Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

MBBS ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ମାତ୍ର ଥରେ ସୁଯୋଗ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ରୁ ଅଧାରୁ ଡାକ୍ତରୀ ପାଠ ଛାଡ଼ି ଫେରିଥିବା ଭାରତୀୟ ଛାତ୍ରଛାତ୍ରୀ MBBS ଡିଗ୍ରୀ ପାଇଁ ହଇରାଣ ହେଉଥିବା ବେଳେ କେନ୍ଦ୍ର ସରକାର ଏମାନଙ୍କୁ MBBS ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ମାତ୍ର ଥରେ ସୁଯୋଗ ଦେବେ ବୋଲି କହିଛନ୍ତି। ସୁପ୍ରିମକୋର୍ଟଙ୍କୁ ଏହି ସୂଚନା…

ପୁଣି ମାତିଲାଣି କରୋନା: ୧୫୨ ଦିନ ପରେ ଆଜି ସର୍ବାଧିକ ସଂକ୍ରମିତ ଚିହ୍ନଟ, ସକ୍ରିୟ ସଂଖ୍ୟା ୧୧ ହଜାର ପାର୍

ନୂଆଦିଲ୍ଲୀ: ଦେଶରେ ପୁଣି ଫେରିବ କି ମହାମାରୀ କରୋନାର କରାଳ ରୂପ ? କାରଣ ଗତ କିଛିଦିନ ହେଲା ବେଲଗାମ ହୋଇ ବଢ଼ି ଚାଲିଛି ସଂକ୍ରମଣ। ସରଗରମ ରାଜନୈତିକ ମାହୋଲ ଆଡ଼େ ସମସ୍ତଙ୍କର ଧ୍ୟାନ ରହିଥିବା ବେଳେ ପାଦ ଚାପି ଚାପି ମାଡ଼ି ଆସିଲାଣି କରୋନା ମହାମାରୀ। ୩ ଦିନ ତଳେ ଦୈନିକ ସଂକ୍ରମଣ ହଜାର ପାର୍‌…

ଭାରତର ସମସ୍ତ ଇଞ୍ଜିନିୟରିଂ ଟିମ୍‌କୁ ଛଟେଇ କଲା GitHub, ୧୪୨ ଜଣ ଚାକିରିରୁ ବିଦା

ନୂଆଦିଲ୍ଲୀ: ସଫ୍ଟୱେୟାର କମ୍ପାନୀ ଗିଟ୍‌ହବ୍(GitHub) ଭାରତରେ ସମସ୍ତ ଇଞ୍ଜିନିୟରିଂ ଟିମ୍‌କୁ ଛଟେଇ କରିଛି। ଏଥିରେ ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଦିଲ୍ଲୀରେ ଥିବା ୧୪୨ ଇଞ୍ଜିନିୟର ପ୍ରଭାବିତ ହୋଇଛନ୍ତି। ଏନେଇ ଗିଟ୍‌ହବ୍ କହିଛି ଯେ କମ୍ପାନୀ ପୁନଃର୍ଗଠନ ଯୋଜନା ଅନୁସାରେ ଏପରି କରାଯାଇଛି।…

ପ୍ରବାସୀ ଥଇଥାନ କେନ୍ଦ୍ରରେ ଭୀଷଣ ଅଗ୍ନିକାଣ୍ଡ; ଚାଲିଗଲା ୪୦ ଜୀବନ, ୨୮ ଗୁରୁତର

ୱାଶିଂଟନ ଡିସି: ଆମେରିକା ସୀମାକୁ ଲାଗିଥିବା ମେକ୍ସିକୋର ସିଉଡାଡ ଜୁଆରେଜ୍‌ରେ ଥିବା ଏକ ସରକାରୀ ପ୍ରବାସୀ ଥଇଥାନ କେନ୍ଦ୍ରରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁ କେନ୍ଦ୍ର ଓ ଦକ୍ଷିଣ ଆଫ୍ରିକାର ୪୦ ପ୍ରବାସୀଙ୍କର ମୃତ୍ୟୁ ହୋଇଛି। ମେକ୍ସିକୋ ଜାତୀୟ ପ୍ରବାସନ ସଂସ୍ଥା ଏହି କେନ୍ଦ୍ର ପରିଚାଳନା…

ଏପ୍ରିଲ ୧ ତାରିଖ ଠାରୁ ବଢ଼ିବ ଔଷଧ ମୂଲ୍ୟ, ପେନ୍‌କିଲର୍ସ ଓ ଆଣ୍ଟିବାୟୋଟିକ୍ ଭଳି ଦରକାରୀ ଔଷଧ ହେବ ମହଙ୍ଗା

ନୂଆଦିଲ୍ଲୀ: ଏପ୍ରିଲ ୧ ତାରିଖ ଠାରୁ ବଢ଼ିବ ଔଷଧ ମୂଲ୍ୟ। ପେନ୍‌ କିଲର୍ସ, ଆଣ୍ଟିବାୟୋଟିକ୍, ଆଣ୍ଟ-ଇନ୍‌ଫେକ୍ଟିଭ୍ ଓ ହୃଦରୋଗ ସମ୍ପର୍କିତ କିଛି ଅତ୍ୟାବଶ୍ୟକ ଔଷଧର ମୂଲ୍ୟରେ ୧୨ ପ୍ରତିଶତ ବୃଦ୍ଧି ହେବ ବୋଲି ସୂଚନା ମିଳିଛି। ପୂର୍ବରୁ ମହଙ୍ଗାମାଡ଼ ସହୁଥିବା ସାଧାରଣ ଜନତା ପାଇଁ ଏହା ଏକ ବଡ଼…

ମୋଦୀ ଅଳ୍ପ ପାଠ ପଢ଼ିଛନ୍ତି, ଦୁଇ ହାତରେ ଦେଶକୁ ଲୁଟ୍ କରୁଛନ୍ତି: ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମଙ୍ଗଳବାର ଦିଲ୍ଲୀ ବିଧାନସଭାର ବଜେଟ୍ ଅଧିବେଶନରେ ଆଦାନୀ ମାମଲା ସମ୍ପର୍କରେ ଗୃହରେ ଏକ ସଂକଳ୍ପ ନିଆଯାଇଛି । ଯାହା ଆଲୋଚନା ହେବା ପରେ ପାରିତ ହୋଇଛି। ସଂକଳ୍ପକୁ ସମର୍ଥନ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଆଦାନୀ କେବଳ ଆଗରେ ଅଛନ୍ତି, ସମସ୍ତ…

ରାହୁଲ ଗାନ୍ଧୀ ଦଣ୍ଡିତ ହେବା ପରେ ପ୍ରଧାନମନ୍ତ୍ରୀ କହିଲେ, କୋର୍ଟଙ୍କ ରାୟ ଉପରେ ପ୍ରଶ୍ନ ଉଠୁଛି

ନୂଆଦିଲ୍ଲୀ: ଦିଲ୍ଲୀର ବିଜେପି ମୁଖ୍ୟାଳୟରୁ ଦଳର ନୂଆ କୋଠା ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାରୁ ସେମାନଙ୍କର ମୂଳଦୁଆ ଦୋହଲିଯାଇଛି। ଆଜି ଭାରତକୁ ରୋକିବା ପାଇଁ ସାମ୍ବିଧାନିକ ଅନୁଷ୍ଠାନ ଉପରେ ଆକ୍ରମଣ କରାଯାଉଛି।…

ନାବାଳିକା ମୃତ୍ୟୁ ପଛରେ ବଳି ସନ୍ଦେହ, ପଶ୍ଚିମବଙ୍ଗ ଡିଜିପିଙ୍କୁ ରିପୋର୍ଟ ମାଗିଲା ଏନସିପିସିଆର

କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣ କୋଲକାତାରେ ଥିବା ତିଜଲାରେ ଜଣେ ୭ ବର୍ଷର ନିରୀହ ଝିଅର ମୃତ୍ୟୁ ମାମଲାରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରି ଏନସିପିସିଆର ରାଜ୍ୟ ଡିଜିପିଙ୍କୁ ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ…

୬ ଫୁଟ କୁକୁରକୁ ସିଂହ ଭାବି ଡ଼ରୁଛନ୍ତି ଲୋକେ, ୩ ବର୍ଷରେ ଖାଇଲାଣି ୧୦ ଲକ୍ଷ ଟଙ୍କାର ମାଂସ

ଅନେକଙ୍କର ପୋଷା ଜୀବ ପାଳିବା ଖୁବ୍ ସଉକ ଥାଏ । ସେଥିପାଇଁ ସେମାନେ ଘରେ କୁକୁର,ବିଲେଇ ଭଳି ଗୃହପାଳିତ ପଶୁଙ୍କୁ ପାଳିଥାନ୍ତି । ବିଶେଷକରି ବିଭିନ୍ନ ହାଇବ୍ରିଡ଼୍ ପ୍ରଜାତିର କୁକୁର ପାଳିବା ନେଇ ଅନେକଙ୍କର ଖୁବ୍ ଆଗ୍ରହ ଥିବା ଦେଖିବାକୁ ମିଳେ । କିନ୍ତୁ ଏମିତି ଜଣେ ବ୍ୟକ୍ତି ଗୋଟେ କୁକୁର…

କେରଳ ନିଆରା ପର୍ବ: ଯେଉଁଥିରେ ପୁରୁଷମାନେ ମହିଳା ବେଶରେ ସଜ୍ଜିତ ହୋଇ କରନ୍ତି ପୂଜାର୍ଚ୍ଚନା

କେରଳ: ବିଭିନ୍ନ ସ୍ଥାନରେ ଲୋକେ ଭିନ୍ନ ଭିନ୍ନ ପର୍ବ ପର୍ବାଣି ପାଳନ କରିଥାନ୍ତି । ଯେତେବେଳେ ଯଦି ଜଣେ ପୁରୁଷ ନାରୀ ବେଶରେ ସଜ୍ଜେଇ ହେବ ତାକୁ ଯିଏ ବି ଦେଖିବ ସେ ହସିବ । କିନ୍ତୁ କେରଳରେ ଏକ ସ୍ୱତନ୍ତ୍ର ପର୍ବ ପାଳନ କରାଯାଏ, ଯେଉଁଥିରେ ପୁରୁଷମାନେ ମହିଳାଙ୍କ ପରି ଡ଼୍ରେସ ଓ ଶାଢି ପିନ୍ଧିବା…