Latest Odisha News

BREAKING NEWS

Browsing Category

ଉତ୍ତରପ୍ରଦେଶ

Uttar Pradesh

କୁବେର ସାଜିଲା ମାଙ୍କଡ, ଗଛ ଉପରୁ କଲା ଟଙ୍କା ବର୍ଷା

ଉତ୍ତରପ୍ରଦେଶ: ମାଙ୍କଡଙ୍କ ବଦମାଶୀରେ ପ୍ରାୟ ସମସ୍ତେ ଅତିଷ୍ଠ ହୋଇପଡିଥାନ୍ତି । ଛାତ ଉପରେ କପଡା ଫିଙ୍ଗା ଫୋପଡାଠୁ ଆରମ୍ଭ କରି ଘରେ ପଶି ଉତ୍ପାତ ହେବାରେ ଏମାନେ ବେଶ ମାହିର । ହେଲେ ନିକଟରେ ଏକ ମାଙ୍କଡର କାରନାମା ସମସ୍ତଙ୍କୁ ଚକିତ କରିଥିଲା । ନୋଟ ଭର୍ତ୍ତି ଏକ ବ୍ୟାଗକୁ ଚୋରି କରିବା ପରେ…

କଣ୍ଟେନର ସହ ଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ, ୫ଜଣ ଜୀବନ୍ତ ଦଗ୍ଧ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ସଡ଼କ ଦୁର୍ଘଟଣା । ଯମୁନା ଏକ୍ସପ୍ରେସରେ କଣ୍ଟେନର ସହ କାର ଧକ୍କା ହେବାରୁ ଲାଗିହଲା ନିଆଁ । ଏଥିରେ କାର୍ ଭିତରେ ପାଞ୍ଚ ଜଣ ଯାତ୍ରୀ ଜୀବନ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଆଜି ଭୋର୍ ୪ଟା ବେଳେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ଲକ୍ଷ୍ନୌର ବାସିନ୍ଦା ଓ…

[ଭିଡିଓ] ପଏଣ୍ଟ ବ୍ଲାଙ୍କ ରେଂଜରେ ଗୁଳିମାଡ, ପ୍ରପର୍ଟି ଡିଲରଙ୍କୁ ନିର୍ମମ ହତ୍ୟା

ଆଗ୍ରା: ସିସିଟିଭିରେ କଏଦ ହୋଇଛି ନିର୍ମମ ହତ୍ୟାକାଣ୍ଡର ଲାଇଭ ଫୁଟେଜ । ପଏଣ୍ଟ ବ୍ଲାଙ୍କ ରେଂଜରେ ଜଣେ ପ୍ରପର୍ଟି ଡିଲରଙ୍କୁ ଖୁଲମଖୋଲା ରାସ୍ତାରେ ଗୁଳିମାଡ । ଏଭଳି ଘଟଣାକୁ ନେଇ ଲଜ୍ଜା ମୁଣ୍ଡାଇଛି ଉତ୍ତରପ୍ରଦେଶର ଆଗ୍ରା ସହର । ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଥିଲାବେଳେ ପୋଲିସ…

ହାଥରସ କେସ୍‌: ଚାର୍ଜସିଟ ଦାଖଲ କଲା ସିବିଆଇ, ଗଣବଳାତ୍କାର ହୋଇଥିଲା

ଲକ୍ଷ୍ନୌ:  ଉତ୍ତରପ୍ରଦେଶର ହାଥରସ ଗଣବଳାତ୍କାର ଘଟଣାର ତଦନ୍ତ କରୁଥିବା ସିବିଆଇ ୪ ମାସ ପରେ ଶୁକ୍ରବାର ଚାର୍ଜସିଟ ଦାଖଲ କରିଛି । ୪ ଅଭିଯୁକ୍ତଙ୍କ ବିରୋଧରେ ଗଣବଳାତ୍କାର ଓ ହତ୍ୟା ସହ ଏସସି/ଏସସଟି ଆକ୍ଟ ଅନୁସାରେ ଦଫା ମଧ୍ୟ ଲଗାଯାଇଛି । ସେପ୍ଟମ୍ବର ୧୪ରେ ଜଣେ ୧୯ ବର୍ଷୀୟା ଦଳିତ ଯୁବତୀଙ୍କ…

ଦଗାଦିଆ ଛାତ୍ରକୁ ଜେଲ ପଠାଇଲେ ପ୍ରେମିକା ଶିକ୍ଷୟତ୍ରୀ

ରାମପୁର(ଉ.ପ୍ର): ଗୁରୁ ଓ ଶିଷ୍ୟ ଭଳି ପବିତ୍ର ସଂପର୍କରେ ପଡିଲା କଳଙ୍କର ଛିଟା । ପବିତ୍ର ସଂପର୍କକୁ ପ୍ରେମ ସଂପର୍କରେ ପରିଣତ କରିଥିଲେ ଜଣେ ଛାତ୍ର ଓ ଶିକ୍ଷୟତ୍ରୀ । ହେଲେ ଶେଷରେ ଏହି ପ୍ରେମ କାହାଣୀର ପରିଣାମ ଛାତ୍ର ପାଇଁ କାଳ ସାଜିଛି । ତେବେ ଏକତରଫା ନୁହେଁ ବରଂ ଉଭୟଙ୍କ ମନରେ ଉଠିଥିଲା…

କିଏ ବିକୁଥିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ?

ବାରଣାସୀ: ବିକ୍ରି ହେବ ବାରଣାସୀରେ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । କିଛି ଏପରି ବିଜ୍ଞାପନ ଆଜି ଉତ୍ତରପ୍ରଦେଶରେ ହଟଚମଟ ସୃଷ୍ଟି କରିଥିଲା । ଅନ୍‌ଲାଇନ୍ ପ୍ଲାଟଫର୍ମ ଓଏଲଏକ୍ସରେ ମିନି ପିଏମ୍‌ଓ ବିକ୍ରି ହେବା ବିଜ୍ଞାପନ କେବଳ ସାଧାରଣ ଲୋକ ନୁହେଁ ବରଂ ପୋଲିସ ପ୍ରଶାସନକୁ ବି ଚକିତ…

ଗଧ ମଳରେ ପ୍ରସ୍ତୁତ ହେଉଥିଲା ମସଲା

ଆଗ୍ରା(ଉ.ପ୍ର): ଘରେଘରେ ଖାଦ୍ୟ ପ୍ରସ୍ତୁତି ପାଇଁ ବ୍ୟବହାର ହୁଏ ବିଭିନ୍ନ ମସଲା । ଏହି ସମସ୍ତ ମସଲାରୁ ବ୍ୟଂଜନକୁ ମିଳେ ଭିନ୍ନ ପରିଚୟ । ଏଥିପାଇଁ ଅନେକ ଲୋକ ବଜାରରୁ ରେଡି ମେଡ୍ ମସଲା କିମ୍ବା ଗୋଟା ମସଲା ଆଣି ଘରେ ପ୍ରସ୍ତୁତ କରିଥାନ୍ତି । ହେଲେ ରେଡି ମେଡ୍ ମସଲାର ଗୁଣବତ୍ତାକୁ ନେଇ ବେଶ…

ଗୋଟିଏ ମଣ୍ଡପରେ ବିବାହ କଲେ ମାଆ ଝିଅ !

ଲକ୍ଷ୍ନୌ: ଚକିତକର ତଥା ଅବିଶ୍ୱସନୀୟ, ତଥାପି ସତ । ଏକାଠି ଗୋଟିଏ ମଣ୍ଡପରେ ବିବାହ କଲେ ମାଆ ଓ ଝିଅ । ଗୁରୁବାର ଉତ୍ତରପ୍ରଦେଶ ଗୋରଖପୁରରେ ଏଭଳି ବିବାହ ଖୁବ ଚର୍ଚ୍ଚାରେ ରହିଛି । ପରସ୍ପରଙ୍କ ଜୀବସାଥୀ ସହ ଛନ୍ଦି ହୋଇଥିଲେ ୫୩ ବର୍ଷୀୟା ମାଆ ଓ ୨୭ ବର୍ଷୀୟା ଝିଅ । ଉଭୟ ମାଆ ଓ ଝିଅ ଏକାଠି…

“ଇଲେକ୍ଟ୍ରିକ୍ ବଲ୍‌ବ”ର ଦାମ୍ ୯ ଲକ୍ଷ ଟଙ୍କା !

ବରେଲି (ଉ.ପ୍ର): ବେଶ କିଛିଦିନ ପୂର୍ବରୁ ମିରଟ୍‌ରେ ଦୁଇ ଜଣ ବ୍ୟକ୍ତି ଆଲ୍ଲାଦିନର ଚିରାଗକୁ ଜଣେ ଡାକ୍ତରଙ୍କୁ ଅଢେଇ କୋଟି ଟଙ୍କାରେ ବିକ୍ରୟ କରିଥିଲେ । ତେବେ ପରବର୍ତ୍ତି ସମୟରେ ତାହା ନକଲି ବୋଲି ଜଣାପଡିଥିଲା । ଏବେ ଉତ୍ତରପ୍ରଦେଶର ବରେଲିରେ ସାମ୍ନାକୁ ଆସିଛି ଆଉ ଏକ ଚକିତକର ଘଟଣା । ଜଣେ…

ଏମିତି ବି ଆସେ ମୃତ୍ୟୁ: ସ୍କର୍ପିଓ ଉପରେ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ, ୮ ମୃତ

ଲକ୍ଷ୍ନୌ: ବିବାହ ଭୋଜିରେ ଯୋଗ ଦେଇ ହସଖୁସିରେ ଘରକୁ ଫେରୁଥିଲେ । ବାଟରେ ଅନାଇ ବସିଥିଲା ମୃତ୍ୟୁ । ଉତ୍ତରପ୍ରଦେଶର କୌଶାମ୍ବିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ଦୁଇ ଜଣ । ସ୍କର୍ପିଓ ଉପରେ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ । ବାଲି ଭିତରେ…