Latest Odisha News

BREAKING NEWS

Browsing Category

ଫିଚର

୩୦ ବର୍ଷ ପୂର୍ବେ ସମୁଦ୍ରକୁ ଫିଙ୍ଗାଯାଇଥବା ବୋତଲକୁ ପାଇଲେ ମହିଳା, ତା ଭିତରୁ ମିଳିଲା ଅନେକ ତଥ୍ୟ

କାନାଡ଼ା: ପ୍ରାୟତଃ ଆମ ଜୀବନରେ ଏପରି ଘଟଣା ଘଟେ, ଯାହା ବିଷୟରେ କେହି କେବେ ଆଗରୁ ଭାବି ନ ଥିବେ । କାନାଡାର ଜଣେ ମହିଳାଙ୍କ ସହ ସମାନ ଘଟଣା ଘଟିଛି । ଯିଏ ହଠାତ୍ ଏକ ପୁରୁଣା ବୋତଲକୁ ସମୁଦ୍ରରେ ଭାସୁଥିବାର ଦେଖି ଆଣିଲେ ଓ ଏହା ଭିତରେ ଥିବା ଏକ ଚିଠି ପଢିବା ପରେ ସେ ଅନେକ ତଥ୍ୟ ପାଇଥିଲେ ।…

ସରକାରଙ୍କ ନିଷ୍ପତ୍ତି: ଦ୍ୱୀପରେ ରହିଲେ ମିଳିବ ୭୧ ଲକ୍ଷ ଟଙ୍କା

ଇରିଶ: କରୋନା ମହାମାରୀ ପରି କିଛି ବିପତ୍ତି ଆସିଲେ ଲୋକେ ଭୟରେ ଅନ୍ୟତ୍ର ପଳାଇ ଯାଆନ୍ତି । ଏହି କାରଣରୁ ବିଭିନ୍ନ ଦେଶର ସରକାର ଉକ୍ତ ଅଞ୍ଚଳଗୁଡିକର ପୁନରୁଦ୍ଧାର ପାଇଁ ଉଦ୍ୟମ କରନ୍ତି । ତେବେ ନିକଟରେ ଏକ ୟୁରୋପିଆନ୍ ଦ୍ୱୀପୀୟ ଦେଶ ଆୟର୍ଲାଣ୍ଡ ସରକାର ଦେଶରେ କିଛି ଦ୍ୱୀପ କରିବାକୁ…

ଟିଭି,ସାଇକେଲ,ଏରୋପ୍ଲେନ ଖାଇ ବିଶ୍ୱ ରେକର୍ଡ଼

ଫ୍ରାନ୍ସ: ସାଧାରଣ ଭାବେ କକରୋଜ୍ ବା ଅସରପାକୁ ସର୍ବଭକ୍ଷୀ ବୋଲି କୁହାଯାଏ । ଅର୍ଥାତ୍ ମାଟି,ଗୋଡ଼ି,କାଠ,ପଥର,ସିମେଣ୍ଟ ଆଦି ଖାଇପାରେ ଅସରପା । କିନ୍ତୁ ଏଭଳି ସର୍ବଭକ୍ଷୀ ମଣିଷ ବି ଅଛନ୍ତି, ଯିଏ ଧରାପୃଷ୍ଠରେ ମିଳୁଥିବା ଯେ କୌଣସି ପ୍ରକାର ସାମଗ୍ରୀକୁ ଖାଇପାରିବାର କ୍ଷମତା ରଖନ୍ତି । ଏଭଳି…

ଏନସିଏ ପ୍ରୋଗ୍ରାମ ପାଇଁ ମନୋନୀତ ହେଲେ ଓଡିଶାର ଦେବାଶୀଷ

ଭୁବନେଶ୍ୱର: ଓଡିଶାର ପୂର୍ବତନ ଟିମ ଇଣ୍ଡିଆ ପେସର ଦେବାଶୀଷ ମହାନ୍ତିଙ୍କୁ ଜାତୀୟ କ୍ରିକେଟ ଏକାଡେମୀ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛି । ଏନସିଏ ହାଇ ପର୍ଫରମାନ୍ସ ବୋଲିଂ ଇଟର୍ଣ୍ଣଶିପ ପାଇଁ ଦେବାଶୀଷଙ୍କୁ ଚୟନ କରିଛି । ଏହି କାର୍ଯ୍ୟକ୍ରମ ବାଙ୍ଗାଲୋରରେ ଜୁନ ୨୦ରୁ ଆରମ୍ଭ ହେବ ।…

ଆଶେସ ସିରିଜ: ତୃତୀୟ ଦିବସରେ ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ, ଇଂଲଣ୍ଡ ୩୫ ରନରେ ଅଗ୍ରଣୀ

ବର୍ମିଂହାମ: ଏଠାରେ ଚାଲିଥିବା ଆଶେସ ସିରିଜର ପ୍ରଥମ କ୍ରିକେଟ ଟେଷ୍ଟରେ ତୃତୀୟ ଦିବସରେ ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ ହୋଇଛି । ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ୩୫ ରନର ଅଗ୍ରଣୀ ହାସଲ କରି ଖେଳୁଛି । ପୂର୍ବରୁ ଜୋ ରୁଟଙ୍କ ୧୧୮ ରନ ସହାୟତାରେ ଇଂଲଣ୍ଡ ପ୍ରଥମ ଇନିଂସରେ ୮ ୱିକେଟ ବିନିମୟରେ…

ମଡ଼େଲ କେବେ କରନ୍ତି ନାହିଁ ଆଇବ୍ରୋ ସେଭ୍‌, ଲୋକେ ଦେଖି ଡ଼ରନ୍ତି

ଲଣ୍ଡନ: ଆଜିକାଲି ଯୁବତୀମାନେ ନିଜକୁ ଫିଟ୍ ଓ ସୁନ୍ଦର କରିବା ପାଇଁ ପାର୍ଲର ଯିବାସହିତ ସର୍ଜରୀ ମଧ୍ୟ କରିଥାନ୍ତି । ଏଥିଲାଗି ପାଣି ପରି ଟଙ୍କା ଖର୍ଚ୍ଚ କରନ୍ତି । ସାଧାରଣତଃ ଯୁବତୀମାନେ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆଇବ୍ରୋ ସେଭ୍ କରିଥାନ୍ତି । କିନ୍ତୁ ଜଣେ ମଡ଼େଲ ନିଜର ସୌନ୍ଦର୍ଯ୍ୟ…

୧୦୦୦ କୋଟି ଅତିକ୍ରମ କଲା କୋହଲିଙ୍କ ସମ୍ପତି

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ନେଟୱର୍ଥ ୧୦୦୦ କୋଟି ଅତିକ୍ରମ କରିଛି । ଇନଷ୍ଟାଗ୍ରାମରେ କୋହଲିଙ୍କ ପ୍ରଶଂସକଙ୍କ ସଂଖ୍ୟା ୨୫୨ ମିଲିୟନ ପାର କରିଛି । ଷ୍ଟକ ଗ୍ରୋ ନାମକ ସଂସ୍ଥା କୋହଲିଙ୍କ ସମ୍ପତି ସମ୍ପର୍କରେ ଏହି ଖୁଲାସା କରିଛି । ବିଶ୍ୱର ସମସ୍ତ…

ଇଣ୍ଡୋନେସିଆ ଓପନ ବ୍ୟାଡମିଂଟନ: ପୁରୁଷ ଡବଲ୍ସ ଟାଇଟଲ ଜିତି ଇତିହାସ ରଚିଲେ ସାଇରାଜ-ଚିରାଗ

ଜାକର୍ତା: ଇଣ୍ଡୋନେସିଆ ଓପନ ବ୍ୟାଡମିଂଟନର ପୁରୁଷ ଡବଲ୍ସ ବିଭାଗରେ ଭାରତର ଚିରାଗ ସେଟ୍ଟର ଓ ସାତ୍ୱିକ ସଇରାଜ ଯୋଡି ଇତିହାସ ରଚିଛନ୍ତ । ଫାଇନାଲରେ ସେମାନେ ମାଲେସିଆର ହାରୁନ ଚିୟା ଓ ଉଇ ୟିକି ସୋହଙ୍କୁ ୨୧-୧୭ ଓ ୨୧-୧୮ ସିଧାସଳଖ ଗେମରେ ପରାସ୍ତ କରିଥିଲେ । ବିଡବ୍ଲ୍ୟୁଏଫ ୱାର୍ଲ୍ଡ ଟୁର ସୁପର…

୪୫ ଡିଗ୍ରୀରେ ଭାଜି ହେଲା ୭ ସହର, ୪୬ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: ଆଜି ବି ଟକମକ୍ ହୋଇ ଫୁଟିଛି ଓଡ଼ିଶା । ଉପକୂଳରେ ଗୁଳୁଗୁଳି ସାଙ୍ଗକୁ ପଶ୍ଚିମ ଓଡ଼ିଶାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ହୋଇଛି । ଆଜି ରାଜ୍ୟର ୭ଟି ସ୍ଥାନରେ ପାରଦ ୪୫ ଡିଗ୍ରୀ ଉପରେ ରହିଥିବା ବେଳେ ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୬ ଡିଗ୍ରୀ ରେକର୍ଡ କରାଯାଇଛି ।…

ରଥଯାତ୍ରାରେ ଭକ୍ତ, ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ମୁତୟନ ହେବେ ତିନିଶହ ଲାଇଫ ଗାର୍ଡ

ପୁରୀ: ରଥଯାତ୍ରା ସମୟରେ ପୁରୀ ସମୁଦ୍ରରେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ସମୁଦ୍ର କୂଳରେ ଚକ୍ରତୀର୍ଥରୁ ଷ୍ଟଲିନ ପର୍ଯ୍ୟନ୍ତ ୫ଟି ଲାଇଫ ଗାର୍ଡ ଷ୍ଟେସନ ସହିତ ଫାଷ୍ଟ ଏଡ ସେଣ୍ଟର୍ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ସମୁଦ୍ର କୂଳରେ ୩୦୦ ଲାଇଫଗାର୍ଡ ମୁତୟନ…