Latest Odisha News

BREAKING NEWS

Browsing Category

ଉତ୍ତରପ୍ରଦେଶ

Uttar Pradesh

ଉତ୍ତରପ୍ରଦେଶର କୁଖ୍ୟାତ ମିର୍ଚ୍ଚି ଗ୍ୟାଙ୍ଗର ମୁଖ୍ୟ ଗିରଫ, ପୋଲିସକୁ ଚକମା ଦେବା ପାଇଁ ଫଳ ବିକ୍ରି କରୁଥିଲା

ଲକ୍ଷ୍ନୌ: ଉତ୍ତରପ୍ରଦେଶର କୁଖ୍ୟାତ ମିର୍ଚ୍ଚି ଗ୍ୟାଙ୍ଗର ମୂଖ୍ୟ ଆଶୁ ଜାଟକୁ ପୋଲିସ ଗିରଫ କରିଛି । ମୁମ୍ବାଇର ଡିସିପି ଆକବର ପଠାନଙ୍କ କହିବା ଅନୁସାରେ ଆଶୁ ମୁମ୍ବାଇର ବସ୍ତି ଅଞ୍ଚଳରେ ନିଜର ପରିଚୟ ଲୁଚାଇ ରହୁଥିଲା । ଏଠାରେ ସେଫଳ ବିକ୍ରି କରୁଥିଲା । ଉତ୍ତରପ୍ରଦେଶରେ ତା ବିରୋଧରେ ଅନେକ…

ପୂଜା କଲେ ଅହରହ, ଦକ୍ଷିଣା ମିଳିଲା ନକଲି ନୋଟ !

ଉତ୍ତରପ୍ରଦେଶ: ଗୁପ୍ତଧନ ପାଇବା ପାଇଁ ଚାଲିଥିଲା ଗୁପ୍ତପୂଜା । ନିୟୋଜିତ ହୋଇଥିଲେ ୬୦ ପୂଜକ । ଦିନରାତି ଚାଲିଥିଲା ଅଖଣ୍ଡ ପୂଜା । ଗୁପ୍ତଧନ ମିଳିଲେ ପୂଜକ ବି ହେବେ ଅଂଶୀଦାର । ଏହି ଲୋଭରେ ପଡିଥିଲେ ୬୦ ପୂଜକ । ହେଲେ ଗୁପ୍ତଧନ କଥା ଛାଡନ୍ତୁ ଶେଷରେ ଦକ୍ଷିଣାରେ ବି ପୂଜକଙ୍କୁ ମିଳିଥିଲା…

[ଭାଇରାଲ୍ ଭିଡିଓ] “ମୋ ବାପା ମୋତେ ମାରିଦେବେ” କୁମ୍‌କୁମ୍ ଭାଗ୍ୟ ଅଭିନେତ୍ରୀ !

ଉତ୍ତରପ୍ରଦେଶ: କୁମ୍‌କୁମ୍ ଭାଗ୍ୟ ଟିଭି ସିରିଜ୍ ଅଭିନେତ୍ରୀଙ୍କ ଭାଇରାଲ୍ ଭିଡିଓ । ନିଜ ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ ତୃପ୍ତି ଶଙ୍ଖଧର । ମୋ ବାପା ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି । କିଛି ଏପରି କହି ଚହଳ ସୃଷ୍ଟି କରିଛନ୍ତି ତୃପ୍ତି । ହେଲେ କାହିଁକି ?…

ଜଣକ ପ୍ରେମରେ ପଡିଥିଲେ ମା’ ଝିଅ, ଆଉ ତା’ ପରେ…

ଉତ୍ତରପ୍ରଦେଶ: ତ୍ରିକୋଣୀୟ ପ୍ରେମ କାହାଣୀର ବିଶ୍ୱାସଘାତୀ ପରିଣାମ । ଜଣେ ବ୍ୟକ୍ତିକୁ ପ୍ରେମ କରୁଥିଲେ ମା' ଓ ଝିଅ । ହେଲେ ଝିଅ ହାରିଯାଇଥିଲା ପ୍ରେମ ଦୌଡରେ । ପ୍ରେମିକ ସହ ମିଶି ନିଜ ଝିଅ ସହ ମା' ଖେଳିଥିଲା ଖୁନୀ ଖେଳ । ବରେଲିର ଏକ ଲୋମହର୍ଷଣକାରୀ ଘଟଣାରେ ଗୁରୁବାର ୧୯ ବର୍ଷୀୟ…

[ଭାଇରାଲ୍ ଭିଡିଓ] ମାଗଣାରେ ମାଡ ଖାଉଛି ସର୍ବହରା ଜନତା !

ଉତ୍ତରପ୍ରଦେଶ: ସତରେ କ'ଣ କରୋନା କାଳରେ ଅଲୋଡା ସାଧାରଣ ଜନତା ? ସାରା ବିଶ୍ୱ ଠପ୍ ପଡିଥିବାବେଳେ ପଡିଉଠି ମୁଣ୍ଡ ଟେକିବାକୁ ଚେଷ୍ଟା କରୁଛନ୍ତି ନୀରିହ ଜନତା । ହେଲେ କିଛି ଉଦ୍ଦେଶ୍ୟହୀନ ସରକାରୀ କର୍ମଚାରୀଙ୍କ ପାଇଁ ବଦନାମ ହେଉଛି ସମଗ୍ର ପ୍ରଶାସନ । ଉତ୍ତରପ୍ରଦେଶର ବଲିଆ ଜିଲ୍ଲାରୁ…

ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର୍ ଚେତନ ଚୌହାନ !

ଉତ୍ତରପ୍ରଦେଶ: ୭୩ ବର୍ଷ ବୟସରେ ଆରପାରିକୁ ଚାଲିଗଲେ ଭାରତର ପୂର୍ବତନ କ୍ରିକେଟର୍ ଚେତନ୍ ଚୌହାନ । କ୍ରିକେଟର୍‌ରୁ ପଲିଟିସିଆନ୍ ପାଲଟିଥିବା ଚେତନ ମୃତ୍ୟୁ ପୂର୍ବରୁ ଜୁଲାଇ ମାସରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିଲେ । ସେବେଠାରୁ ସେ ଭେଣ୍ଟିଲେଟରରେ ରହିଥିଲାବେଳେ ତାଙ୍କ…

ପୋଷା ବିଲେଇ ପାଇଁ ଚାଲିଗଲା ନାବାଳକର ଜୀବନ !

ଉତ୍ତରପ୍ରଦେଶ: ଘରକୁ ଆସିଲାନି ବିଲେଇ ଛୁଆ । ଚାଲିଗଲା ୧୪ବର୍ଷୀୟ ନାବାଳକର ଜୀବନ । ସତରେ ଏହି କରୋନା କାଳ ଲୋକଙ୍କ ମାନସିକତାକୁ ବି ରୁଗ୍‌ଣ କରିଦେଇଛି । ଛୋଟଛୋଟ କଥାରେ ଲୋକେ ଆତ୍ମହତ୍ୟା କରିବାକୁ ବି ପଛାଉନାହାନ୍ତି । ଗାଜିଆବାଦର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବୁଧବାର ଜଣେ…

ଘୁଙ୍ଗୁଡି ପାଇଁ ହତ୍ୟାକାରୀ ସାଜିଲା ପୁଅ !

ଉତ୍ତରପ୍ରଦେଶ: ପଢିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ଆମ ଜୀବନରେ ଘୁଙ୍ଗୁଡି ଏକ ଅଭିନ୍ନ ଅଙ୍ଗ । ପରିବାରରେ କେହି ନା କେହି ଏପରି ଅଭ୍ୟାସରେ ସଂପୃକ୍ତ ଥାନ୍ତି । ହେଲେ ଘୁଙ୍ଗୁଡି ମାରିବାକୁ ନେଇ ହତ୍ୟାକାଣ୍ଡ ଭଳି ଘଟଣା ଆପଣ କେବେ ବି ଶୁଣିନଥିବେ କି ପଢିନଥିବେ ।…

ଲଡୁ ପାଇଁ ସ୍ତ୍ରୀକୁ ଛାଡପତ୍ର !

ଉତ୍ତରପ୍ରଦେଶ: ସକାଳୁ ସଂଧ୍ୟାଯାଏଁ ଲଡୁ ଖାଇଖାଇ ଜଣେ ବ୍ୟକ୍ତି ଅତିଷ୍ଠ ହୋଇପଡିଥିଲେ । ଏପରିକି ନିଜ ସ୍ତ୍ରୀକୁ ବାରମ୍ବାର ଖାଇବାରେ ଲଡୁ ନ ଦେବାକୁ ଅନୁରୋଧ କରିବା ସହ ତାଗିଦ ବି କରିଥିଲେ । ହେଲେ ସ୍ତ୍ରୀ ନ ଶୁଣିବାରୁ ସେହି ବ୍ୟକ୍ତି ଜଣକ ଛାଡପତ୍ର ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।…

ବାପା ଡାକ ଶୁଣିପାରିଲେନି କୋ ପାଇଲଟ ଅଖିଳେଶ ଶର୍ମା ..

ଭୁବନେଶ୍ୱର : ନୀଳ ଆକାଶରେ ଘୁରି ବୁଲୁଥିଲେ ସେ । ସ୍ୱପ୍ନ ଥିଲା ଅନ୍ଧାରକୁ ଚିରି ନବଜାତ ଦୁନିଆର ଆଲୋକ ଦେଖିବା ପରେ ତାଙ୍କ ଭଳି ନୀଳ ଆକାଶରେ ଘୁରିବୁଲିଥାନ୍ତା । କିନ୍ତୁ ଆକାଶରୁ ଓହ୍ଲାଉ ଓହ୍ଲାଉ ବାପା ଚାଲିଗଲେ ଅନ୍ଧାର ଭିତରକୁ । ଆଉ ୧୫ ଦିନ ପରେ କେରଳରେ ଗତକାଲି ବିମାନ ଦୁର୍ଘଟଣାରେ…