Latest Odisha News

BREAKING NEWS

Browsing Category

ପଶ୍ଚିମବଙ୍ଗ

West Bengal

ଅଲ-କାଏଦା ଟାର୍ଗେଟ୍‌ରେ ପଶ୍ଚିମବଙ୍ଗ ନେତା !

ପଶ୍ଚିମବଙ୍ଗ: ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ରିପୋର୍ଟରେ ସାମ୍ନାକୁ ଆସିଲା ଚାଂଚଲ୍ୟକର ତଥ୍ୟ । ପଶ୍ଚିମବଙ୍ଗରେ ଆକ୍ରମଣ କରିବାକୁ ଯୋଜନା କରୁଛି ଆତଙ୍କବାଦୀ ସଙ୍ଗଠନ ଅଲ୍‌-କାଏଦା । ଏଥିପାଇଁ ପଶ୍ଚିମବଙ୍ଗରୁ ସଦସ୍ୟ ସୃଷ୍ଟି କରିବା ସହ ସ୍ଲିପର୍ ସେଲକୁ ସକ୍ରିୟ କରିବାକୁ ଅଲ୍‌-କାଏଦା…

ଖଣ୍ଡାଧାରରେ ସୋନାଗାଚ୍ଛି ଦେହଜୀବୀଙ୍କ ଜୀବନ ଜିବୀକା !

ଭୁବନେଶ୍ୱର: ଲକ୍‌ଡାଉନ୍‌ରେ ପ୍ରଭାବିତ ହୋଇଥିଲା ସମଗ୍ର ବିଶ୍ୱ । ଏଥିରେ ଭାରତ ବା ବାଦ୍ ପଡିବ କିପରି ? ଏହାର ଚିତ୍ର ଏବେ ବି ପ୍ରତିଦିନ ପ୍ରତି ମୁହୁର୍ତ୍ତ୍ୱରେ ସାମ୍ନାକୁ ଆସୁଛି । ତେବେ ଏପରି ପରିସ୍ଥିତିରେ କିପରି ରହିଛି ଏସିୟାର ସବୁଠୁ ବଡ ରେଡ୍ ଲାଇଟ୍ ଅଂଚଳ ସୋନାଗାଚ୍ଛିିର ସ୍ଥିତି ?…

ଦୁର୍ଗାପୂଜାରେ ଦର୍ଶକ ମନା

କୋଲକାତା: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଆସିବେ ମା' ଦଶଭୁଜା । କିନ୍ତୁ ଏହି ପାର୍ବଣକୁ ଫିକା କରିଦେଇଛି ହାଇକୋର୍ଟଙ୍କ ନିର୍ଦେଶ । ଦୁର୍ଗା ପୂଜା ପାଣ୍ଡାଲରେ ପରିଦର୍ଶକମାନଙ୍କ ଉପରେ ଲାଗିଲା ରୋକ । ପଶ୍ଚିମବଙ୍ଗ ଗଣପର୍ବ ଆରମ୍ଭର ମାତ୍ର ତିନିଦିନ ପୂର୍ବରୁ କୋଲକାତା ହାଇକୋର୍ଟ ଏହି…

ସୁଶାନ୍ତ ସିଂ ରାଜପୁତଙ୍କ ସିନେମା ସହିତ ଆରମ୍ଭ ହେବ ପଶ୍ଚିମବଙ୍ଗ ପ୍ରେକ୍ଷାଳୟ

କୋଲକାତା: ପଶ୍ଚିମବଙ୍ଗର ଅନେକ ସିଙ୍ଗଲ୍ ସ୍କ୍ରିନ୍ ପ୍ରେକ୍ଷାଳୟ ଆସନ୍ତା ସପ୍ତାହରେ ସୁଶାନ୍ତ ସିଂ ରାଜପୁତ ଚଳଚ୍ଚିତ୍ର ସହିତ ଖୋଲିବ। ଏକ ପିଟିଆଇ ରିପୋର୍ଟ ଅନୁଯାୟୀ, ଚଳଚ୍ଚିତ୍ର ବିତରଣକାରୀ କମ୍ପାନୀର ଅଧିକାରୀମାନେ କହିଛନ୍ତି ଯେ, କୋଲକାତା ଏବଂ ଆଖପାଖରେ ଅତି କମରେ ୧୪ଟି ସିଙ୍ଗଲ୍…

ଆସନ୍ତାକାଲି ମମତା ସରକାରଙ୍କୁ ଘେରିବେ ତେଜସ୍ୱୀ ସୂର୍ଯ୍ୟ!!

କୋଲକାତା: ଆସନ୍ତାକାଲି ବିଜେପି ବଙ୍ଗଳା ୟୁନିଟର ମେଗା ପଦଯାତ୍ରାରେ ଯୋଗଦେବେ ବିଜେପିର ସର୍ବ କନିଷ୍ଠ ଜାତୀୟ ସଚିବ ତେଜସ୍ୱୀ ସୂର୍ଯ୍ୟ । ଯୁବ ନେତା କୋଲକାତାରେ ରାତି ୯ଟାରେ ଅବତରଣ କରିବେ ବୋଲି ଆଶା କରାଯାଉଛି । ବିଜେପିର ବିଜ୍ଞପ୍ତି ଅନୁଯାୟୀ ରାତ୍ର ୧୦.୩୦ରେ ସେ ଏକ ସାମ୍ବାଦିକ…

ଧାର୍ମିକ ସ୍ଥାନ ଗୁଡିକୁ ‘ମହା ତୀର୍ଥ ଭୂମି’ ରୂପେ ଚିହ୍ନଟ କରିବାକୁ ନିର୍ଦେଶ ଦେଲେ ମମତା

କୋଲକାତା: ପଶ୍ଚିମବଙ୍ଗର ଧାର୍ମିକ ସ୍ଥାନ ଗୁଡିକୁ 'ମହା ତୀର୍ଥ ଭୂମି' ବୋଲି ନାମିତ କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୁରୁଲିଆର ଡୁଲଘାଟାର ମନ୍ଦିର ଠାରୁ ଆରମ୍ଭ କରି ମାଲଦା ଜିଲ୍ଲା ବଙ୍ଗଳାର ହଜରତ ପାଣ୍ଡୁଆରେ ସାଧୁ ନୁର କୁଟ ବାଲାମଙ୍କ ସମାଧି ପର୍ଯ୍ୟନ୍ତ…

ପବଜୀ ଖେଳି ପାରିଲେନି ବୋଲି ….

ପଶ୍ଚିମବଙ୍ଗ: ପବଜୀ ନିଶାରେ ଯୁବ ପୀଢ଼ୀ । ଆପ୍ ବ୍ୟାନ ପରେ ଯୁବଗୋଷ୍ଠୀଙ୍କ ଟେନସନ୍ ବଢିଯାଇଛି । ଏମିତି ହୋଇଛି ଯେ ଜଣେ ଛାତ୍ର ନିଜ ଜୀବନକୁ ଶେଷ ବି କରି ଦେଲେ । ପଶ୍ଚିମବଙ୍ଗରୁ ସାମନାକୁ ଆସିଛି ଏହି ଘଟଣା । ପବଜୀ ଖେଳି ନପାରିବାରୁ ପଶ୍ଚିମବଙ୍ଗ ନାଦିଆ ଜିଲ୍ଲାରେ ଜଣେ ୨୧ ବର୍ଷର ଛାତ୍ର…

କୋଲକାତାରେ ଗ୍ରାଜୁଏସନ କରିବେ ସନ୍ନି ଲିଓନି !

କୋଲକାତା: ଅଭିନୟ ସହ କଲେଜରେ ପଢିବେ ସନ୍ନି ଲିଓନି । ଏପରିକି ମେରିଟ୍ ଲିଷ୍ଟରେ ବି ତାଙ୍କ ନାଁ ରହିଛି । ଏହି ଖବରକୁ ନେଇ ଆମ ପାଖରେ କୌଣସି ଦଲିଲ ନାହିଁ । ହେଲେ କୋଲକାତାର ଏକ କଲେଜର ଇଂଗ୍ଲିସ୍ ଅନର୍ସ ମେରିଟ୍ ଲିଷ୍ଟରେ ତାଙ୍କ ନାଁ ସାମ୍ନାକୁ ଆସିଛି । କୋଲକାତାର ଆଶୁତୋଷ କଲେଜ । ଏହି…

ପଶ୍ଚିମବଙ୍ଗ ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ରହସ୍ୟଜନକ ମୃତ୍ୟୁ

କୋଲକାତା: ପଶ୍ଚିମବଙ୍ଗର ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ରହସ୍ୟଜନକ ମୃତ୍ୟୁ । ଉତ୍ତର ଦିନଜପୁର ଜିଲ୍ଲାର ବନ୍ଦୋଲରେ ଘର ନିକଟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ମୃତଦେହକୁ ଜବତ କରି…

ବାତ୍ୟା ଅମ୍ଫାନ: ପଶ୍ଚିମବଙ୍ଗ ଲାଗି ୧୦୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

କୋଲକାତା: ଅମ୍ଫାନ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗ ଲାଗି ୧୦୦୦ କୋଟି ଟଙ୍କାର ଆଗୁଆ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଆକାଶମାର୍ଗରୁ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକୁ ସର୍ବେକ୍ଷଣ କରିବା ସହିତ…