Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାତିସଂଘରେ ମାସୁଦକୁ ଚୀନର ସମର୍ଥନ ପ୍ରସଙ୍ଗ: ଏକାଧିକ ରାଷ୍ଟ୍ରଙ୍କ ତୀବ୍ର ଅସନ୍ତୋଷ

ନ୍ୟୁୟର୍କ: ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ମାସୁଦ ଆଝାର ପ୍ରସଙ୍ଗରେ ଜାତିସଂଘରେ ଭାରତକୁ ମିଳିଛି ବଡ଼ ଝଟକା । ମାସୁଦ ଆଝାରକୁ ଆନ୍ତର୍ଜାତୀକ ଆତଙ୍କବାଦୀ ଘୋଷଣା ନେଇ ମିଳିତ ଜାତିସଂଘରେ ଏକ ପ୍ରସ୍ତାବକୁ ଚୀନ ବାଧା ଦେବାରେ ସଫଳ ହୋଇଛି । ଆତଙ୍କୀ ମାସୁଦ ଆଝାରକୁ ମିଳିତ ଜାତିସଂଘ ଏବଂ ଜାତିସଂଘ…

ମତଦାନ ସଂଖ୍ୟା ବୃଦ୍ଧି ନିମନ୍ତେ ଟ୍ୱିଟ୍ କରି ନବୀନଙ୍କୁ ଅନୁରୋଧ କଲେ ମୋଦୀ

ନୂଆଦିଲ୍ଲୀ : ଆଗାମୀ ସାଧାରଣ ନିର୍ବାଚନରେ ମତଦାତା ମାନଙ୍କୁ ଭୋଟ ଦେବା ଲାଗି ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । https://twitter.com/narendramodi/status/1105687535546716160…

ନିଜ ଶିଶୁକୁ ନେବାଲାଗି ଭୁଲିଗଲେ ମହିଳା, ଜରୁରୀ ଅବତରଣ କଲା ‘ସାଉଦୀ ଏୟାରଲାଇନ୍ସ’ ବିମାନ

ଜେଦାହ: ଏୟାରପୋର୍ଟ ଲାଉଞ୍ଚରେ ଯାତ୍ରୀମାନେ ସାଧାରଣତଃ ଅନ୍ୟମନସ୍କ ଭାବେ ନିଜର ମନିପର୍ସ, ୱାଲେଟ, ମୋବାଇଲ୍ ଫୋନ ଏପରିକି ଜରୁରୀ ଡ଼କ୍ୟୁମେ ଛାଡ଼ିଦେବାର ନଜିର୍ ରହିଛି, ମାତ୍ର ପୃଥିବୀରେ ଏମିତି ମଧ୍ୟ ଅଦ୍ଭୁତ କିସମର ମାଆ ରହିଛନ୍ତି ଯିଏକି ନିଜ ଛୁଆକୁ ଅନ୍ୟମନସ୍କତା ଭାବେ ଏୟାରପୋର୍ଟ…

ଓପିନିୟନ ପୋଲ୍: ୨୮୫ ଆସନ ସହିତ ଏନଡ଼ିଏକୁ ପୂର୍ଣ୍ଣ ବହୁମତ ମିଳିବା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ଏନଡ଼ିଏ ୨୭୨ ମ୍ୟାଜିକ୍ ନମ୍ବରକୁ ଅତିକ୍ରମ କରି ୨୮୫ ଆସନ ସହିତ ପୁନର୍ବାର କ୍ଷମତାସୀନ ହେବ ବୋଲି ଇଣ୍ଡିଆ ଟିଭି-ସିଏନଏକ୍ସ ଓପିନିୟନ ପୋଲ ଟିଭି ଚ୍ୟାନେଲରେ ପ୍ରକାଶିତ କରିଛି । ଏହି…

ଜମ୍ମୁ କାଶ୍ମୀର: ସେନା ଏନକାଉଣ୍ଟରରେ, ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ନିହତ

ଶ୍ରୀନଗର : ଜମ୍ମୁ ଓ କାଶ୍ମୀରର ଦକ୍ଷିଣ କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାର ତ୍ରାଲ୍ ଠାରେ ସୋମବାର ଦିନ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ବର୍ବରୋଚିତ ପୁଲୱାମା ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ମୁଦାସୀର ଅହମ୍ମଦ ଖାନ୍ ସମେତ ୨ ଜଣ…

ଓଡ଼ିଶା ବିଧାନସଭା ଓ ଲୋକସଭା ନିର୍ବାଚନ: ଜାଣନ୍ତୁ କେଉଁ ଜିଲ୍ଲାରେ କେବେ ହେବ ମତଦାନ

ଭୁବନେଶ୍ୱର: ରବିବାର ଦିନ ବହୁ ପ୍ରତିକ୍ଷୀତ ବିଧାନସଭା ଏବଂ ଲୋକସଭା ନିମନ୍ତେ ନିର୍ବାଚନ ତାରିଖ ଘୋଷଣା ହେବା ସହିତ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଛି । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଉଭୟ ରାଜ୍ୟ ବିଧାନସଭା ଏବଂ ଲୋକସଭା ନିର୍ବାଚନର ମତଦାନ ଏକସଙ୍ଗେ ହେବାର ନିଷ୍ପତ୍ତି ନେଇଛନ୍ତି…

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ବିଧାନସଭା ଓ ଲୋକସଭା ନିର୍ବାଚନ: ଏପ୍ରିଲ ୧୧, ୧୮, ୨୩ ଏବଂ ୨୯ ତାରିଖରେ ମତଦାନ

ନୂଆଦିଲ୍ଲୀ: ଓଡ଼ିଶାରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ। ରାଜ୍ୟରେ ୪ଟି ପର୍ଯ୍ୟାୟରେ ମତଦାନ ହେବ। ରାଜ୍ୟର ୨୧ଟି ଲୋକସଭା ଆସନ ଏବଂ ୧୪୭ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୧୧, ୧୮, ୨୩ ଓ ୨୯ରେ ମତଦାନ ହେବ । ଓଡ଼ିଶାରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ। ୪ଟି…

ବଡ଼ ଖବର: ଲୋକସଭା ନିର୍ବାଚନ ଏପ୍ରିଲ୍ ୧୧ରୁ ମେ ୧୯, ମେ ୨୩ ରେ ଫଳାଫଳ ଘୋଷଣା

ନୂଆଦିଲ୍ଲୀ: ନିର୍ବାଚନ କମିଶନ ବହୁ ପ୍ରତିକ୍ଷୀତ ୨୦୧୯ ଲୋକସଭା ନିର୍ବାଚନ ଏପ୍ରିଲ୍ ୧୧ ତାରିଖରେ ଅନୁଷ୍ଠିତ ହେବ ବୋଲି ରବିବାର ଦିନ ଘୋଷଣା କରିଛନ୍ତି । ୭ଟି ପର୍ଯ୍ୟାୟରେ ଏହି ଲୋକସଭା ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ । ନିର୍ବାଚନ ଏପ୍ରିଲ୍ ୧୧ରୁ ମେ ୧୯, ମେ ୨୩ ରେ ଫଳାଫଳ ଘୋଷଣା ହେବ…

୪ର୍ଥ ଦିନିକିଆ: ମଜବୁତ ସ୍ଥିତିରେ ଭାରତ, କର ବା ମର ପରିସ୍ଥିତିରେ କଙ୍ଗାରୁ ଦଳ

ଚଣ୍ଡିଗଡ଼: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ର୍ଥ ଦିନିକିଆ ରବିବାର ଦିନ ଚଣ୍ଡିଗଡର ମୋହାଲି଼ଠାରେ ଅନୁଷ୍ଠିତ ହେଉଛି । ଭାରତ ଏହି ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଥିଲେ ମଧ୍ୟ ଜିତି ସିରିଜ୍ ହାତେଇବାକୁ ଏକରକମ ଠିକ୍ କରିଛି । ସେହିପରି ଅଷ୍ଟ୍ରେଲିଆ ଦଳ ଲାଗି ଏହି ମ୍ୟାଚ୍ କର ବା ମର ପରିସ୍ଥିତି…

ଆଜି ଘୋଷଣା ହେବ ୨୦୧୯ ଲୋକସଭା ନିର୍ବାଚନର ତାରିଖ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ରବିବାର ସନ୍ଧ୍ୟା ସମୟରେ ଲୋକସଭା ନିର୍ବାଚନ ତାରିଖ ସହିତ ସମୟ ନିର୍ଘଣ୍ଟ ଘୋଷଣା କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏକରୁ ଅଧିକ ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି, ନିର୍ବାଚନ ପ୍ରସ୍ତୁତି ପୂର୍ବରୁ ଏକ…