Latest Odisha News

BREAKING NEWS

Browsing Category

ପଶ୍ଚିମବଙ୍ଗ

West Bengal

ନିର୍ବାଚନ ପୂର୍ବରୁ ପଦାରେ ପଡ଼ିଲା ପଶ୍ଚିମବଙ୍ଗ ବିଜେପିର ଗୋଷ୍ଠୀ କନ୍ଦଳ

ପଶ୍ଚିମବଙ୍ଗ : ନିର୍ବାଚନ ପୂର୍ବରୁ ପଦାରେ ପଡ଼ିଲା ପଶ୍ଚିମବଙ୍ଗ ବିଜେପିର ଗୋଷ୍ଠୀ କନ୍ଦଳ । ବିଜେପି କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । ଦଳୀୟ କାର୍ଯ୍ୟାଳୟ ଉପରକୁ ପଥର ମାଡ଼ ସହ ଗାଡିରେ ନିଆଁ ଲଗାଇ ଦେଇଛନ୍ତି । ପୂର୍ବ ବର୍ଦ୍ଧମାନର ବିଜେପି…

ଦିଦିଙ୍କ ବଡ଼ ଘୋଷଣା: ପଶ୍ଚିମବଙ୍ଗରେ ଲୋକଙ୍କୁ ମାଗଣାରେ କୋଭିଡ୍ ଭ୍ୟାକସିନ୍

କୋଲକାତା: ଚଳିତବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ରହିଛି । ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ତୀବ୍ର ହୋଇଛି ରାଜନୈତିକ ବୟାନବାଜି । ଏହାରି ଭିତରେ ବଡ଼ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ । ଲୋକଙ୍କୁ ମାଗଣାରେ କୋଭିଡ୍…

ପଶ୍ଚିମବଙ୍ଗ ନିର୍ବାଚନ: କଂଗ୍ରେସ, ବାମଦଳ ଏକତ୍ର ଲଢ଼ିବେ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ୨୦୨୧ରେ ହେବ । ଏହି ନିର୍ବାଚନରେ ଶାସକ ଦଳ ଟିଏମସି ଓ ବିଜେପି ମଧ୍ୟରେ କଡା ମୁକାବିଲା ହେବ ବୋଲି ଆଶା କରାଯାଉଛି । ଏହି ଅବସରରେ ଗୁରୁବାର କଂଗ୍ରେସ ଓ ବାମଦଳ ଏକତ୍ର ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତି ନେଇଛନ୍ତି । ପଶ୍ଚିମବଙ୍ଗ କଂଗ୍ରେସର ସଭାପତି ଅଧୀର…

ପତ୍ନୀ ତୃଣମୂଳରେ ମିଶିଲେ, ରାଗରେ ବିଜେପି ଏମପିଙ୍କ ଛାଡପତ୍ର ଧମକ

କୋଲକାତା: କୋଲକାତାରେ ରାଜନୈତିକ ନାଟକ ଆରମ୍ଭ ହୋଇଯାଇଛି । ତୃଣମୂଳ କଂଗ୍ରେସରୁ ନେତାମାନେ ବିଜେପିରେ ମିଶିବା ପରେ ସୋମବାର ଆଉ ଏକ ଡ୍ରାମା ଦେଖିବାକୁ ମିଳିଛି । ବିଜେପି ସାଂସଦ ସୌମିତ୍ର ଖାଁଙ୍କ ପତ୍ନୀ ସୁଜତା ମଣ୍ଡଳ ତୃଣମୂଳ କଂଗ୍ରେସରେ ମିଶିଛନ୍ତି । ଏଥିରେ ରାଗିଯାଇ ସୌମେତ୍ର ତାଙ୍କୁ…

ପଶ୍ଚିମବଙ୍ଗ ନିର୍ବାଚନ: ବୁରଖା ପିନ୍ଧା ଭୋଟରଙ୍କୁ ନେଇ ଚିନ୍ତାରେ ବିଜେପି

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନକୁ ଜିତିବା ପାଇଁ ବିଜେପି ଜୋରସୋରରେ ଉଦ୍ୟମ ଆରମ୍ଭ କରିଦେଇଛି । ଏହା ମଧ୍ୟରେ ଶୁକ୍ରବାର ବୁରଖାଧାରୀ ଭୋଟରଙ୍କୁ ନେଇ ବିଜେପି ନିର୍ବାଚନକମିଶନଙ୍କ ଦ୍ୱାରସ୍ତ ହୋଇଛି । ବିଜେପି ପକ୍ଷରୁ ଲେଖାଯାଇଥିବା ପତ୍ରରେ ଉଲ୍ଲେଖ ରହିଛି ଯେ, ଭୋଟରଙ୍କ ପ୍ରକୃତ ଚିହ୍ନଟ…

ମାଆ ନା ପିଶାଚିନୀ ? ପୁଅକୁ ହତ୍ୟା କରି କର୍ପୂର ଓ ଘିଅରେ ଭାଜିଲା

କୋଲକାତା: କଥାରେ ଅଛି ମାଆ ହେଉଛି ପ୍ରଥମ ଭଗବାନ । ପୁତ୍ର କିମ୍ବା କନ୍ୟାସନ୍ତାନର ପ୍ରଥମ ରକ୍ଷକ । ହେଲେ ସେହି ରକ୍ଷକ ଯଦି ସାଜେ ଭକ୍ଷକ । ତେବେ କ'ଣ କରିବେ ଆପଣ ? ମାଆ ଭଳି ପବିତ୍ର ଶବ୍ଦକୁ ଅବିଶ୍ୱାସ କରିବେ ନା ଘଟଣାର ସତ୍ୟାସତ୍ୟ ଜାଣିବା ପରେ ତର୍ଜମା କରିବେ । କୋଲକାତାରେ ଏମିତି ଏକ…

ଆରପାରିରେ ବଲିଉଡ ଅଭିନେତ୍ରୀ ଆର୍ଯ୍ୟା ବାନାର୍ଜି

କୋଲକାତା: ଆଉ ନାହାନ୍ତି ଅଭିନେତ୍ରୀ ଦେବଦତ୍ତା ଓରଫ ଆର୍ଯ୍ୟା ବାନାର୍ଜି । ୩୫ ବର୍ଷ ବୟସରେ ସେ ଶୁକ୍ରବାର କୋଲକାତାର ନିଜ ବାସଭବନରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ପୋଷ୍ଟମୋର୍ଟମରେ ଜଣାପଡିଛି ଲିଭର୍ ସମସ୍ୟା ଦେଇ ଗତି କରୁଥିବା ଆର୍ଯ୍ୟାଙ୍କ ପେଟରେ ମଦ ମିଳିଥିଲା । ସ୍ୱର୍ଗତ ସୀତାର…

ଫେରୁଛନ୍ତି ରାନୁ ମଣ୍ଡଳ…

ପଶ୍ଚିମବଙ୍ଗ: ରାନୁ ମଣ୍ଡଳ । ଅନେକ ହୁଏ ତ ଏହି ଚେହେରା କିମ୍ବା ନାଁକୁ ଭୁଲିନଥିବେ । ପଶ୍ଚିମବଙ୍ଗ ରାଣାଘାଟ ରେଳବାଇ ପ୍ଲାଟଫର୍ମରେ ଗୀତ ଗାଇ ଏହି ମହିଳା ଜଣକ ରାତାରାତି ଇଣ୍ଟରନେଟ୍ ଷ୍ଟାର ପାଲଟିଥିଲେ । ଏପରିକି ହିମେଶ ରେଶମିୟାଁଙ୍କ ନିର୍ଦ୍ଦେଶନାରେ ଗୀତ ବି ଗାଇଥିଲେ । ଦର୍ଶକଙ୍କୁ…

ନିୟମ ଭାଙ୍ଗି ବିଦେଶୀ ଯୁବତୀଙ୍କ ଜୀବନ ବଂଚାଇଲା ଭାରତୀୟ ହସ୍ପିଟାଲ !

ଠାକୁରପୁର: ଏକ ହୃଦୟସ୍ପର୍ଶୀ ଘଟଣାକୁ ନେଇ ସାମ୍ନାକୁ ଆସିଛି କୋଲକାତାର ଠାକୁରପୁର କ୍ୟାନ୍ସର ହସ୍ପିଟାଲ । ହସ୍ପିଟାଲ ନିମୟ ଭାଙ୍ଗି ବଂଚାଇଲେ ବିଦେଶୀ ଯୁବତୀଙ୍କ ଜୀବନ । ଏହି ଘଟଣା ଯେତିକି ଅନନ୍ୟ, ଡାକ୍ତରଙ୍କ ମହାନତା ସେତିକି ଅବର୍ନନୀୟ । ଠାକୁରପୁର କ୍ୟାନ୍ସର୍ ହସ୍ପିଟାଲ ନିୟମ…

ପଶ୍ଚିମବଙ୍ଗ ନିର୍ବାଚନ: ଟିଏମସି ସହ ଏକତ୍ର ଲଢ଼ିବା ପାଇଁ ପ୍ରସ୍ତାବ ଦେଲା ଏଆଇଏମଆଇଏମ

କୋଲକାତା: ବିହାର ନିର୍ବାଚନରେ ଭଲ ଫଳାଫଳ କରିବା ପରେ ଏଆଇଏମଆଇଏମ ଏବେ ଆଖି ପକାଇଛି ପଶ୍ଚିମବଙ୍ଗ ନିର୍ବାଚନ ଉପରେ । ଏହାର ଅଧ୍ୟକ୍ଷ ଅସଦୁଦ୍ଦିନ ଓୱାଇସ ଏବେ ଟିଏମସି ସହ ଏକତ୍ର ନିର୍ବାଚନ ଳଢ଼ିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଟିଏମସି ମୁଖ୍ୟ ତଥା ପ୍ରଧାନମନ୍ତ୍ରୀ ମମତା ବାନାର୍ଜି ଏ ନେଇ…