Latest Odisha News

BREAKING NEWS

Browsing Category

ଫିଚର

ବାଥରୁମ୍ ଝରକା ପଟେ ପଶିଲା ଅଚିହ୍ନା ଜୀବ, ଲୋକେ ଭୟଭୀତ

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ । କିନ୍ତୁ କିଛି ଭିଡିଓ ଏପରି ଦେଖିବାକୁ ମିଳେ ଯେ, ଲୋକେ ଦେଖି ଭୟଭୀତ ହୋଇପଡ଼ନ୍ତି । ଏହିପରି ଗୋଟିଏ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏପରି ଏକ ଜୀବ ଘରର ବାଥରୁମରେ ପଶିଯାଇଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ…

ପ୍ରଥମ ଟେଷ୍ଟରେ ବିଜୟ ପାଇଁ ଅଷ୍ଟ୍ରେଲିଆ ସମ୍ମୁଖରେ ୨୮୧ ରନର ଟାର୍ଗେଟ

ବର୍ମିଂହାମ: ଚଳିତ ଆଶେସ ସିିରିଜର ପ୍ରଥମ କ୍ରିକେଟ ଟେଷ୍ଟରେ ବିଜୟ ହେବା ପାଇଁ ଇଂଲଣ୍ଡ ୪ର୍ଥ ଦିବସରେ ୨୮୧ ରନର ବିଜୟ ଲକ୍ଷ୍ୟ ଅଷ୍ଟ୍ରେଲିଆ ସମ୍ମୁଖରେ ରଖିଛି । ଇଂଲଣ୍ଡ ପ୍ରଥମ ଇନିଂସରେ ଜୋ ରୁଟଙ୍କ ୧୧୮ ଅପରାଜିତ ରନ ସହାୟତାରେ ୩୯୩/୮ରେ ଇନିଂସ ଘୋଷଣା କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ…

ପୂରଣ କଲେ ସ୍ୱପ୍ନ : ବ୍ୟବସାୟ ଛାଡି କୁକୁର ପାଲଟିଗଲେ ଯୁବକ

ଜାପାନ: ସମସ୍ତଙ୍କର ଏକ ସ୍ୱପ୍ନ ଥାଏ । କେହି କେହି ଜୀବନରେ ଭଲ ଚାକିରି କରିବାକୁୁ ଚାହାଁନ୍ତି ତ ଆଉ କିଏ ବିଶ୍ୱ ଭ୍ରମଣ କରିବାକୁ ଚାହାନ୍ତି । କିଛି ଲୋକ ଆରାମଦାୟକ ଜୀବନ ବିତାଇବାକୁ ମଧ୍ୟ ସ୍ୱପ୍ନ ଦେଖନ୍ତି ତ ଆଉ କିଛି ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଜାପାନରେ ରହୁଥିବା ଜଣେ ଯୁବକଙ୍କ…

ଇଣ୍ଡିଗୋ କିିଣିବ ୫୦୦ ନୂତନ ଏୟାରବସ ଏ୩୨୦ ଏୟାରକ୍ରାଫ୍ଟ

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାର ଲାଇନ୍ସ ୫୦୦ ନୂତନ ଏୟାରବସ ଏ୩୨୦ ଏୟାରକ୍ରାଫ୍ଟ କିଣିବା ପାଇଁ ନିଷ୍ପତି ନେଇଛି । ପ୍ରଥମ ଥର ପାଇଁ ଏହି ଭାରତୀୟ ଏୟାରଲାଇନ୍ସ ଦ୍ୱାରା ଏକକାଳୀନ ଏତେ ମାତ୍ରାରେ ଏୟାରବସ ଏ ୩୨୦ ଫ୍ୟାମିଲି ବିମାନ କିଣାଯିବ । ୨୦୩୫ ସୁଦ୍ଧା ଏହାର ଅର୍ଡର ଡେଲିଭେରୀ ହେବ ବୋଲି ଆଶା…

ବୟସ ମାତ୍ର ୧୦ : ହେଲେ ବେଲଗାମ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା

ଲଣ୍ଡନ: ପ୍ରାୟତଃ ପିଲାମାନେ କଣ୍ଢେଇ ଏବଂ ଗାଡ଼ିର ଖେଳନାରେ ଖେଳିବାକୁ ଭଲ ପାଆନ୍ତି । ଏଥିପାଇଁ ସେମାନେ ପ୍ଲାଷ୍ଟିକ୍ ଖେଳଣା ବ୍ୟବହାର କରନ୍ତି । କଣ୍ଢେଇ ପାଇଁ ଘର ହେଉ କିମ୍ବା ଏହାର ଡିଜାଇନର୍ ସାମଗ୍ରୀ, ସବୁକିଛି ବଜାରରେ ସହଜରେ ଉପଲବ୍ଧ । ତଥାପି ଏମିତି ଜଣେ କୁନି ଝିଅ ଅଛି, ଯାହାଙ୍କ…

ଅଜୟ ଦେବଗାନଙ୍କ ମୈଦାନଙ୍କୁ ମିଳୁନି ରିଲିଜ ତାରିଖ

ମୁମ୍ବାଇ: ନିର୍ମାତା ବୋନୀ କାପୁର ଓ ଜି ଷ୍ଟୁଡିଓ ଦ୍ୱାରା ପ୍ରସ୍ତୁତ ମୈଦାନ ଫିଲ୍ମ ଅଢ଼େଇ ବର୍ଷ ହେବ ରିଲିଜ ପାଇଁ ଅପେକ୍ଷା କରି ବସିଛି । ଅଜୟ ଦେବଗାନ ଅଭିନୀତ ଏହି ସ୍ପୋର୍ଟ୍ସ ଡ୍ରାମା ଏବେ ସିଧା ଓଟିଟିରେ ରିଲିଜ ହେବ ବୋଲି ଖବର ପ୍ରକାଶ ପାଇଛି । ୨୭ ନଭେମ୍ବର ୨୦୨୦ରୁ ଏହାର ରିଲିଜ ତାରିଖ…

ଲଢୁଛି ଶିବସେନା, ଦେଖୁଛି ବିଜେପି !

ଭୁବନେଶ୍ୱର: ଚଳଚଞ୍ଚଳ ହେଉଛି ମହାରାଷ୍ଟ୍ର ରାଜନୀତି। ଗୋଟିଏ ପଟେ ଶିବସେନାର ପ୍ରତିଷ୍ଠା ଦିବସକୁ ଉଦ୍ଧବ ଗୋଷ୍ଠି ଓ ସିନ୍ଦେ ଗୋଷ୍ଠି ଅଲଗା ଅଲଗା ପାଳନ କରିଛନ୍ତି। ଉଭୟ ଗୋଷ୍ଠି ଏହି ଅବସରରେ ନିଜର ପାୱାର ସୋ କରିଛନ୍ତି। କିନ୍ତୁ ସେପଟେ ଜଣଙ୍କ ପରେ ଜଣେ ନେତା ଉଦ୍ଧବଙ୍କ ହାତ ଛାଡିବାରେ…

ରାଜସ୍ଥାନ ରାଜନୀତିରେ ବୟସ କଣ୍ଟା, ୭୦ ଟପିଲେ ଟିକେଟ ନାହିଁ !

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ଏଥର ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ପାଇଁ ବେଶ ଚ୍ୟାଲେଞ୍ଜିଙ୍ଗ ହେବ ବୋଲି କୁହାଯାଉଛି। ଉଭୟ କଂଗ୍ରେସ ଓ ବିଜେପି ରାଜସ୍ଥାନରେ ଆଗାମୀ ନିର୍ବାଚନରେ ଯୁବବର୍ଗଙ୍କୁ ଆଗକୁ ଆଣିବାକୁ ଯୋଜନା କରୁଛନ୍ତି। ଉଭୟ ଦଳ ଏଭଳି ରଣନୀତି ଆପଣାଇବାକୁ…

କଂଗ୍ରେସକୁ ମହାରାଷ୍ଟ୍ରରେ ଜିତାଇବେ ସିଦ୍ଦରମେୟା!

ଭୁବନେଶ୍ୱର: କର୍ଣ୍ଣାଟକ ବିଜୟଧାରାକୁ ଅନ୍ୟଆଡେ ବ୍ୟାପକ କରିବା ପାଇଁ କଂଗ୍ରେସ ସ୍ୱତନ୍ତ୍ର ରଣନୀତି ସହ ଆଗଉଛି। ଏହି ଅବସରରେ କର୍ଣ୍ଣାଟକର ପଡୋଶୀ ଓ ଅନ୍ୟତମ ସମୃଦ୍ଧ ରାଜ୍ୟ ମହାରାଷ୍ଟ୍ର ଉପରେ ଦଳର ନଜର ପଡିଛି। ସେଥିପାଇଁ କର୍ଣ୍ଣାଟକ ନିର୍ବାଚନରେ ସଫଳତା ଦେଇଥିବା ନେତାଙ୍କୁ ନେଇ…

ଫିଟ୍‌ନେସ୍ ମନ୍ତ୍ର: ୬୦ ବର୍ଷ ବୟସରେ ଦେଖାଯାନ୍ତି ୨୪ ବର୍ଷୀୟା ଯୁବତୀ

ଚୀନ୍‌: ଆଜିକାଲି ଲୋକେ ନିଜକୁ ଫିଟ୍ ଓ ସୁନ୍ଦର ଦେଖାଯିବାକୁ ବିଭିନ୍ନ ଉପାୟ ଆପଣାଉଛନ୍ତି । ଆଉ କିଛି ଲୋକ ନିଜକୁ ଏମିତି ଫିଟ୍ ରଖନ୍ତି ଯେ, ତାଙ୍କ ବୟସ ଜାଣିବା କଷ୍ଟକର ହୋଇପଡ଼େ । ସେହିପରି ଆଉ କିଛି ଲୋକ ଅଳ୍ପ ବୟସରେ ଯଥେଷ୍ଟ ପରିପକ୍ୱ ଦେଖାଯାନ୍ତି । କାରଣ ହେଉଛି ଖରାପ ଫିଟନେସ୍ ।…