Latest Odisha News

BREAKING NEWS

Browsing Category

ଫିଚର

ଲଘୁଚାପର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଲୁଘୁଚାପ କ୍ଷେତ୍ର ସୃଷ୍ଟି କଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ। ଗତକାଲି ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହ ଜଡ଼ିତ ଘୁର୍ଣ୍ଣିବଳୟ…

ଆଜି ତିନି ରଥର ଦକ୍ଷିଣମୋଡ଼, ୧୨.୩୦ ରେ ଆଜ୍ଞାମାଳ ବିଜେ

ପୁରୀ: ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶ ଦେବା ପରେ ଏବେ ଶ୍ରୀମନ୍ଦିର ଫେରିବାକୁ ତର ତର ହେଲେଣି ମହାବାହୁ। ବାହୁଡ଼ା ଯାତ୍ରା ପାଇଁ ସଜବାଜ ହେଲେଣି ବଡ଼ ଠାକୁର । ଏଥିପାଇଁ ଆଜି(ରବିବାର) ଶରଧାବାଲିରେ ୩ ରଥ ଦକ୍ଷିଣ ମୋଡ କରାଯିବ । ଏଥିପାଇଁ ୩ ରଥକୁ ଭଲ ଭବାରେ ଯାଞ୍ଚ କରାଯାଇଛି। ନନ୍ଦିଘୋଷ…

ବିହାରରେ ଭୁଶୁଡିଲା ପୁଣି ଏକ ନିର୍ମାଣଧିନ ବ୍ରିଜ୍

ପାଟନା: ବିହାରର ଭାଗଲପୁରର ଗଙ୍ଗା ନଦୀ ଉପରେ ନିର୍ମାଣ କରାଯାଉଥିବା ଏକ ବ୍ରିଜ ଭୁଶୁଡିବାର ୩ ସପ୍ତାହ ପରେ କିଷନଗଞ୍ଜ ଜିଲ୍ଲାରେ ଶନିବାର ପୁଣି ଏକ ନିର୍ମାଣଧିନ ବ୍ରିଜ ଭୁଶୁଡିଛି। ପାଟନାଠାରୁ ୪୦୦ କି.ମି ଦୂର ଜାତୀୟ ରାଜପଥ-୩୨୭ଇ ଉପରେ ମେଚି ନଦୀରେ ଏହି ବ୍ରିଜ୍ ନିର୍ମାଣ କରାଯାଉଥିଲା।…

ଜୁଲାଇ ୧ ରେ ଓଟିଇଟି ପରୀକ୍ଷା, ଇଣ୍ଟିଗ୍ରେଟେଡ୍ ଏବଂ ଏମ୍‌ଏଡ୍‌ ଡିଗ୍ରୀଧାରୀଙ୍କୁ ମିଳିବ ସୁଯୋଗ

ଭୁବନେଶ୍ୱର: ଜୁଲାଇ ୧ ରେ ଅନୁଷ୍ଠିତ ହେବ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ୨୦୨୨। ଏଥିଲାଗି ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମା ଏବଂ ବ୍ଲକ୍ ଆଦିରେ ୩୦୭ କେନ୍ଦ୍ର କରାଯାଇଛି। ଏଥର ଇଣ୍ଟିଗ୍ରେଟେଡ୍ ଏବଂ ଏମ୍‌ଏଡ୍‌ ଡିଗ୍ରୀଧାରୀଙ୍କୁ ପରୀକ୍ଷା ଦେବାର ସୁଯୋଗ ମିଳିଥିବାରୁ ଦେଢ…

ଲାଞ୍ଚୁଆ ଆରଆଇକୁ ଅଢେ଼ଇ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜୋରିମାନା

ଭବାନୀପାଟଣା: ଶନିବାର ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଶ୍ରୀକାନ୍ତ ମିଶ୍ର ଏକ ଲାଞ୍ଚ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରି ଲାଞ୍ଚୁଆ ଅବସର ପ୍ରାପ୍ତ ଆରଆଇ ଈଶ୍ୱରୀ ପ୍ରସାଦ ପୁରୋହିତ କୁ ଅଢେ଼ଇ ବର୍ଷ ଜେଲ ଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଡଣ୍ଡାଦେଶ କରିଛନ୍ତି। ଜୋରିମାନା…

କାର ଓ ହାଇୱା ମୁହାଁମୁହିଁ ଧକ୍କା: ୨ ଜଣଙ୍କର ମୃତ୍ୟୁ, ୩ ଜଣ ଗୁରୁତର

ସୁନ୍ଦରଗଡ଼:  ଲହୁଣିପଡ଼ା ଥାନା ଅନ୍ତର୍ଗତ ୨୧୫ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଜାତୀୟ ରାଜପଥର ସୁଖାବନ୍ଧ ଠାରେ…

ପଶ୍ଚିମବଙ୍ଗରୁ ଓଡ଼ିଶା ଆସି ଚିକିତ୍ସା କରୁଥିଲେ, ଜଣାପଡ଼ିଲା ଦୁଇ ଜଣ ନକଲି ଡାକ୍ତର

ବଲାଙ୍ଗୀର: ନିଜର ଡାକ୍ତରୀ ଯୋଗ୍ୟତା ନଥାଇ ଡାକ୍ତର ବୋଲି ପରିଚୟ ଦେଇ ରୋଗୀଙ୍କ ଚିକିତ୍ସା କରୁଥିବା ଅଭିଯୋଗରେ ପୁଲିସ ପଶ୍ଚିମବଙ୍ଗର ଦୁଇ ଜଣଙ୍କୁ ଗିରଫ କରିଛି। ପଶ୍ଚିମବଙ୍ଗର ସୁପ୍ରକାଶ ରାୟ ଓ ପବିତ୍ର ବିଶ୍ୱାସ ନାମକ ଏହି ଦୁଇ ବ୍ୟକ୍ତି ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଦୁଇଟି ଗାଁରେ…

ମଣିପୁର ପ୍ରସଙ୍ଗରେ ସର୍ବଦଳୀୟ ବୈଠକ, ତେଜିଲା ମୁଖ୍ୟମନ୍ତ୍ରୀ ଏନ ବିରେନଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ: ମଣିପୁରର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ୩ ଘଣ୍ଟା ଧରି ଚାଲିଥିଲା ଏହି ବୈଠକ। ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ରାଜ୍ୟର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏନ ବିରେନ…

ନିଜେ ପଢୁଥିବା ପ୍ରାଥମିକ ସ୍କୁଲ ପରିଦର୍ଶନ କରି ଭାବବିହୋଳ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ନିଜ ଜିଲ୍ଲାର ତାଲଚେରରେ ତାଙ୍କ ପିଲାଦିନର ହାଣ୍ଡିଧୁଆ ପ୍ରାଥମିକ ସରକାରୀ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୯୭୨ ରୁ ୭୭ ପର୍ଯ୍ୟନ୍ତ…

ପୁଟିନଙ୍କ ସାମ୍ନାରେ ତିଷ୍ଠିପାରିଲାନି ଓ୍ବାଗନର ସେନାର ବିଦ୍ରୋହ, ୨୪ ଘଣ୍ଟା ଭିତରେ ପ୍ରତ୍ୟାହାର

ମସ୍କୋ: ୱାଗନର୍ ଆର୍ମିର ମୁଖ୍ୟ ୟେଭେଗେନି ପ୍ରିଗୋଜିନ୍ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୁଦ୍ଧରେ ବିଦ୍ରୋହ ପ୍ରତ୍ୟାହାର କରିନେଇଛନ୍ତି। ପୁଟିନଙ୍କ ସାମ୍ନାରେ ବିଦ୍ରୋହ ଘୋଷଣା କରିବାର ୨୪ ଘଣ୍ଟା ଭିତରେ ପ୍ରତ୍ୟାହାର ହୋଇଛି ବିଦ୍ରୋହ। ୟେଭେଗେନି ପ୍ରିଗୋଜିନ୍ ଏକ ବିବୃତ୍ତି…