Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଯାଆଁଳା ଛୁଆ ସହ ନଜର ଆସିଲା ହାତୀ : ଏହା ବିରଳ ଦୃଶ୍ୟ ବୋଲି କହିଲେ ଆଇଏଫଏସ ଅଧିକାରୀ

ଆପଣ ନିଶ୍ଚିତ ଭାବେ ହାତୀ ଓ ତାର ଛୁଆକୁ ଦେଖିଥିବେ । କିନ୍ତୁ କେବେ କୌଣସି ହାତୀ ଓ ତାର ଯାଆଁଳା ଶିଶୁ ସହ ଦେଖିଛନ୍ତି ? ହେଲେ ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଗୋଟେ ହାତୀ ତାର ଯାଆଁଳା ଛୁଆ ହାତୀ ସହ ନଜର ଆସିଛିି । ଆଇଏଫଏସ ସୁଶାନ୍ତ ନନ୍ଦା ନିକଟରେ ଏକ ଭିଡିଓ ସେୟାର…

ପଦ ଗଲା, ଭାରି ପଡିବେ କି ରାହୁଲ ?

ଭୁବନେଶ୍ୱର: ଜାତୀୟ ରାଜନୀତିରେ ଯାହା ଦୀର୍ଘ ଦିନ ଧରି ଦେଖାଯାଉ ନ ଥିଲା ଏବେ ତାହା ଦେଖିବାକୁ ମିଳିଛି। ଯେଉଁ ନେତାଙ୍କୁ ନନସିରିୟସ ବୋଲି କୁହାଯାଉଥିଲା ସେ ଏବେ ଦେଶର କୋଣ କୋଣରେ ଚର୍ଚ୍ଚାରେ। ସେ ହେଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲଙ୍କୁ ବିରୋଧୀ ନନ ସିରିୟସ ଲିଡ଼ର, ପପୁ…

କୁନୋ ନ୍ୟାଶନାଲ ପାର୍କରେ ଥିବା ଶସା ଚୀତାର ମୃତ୍ୟୁ

ଭୋପାଳ: ପଶୁପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର । ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ସୋମବାର ଶସା ନାମକ ମହିଳା ଚିତା ବାଘର ମୃତ୍ୟୁ ଘଟିଛି । କିଡନୀ ସଂକ୍ରମଣ ଯୋଗୁ ଏହାର ମୃତ୍ୟୁ ଘଟିଥିବା ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି । ପ୍ରଧାମନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ…

ମେଣ୍ଟ ଭାଙ୍ଗିବ କି ରାହୁଲଙ୍କ ‘ସାଭରକର’ ମନ୍ତବ୍ୟ ? ଉଦ୍ଧବ ଠାକରେ ଦେଲେ ଚେତାବନୀ

ମୁମ୍ବାଇ: ମୁଁ ସାଭରକର ନୁହେଁ, ରାହୁଲ ଗାନ୍ଧୀ… ଭୁଲ୍ ମାଗିବି ନାହିଁ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏହି ବୟାନକୁ ନେଇ ବିରୋଧ କରିଛନ୍ତି ଉଦ୍ଧବ ଠାକରେ ଓ ସଞ୍ଜୟ ରାଉତ । ଉଦ୍ଧବ କହିଛନ୍ତି, ସାଭରକରଙ୍କୁ ନେଇ ରାହୁଲ ବୟାନବାଜି ବନ୍ଦ ନ କଲେ ସେ ମହା ବିକାଶ ଅଘାଡ଼ି ମହାମେଣ୍ଟରୁ ଓହରି…

ଜନ୍ମଦିନରେ ପତ୍ନୀଙ୍କୁ ଦାମି ଗିଫ୍ଟ ଦେଇ ହଟହଟା ହେଲେ ପତି

ୱାଶିଂଟନ: ଅନେକ ଲୋକ ନିଜ ପତ୍ନୀଙ୍କୁ ଖୁସି କରିବା ପାଇଁ ଜନ୍ମଦିନରେ ଦାମି ଉପହାର ଦେବାକୁ ପସନ୍ଦ କରିଥାନ୍ତି । ସେଥିଲାଗି ବହୁ ଦିନ ପୂର୍ବରୁ ପ୍ରସ୍ତୁତ ମଧ୍ୟ ଚଳାଇଥାନ୍ତି । କିନ୍ତୁ ଆମେରିକାର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଦାମି ଉପହାର ଦେଇ ପୋଲିସର ଚକ୍କର କାଟୁଛନ୍ତି । ଏହାର କାରଣ…

ପୂ୍ର୍ବତନ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ ଏବଂ ପଥରମାଡ

ବେଙ୍ଗାଲୁର: ଭାଜପାର ବରିଷ୍ଠ ନେତା ତଥା କର୍ଣ୍ଣାଟକର ପୂ୍ର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ଶିବମୋଗ୍ଗାର ଶିକାରୀପୁର ସ୍ଥିତ ବାସଭବନ ସମ୍ମୁଖରେ ଏକ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ ସହ ପଥର ମାଡ଼ ହୋଇଛି।  ସଂରକ୍ଷଣ ସମ୍ପର୍କିତ ପ୍ରସଙ୍ଗକୁ ବିରୋଧ କରି ଆଜି ଅପରାହ୍ନରେ ବନଜାରା…

୯୬୦ ଥର ଦେଲେ ଡ୍ରାଇଭିଂ ଟେଷ୍ଟ, ଖର୍ଚ୍ଚ କଲେ ୧୧ ଲକ୍ଷ : ବୃଦ୍ଧାବସ୍ଥାରେ ମିଳିଲା ଲାଇସେନ୍ସ

ସିଓଲ: କୁହାଯାଏ, ଲଗାତାର ଉଦ୍ୟମ ଜାରି ରଖିଲେ ଅସମ୍ଭବ ବୋଲି ଶବ୍ଦ କିଛି ରହିବ ନାହିଁ । ଅର୍ଥାତ୍ ଚେଷ୍ଟା କଲେ ସବୁ କାମ ନିଶ୍ଚୟ ସଫଳ ହେବ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଏହି ଉକ୍ତିର ବାସ୍ତବତାକୁ ଉବଲବ୍ଧି କରାଉଛି । କିନ୍ତୁ ଏହି ଉଦ୍ୟମରେ ତାଙ୍କୁ ଯେବେ ସଫଳତା ମିଳିଛି ସେ…

ଭଗବାନ ନୁହେଁ ବୈଜ୍ଞନିକଙ୍କ ଆଶୀର୍ବାଦ: ମଣିଷକୁ ମିଳିବ ଅମର ବର

ନୂଆଦିଲ୍ଲୀ:ଅମର ବର ଦେବାକୁ ଭଗବାନଙ୍କ ପାଖରେ କ୍ଷମତା ନ ଥିଲା । ହେଲେ ଏ ମଣିଷ ତାହା କରି ଦେଖାଇବ । ଭଗବାନଙ୍କୁ ଚ୍ୟାଲେଞ୍ଜ କୁହ ବା କୁହ ବୈଜ୍ଞାନିକ ସଫଳତା, ମୃତ୍ୟୁକୁ ଜିତିବ ମଣିଷ । ଅମର ହେବ । ଏହା କାହାଣୀ ନୁହେଁ, ସତ କଥା । ଅମର ହେବାର କୌଶଳ କେବେଠାରୁ ଖୋଜି ଆସୁଥିଲା ମଣିଷ ।…

ବିଜେପି କର୍ମୀଙ୍କର ଗଳା କାଟି ହତ୍ୟା; ମୃତଦେହ ଦେଖି କାନ୍ଦି ପକାଇଲେ ଗୃହମନ୍ତ୍ରୀ

ପୁଡ଼ୁଚେରୀ: ପ୍ରଥମେ ବୋମା ଫିଙ୍ଗିବା ପରେ ବିଜେପି କର୍ମୀଙ୍କୁ ଗଳା କାଟି ହତ୍ୟା କଲେ। ରବିବାର ପୁଡ଼ିଚେରୀରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପୁଲିସ ସୂଚନା ଅନୁସାରେ ଗତକାଲି ରାତି ୯ଟା ବେଳେ ପୁଡ଼ୁଚେରୀର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। କନୁଭପେଟ୍ଟାଇର ୪୫ ବର୍ଷୀୟ…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଗ୍ୟାଙ୍ଗଷ୍ଟର ଅତିକ ଅହମଦକୁ ଆଣୁଥିବା ପୁଲିସ ଭ୍ୟାନ୍; ଧକ୍କା ଲାଗି ଗାଈ ମୃତ

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ଅତିକ ଅହମଦକୁ ଉତ୍ତର ପ୍ରଦେଶ ପୁଲିସ ଗୁଜରାଟର ସାବରମତୀ ଜେଲ୍‌ରୁ ପ୍ରୟାଗରାଜ ନେଉଛି। ଏହାରି ଭିତରେ ଅତିକ ଅହମଦକୁ ଏନ୍‌କାଉଣ୍ଟରରେ ମାରିଦେବା ଭୟ ରହିଛି। ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଇପାରେ ବୋଲି ମଧ୍ୟ ବିରୋଧୀ ସମାଲୋଚନା କରୁଛନ୍ତି। ହେଲେ ପୁଲିସ ସତର୍କତାର ସହ…