Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଉ ବର୍ତ୍ତିବେନି ରାଜପାଲ? ଚେକ୍ ବାଉନ୍ସ ମାମଲାରେ ବଲିଉଡ୍ କମେଡିଆନଙ୍କ ପାଇଁ ବଢ଼ିଲା ଅଡ଼ୁଆ

ନୂଆଦିଲ୍ଲୀ: ନିଜର ଦମଦାର ଅଭିନୟ ଓ କମେଡି ମାଧ୍ୟମରେ ଦର୍ଶକଙ୍କ ମନ ଜିଣିଥିବା ବଲିଉଡ୍ ଅଭିନେତା ରାଜପାଲ ଯାଦବ ଏବେ ଆଇନଗତ ଜଟିଳତାରେ ଫସିଛନ୍ତି। ଏକ ବହୁ ପୁରୁଣା ଚେକ୍ ବାଉନ୍ସ ମାମଲାରେ ଦିଲ୍ଲୀ ହାଇକୋର୍ଟ ଅଭିନେତାଙ୍କ ଦୋଷୀ ସାବ୍ୟସ୍ତ ରାୟକୁ କାଏମ ରଖିଛନ୍ତି। ମାମଲାର ଶୁଣାଣି କରି…

ଆପଣଙ୍କ ଗାଡ଼ିର ମାଇଲେଜ୍ ହଠାତ୍ କମିଯାଉଛି କି? ପେଟ୍ରୋଲକୁ ନେଇ ସରକାର ନେବାକୁ ଯାଉଛନ୍ତି ଏକ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ ଗାଡ଼ି ଚାଳକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର। ଯଦି ଆପଣ ନିଜ ଗାଡ଼ିର ଇଞ୍ଜିନ ଏବଂ ମାଇଲେଜକୁ ନେଇ କିଛି ଦିନ ହେବ ଚିନ୍ତିତ ଅଛନ୍ତି, ତେବେ ଖୁବଶୀଘ୍ର ପେଟ୍ରୋଲ ପମ୍ପଗୁଡ଼ିକରେ ଆପଣଙ୍କୁ ନିଜ ପସନ୍ଦର ତେଲ ପକାଇବାର ସ୍ୱାଧୀନତା ମିଳିପାରେ। ସାଧାରଣତଃ ଏବେ…

ଦୁନିଆର ସବୁଠାରୁ ବଢ଼ିଆ ସହର: ଲଣ୍ଡନ କିମ୍ବା ନ୍ୟୁୟର୍କ ନୁହେଁ, ଲଗାତାର ୩ୟ ଥର ଏହି ସହର ମାରିଲା ବାଜି……

ନୂଆଦିଲ୍ଲୀ: ଆପଣ କେବେ ଭାବିଛନ୍ତି କି ଦୁନିଆର କେଉଁ ସହର ରହିବା ପାଇଁ ସବୁଠାରୁ ଉତ୍ତମ ଏବଂ ସୁବିଧାଜନକ? ଅନେକଙ୍କ ମନକୁ ପ୍ରଥମେ ଆମେରିକାର ନ୍ୟୁୟର୍କ, ବ୍ରିଟେନର ଲଣ୍ଡନ କିମ୍ବା ଅଷ୍ଟ୍ରେଲିଆର ସିଡନୀ ଭଳି ବଡ଼ ବଡ଼ ସହରର ନାମ ଆସୁଥିବ। କିନ୍ତୁ ବାସ୍ତବିକତା ସମ୍ପୂର୍ଣ୍ଣ ଭିନ୍ନ। ନିକଟରେ…

ମେଲବର୍ଣ୍ଣରେ ପ୍ରବାସୀ ଭାରତୀୟଙ୍କୁ ସମ୍ଭୋଧନ କଲେ ମୋଦି; ଗ୍ରୋ ମୋର୍, ଆଚିଭ ମୋର୍ ରୁ ଗଗନଯାନ ପର୍ଯ୍ୟନ୍ତ କହିଲେ ଏପରି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି । ସେ ମେଲବର୍ଣ୍ଣର ମାର୍ଭେଲ ଷ୍ଟାଡିୟମରେ ୩୦ ହଜାର ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି । ତାଙ୍କ ଅଭିଭାଷଣରେ ସେ "ଗ୍ରୋ ମୋର୍, ଆଚିଭ୍ ମୋର" ସ୍ଲୋଗାନ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ଭାରତ ଖୁବ୍…

ମୋଦିଙ୍କ ଅଷ୍ଟ୍ରେଲିଆ ଗସ୍ତ ଅବସରରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେଲା ଏହି ଐତିହାସିକ ଚୁକ୍ତି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି । ମୋଦିଙ୍କ ଅଷ୍ଟ୍ରେଲିଆ ଗସ୍ତ ଅବସରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଦୁଇ ଦେଶ ନିଜର ପ୍ରତିରକ୍ଷା ଭାଗିଦାରୀକୁ ଏକ ନୂତନ ସ୍ତରକୁ ନେବା ପାଇଁ…

India & Australia Sign Uranium Pact:ଅଷ୍ଟ୍ରେଲିଆ ଭାରତକୁ ଯୋଗାଇବ ୟୁରାନିୟମ;ଭାରତ ପାଇଁ ଅଷ୍ଟ୍ରେଲିଆ ସହିତ…

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏହି ଗସ୍ତ ସମୟରେ ସେ ଅଷ୍ଟ୍ରେଲିଆ ସହିତ ୟୁରାନିୟମ ଯୋଗାଣ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହାକୁ ଭାରତ ପାଇଁ ଏକ ବଡ଼ ବିଜୟ ଭାବରେ ଗ୍ରହଣ କରାଯାଉଛି।…

ଟିଏମସିର ଫ୍ରିଜ୍ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଅନୁମତି ଦେଲେ ହାଇକୋର୍ଟ, ରଖିଲେ ଏହି ସର୍ତ୍ତ…

କୋଲକତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ବଡ଼ ଆଶ୍ବସ୍ତି । ଦଳର ଫ୍ରିଜ୍ ହୋଇଥିବା ଆକାଉଣ୍ଟ ଅନୁମତି ଦେଲେ କୋଲିକତା ହାଇକୋର୍ଟ । ଏଥିରପାଇଁ ଏକ ସର୍ତ୍ତ ରଖିଛନ୍ତି ହାଇକୋର୍ଟ । କୋର୍ଟ ଦ୍ବାରା ନିଯୁକ୍ତ କରାଯାଇଥିବା ଏକ ଅଧିକାରୀଙ୍କ…

ସରକାରୀ ଚାକିରି ପାଇଁ ମା’କୁ ମାରିଦେଲେ…

ଜୟପୁର: ଜଣେ ୨୩ ବର୍ଷୀୟା ମହିଳା ତାଙ୍କ ସମ୍ପର୍କୀୟଙ୍କ ସହିତ ଷଡ଼ଯନ୍ତ୍ର କରି ସମ୍ପତ୍ତି ଏବଂ ଅନୁକମ୍ପାମୂଳକ ସରକାରୀ ଚାକିରି ପାଇବା ପାଇଁ ତାଙ୍କ ମାଆଙ୍କୁ ହତ୍ୟା କରିଛନ୍ତି। ଯାହା ପରେ ଅଭିଯୁକ୍ତ ହତ୍ୟାକାଣ୍ଡକୁ ଏକ ସଡ଼କ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲା। ଅଭିଯୁକ୍ତ…

ପ୍ରବଳ ବର୍ଷା ମଧ୍ୟରେ ମହାରାଷ୍ଟ୍ରର ଏହି ସ୍ଥାନରେ ଭୂମିକମ୍ପ ଅନୁଭୂତ

ମୁମ୍ବାଇ: ମହାରାଷ୍ଟ୍ରର ମରଠୱାଡାରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିଲା। ତେବେ ଏଥିରେ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ। ରିପୋର୍ଟ ଅନୁଯାୟୀ, ନାନ୍ଦେଡ ଏବଂ ହିଙ୍ଗୋଲି ଜିଲ୍ଲାରେ ରାତି ୧ଟା ୩୭ମି.ରେ ଭୂମିକମ୍ପ ଅନୁଭୂତ…