Latest Odisha News

BREAKING NEWS

Browsing Category

ଉତ୍ତରପ୍ରଦେଶ

Uttar Pradesh

ଟିଭି ପାଇଁ ପୁଅ ହାତରେ ମଲା ବାପା !

ଉତ୍ତରପ୍ରଦେଶ: ଦେଶ ପାଇଁ ଜୀବନ ଦେବାକୁ ଜଣେ ଯବାନ ଶପଥ ଗ୍ରହଣ କରେ । ହେଲେ ନାସିରପୁର ଗାଁରେ ଜଣେ ଅବସରପ୍ରାପ୍ତ ଯବାନ କିନ୍ତୁ ବାପପୁଅର ସଂପର୍କକୁ କଳଙ୍କିତ କରିଛି । ନିଜ ବାପାକୁ ଗୁଳିକରି ହତ୍ୟା କରିଛି । ହତ୍ୟାକାଣ୍ଡ ପଛର କାରଣ ଯେତିକି ଚକିତକର ତାଠୁ ଅଧିକ ଏହି ଘଟଣା ସମସ୍ତଙ୍କୁ…

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ଚାରି ଜଣଙ୍କର ମୃତ୍ୟୁ

ଉତ୍ତରପ୍ରଦେଶ: ବେଆଇନ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୮ ଜଣ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉତ୍ତରପ୍ରଦେଶ କୁଶୀନଗର ଜିଲ୍ଲାରେ ଆଜି ସକାଳୁ ଏହି ଅଘଟଣ ଘଟିଛି । ଆଜି ସକାଳୁ ସକାଳୁ କୁଶୀନଗର ଜିଲ୍ଲା କପ୍ତାନଗଞ୍ଜ…

ସମ୍ପତ୍ତି ପାଇଁ ମାଆକୁ ଜିଅନ୍ତା ଜାଳିଲା ପୁଅ !

ଉତ୍ତରପ୍ରଦେଶ: ଅବିଶ୍ୱସନୀୟ ହେଲେ ବି ସତ । ନିଜ ବିଧବା ତଥା ବୟସ୍କ ମାଆକୁ ଜିଅନ୍ତା ଜାଳିଲେ ପୁଅ ଓ ବୋହୁ । ଉତ୍ତରପ୍ରଦେଶର ଶାହାଜାହନପୁରରେ ଘଟିଥିବା ଏହି ଘଟଣା ପଛରେ ମୁଖ୍ୟ କାରଣ ସାଜିଥିଲା ସମ୍ପତ୍ତି ଲୋଭ । । ରବିବାର ରାତିରେ ଘଟିଥିଲା ଲୋମହର୍ଷଣକାରୀ ଘଟଣା । ଅର୍ଦ୍ଧଦଗ୍ଧ…

[ଭିଡିଓ] ଆଣ୍ଟି କହିବାରୁ ଯୁବତୀଙ୍କୁ ନିର୍ଘାତ ତଣ୍ଟିଆ !

ଉତ୍ତରପ୍ରଦେଶ: ଓଡିଆଙ୍କ ପରମ୍ପରାରେ ନାହିଁ କରୱାଚୌଥ୍ । ହେଲେ ଦିଲ୍ଲୀ, ପଂଜାବ, ଉତ୍ତରପ୍ରଦେଶ, ହରିୟାଣା ଓ ରାଜସ୍ଥାନ ଭଳି ରାଜ୍ୟରେ ଏହି ଉତ୍ସବ ପାଳନ ହୋଇଥାଏ । ଆସନ୍ତାକାଲି କରୱାଚୌଥ ପଡୁଥିବାବେଳେ ଉତ୍ତରପ୍ରଦେଶରେ ବଜାରରେ ମହିଳାଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି । ତେବେ ଇଟାହ…

ନିଜ ଗାଡି ଚୋରି କରି ମାଲିକ ଗିରଫ !

ଉତ୍ତରପ୍ରଦେଶ: ନୋଏଡାରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଅଭିନବ ଉପାୟରେ ଚୋରି ହୋଇଥିଲା ଏକ ସେକେଣ୍ଡ ହ୍ୟାଣ୍ଡ ଗାଡି । ହେଲେ ଚୋରି ଗାଡିର ମାଲିକ ଓ ଚୋର ସେହି ଗୋଟିଏ ବ୍ୟକ୍ତି । ତଥାପି ପୋଲିସ ତାଙ୍କୁ ଗିରଫ କରିଛି । ହେଲେ କାହିଁକି ? ମାର୍ଚ୍ଚ ମାସରେ ଏକ ଅନ୍‌ଲାଇନ୍ ବିଜ୍ଞାପନ…

କ୍ରାଇମ୍ ପେଟ୍ରୋଲ୍ ଦେଖି ପ୍ରମାଣ ଲୁଚାଇଥିଲା ୧୭ବର୍ଷୀୟ ହତ୍ୟାକାରୀ !

ଉତ୍ତରପ୍ରଦେଶ: ମଥୁରାରେ ସାମ୍ନାକୁ ଆସିଛି ଏକ ଛାତି ଥରାଇଦେଲାଭଳି ଘଟଣା । ଜଣେ ୧୭ ବର୍ଷୀୟ ନାବାଳକ ପ୍ରଥମେ ନିଜ ବାପାକୁ ହତ୍ୟା କରିଥିଲା । ପରେ କ୍ରାଇମ୍ ପେଟ୍ରୋଲ୍ ଭଳି ପପୁଲାର ଟିଭି ସିରିଜ ଦେଖି ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ ବି କରିଥିଲା । ଯୁକ୍ତ୨ରେ ପାଠ ପଢୁଥିବା ନାବାଳକକୁ…

[ଭିଡିଓ] ବିଜେପି ନେତାଙ୍କ ଉତ୍ସବରେ ଗୁଳିମାଡ !

ଉତ୍ତରପ୍ରଦେଶ: ଚାଲିଥିଲା ଜନ୍ମଦିନ ଉତ୍ସବ ପାଳନ । ଗୀତ ଗାଉଥିଲେ ଜଣେ ନାମୀ ଗାୟକ । ହେଲେ ହଠାତ୍ ଛାତିରେ ବାଜିଥିଲା ଗୁଳି । ଲାଇଭ୍ ସୋ'ରେ ଟଳିପଡିଥିଲେ ଗାୟକ । ଗୁଳିମାଡ କେମିତି ଓ କାହିଁକି ହୋଇଥିଲା ସେ ନେଇ ଚାଲିଛି ପୋଲିସର ତଦନ୍ତ । ହେଲେ ଏଭଳି ଏକ ଘଟଣାକୁ ନେଇ ବଲିଆ ଜିଲ୍ଲାରେ ପୋଲିସ…

ବିକ୍ରି ହେଲା “ଆଲ୍ଲାଦିନ୍ କା ଚିରାଗ” କିଣିଲା କିଏ ?

ଉତ୍ତରପ୍ରଦେଶ: ଆଲ୍ଲାଦିନ୍ କା ଚିରାଗ କଥା କାନରେ ପଡିଲେ ମନେପଡିଯାଏ ଅନେକଙ୍କର ପିଲାଦିନ । ଏପରିକି ଆଜି ବି ଏହି କାହାଣୀକୁ ନେଇ ଫିଲ୍ମ କିମ୍ବା ସିରିଜ ଦେଖିବାକୁ ମିଳେ । ହେଲେ ସତରେ କ'ଣ ଆଲ୍ଲାଦିନର ଚିରାଗର କିଛି ଅସ୍ତିତ୍ୱ ଥିଲା, ନା କେବଳ କଳ୍ପନାରେ ସିମୀତ ଥିଲା ସେହି କୁହୁକ ଦୀପ ?…

ସମାଜର ବିପରୀତ ସ୍ରୋତରେ ନେହା ଓ ଜ୍ୟୋତି !

ବାରିକ ଦୋକାନ ଅବା ସେଲୁନରେ (ପାର୍ଲର ନୁହେଁ) ଖାସ କରି ପୁରୁଷମାନଙ୍କୁ ଦୋକାନୀ ଭାବେ ଆପଣ ନିଶ୍ଚିୟ ଦେଖିଥିବେ । ପାର୍ଲରକୁ ବାଦ୍ ଦେଲେ କେଉଁଠି ବି ଆପଣ ସେଲୁନ୍‌ରେ ଯୁବତୀ କିମ୍ବା ମହିଳାଙ୍କୁ କାମ କରିବାରେ ଦେଖିନଥିବେ । ହେଲେ ଉତ୍ତରପ୍ରଦେଶର ଦୁଇ ଭଉଣୀ ବହୁବର୍ଷ ଧରି ଚାଲିଆସିଥିବା ଏହି…

ଦାଢି ଗଲା ଚାକିରୀ ଫେରିଲା !

ଉତ୍ତରପ୍ରଦେଶ: ଏଇ କିଛିଦିନ ପୂର୍ବରୁ ଦାଢି ପାଇଁ ନିଲମ୍ବିତ ହୋଇଥିଲେ ଜଣେ ପୋଲିସ ବାବୁ । ଖବକକୁ ନେଇ ଜୋର ଧରିଥିଲା ଚର୍ଚ୍ଚା । ଏପରିକି ପୋଲିସ ବାବୁ ମୁସଲମାନ ହୋଇଥିବାରୁ ଘଟଣାରେ ସାମ୍ପ୍ରଦାୟୀକ ରଙ୍ଗ ବି ବୋଳା ହୋଇଥିଲା । ହେଲେ ଶେଷରେ ଦାଢି କାଟି ପୋଲିସ ବାବୁ ପୁଣିଥରେ ଚାକିରୀରେ ଯୋଗ…