Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ବିଲେଇର ଫଟୋ ସୁଟ୍‌: ଅସଲି ନା ନକଲି ତାକୁ ନେଇ ଦ୍ୱନ୍ଦ୍ୱ

ସୋସିଆଲ ମିଡିଆରେ ଏମିତି ଅଜବ ଜିନିଷ ଭାଇରାଲ ହୋଇଥାଏ, ଯାହା କେବଳ ଲୋକଙ୍କୁ ଆଶ୍ଚର୍ଯ୍ୟ ହିଁ କରିଥାଏ । ଏବେ ସେମିତି ଦୁଇଟି ବିଲେଇର ଭିଡ଼ିଓ ଓ ଫଟୋ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଲୋକେ ଏହା ଅସଲି ନା ନକଲି ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖିବାକୁ…

କଲେଜରେ ହୁଏ ବାହାଘର: ଜୁନିୟର ଛାତ୍ରୀଛାତ୍ର କରାନ୍ତି ସିନିୟରଙ୍କ ବିବାହ

ଲାହୋର: ସମୟ ବଦଳିବା ସହ ଲୋକଙ୍କ ମାନସିକତା ଓ ଚଳଣିରେ ଅନେକ ପରିବର୍ତ୍ତନ ଆସିଛି । ବିଶେଷକରିି ବିଭିନ୍ନ ପ୍ରକାର ଉତ୍ସବର ଆୟୋଜନ ପଦ୍ଧତିରେ ଅନେକ ନୂଆ ନୂଆ ଧାରା ପ୍ରୟୋଗ ଦେଖିବାକୁ ମିଳିଛି । ତେବେ ଏମିତି ଏକ ବାହାଘର କଥା କହୁଛୁ ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।…

ଭିନ୍ନ ପରମ୍ପରା: ଝିଅର ବିବାହରେ ମାମୁଁ ଘରୁ ଆସିଲା ଆଶ୍ଚର୍ଯ୍ୟ କଲା ଭଳି ଉପହାର

ରାଜସ୍ଥାନ: ଦୁନିଆରେ ବିଭିନ୍ନ ସ୍ଥାନରେ ବିବାହ ରୀତିନୀତି ଭିନ୍ନ ଭିନ୍ନ ହୋଇଥାଏ । ସେହିପରି ରାଜସ୍ଥାନର ଏକ ପ୍ରଥା ହେଉଛି ‘ଭାତ’୍ । ଜାଟ୍ ପରିବାରରେ ଏହା ମାୟରା ନାମରେ ଜଣାଶୁଣା । ଏହି ରୀତିନୀତି ଭାଇ ଦ୍ୱାରା କରାଯାଏ । ପୁଅ କିମ୍ବା ଝିଅର ବିବାହ ସମୟରେ ସେମାନଙ୍କ ମାମୁଁ ଘରକୁ…

ରାଜସ୍ଥାନର ଗଠିତ ହେବ ୧୯ ନୂତନ ଜିଲ୍ଲା

ଜୟପୁର: ଆଗାମୀ ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ ୧୯ଟି ନୂତନ ଜିଲ୍ଲା ଗଠନ କରିବା ପାଇଁ ଘୋଷଣା କରାଯାଇଛି । ଏହା କଂଗ୍ରେସ ସରକାରଙ୍କ ଏକ ବଡ ରଣନୀତି ଭାବେ ବିବେଚନା କରାଯାଉଛି । ରାଜସ୍ଥାନରେ ୩୧ ଜିଲ୍ଲା ଥିବାରୁ ଏବେ ଏହା ବୃଦ୍ଧି ପାଇ ୫୦ରେ ପଂହଚିବ ।…

୨୮ ବର୍ଷ ବୟସରେ ୯ଟି ସନ୍ତାନ ମାଆ ହେଲେ ମହିଳା: ୧୦ ବର୍ଷ ପର୍ଯ୍ୟନ୍ତ ଲଗାତାର ହୋଇଥିଲେ ଗର୍ଭବତୀ

ୱାଶିଂଟନ: ଜଣେ ମହିଳା ମାଆ ହେବା ଖୁସିର କଥା । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶିଶୁଟି ଜନ୍ମ ହେବା ପରେ ତାର ଲାଲନପାଳନ ଠିକ୍ ଭାବେ ହେବା ଜରୁରୀ । ଏଥିସହିତ ମହଙ୍ଗା ଯୁଗରେ ସେମାନଙ୍କ ଶିକ୍ଷା ଏବଂ ଆବଶ୍ୟକ ସାମଗ୍ରୀ ପୂରଣ କରିବା ନିହାତି କଷ୍ଟକର । ଏହି କାରଣରୁ ଆଜିର…

ଅଜବ ମାମଲା: ଡ଼ାକ୍ତରଙ୍କ ଅବହେଳାରୁ ଶୁଆର ମୃତ୍ୟୁ ଅଭିଯୋଗ

କାନପୁର: କାନପୁରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଡ଼ାକ୍ତରଙ୍କ ଅବହେଳାରୁ ଗୋଟେ ଶୁଆର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଶୁଆର ମାଲିକ ହସପିଟାଲରେ ହୋହଲ୍ଲା କରିବା ସହ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି । ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ପୋଲିସ ତତ୍ପରତା…

ଜିନ୍ସ ବଟନ୍‌ରେ କଳାକୃତିି: ଦେଖିଲେ ଯେ କେହି ହେବେ ଆଶ୍ଚର୍ଯ୍ୟ

ତୁର୍କି: ଜଣେ କଳାକାରଙ୍କ ଚିନ୍ତାଧାରା ସମସ୍ତଙ୍କଠାରୁ ଭିନ୍ନ । ବିଶେଷକରି କୌଣସି ବ୍ୟକ୍ତିଙ୍କ ସୃଜନଶୀଳତାର ପରିଧି ନିର୍ଦ୍ଧିଷ୍ଟ ସୀମା ଭିତରେ ସୀମିତ ନୁହେଁ । ହୁଏତ ଆପଣ ଅନେକ କଳାକାରଙ୍କ କଳାକୃତି ଦେଖିଥିବେ ନିଶ୍ଚୟ । କିନ୍ତୁ ଆମେ ଯେଉଁ କଳାକାରଙ୍କ କଳାକୃତି ସମ୍ପର୍କରେ କହିବାକୁ…

ବିଶ୍ୱବିଦ୍ୟାଳୟର ଅଜବ ପରୀକ୍ଷା; ଫୁଲମାର୍କ ୧୦୦ରୁ ପିଲା ରଖିଲେ ୧୧୫

ମୁମ୍ବାଇ:ପରୀକ୍ଷାରେ ଆଶା କରିଥିବା ନମ୍ବରରୁ ଅଧିକ ପାଇଲେ ସମସ୍ତଙ୍କୁ ଖୁସି ଲାଗେ । ମୁମ୍ବାଇ ବିଶ୍ୱ ବିଦ୍ୟାଳୟର କିଛି ପିଲାଙ୍କୁ ମିଳିଥିଲା ଆଶାତୀତ ନମ୍ବର ଏବେ ସେମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ବିଶ୍ୱବିଦ୍ୟାଳୟର ୬ ଜଣ ଛାତ୍ରଛାତ୍ରୀ ୫ମ ସେମିଷ୍ଟାର ଗଣିତ ପରୀକ୍ଷାରେ ୧୧୫ ନମ୍ବର…

ସମାଜ ସଂସ୍କାରକ ହୋଇଥିଲେ କ’ଣ କରିଥାନ୍ତେ ? ଆଖି ଓଦା କରିଦେବ ୫ମ ଶ୍ରେଣୀ ଛାତ୍ରଙ୍କ ଉତ୍ତର

ଛୋଟ ପିଲାଟିଏ  । ହେଲେ ମୁଣ୍ଡରେ ତାର କେତେ ବଡ କଥା ଚିନ୍ତା କରିପାରୁଛି ! ଖାଇବା, ଖେଳିବା ବୟସରେ ସେ କେତେ ବଡ ବଡ କଥା ଭାବି ପାରୁଛି ! ସମାଜର ଅନେକ କଳଙ୍କିତ ପ୍ରଥା ଏଇ ଛୋଟ ପିଲାଟିକୁ କେତେ ପ୍ରଭାବିତ କରିଛି ସତରେ ? ୫ମ ଶ୍ରେଣୀରେ ପଢୁଥିବା ଏହି ପିଲାଟିର ଉତ୍ତର ଦେଖିଲେ ଆପଣ ବି…