Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମମତାଙ୍କ ବିଶ୍ୱସ୍ତ ନେତା ଅନୁପ ମଣ୍ଡଳଙ୍କ ଝିଅ ମନି ଲଣ୍ଡରିଂ ମାମଲାରେ ଗିରଫ

କୋଲକାତା: ବୁଧବାର ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ଝିଅ ସୁକନ୍ୟା ମଣ୍ଡଳଙ୍କୁ ଇଡି ଗିରଫ କରିଛି। ଯିଏକି ପେଶାରେ ଜଣେ ଶିକ୍ଷକ। ସେ ପଶ୍ଚିମବଙ୍ଗର ଏକ ପ୍ରାଥମିକ ସ୍କୁଲରେ ନିୟୋଜିତ ଅଛନ୍ତି। ପ୍ରଥମେ ଅନୁବ୍ରତ ମଣ୍ଡଳଙ୍କୁ ସିବିଆଇ ଏବଂ ପରେ ଇଡି ଗିରଫ କରିଥିଲା। ଏହାର ୮ ମାସ ପରେ ତାଙ୍କ…

ରାଜ୍ୟ ସହ ରାଜ୍ୟପାଳଙ୍କ ଲଢ଼େଇ!

ଭୁବନେଶ୍ୱର: ଦେଶରେ ବିରୋଧୀ ଦଳଗୁଡିକ ଏବେ ସାମ୍ବିଧାନିକ ସଂସ୍ଥା ବିରୋଧରେ ଲଢେଇ ଆରମ୍ଭ କରିଛନ୍ତି। ଉଦେଶ୍ୟମୂଳକ ଭାବେ ବିରୋଧୀଙ୍କ ଉପରେ ବିଭିନ୍ନ ସ୍ୱାଧୀନ ସଂସ୍ଥା ଦ୍ୱାରା ଚଢ଼ାଉ କରାଯିବା ଅଭିଯୋଗ ହୋଇଆସୁଛି। ବିରୋଧୀଙ୍କ ସ୍ୱର ଚାପିବା ପାଇଁ କେନ୍ଦ୍ରର ବିଜେପି ସରକାର ଏଭଳି କରୁଥିବା…

ଉତ୍ତର କୋରିଆକୁ ସିଗାରେଟ ବିକ୍ରି କରି ଫସିଲା ବ୍ରିଟିଶ-ଆମେରିକା କମ୍ପାନୀ

ୱାଶିଂଟନ: ଆମେରିକା ଓ ଉତ୍ତର କୋରିଆ ଶତ୍ରୁତା କାହାକୁ ଅଛପା । ଆମେରିକା ଚ୍ୟାଲେଞ୍ଜ କରି ଉତ୍ତର କୋରିଆ ମାରାତ୍ମକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ କରୁଛି । ଏ ନେଇ ଆମେରିକା ଏବଂ ତାର ମିତ୍ର ଦେଶଗୁଡିକ ଉତ୍ତର କୋରିଆକୁ ନେଇ କେତେକ କଟକଣା ଜାରି କରିଛନ୍ତି । ନିକଟରେ ବ୍ରିଟେନ-ଆମେରିକାର ଏକ…

ମହାରାଷ୍ଟ୍ରରେ ପୁଣିଥରେ ଏମଭିଏ ସରକାର !

ଭୁବନେଶ୍ୱର: ମହାରଷ୍ଟ୍ର ରାଜନୀତି କେତେବେଳେ କେଉଁ ମୋଡ଼ ନେବ ତାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ମୁଣ୍ଡ ଟେକୁଛି। ପ୍ରତ୍ୟେକ ଦିନ ବଡ଼ ନେତାମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। ଏନସିପି ନେତା ତଥା ମହାରଷ୍ଟ୍ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ନିଜ ସମର୍ଥିତ ପ୍ରାୟ ୪୦ ଜଣ…

ରାହୁଲଙ୍କ ସହ ଆଇନର ଲୁଚକାଳି ଖେଳ !

ଭୁବନେଶ୍ୱର: ମୋଦି ସାଙ୍ଗିଆ ପ୍ରସଙ୍ଗକୁ ନେଇ ରାହୁଲଙ୍କ ପଛେ ପଛେ ବିବାଦ ଗୋଡାଉଛି। ସୁରଟ କୋର୍ଟଙ୍କ ଦଣ୍ଡାଦେଶ ପରେ ସଦସ୍ୟ ପଦ ହରାଇଛନ୍ତି ରାହୁଲ। ସୁରଟ ସେସନ୍ସ କୋର୍ଟ ମଧ୍ୟ ରାହୁଲଙ୍କ ଆବେଦନ ଖାରଜ କରିଛନ୍ତି। ତେଣୁ ଏ ମାମଲାରେ ଦଣ୍ଡ ଉପରେ ରୋକ ଲଗାଇବା ପାଇଁ ଗୁଜରାଟ ହାଇକୋର୍ଟଙ୍କ…

‘କର୍ଣ୍ଣାଟକ ନିର୍ବାଚନ’, ଯୋଗୀ ଖେଳିଲେ ରାମମନ୍ଦିର କାର୍ଡ!

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପ୍ରଚାରରେ ମୁସଲମାନ ସଂରକ୍ଷଣ ପ୍ରସଙ୍ଗକୁ ବିଜେପି ପ୍ରମୁଖ ମୁଦ୍ଦା କରିଛି। ମୁସଲମାନ ସଂରକ୍ଷଣ କାହିଁକି ବୋଲି ଗୃହମନ୍ତ୍ରୀ ଅମିତ ଶାହା ପ୍ରଶ୍ନ କରିଛନ୍ତି। କୌଣସି ଧର୍ମ ଭିତ୍ତିରେ ସଂରକ୍ଷଣ କାହିଁକି ବୋଲି ପ୍ରଶ୍ନ କରିବା ସହ କଂଗ୍ରେସ ଉପରେ…

ମୃଦୁ ପାନୀୟ କମ୍ପାନୀ ଓ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

ନୂଆଦିଲ୍ଲୀ: ବିବାଦୀୟ ବିଜ୍ଞାପନ ପାଇଁ ମୃଦୁ ପାନୀୟ କୋକା କୋଲାର ଭାରତୀୟ ସିଇଓ ଓ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ କୋଲକାତା ପୁଲିସ ମାମଲା ରୁଜୁ କରିଛି। ବିଜ୍ଞାପନରେ ବଙ୍ଗାଳି ଲୋକଙ୍କ ଭାବନାକୁ ଆଘାତ ପହଞ୍ଚାଇ ଥିବା ଅଭିଯୋଗ ହୋଇଛି। ଥାନାରେ ଅଭିଯୋଗ ହେବା ସହିତ ଓକିଲ…

୭୦୦୦ ପୁରୁଷଙ୍କୁ କଲେଣି ପ୍ରେମିକ: ତଥାପି ମିଳିନି ଜୀବନସାଥୀ

କାଲିଫର୍ଣ୍ଣିିଆ: ଆଜିର ସମୟରେ ଲୋକେ ନିଜର ଗୋଟେ ଭଲ ଜୀବନସାଥୀ ପାଇବାକୁ ଇଛା କରନ୍ତି । କାହାକୁ ଭଲ ମିଳୁଥିବା ବେଳେ ଆଉ କେହି ହଇରାଣ ହୋଇଥାନ୍ତି । ହେଲେ ଆମେରିକାର ଜଣେ ମହିଳା ଭଲ ଜୀବନ ସାଥୀ ଖୋଜିବାକୁ ଯାଇ ୭୦୦୦ ପୁରୁଷଙ୍କୁ ପ୍ରେମିକ କଲେଣି । ତଥାପି ମିଳିନି ତାଙ୍କୁ ଭଲ ଜୀବନସାଥୀ ।…

୧ କୋଟି ଟଙ୍କା ଖର୍ଚ୍ଚ କରି ଶରୀରରେ ଟାଟୁ କଲେ ଯୁବକ

କାନାଡ଼ା: ଆଜିକାଲି ଶରୀରରେ ଟାଟୁ କରିବା ଏକ ପ୍ରକାର ଫ୍ୟାଶନ ହୋଇଗଲାଣି । କେହି କେହି ନିଜ ପ୍ରିୟଜନଙ୍କ ସ୍ମୃତିରେ ଟାଟୁ କରନ୍ତି ତ ଆଉ କେହି ନିଜ ଗର୍ଲଫ୍ରେଣ୍ଡକୁ ଖୁସି କରିବା ପାଇଁ ଟାଟୁ କରନ୍ତି । ଆଉ କେହି କେହି ନିଜ ଭାବନାକୁ ପ୍ରକାଶ କରିବାକୁ ଟାଟୁ କରନ୍ତି । କାନାଡ଼ାର ଜଣେ ଯୁବକ…

ବିମାନରେ ଯୁବତୀଙ୍କ ଲଗେଜ ଓଜନ ଅଧିକ ହେଲା : ଚାର୍ଜ ନ ଦେଇ ଏମିତି କିଛି କଲେ ଜାଣିଲେ ହସିବେ

ଫିଲିପାଇନ୍ସ: ବିମାନରେ ଯାତ୍ରା କରିବା ସୁବିଧାଜନକ । କମ୍ ସମୟ ମଧ୍ୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥାନ୍ତି । ଆପଣ ଟ୍ରେନ୍ କିମ୍ବା ବସ୍‌ରେ ଯେତେ ଜିନିଷ ଚାହଁବେ ନେଇପାରିବେ । କିନ୍ତୁ ବିମାନରେ ଯାତ୍ରା କରିବା ସମୟରେ ଯାତ୍ରୀମାନଙ୍କୁ ସୀମିତ ଓଜନର ଜିନିଷ ନେବାକୁ ପଡ଼ିଥାଏ । ଯଦି କୌଣସି…