ ପ୍ରଭାରୀ ତଥା ଛତିଶଗଡ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଟି ଏସ୍ ସିଂହଦେଓ ଆଶା ପ୍ରକଟ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀଯୁକ୍ତ…

ଅଷ୍ଟ୍ରେଲିଆକୁ ୮ରନରେ ପରାସ୍ତ କରି ଭାରତର ୫୦୦ତମ ଦିନିକିଆ ବିଜୟ ହାସଲ

ନାଗପୁର: ଅଧିନାୟକ ବିରାଟ କୋହଲିଙ୍କ ଶତକ ଓ ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ଅନ୍ତିମ ଓଭରରେ ଶେଷ ୨ଟି ୱିକେଟ ଅକ୍ତିଆର କରିବା ଫଳରେ ଭାରତ ୨ୟ ଦିନିକିଆରେ ଚିତାକର୍ଷକ ବିଜୟ ହାସଲ କରିପାରିଛି । ଏହା ଭାରତର ରେକର୍ଡ଼ ୫୦୦ତମ ଦିନିକିଆ ବିଜୟ ହାସଲ । ???#INDvAUS…

ବିରାଟଙ୍କ ୪୦ତମ ଶତକ, ଅଷ୍ଟ୍ରେଲିଆ ସାମ୍ନାରେ ୨୫୧ରନର ବିଜୟ ଲକ୍ଷ୍ୟ

ନାଗପୁର: ଆଜି ନାଗପୁରଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୨ୟ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କର ୪୦ ତମ ଶତକ ହାସଲ କରିଛନ୍ତି । Take a bow #KingKohli ??#INDvAUS pic.twitter.com/x5vvfXhA1d — BCCI (@BCCI) March 5, 2019 ଭାରତ…