Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା କରୋନାର ନୂଆ ୬୧୮ଟି ମାମଲା

ନୂଆଦିଲ୍ଲୀ: ଭାରତରେ ପୁଣି କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନ ହେଲା ଦେଶରେ କରୋନା ମାମଲାରେ କ୍ରମାଗତ ବୃଦ୍ଧି ଘଟିଛି। ଗତ କିଛି ଦିନ ହେବ ଦେଶରେ ୪୦୦ରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୧୮ଟି ନୂଆ କରୋନା ମାମଲା ଆସିଛି ।…

ଡାକ୍ତରଖାନା ନ ଗଲେ ମଧ୍ୟ ବୀମା ରାଶି ଦାବି କରିପାରିବେ ରୋଗୀ

ଭଦୋଦାରା: ଡାକ୍ତରଖାନାରେ ଭର୍ତ୍ତି ନ ହୋଇ ମଧ୍ୟ ଆପଣ ମେଡିକାଲ ଇନ୍ସ୍ୟୁରାନ୍ସ ଦାବି କରିପାରିବେ । ଏମିତିକି  ୨୪ ଘଣ୍ଟାରୁ କମ ସମୟ  ଡାକ୍ତରଖାନାରେ ରହିଲେ ବି ଆପଣ ଇନ୍ସ୍ୟୁରାନ୍ସ ପାଇଁ ଦାବି କରିପାରିବେ । ଏ ନେଇ ଭଦୋଦାରା କନ୍ୟୁଜମର ଫୋରମ ଏ ନେଇ ଏକ ନିର୍ଦ୍ଦେଶ ଦେଇଛନ୍ତି ।…

ସ୍ମାର୍ଟଫୋନରେ ଗୋପନୀୟତାକୁ ଗୁରୁତ୍ୱ, ସରକାର ଆଣିପାରନ୍ତି ନୂଆ ନିୟମ

ନୂୂଆଦିଲ୍ଲୀ: ସ୍ମାର୍ଟଫୋନ୍ ନିର୍ମାତା ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ପୁଣି ଥରେ ପ୍ରସ୍ତୁତ ହେଉଛନ୍ତି। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଉ ଏକ କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି। ବର୍ତ୍ତମାନ କମ୍ପାନୀଗୁଡ଼ିକୁ ସ୍ମାର୍ଟଫୋନରେ ପ୍ରି-ଇନଷ୍ଟଲଡ ଆପ ଆସୁଛି। ହେଲେ…

ମୁଦ୍ଦା ‘ଆଦାନୀ’: ୧୭ ବିରୋଧୀ ଦଳ ଗୋଷ୍ଠୀରୁ ଦୂରେଇ ରହିଲା ଟିଏମସି

ଓଡ଼ିଶା ସମ୍ବାଦ ବ୍ୟୁରୋ: ମୁଦ୍ଦା ଗୋଟିଏ। କିନ୍ତୁ ଏକାଠି ପ୍ରତିବାଦ କିମ୍ବା ବୈଠକରେ ସାମିଲ ନହୋଇ ବିରୋଧୀ ଅଲଗା ଅଲଗା ସ୍ଥାନରେ ପ୍ରତିବାଦ କରିବା ଶାସକ ଦଳ ବିଜେପିକୁ ବେଶ ସୁହାଇଛି। ଆଦାନୀ ପ୍ରସଙ୍ଗରେ ବିରୋଧୀ ମେଳିରୁ ଦୂରେଇ ମଙ୍ଗଳବାର ଏକାକୀ ଟିଏମସି ପ୍ରତିବାଦ କରିଛି। ଏହାପରେ…

ଆଇପିୟୁରେ ପାକିସ୍ତାନ ଉପରେ ବର୍ଷିଲେ ସସ୍ମିତ ପାତ୍ର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବାହରିନରେ ଚାଲିଛି ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନର 146 ତମ ବୈଠକ। ଏହି ବୈଠକରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇଛି। ଜବାବରେ ଭାରତରୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟସଭା ସାଂସଦ ତଥା ବିଜେଡି ନେତା ସସ୍ମିତ ପାତ୍ର ପାକିସ୍ତାନ ଉପରେ ଖୁବ ବର୍ଷିଛନ୍ତି।…

ଆମେରିକାର ଡ୍ରୋନକୁ ମାରି ଖସାଇ ଦେଲା ଋଷ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ବେଳେ ଆମେରିକା ସହିତ ଋଷର ବିବାଦ ରହିଛି। ଏହି ସମୟରେ ଆମେରିକାର ଏକ ଡ୍ରୋନକୁ ମାରି ଖସାଇ ଦେଇଛି ଋଷର ଏସୟୁ-27 ଯୁଦ୍ଧ ବିମାନ। ବ୍ଲାକ ସି ବା କଳା ସାଗର ଉପରେ ଏକ ଆମେରିକୀୟ ଡ୍ରୋନ୍ ତଳକୁ ଖସାଇ ଦେଇଛି ପୁଟିନ ସେନା। ଆମେରିକା ସେନା ଦେଇଥିବା ସୂଚନା…

ଝିଅଙ୍କୁ ମନା : ଏଠି ପୁଅମାନେ ବ୍ରା, ନାଇଟ୍ ପିନ୍ଧି କରନ୍ତି ମଡେଲିଂ

ଚୀନ୍ : ଜଣେ ପୁଅ ମହିଳାଙ୍କ ପୋଷାକ ହେଉ ବା ଅନ୍ତବସ୍ତ୍ର ପିନ୍ଧିଥିବାର ଦେଖନ୍ତି ତେବେ ଆପଣଙ୍କ ମୁହଁରେ ଟିକେ ହସ ଆସିବ । ଏହି ଦୃଶ୍ୟକୁ କଳ୍ପନା କରିବା ଆମ ପାଇଁ ଅଜବ ଲାଗିପାରେ । କିନ୍ତୁ ଏପରି ଏକ ଦେଶ ଅଛି ଯେଉଁଠାରେ ପୁରୁଷମାନେ ମହିଳାଙ୍କ ଅନ୍ତବସ୍ତ୍ର ଏବଂ ନାଇଟ୍ ପିନ୍ଧିବାର ଦେଖିବାକୁ…

ନୀଳ ତିମିର ହୃତପିଣ୍ଡର ଓଜନ ୧୮୧ କିଲୋ , ୩ କିଲୋମିଟର ଦୂରକୁ ଶୁଭେ ହାର୍ଟବିଟ୍‌ର ଶବ୍ଦ

କୁହାଯାଏ, ନୀଳ ତିମି ସମୁଦ୍ର ଦୁନିଆର ସବୁଠାରୁ ବଡ ଜୀବ । ବିଶ୍ୱର ଗଭୀର ସମୁଦ୍ର ଭିତରେ ଏହା ପ୍ରାୟତଃ ଦେଖାଯାଇଥାନ୍ତି । ଆକଳନ କୁହେ, ଏହି ଜୀବର ଓଜନ ପ୍ରାୟ ୧୫୦ ଟନ୍‌ରୁ ଅଧିକ । ତେବେ ଏହାର ହୃତପିଣ୍ଡର ଓଜନ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ନୀଳ ତିମିର ହୃତପିଣ୍ଡର ଓଜନ ୧୮୧ କିଲୋ…

ଚୁଇଂଗମ୍‌ରେ ବେଲୁନ୍ ପୁଙ୍କି ରୋଜଗାର କରୁଛନ୍ତି ଯୁବତୀ

ଜର୍ମାନୀ: ଲୋକେ ଟଙ୍କା ରୋଜଗାର କରିବା ପାଇଁ ଦିନରାତି କଠିନ ପରିଶ୍ରମ କରିଥାନ୍ତି । ତେବେ କେତେବେଳେ, କିପରି, କେଉଁଠାରେ ଓ କାହାର ଭାଗ୍ୟ ଉଜ୍ଜ୍ୱଳ ହେବ କେହି ଜାଣନ୍ତି ନାହିଁ । ଏଭଳି ସ୍ଥିତିରେ ଜର୍ମାନୀର ଜଣେ ମହିଳା ଘରେ ବସି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏତେ ଟଙ୍କା କିପରି…

ଆଉ ଜଣେ ମୀରା: ଭଗବାନ ଶ୍ରୀକୃଷ୍ଣଙ୍କୁ ବିବାହ କଲେ ଆଇନ ଛାତ୍ରୀ

ଲକ୍ଷ୍ନୌ : ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ମୀରା ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ । କାରଣ ମୀରା ଓ ଶ୍ରୀକୃଷ୍ଣଙ୍କ ଭିତରେ ଥିଲା ଏମିତି ସମ୍ପର୍କ ଯାହା ମଣିଷର ଭାବନାଠାରୁ ବହୁ ଦୂରରେ । ପାଖରେ ନ ପାଉ ଥିଲେ ବି ଜୀବନର ପ୍ରତିଟି ମୁହୂର୍ତ୍ତରେ ମୀରା ଅନୁଭବ କରୁଥିଲେ ପ୍ରଭୁ ଶ୍ରୀକୃଷ୍ଣଙ୍କର…