Latest Odisha News

BREAKING NEWS

Browsing Category

ଫିଚର

ବାହୁଡ଼ା ପହଣ୍ଡି ଆରମ୍ଭ, ଶରଧାବାଲିରେ ଲାଗିଛି ଭକ୍ତଙ୍କ ଗହଳି

ପୁରୀ: ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି । ଆଜି ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ନୀତିକାନ୍ତି ସଅଳ ଚାଲିଛି । ନିର୍ଦ୍ଧାରିତ ସମୟର ୪ ଘଣ୍ଟା ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିବା ବେଳେ ଦର୍ପଦଳନ ରଥରେ ବିରାଜିତ ହୋଇଛନ୍ତି…

ୟୁସିସିକୁ ନେଇ ଡ୍ରାଫ୍ଟ ପ୍ରସ୍ତୁତ କରିବ ଅଲ୍ ଇଣ୍ଡିଆ ମୁସଲିମ ପର୍ସନଲ ଲ’ ବୋର୍ଡ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ୟୁନିଫର୍ମ ସିଭିଲ କୋଡ (ୟୁସିସି) କୁ ନେଇ ବିତର୍କ ତୀବ୍ର ହୋଇଛି। ସମସ୍ତ ବିଜେପି ନେତାଙ୍କ ପରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ୟୁନିଫର୍ମ ସିଭିଲ କୋଡକୁ ସମର୍ଥନ କରିଛନ୍ତି। ଏହି ସମୟରେ ଅଲ ଇଣ୍ଡିଆ ମୁସଲିମ ପର୍ସନଲ ଲ’…

ଆମେରିକା ପରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତର ରୋଡ୍ ନେଟୱର୍କ: ନିତିନ ଗଡକରୀ

ନୂଆଦିଲ୍ଲୀ: ଗତ ୯ ବର୍ଷ ମଧ୍ୟରେ ଭାରତର ସଡ଼କ ନେଟୱର୍କ ୫୯% ବୃଦ୍ଧି ପାଇଛି। ଆମେରିକା ପରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତର ରୋଡ୍ ନେଟୱର୍କ। ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି।…

ଦେଶରେ ଲାଗୁ ହେବ କି ୟୁନିଫର୍ମ ସିଭିଲ କୋଡ, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଭୋପାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଜନତା ପାର୍ଟି କର୍ମୀଙ୍କୁ ସମ୍ବୋଧିତ କରିଥିଲେ। ଉଦଘାଟନୀ ଭାଷଣରେ ସେ ମଧ୍ୟପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ କର୍ମୀ ଏବଂ ବୁଥ କମିଟି ମୁଖ୍ୟମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଏହି ସମୟରେ ସେ ସମସ୍ତ…

ବାହାନଗା ରେଳ ଷ୍ଟେସନରେ ୨୬ ଦିନ ପରେ ଆଜିଠୁ ପୁଣି ଟ୍ରେନ୍ ସେବା ଆରମ୍ଭ

ବାହନଗା: ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ୨୬ ଦିନ ପରେ ଆଜିଠୁ ସ୍ବାଭାବିକ ହେବାକୁ ଯାଉଛି ରେଳସେବା। ଦୁର୍ଘଟଣାରେ ୨୯୨ ଜଣଙ୍କୁ ମୃତ୍ୟୁ ଘଟିଛି। ଦୁର୍ଘଟଣାର ସିବିଆଇ ତଦନ୍ତ ଚାଲିଥିବାରୁ ରେଳସେବା ସାମୟିକ ପାଇଁ ବନ୍ଦ ରହିଥିଲା।  ଦକ୍ଷିଣ-ପୂର୍ବ ରେଳପଥ ପକ୍ଷରୁ କୁହାଯାଇଛି ଯେ,…

‘ମହିମା ମଠ ରାଜନୈତିକ ରଣକ୍ଷେତ୍ର ନୁହେଁ, ଟଙ୍କା ଦେଇ ସ୍ୱାଭିମାନୀ ଢେଙ୍କାନାଳବାସୀଙ୍କୁ କିଣିପାରିବେନି’

ଗଁନ୍ଦିଆ/ଢେଙ୍କାନାଳ: ରାଜ୍ୟ ଆଜି ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଭାବାବେଗକୁ ବୁଝୁନଥିବା ଦୁର୍ନୀତିଖୋର ଲୋକଙ୍କ ହାବୁଡରେ ପଡିଛି । ଏଠି ବାବୁମାନେ ପ୍ରତିନିଧି । ବାବୁ ମାନଙ୍କ ଚୌକି ପକାଇବା ପାଇଁ ଜନପ୍ରତିନିଧି ମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି ବୋଲି ମଙ୍ଗଳବାର ଢେଙ୍କାନାଳର ଗଁନ୍ଦିଆ…

ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍, ଡାଲାରେ ୧୬ ଜଣ ଶ୍ରମିକ ଥିଲେ

ମୋହନା: ମଙ୍ଗଳବାର ସନ୍ଧ୍ୟା ସାତଟା ସମୟରେ ରା ଉଦୟଗିରି ବ୍ଲକ ଅନ୍ତର୍ଗତ ଚମ୍ପାଘାଟିରେ ଏକ ମାକ୍ସ ପିକଅପ ଦୁର୍ଘଟଣାର ଶିକାର ହୋଇଛି। ଗାଡି ଡାଲାରେ ୧୬ ଜଣ ଶ୍ରମିକ ପୁରୁଣାପାଣି ଓ ପେଣ୍ଠା ଗ୍ରାମକୁ ଫେରୁଥିଲେ। ତେବେ ଚମ୍ପାଘାଟିରେ ଗଡୁଥିବା ସମୟରେ ଡ୍ରାଇଭର ଗାଡିକୁ ନିୟନ୍ତ୍ରଣ…

ବାଲିଯାତ୍ରା ଠିକା କାମରେ ଦୁର୍ନୀତି ଅଭିଯୋଗ, ସିଏମସି ବୈଠକରେ ବିରୋଧୀଙ୍କ ହୋହଲ୍ଲା

କଟକ: ଗତବର୍ଷ ବାଲିଯାତ୍ରାରେ ଠିକା କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ନେଇ ମଙ୍ଗଳବାର କଟକ ମହାନଗର ନିଗମର କାଉନସିଲ ବୈଠକରେ ହୋହଲ୍ଲା ହୋଇଥିଲା। ଏହାବାଦ ବିଭିନ୍ନ ପ୍ରସଙ୍ଗ ଉଠାଇ କଂଗ୍ରେସ ଓ ବିଜେପି କାଉନସିଲରମାନେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିବାବେଳେ ଶାସକ ବିଜେଡି…

ରାଜରାସ୍ତାରେ ଘରୋଇ ଅଧ୍ୟାପକଙ୍କ ଆନ୍ଦୋଳନ, ପୋଲିସ ସହ ଧସ୍ତାଧସ୍ତି

ଭୁବନେଶ୍ବର: ମଙ୍ଗଳବାର ଓଡ଼ିଶାର ଶତାଧିକ ଘରୋଇ ଅଧ୍ୟାପକ ଓ କର୍ମଚାରୀ ବିଧାନସଭା ଚାରିପାଖରେ ଘେରାଉ କରି ପୁଲିସ ସହ ଧସ୍ତାଧସ୍ତି କରିଥିଲେ। ୨୦୦୮-୨୦୧୮ ମସିହାରୁ ଅଧ୍ୟାପକଙ୍କୁ ସରକାରୀ ଅନୁଦାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀ। ଆନ୍ଦୋଳନକାରୀମାନେ କହିଥିଲେ ଯେ ସେମାନେ ଆଜି…

ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଟାଟା ପାଓ୍ବାର କାର୍ଯ୍ୟାଳୟକୁ ଅଣ୍ଡାମାଡ କଲା କଂଗ୍ରେସ

ଭୁବନେଶ୍ୱର: ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାଓ୍ବାର ବିରୋଧରେ କଂଗ୍ରେସ ମଙ୍ଗଳବାର ସାରା ଓଡିଶାରେ ଆନ୍ଦୋଳନ ଆରମ୍ଭ କରିଛି। ବାରମ୍ବାର ବିଜୁଳି କାଟ, ବିଲକୁ ନେଇ ବିଭ୍ରାଟ, ବିଜୁଳି ବଣ୍ଟନରେ ଅନିୟମିତତା ଆଦି ଅଭିଯୋଗ ଆଣିଛି ଦଳ। ନୟାଗଡ଼, କେନ୍ଦ୍ରାପଡ଼ା, ମାଲକାନଗିରିରେ ଥିବା ଟାଟା…