Latest Odisha News

BREAKING NEWS

Browsing Category

ଫିଚର

ଜାତିସଂଘରେ ପାକିସ୍ତାନକୁ କଡା ଜବାବ ଦେଲା ଭାରତ-‘ଏପରି ମାନସିକତା ପାଇଁ ଆମ ପାଖରେ କେବଳ ସହାନଭୂତି ଅଛି’

ନୂଆଦିଲ୍ଲୀ: ଜାତିସଂଘରେ ପୁଣି ମୁହାଁମୁହିଁ ଭାରତ-ପାକିସ୍ତାନ । ପାକିସ୍ତାନ ସ୍ଥାୟୀ ସଦସ୍ୟଙ୍କ ଭାରତ ବିରେଧୀ ବକ୍ତବ୍ୟ ଉପରେ କଡ ଟୀପ୍ପଣୀ ଶୁଣାଇଛି ଭାରତ ।  ଜାତିସଂଘର ସ୍ଥାୟୀ ପ୍ରତିନିଧି  ରୁଚିରା କମ୍ବୋଜ ପାକିସ୍ତାନକୁ ତାହାର ଅଜ୍ଞାନ ମାନସିକତା ଏବଂ ଶାନ୍ତିର ସଂସ୍କୃତି ବୁଝିବାରେ…

ଖାଲି ପେଟରେ ପିଅନ୍ତୁ ନାହିଁ ଆପଲ୍ ସାଇଡର୍ ଭିନେଗାର, ହୋଇପାରେ ପାର୍ଶ୍ୱ ପ୍ରତିକ୍ରିୟା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଲୋକମାନେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ରୋଷେଇ ଘରେ ଆପଲ୍ ସାଇଡର୍ ଭିନେଗାର ରଖନ୍ତି। ଆପଲ୍ ସାଇଡର୍ ଭିନେଗାର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଅନେକ ଅନୁସନ୍ଧାନରେ ଏହା ପ୍ରମାଣିତ ହୋଇଛି ଯେ ଆପଲ୍ ସାଇଡର୍ ଭିନେଗାର ଦ୍ୱାରା ଅନେକ ରୋଗର ବିପଦକୁ…

ବିଗ୍ ବସ୍ ଓଟିଟି ୨: ପ୍ରତିଯୋଗୀଙ୍କୁ ମିଳିବ ବିଳାସପୂର୍ଣ୍ଣ ଜୀବନଯାପନ କରିବାର ସୁଯୋଗ, ଘରର ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ ଏବଂ ଛୋଟ ପରଦାରେ ଧମାଲ କଲା ପରେ ଏବେ ସଲମାନ ଖାନ ଓଟିଟି (OTT) ରେ ମଧ୍ୟ ନିଜର ଜଲୱା ଦେଖାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସଲମାନ ଖାନ ବିଗ୍ ବସ୍ ଓଟିଟି ର ଦ୍ୱିତୀୟ ସିଜନରେ ଆସୁଛନ୍ତି। ଏହି ସୋ ଓଟିଟିରେ ପ୍ରସାରିତ ହେବା ପୂର୍ବରୁ ମଧ୍ୟ କ୍ରମାଗତ ଲାଇମଲାଇଟରେ…

ଚତୁର୍ଥ ରାଷ୍ଟ୍ରୀୟ ଜଳ ପୁରସ୍କାର: ଓଡ଼ିଶା ୨ୟ ଶ୍ରେଷ୍ଠ ରାଜ୍ୟ ଓ ଗଞ୍ଜାମ ଶ୍ରେଷ୍ଠ ଜିଲ୍ଲା

ଭୁବନେଶ୍ୱର:ଚତୁର୍ଥ ରାଷ୍ଟ୍ରୀୟ ଜଳ ପୁରସ୍କାର ୨୦୨୨ ପାଇଁ ପ୍ରସ୍ତୁତ ତାଲିକାରେ ମଧ୍ୟପ୍ରଦେଶ ପ୍ରଥମ ସ୍ଥାନରେ ଥିବବେଳେ ଓଡ଼ିଶାର ନାମ ୨ୟରେ ରହିଛି । ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଏହି ତାଲିକା ଘୋଷଣା କରାଯାଇଛି । ଏହି ତାଲିକା ଅନୁଯାୟୀ, ଆନ୍ଧ୍ର ଏବଂ ବିହାର ମିଳିତ ଭାବେ ତୃତୀୟ…

ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣଙ୍କୁ କ୍ଲିନଚିଟ୍

 ନୂଆଦିଲ୍ଲୀ:ରେସଲିଂ ଫେଡେରେସନ ଅଫ ଇଣ୍ଡିଆା (WFI)ର ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗର ଚାର୍ଜସିଟ ଦାଖଲ କରିଛି । ଚିଫ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଦୀପକ କୁମାରଙ୍କ ପାଖରେ ଏହି ଚାର୍ଜସିଟ ଦାଖଲ କରିଛି ପୋଲିସ  । ଏଥିରେ ପଟିଆଲା…

ଖାସି ମାଂସ ପାଇଁ ବିବାହ ଭାଙ୍ଗିବା ଘଟଣା: ବର ପକ୍ଷ କହିଲେ, ଅଭିଯୋଗ ମିଛ, ସେମାନେ ଆମକୁ ଅପମାନିତ କଲେ

ସମ୍ବଲପୁର: ସମ୍ବଲପୁରରେ ବର ଓ ବପରଯାତ୍ରୀ ଖାସି ମାଂସ ମାଗିବା ଘଟଣାକୁ ନଇ ବିବାହ ଭାଙ୍ଗିଯିବା ଘଟଣା ସାରା ରାଜ୍ୟରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲିଟିଛି। ସମସ୍ତେ ଝିଅକୁ ବାହା ବାହା ଦେଉଛନ୍ତି। ଏହାରି ଭିତରେ ଘଟଣାକୁନେଇ ବରପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି। କନ୍ୟା ପକ୍ଷର…

ଏଣିକି ଇମେଲ ଲେଖିବାର ଟେନସନକୁ ଦୂର କରିବ ଜିମେଲର ଏହି ନୂତନ ଫିଚର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗୁଗୁଲ୍ ଏହାର ବାର୍ଷିକ 'ଗୁଗୁଲ୍ ଆଇଓ ୨୦୨୩' (Google I / O 2023) ଇଭେଣ୍ଟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)ଉପରେ ଆଧାରିତ ଅନ୍ୟାନ୍ୟ ଫିଚର ସହିତ ଏକ ନୂତନ 'ହେଲପ୍ ମି ରାଇଟ' ଫିଚର ଘୋଷଣା କରିଛି। ଏଣିକି ନିଜେ ଆଉ ଲେଖିବେନି ଇମେଲ। ଆପଣଙ୍କ ଇମେଲ ଲେଖିଦେବ…

୧୯ ତାରିଖ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ, ପରଦିନ ରଥାରୁଢ ହେବେ ମହାପ୍ରଭୁ

ପୁରୀ: ଶ୍ରୀ ଜୀଉଙ୍କ ନବ ଯୌବନ ଦର୍ଶନ ଆସନ୍ତା ୧୯ ତାରିଖରେ ହେବ। ମାତ୍ର ୩ ଘଣ୍ଟା ପାଇଁ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ କରିବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସକାଳ ୮ଟାରୁ ୯ଟା…

ପୁଣି କଲବଲ କଲା ତାତି; ସକାଳୁ ସକାଳୁ ୪୦ ଡେଇଁଲା ତାପମାତ୍ରା

ଭୁବନେଶ୍ୱର:ଦୁଇ ଦିନ ତାତିରୁ ସାମାନ୍ୟ ଆଶ୍ୱସ୍ତି ପରେ ପୁଣି ବଢିଲା ତାପମାତ୍ରା । ଆଜି ସକାଳୁ ସକାଳୁ ଅସହ୍ୟ ହୋଇଛି ଖରା ଆଉ ଗରମ  । ସକାଳ ସାଢେ ୮ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୨.୪ ଡିଗ୍ରୀ ଥିବାବେଳେ ଆଦ୍ରତା ୬୮ ପ୍ରତିଶତ ରହିଛି । ଫଳରେ ସକାଳୁ ସକାଳୁ ଗରମ ଓ…