Latest Odisha News

BREAKING NEWS

Browsing Category

ଉତ୍ତରପ୍ରଦେଶ

Uttar Pradesh

ଯାଇପାରିଲାନି ଭୋଜି, ବେକରେ ଲଗାଇଲା ରସି

ମୁଜାଫରନଗର: ମଳିନ ପଡିଥିଲା ବିବାହ ଉତ୍ସବରେ ସାମିଲ ହେବାର ଆଶା । ଭୋଜିକୁ ଯିବା ପାଇଁ ମାଆ ପାଖେ ନେହୁରା ହୋଇଥିଲା ୮ ବର୍ଷର ଝିଅ । ହେଲେ ପଣତକାନି ଝାଡି ପୁଅକୁ ନେଇ ବିବାହ ଉତ୍ସବକୁ ମାଆ ଚାଲିଯାଇଥିଲା । ଶେଷରେ ମାନସିକ ଆଘାତକୁ ସହ୍ୟ କରିନପାରି ଜୀବନ ହାରିଥିଲା ନାବାଳିକା ।…

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ନାଁରେ ହେବ ଅଯୋଧ୍ୟା ଏୟାରପୋର୍ଟ

ଲକ୍ଷ୍ନୌ: ଅଯୋଧ୍ୟା ଏୟାରପୋର୍ଟର ନାଁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଏୟାରପୋର୍ଟ ହେବ । ବିମାନବନ୍ଦରକୁ ଅନ୍ତର୍ଜାତୀୟସ୍ତରର କରାଯିବ । ଉତ୍ତରପ୍ରଦେଶରେ ଯୋଗୀ କ୍ୟାବିନେଟ୍ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏସମ୍ପର୍କିତ ପ୍ରସ୍ତାବ ଉପରେ ଆଜି ମୋହର ମାରିଛି ରାଜ୍ୟ…

ଉତ୍ତରପ୍ରଦେଶରେ ଲଭ ଜିହାଦ ଉପରେ ଅଧ୍ୟାଦେଶ ପାସ୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶ କ୍ୟାବିନେଟରେ ଲଭ ଜିହାଦ ଉପରେ ଆସିଥିବା ଅଧ୍ୟାଦେଶ ପାସ୍ ହୋଇଛି । ଯୋଗୀ ଆଦିତ୍ୟନାଥ ସରକାର ଲଭ ଜିହାଦ ଉପରେ ନୂତନ ନିୟମ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଜୋର ଜବରଦସ୍ତ ଓ ମିଛ କହି ଧର୍ମ ପରିବର୍ତନ କରାଇଥିଲେ ଦୋଷୀକୁ ୧ରୁ ୫ ବର୍ଷ ଜେଲଦଣ୍ଡାଦେଶ ରହିଛି ।…

ଉତ୍ତରପ୍ରଦେଶରେ ବୋଲେରୋ-ଟ୍ରକ ଧକ୍କା, ୧୪ ଜଣଙ୍କର ମୃତ୍ୟୁ

ଟ୍ରକକୁ ପିଟିଲା ବୋଲେରୋ । ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଅଛନ୍ତି ୬ଜଣ ଶିଶୁ । ଦୁର୍ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶ ପ୍ରତାପଗଡରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମାଣିକପୁର ଥାନା ଅନ୍ତର୍ଗତ ପ୍ରୟାଗରାଜ-ଲକ୍ଷ୍ନୌ ହାଇଓ୍ୱେରେ…

ଭାଇରାଲ୍ ଭିଡିଓ ଆଗରେ ମୁଣ୍ଡ ନୁଆଁଇଲା ୟୁପି ପୋଲିସ

ଉତ୍ତରପ୍ରଦେଶ: କରୋନା ପାଇଁ ଦେଶର ବିଭିନ୍ନ ରାଜ୍ୟ ବାଣ ଫୁଟାଇବା ଓ ବିକ୍ରୟ ଉପରେ ରୋକ ଲଗାଇଥିଲେ । ଏହି ଧାରାରେ ସାମିଲ ହୋଇ ଉତ୍ତରପ୍ରଦେଶ ପୋଲିସ ବେଆଇନ ବାଣ ବିକ୍ରିକୁ ରୋକିବା ଲାଗି ଅଭିଯାନ ଆରମ୍ଭ କରିଥିଲା । ଏହି ଧାରାରେ ବୁଲନ୍ଦସହରରେ ଜଣେ ବେଆଇନ ବାଣ ବିକ୍ରେତାଙ୍କୁ ପୋଲିସ ଗିରଫ…

ନିଜ ନାବାଳିକା ଝିଅ ସହ ଦୁଷ୍କର୍ମ କଲା ବାପା !

ଉତ୍ତରପ୍ରଦେଶ: କଳଙ୍କିତ ହୋଇଛି ବାପା ଓ ଝିଅର ପବିତ୍ର ସମ୍ପର୍କ । ନିଜ ରକ୍ତକୁ ଧୋକା ଦେଲା ଜନ୍ମଦାତା । ଉତ୍ତରପ୍ରଦେଶ ନୋଏଡା ଅଂଚଳରେ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ନିଜ ନାବାଳିକା ଝିଅ ସହ ଖୋଦ ତା ବାପା ଦୁଷ୍କର୍ମ କରିବା ଭଳି ସଙ୍ଗୀନ ଅଭିଯୋଗ ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି…

ଟିଭି ପାଇଁ ପୁଅ ହାତରେ ମଲା ବାପା !

ଉତ୍ତରପ୍ରଦେଶ: ଦେଶ ପାଇଁ ଜୀବନ ଦେବାକୁ ଜଣେ ଯବାନ ଶପଥ ଗ୍ରହଣ କରେ । ହେଲେ ନାସିରପୁର ଗାଁରେ ଜଣେ ଅବସରପ୍ରାପ୍ତ ଯବାନ କିନ୍ତୁ ବାପପୁଅର ସଂପର୍କକୁ କଳଙ୍କିତ କରିଛି । ନିଜ ବାପାକୁ ଗୁଳିକରି ହତ୍ୟା କରିଛି । ହତ୍ୟାକାଣ୍ଡ ପଛର କାରଣ ଯେତିକି ଚକିତକର ତାଠୁ ଅଧିକ ଏହି ଘଟଣା ସମସ୍ତଙ୍କୁ…

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ଚାରି ଜଣଙ୍କର ମୃତ୍ୟୁ

ଉତ୍ତରପ୍ରଦେଶ: ବେଆଇନ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୮ ଜଣ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉତ୍ତରପ୍ରଦେଶ କୁଶୀନଗର ଜିଲ୍ଲାରେ ଆଜି ସକାଳୁ ଏହି ଅଘଟଣ ଘଟିଛି । ଆଜି ସକାଳୁ ସକାଳୁ କୁଶୀନଗର ଜିଲ୍ଲା କପ୍ତାନଗଞ୍ଜ…

ସମ୍ପତ୍ତି ପାଇଁ ମାଆକୁ ଜିଅନ୍ତା ଜାଳିଲା ପୁଅ !

ଉତ୍ତରପ୍ରଦେଶ: ଅବିଶ୍ୱସନୀୟ ହେଲେ ବି ସତ । ନିଜ ବିଧବା ତଥା ବୟସ୍କ ମାଆକୁ ଜିଅନ୍ତା ଜାଳିଲେ ପୁଅ ଓ ବୋହୁ । ଉତ୍ତରପ୍ରଦେଶର ଶାହାଜାହନପୁରରେ ଘଟିଥିବା ଏହି ଘଟଣା ପଛରେ ମୁଖ୍ୟ କାରଣ ସାଜିଥିଲା ସମ୍ପତ୍ତି ଲୋଭ । । ରବିବାର ରାତିରେ ଘଟିଥିଲା ଲୋମହର୍ଷଣକାରୀ ଘଟଣା । ଅର୍ଦ୍ଧଦଗ୍ଧ…

[ଭିଡିଓ] ଆଣ୍ଟି କହିବାରୁ ଯୁବତୀଙ୍କୁ ନିର୍ଘାତ ତଣ୍ଟିଆ !

ଉତ୍ତରପ୍ରଦେଶ: ଓଡିଆଙ୍କ ପରମ୍ପରାରେ ନାହିଁ କରୱାଚୌଥ୍ । ହେଲେ ଦିଲ୍ଲୀ, ପଂଜାବ, ଉତ୍ତରପ୍ରଦେଶ, ହରିୟାଣା ଓ ରାଜସ୍ଥାନ ଭଳି ରାଜ୍ୟରେ ଏହି ଉତ୍ସବ ପାଳନ ହୋଇଥାଏ । ଆସନ୍ତାକାଲି କରୱାଚୌଥ ପଡୁଥିବାବେଳେ ଉତ୍ତରପ୍ରଦେଶରେ ବଜାରରେ ମହିଳାଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି । ତେବେ ଇଟାହ…