Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଢିଲା ସମସ୍ୟା ! ମାନହାନୀ ମାମଲାରେ ଅରବିନ୍ଦ କେଜ୍ରିୱାଲ ଓ ସଞ୍ଜୟ ସିଂଙ୍କୁ…

 ଅହମଦାବାଦ : ଗୁଜରାଟ ବିଶ୍ୱବିଦ୍ୟାଳୟ ଅଭିଯୋଗ ଆଧାରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍ ନେତା ସଞ୍ଜୟ ସିଂଙ୍କୁ ମାନହାନୀ ମାମଲାରେ ସମନ ଜାରି କରିଛନ୍ତି ଗୁଜରାଟର ଅହମଦାବାଦ କୋର୍ଟ । ଗୁଜରାଟ ବିଶ୍ୱବିଦ୍ୟାଳୟ ମାନହାନୀ ମାମଲା ରୁଜୁ କରିବା ପରେ କୋର୍ଟ ଏହି ସମନ ଜାରି…

ପୁଅର ମୃତ୍ୟୁ ପରେ ନିଜ ନାତୁଣୀକୁ ଜନ୍ମ ଦେଲେ ମହିଳା

ସ୍ପେନ୍ : ଅଧିକାଂଶ ଜେଜେବାପା ଜେଜେମାଆ ନିଜର ନାତିନାତୁଣିକୁ କୋଳରେ ଧରି ଖୁସି ଅନୁଭବ କରିବାକୁ ଚାହାଁନ୍ତି । ଏହି ସୁଖ ଦେଖିବା ପ୍ରତ୍ୟେକ ମହିଳାଙ୍କ ଭାଗ୍ୟରେ ନ ଥାଏ । କେତେକ ମହିଳା ଆଖି ସାମ୍ନାରେ ନିଜ ପୁଅକୁ ହରାଇବାର କଷ୍ଟ ପାଇଥାନ୍ତି । ସ୍ପେନର ଜଣେ ମହିଳାଙ୍କ କ୍ଷେତ୍ରରେ ମଧ୍ୟ…

ପୋଲିସ ଉପସ୍ଥିତିରେ ଅତିକ୍‌-ଅଶରଫ୍‌ ହତ୍ୟାକାଣ୍ଡ ପରେ ଗୃହ ମନ୍ତ୍ରଣାଳୟ ସଜାଗ, ସାମ୍ବାଦିକଙ୍କ ସୁରକ୍ଷା ପାଇଁ…

ନୂଆଦିଲ୍ଲୀ : ସାମ୍ବାଦିକଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ହେବ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍(SOP) । ମିଳିଥିବା ସୂଚନା ଅନୁସାରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଗ୍ୟାଙ୍ଗଷ୍ଟର୍ ଅତିକ୍‌ ଅହମ୍ମଦ ଓ ତାଙ୍କ ଭାଇ ଅଶରଫ୍‌ଙ୍କ ଶନିବାର ହତ୍ୟା ପରେ ଏବେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଗୃହ…

ଦୁନିଆର ସବୁଠୁ ଦାମୀ ଜୋତା : ୧୮ କୋଟିରେ ବିକ୍ରି

କଥାରେ ଅଛି, ଯଦି ଆପଣ କାହାର ବ୍ୟକ୍ତିତ୍ୱର ବିଚାର କରିବାକୁ ଚାହାଁନ୍ତି, ତେବେ ଆପଣ ପ୍ରଥମେ ତାଙ୍କ ଜୋତା ଦେଖିବା ଉଚିତ୍ । ଲୋକେ ଘରୁ ବାହାରିଲେ ଜୋତା ପିନ୍ଧି ବାହାରନ୍ତି । ଏବେ ଘରେ ବି ଜୋତା ପିନ୍ଧିବା ଏକ ପ୍ରକାର ଫ୍ୟାଶନ ହୋଇଯାଇଛି । ଆପଣ ଜୋତାର ଦାମ୍ ବଜାରରେ ୧୦-ରୁ ୨୦ ହଜାର ଟଙ୍କା…

ଭାରତରେ ମିଳିଲା ହୀରା ଭିତରେ ହୀରା

ସୁରଟ: ହୀରାର ଚମକ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ଭାରତରେ ଏ ଭଳି ଏକ ହୀରା ମିଳିଛି ଯାହା ସମସ୍ତଙ୍କୁ ଆକୃଷ୍ଟ କରିଛି । ଏଥିରେ ଗୋଟିଏ ହୀରା ମଧ୍ୟରେ ଆଉ ଏକ ହୀରା ରହିଛି । ଡାଇମଣ୍ଡ ସିଟିର ହୀରା ନିର୍ମାତା ଏହାର ନାମ ବିଟିଂ ହାର୍ଟ ରଖିଛନ୍ତି । ୦.୩୨୯ କ୍ୟାରେଟର ଏହା ଡି କର୍ଲଡ ହୀରା ।…

ଅତିକ ଅହମଦ ଓ ଅଶ୍ରଫ ହତ୍ୟାକାରୀଙ୍କ ବିରୋଧରେ ମାମଲା ରୁଜୁ; ଲାଗିଲା ଏହିସବୁ ଦଫା

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ଭାଇ ଅଶ୍ରଫ୍‌ ଅହମଦ ହତ୍ୟାକାଣ୍ଡର ୩ ଅଭିଯୁକ୍ତ ବିରୋଧରେ  ମାମଲା ରୁଜୁ। ହତ୍ୟା ଅଭିଯୁକ୍ତ ଲଭଲେଶ ତିୱାରୀ, ସନି ସିଂହ ଓ ଅରୁଣ ମୌର୍ଯ୍ୟଙ୍କ ବିରୋଧରେ ଆଜି(ଏପ୍ରିଲ ୧୬) ଆଇପିସିର ବିଭିନ୍ନ ଧାରାରେ ମାମଲା ହୋଇଛି। ସକାଳ ୧୦ ଟା ବେଳେ ୩ ଜଣଙ୍କ…

ଚିନ୍ତା ବଢ଼ାଉଛି କରୋନା ! ଦେଶରେ ୧୦ହଜାର୯୩ ଓ ରାଜ୍ୟରେ ୧୫୦୫ ନୂଆ ସଂକ୍ରମିତ ଚିହ୍ନଟ

ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟା ମଧ୍ୟରେ ୧୦ହଜାର୯୩ଜଣ ନୂତନ କରୋନା ସଂକ୍ରମଣ ଚିହ୍ନଟ ଓ ଦିନକରେ ୧୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ହଜାର ୫୪୨ରେ ପହଞ୍ଚିଥିବାବେଳେ ମୋଟ ମୃତ୍ୟୁସଂଖ୍ୟା…

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଦାଦାଙ୍କୁ ଗିରଫ କଲା ସିବିଆଇ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ଦାଦା ୱାଇଏସ୍ ଭାସ୍କର ରେଡ୍ଡୀଙ୍କୁ ଗିରଫ କଲା ସିବିଆଇ। ଭାସ୍କର ରେଡ୍ଡୀ ୱାଇଏସ୍‌ଆର୍‌ସିପି ସାଂସଦ ୱାଇଏସ୍‌ ଅବିନାଶ ରେଡ୍ଡୀଙ୍କ ବାପା ମଧ୍ୟ। ପୂର୍ବତନ ସାଂସଦ ବିବେକାନନ୍ଦ ରେଡ୍ଡୀଙ୍କ ହତ୍ୟା ଘଟଣାରେ…

କ୍ଷମତା ହାସଲ ପାଇଁ ସୁଦାନ ଆର୍ମି ଓ ପାରାମିଲିଟାରୀ ଫୋର୍ସ ମଧ୍ୟରେ ଯୁଦ୍ଧ: ୨୭ ମୃତ, ୧୮୩ରୁ ଅଧିକ ଆହତ

ଖାର୍ତୋମ: କ୍ଷମତା ହାସଲ କରିବାକୁ ସୁଦାନ ଆର୍ମି ଓ ପାରାମିଲିଟାରୀ ଫୋର୍ସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ରାଜଧାନୀ ଖାର୍‌ତୋମ୍‌ରେ ହୋଇଥିବା ଗୁଳିକାଣ୍ଡରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ୧୮୩ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ଅନେକ ବେଶି ବୋଲି ସୁଦାନ ଡାକ୍ତର ସଂଘ କହିଛି।…

‘ଫେମିନା ମିସ୍‌ ଇଣ୍ଡିଆ ୱାର୍ଲଡ୍‌’ ମୁକୁଟ ପିନ୍ଧିଲେ ନନ୍ଦିନୀ ଗୁପ୍ତା 

ନୂଆଦିଲ୍ଲୀ : ‘ଫେମିନା ମିସ୍‌ ଇଣ୍ଡିଆ ୱାର୍ଲଡ୍‌’ମୁକୁଟର ‘ଗ୍ରାଣ୍ଡ୍‌ ଫିନାଲେ’ରେ ନନ୍ଦିନୀ ଗୁପ୍ତା ବିଜୟିନୀ ହୋଇଛନ୍ତି । ୩୦ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି ରାଜସ୍ଥାନର ନନ୍ଦିନୀ ଗୁପ୍ତା। ଶନିବାର ଦିନ ମଣିପୁରର ଇମ୍ଫାଲ୍‌ସ୍ଥିତ ଖୁମାନ୍‌ ଲମ୍ପକ୍‌ ଇଣ୍ଡୋର୍‌…